Latest Odisha News

BREAKING NEWS

Browsing Category

ଫିଚର

ବେଙ୍ଗାଲୁରୁର ଲୋକପ୍ରିୟ ସବୁଜ ରଙ୍ଗର ଜିଲାପି: ଭିଡ଼ିଓ ଭାଇରାଲ

ବେଙ୍ଗାଲୁରୁ: ଆଞ୍ଚଳିକ ଚଳଣି ଅନୁସାରେ ଭାରତର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ପ୍ରକାର ମିଠା ଦେଖିବାକୁ ମିଳିଥାଏ । ସେ ଭିତରୁ ଜିଲାପି ହେଉଛି ଏକ ସ୍ୱତନ୍ତ୍ର ପ୍ରକାରର ମିଠା, ଯାହାକୁ ବିଭିନ୍ନ ରାଜ୍ୟର ଲୋକେ ଖାଇବାକୁ ପସନ୍ଦ କରିଥାନ୍ତି । ତେବେ ଭାରତର ଅଲଗା ଅଲଗା ପ୍ରାନ୍ତରେ ଲୋକେ…

ଦେବଦୂତ ସାଜିଲେ ଇସ୍ରାଏଲର ଡାକ୍ତର: ମେରୁଦଣ୍ଡରୁ ଅଲଗା ହୋଇ ପଡିଥିବା ମୁଣ୍ଡ ଯୋଡିଲେ

ନୂଆଦିଲ୍ଲୀ: ଇସ୍ରାଏଲର ଡାକ୍ତରମାନେ ଜଣେ ପିଲାଙ୍କ ପାଇଁ ଦେବଦୂତ ସାଜିଛନ୍ତି । ସେମାନେ ଏ ଭଳି ଏକ ଅପେରଶନ କରିଛନ୍ତି ଯାହାକି ବିଶ୍ୱାସଯୋଗ୍ୟ ନୁହେଁ । ମେରୁଦଣ୍ଡରୁ ମୁଣ୍ଡ ଅଲଗା ହୋଇ ପଡିଥିଲେ ସେମାନେ ଏହାକୁ ଯୋଡିବାରେ ସଫଳ ହୋଇଛନ୍ତି । ଡେଲିମେଲରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏକ…

ଜାଲ୍ ନୋଟ୍ ବଦଳ ବେଳେ ଭୁବନେଶ୍ୱର ଆରବିଆଇରୁ ଯୁବକ ଗିରଫ

ଭୁବନେଶ୍ୱର: ନକଲି ନୋଟ୍ ବଦଳ ତାହା ପୁଣି ରିଜର୍ଭ ବ୍ୟାଙ୍କରେ । ଏଭଳି ଉଦ୍ୟମ କରି ଗିରଫ ହୋଇଛନ୍ତି ଜଣେ ଯୁବକ । କମିଶନରେଟ ପୋଲିସ ଶୁକ୍ରବାର ଯୁବକ ଜଣଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ଶହେଟି ନକଲି ୫୦୦ ଟଙ୍କିଆ ନୋଟ୍ ଜବତ କରିଛି । ସୂଚନା ଅନୁସାରେ, ଖୋର୍ଦ୍ଧା ଅଞ୍ଚଳର ବିକାଶ…

ଏମିତି ମନ୍ଦିର, ଯେଉଁଠି ଭଲ ବର୍ଷା ପାଇଁ ଗାଁ ଲୋକେ, ଜନପ୍ରତିନିଧି କରନ୍ତି ପୂଜା

ଇନ୍ଦୋର: କୃଷକମାନେ କଠିନ ପରିଶ୍ରମ କରି ଚାଷ କରନ୍ତି । କିନ୍ତୁ ଯଦି ଠିକ୍ ସମୟରେ ବର୍ଷା ନ ହୁଏ ତେବେ ଚାଷୀଙ୍କ କଠିନ ପରିଶ୍ରମ ବୃଥା ହୋଇଥାଏ । ତେବେ ଇନ୍ଦୋରରେ ଏପରି ଏକ ପ୍ରାଚୀନ ମନ୍ଦିର ଅଛି, ଯେଉଁଠି ଭଲ ବର୍ଷା ପାଇଁ ପ୍ରତିବର୍ଷ ଗାଁ ଲୋକ ଓ ଜନ ପ୍ରତିନିଧି କରନ୍ତି ପୂଜାର୍ଚ୍ଚନା ।…

୨୦୧୯ରେ ହାରିଥିବା ଆସନ କେମିତି ଜିତିବେ, ଦଳୀୟ ନେତାଙ୍କୁ ବଂଶଲଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଶୁକ୍ରବାର ଓଡ଼ିଶାର ୧୩ଟି ଲୋକସଭା ନିର୍ବାଚନ ମଣ୍ଡଳୀର ଦଳୀୟ ନେତାଙ୍କ ସହ ଏକ ରୁଦ୍ଧଦ୍ୱାର ବୈଠକ କରିଛନ୍ତି। ଗତ ନିର୍ବାଚନରେ ଦଳ ଏହି ଆସନରେ ପରାଜୟ ବରଣ କରିଥିଲା। ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶା ସମେତ ପୂର୍ବ…

ଅର୍ଥ ବିଭାଗ ପାଇବା ପରେ ଶରଦ ପାଓ୍ବାରଙ୍କ ଘରେ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ପୁଣି ହଟଟମଟ। ଶୁକ୍ରବାର ରାଜ୍ୟ କ୍ୟାବିନେଟକୁ ସମ୍ପ୍ରସାରିତ କରାଯାଇଛି ଯେଉଁଥିରେ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ଅର୍ଥ ମନ୍ତ୍ରଣାଳୟର ଭାର ଦିଆଯାଇଛି। ଏହି ସମୟରେ ଅଜିତ ପାୱାର ତାଙ୍କ ଦାଦା ତଥା ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଘରେ ପହଞ୍ଚିଛନ୍ତି।…

୯ମ ଥର ପାଇଁ ୱିମ୍ବେଲଡନ ଫାଇନାଲରେ ଜୋକୋଭିଚ

ଲଣ୍ଡନ: ସର୍ବିୟାର ଷ୍ଟାର ଟେନିସ ଖେଳାଳି ନୋଭାକ ଜୋକୋଭିଚ ଚଳିତ ୱିମ୍ବେଲଡନ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି । କ୍ରମାଗତ ୫ଥର ଏବଂ ଓଭରାଲ ୯ମ ଥର ପାଇଁ ସେ ୱିମ୍ବେଲଡନର ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ଶୁକ୍ରବାର ଅନୁଷ୍ଠିତ ସେମିଫାଇନାଲରେ ସେ ଇଟାଲୀର ୮ମ ନମ୍ବର…

ପଶ୍ଚିମ ଓଡ଼ିଶାରେ ‘ମୁଖ୍ୟମନ୍ତ୍ରୀ ସଭାଗୃହ’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପଶ୍ଚିମ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ସଭାଗୃହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ପଶ୍ଚିମ ଓଡ଼ିଶାର ପ୍ରାୟ ୨୦୦୦ଟି କଲ୍ୟାଣ ମଣ୍ଡପ ଓ ସ୍ଥାନୀୟ ସଭାଗୃହ ଗୁଡିକର ନିର୍ମାଣ ହାତକୁ ନିଆଯିବ । ଏଥିପାଇଁ ୨୫ କୋଟି ଟଙ୍କା ବିନିଯୋଗ…

ଟମାଟୋ ଦର କିଲୋ ପିଛା ୩୦୦ ଟଙ୍କା ଛୁଇଁପାରେ: ରିପୋର୍ଟ

ନୂଆଦିଲ୍ଲୀ: ଆସନ୍ତା ସପ୍ତାହକ ମଧ୍ୟରେ ଟମାଟୋ ଦର କିଲୋ ପିଛା ୩୦୦ ଟଙ୍କା ଛୁଇଁପାରେ ବୋଲି କୃଷି ବିଶେଷଜ୍ଞମାନେ କହିଛନ୍ତି। ବର୍ତ୍ତମାନ ଟମାଟୋ ଯୋଗାଣ କେବଳ ଦକ୍ଷିଣ ଏବଂ କିଛି ଉତ୍ତର-ପୂର୍ବ ଅଞ୍ଚଳରୁ କରାଯାଉଛି, କାରଣ ପ୍ରବଳ ବର୍ଷା ଏବଂ ଏକ ଆଗୁଆ ଗ୍ରୀଷ୍ମ ପ୍ରବାହ ସହିତ ଅତ୍ୟଧିକ ପାଗ…

ବଲାଙ୍ଗୀର ନାବାଳିକା ହତ୍ୟା ଘଟଣା, ରହସ୍ୟ ଭେଦ କରିବାକୁ ପୋଲିସକୁ ଭରସା କଣ୍ଢେଇ?

ବଲାଙ୍ଗୀର: ଶେଷାଦ୍ରୀ ନାଗ ହତ୍ୟା ଘଟଣା ବଲାଙ୍ଗୀରବାସୀଙ୍କୁ ସ୍ତବ୍ଧ କରିଦେଇଛି। ନିଖିଳ ନଗର ବସ୍ତି ଅଞ୍ଚଳରେ ଯୁକ୍ତ ଦୁଇ ଛାତ୍ରୀ ହତ୍ୟା ଘଟଣାର ତଦନ୍ତକୁ ଜୋରଦାର କରିଛି ବଲାଙ୍ଗୀର ପୋଲିସ। ଗତ ଗୁରୁବାର ଦିନ ଶେଷାଦ୍ରି ନାଗ ନିଜ ଘର ଭିତରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ହୋଇଥିଲା।…