Latest Odisha News

BREAKING NEWS

Browsing Category

ଫିଚର

ସାଂସଦଙ୍କ ଟାର୍ଗେଟରେ ୫ଟି ସଚିବ: ହେଲେ ନାଁ ନେଉ ନାହାଁନ୍ତି କାହିଁକି ?

ଭୁବନେଶ୍ୱର: ପୁଣି 5T ସଚିବଙ୍କ ଉପରେ ବର୍ଷିଲେ ସାଂସଦ ଅପରାଜିତା ଷଡଙ୍ଗୀ । ସଚିବଙ୍କ ନାଁ ନ ନେଇ ପୁଣି ଟାର୍ଗେଟ କଲେ ସାସଂଦ । ଭୁବନେଶ୍ୱରରେ ସାମ୍ବାଦିକମାନଙ୍କ ଉତ୍ତର ଦେଇ କହିଛନ୍ତି, ଯଦି ହୁଳହୁଳି, ଚନ୍ଦନ ଏବଂ ଜିନ୍ଦାବାଦ ଦରକାର ତେବେ ଚାକିରି ଛାଡି ମୈଦାନକୁ ଆସିବା ପାଇଁ 5T…

ଅମୃତସର ସେକ୍ଟରରୁ ପୁଣି ପାକିସ୍ତାନୀ ଡ୍ରୋନ ଠାବ, ଚଳିତ ବର୍ଷ ୨୭ଟି ଡ୍ରୋନ ଠାବ କଲା ବିଏସଏଫ

ଅମୃତସର: ଚିନ୍ତା ବଢାଉଛି ପାକିସ୍ତାନୀ ଡ୍ରୋନ। ରବିବାର ସକାଳେ ଅମୃତସର ସେକ୍ଟରରେ ଏକ ପାକିସ୍ତାନୀ ଡ୍ରୋନକୁ ଠାବ କଲେ ବିଏସଏଫ ଯବାନ। ଚଳିତ ବର୍ଷ ଏହାକୁ ମିଶାଇ ମୋଟ ୨୭ଟି ପାକିସ୍ତାନୀ ଡ୍ରୋନ ଠାବ କରାଯାଇଥିବା ବେଳେ ପ୍ରାୟ ୨୫୦ କିଲୋଗ୍ରାମ ଡ୍ରଗ୍ସ ମଧ୍ୟ ଜବତ କରାଯାଇଛି। ଏହି ଅପରେସନରେ…

ଅପରେଶନ White Spider: ୧୧୦୦ ଗ୍ରାମର ବ୍ରାଉନସୁଗାର ଜବତ କଲା ଏସଟିଏଫ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ଏସଟିଏଫ୍ ଓ ଖୋର୍ଦ୍ଧା ଜିଲ୍ଲା ପୋଲିସକୁ ବଡ଼ ସଫଳତା । ଖୋର୍ଦ୍ଧା ଜିଲ୍ଲା ସିମର-ବାଙ୍କି ରୋଡ଼ ଓସ୍ତପୁର ଗାଁ ନିକଟରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିଛି ଏସଟିଏଫ ଓ ଖୋର୍ଦ୍ଧା ପୋଲିସର ମିଳିତ ଟିମ । ଏହାସହ ଜଣେ ବେପାରୀକୁ ଗିରଫ କରାଯାଇଛି । ଖବର…

ସୁଡାନରେ ସେନା ଓ ପାରାମିଲିଟାରୀ ମଧ୍ୟରେ ସଂଘର୍ଷ ଜାରି, ଏୟାର ଷ୍ଟ୍ରାଇକରେ ୨୨ ମୃତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଅଶାନ୍ତ ହେଉଛି ସୁଡାନ। ଏଠାରେ ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀ ମଧ୍ୟରେ ଆରମ୍ଭ ହୋଇଛି ହିଂସା। ସୁଡାନ ସେନା ଏବଂ ପାରାମିଲିଟାରୀ ରାପିଡ୍ ସପୋର୍ଟ ଫୋର୍ସ (ଆରଏସଏଫ) ମଧ୍ୟରେ ଗୋଟିଏ ସପ୍ତାହ ହେଲାଣି ସଂଘର୍ଷ ଚାଲିଆସୁଛି। ଏହି ସଂଘର୍ଷ ମଧ୍ୟରେ ସୁଡାନର ଓମଡୁରମନ ସହରରେ ଏକ…

ଦିଲ୍ଲୀରେ ୪୧ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା; ବାତିଲ ହେଲା ଅଫିସରଙ୍କ ରବିବାର ଛୁଟି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବର୍ଷା ୪୧ ବର୍ଷର ରେକର୍ଡ ଭାଙ୍ଗିଲା । ଯୁଆଡେ ଦେଖିବା ପାଣି । ରାସ୍ତାଘାଟ, ଅଣ୍ଡରପାସ ସବୁଆଡ ଜଳାର୍ଣ୍ଣବ । ଲୋକେ ଘରୁ ବାହାରି ପାରୁନାହାନ୍ତି । ପରିସ୍ଥିତିର ମୁକାବିଲା କରିବା ପାଇଁ କେଜରିବାଲ ସରକାର ପୁରା ମ୍ୟାନ ପାୱାର ସହ ଆଗେଇ ଆସିଛନ୍ତି । ଦିଲ୍ଲୀ…

ସିଂହ ସଫାରୀରେ ଅଘଟଣ: ବସ୍ ଭିତରେ ପର୍ଯଟକ, ଚାରିପାଖେ ବୁଲୁଥିଲେ ସିଂହ

ଭୁବନେଶ୍ୱର: ନନ୍ଦନକାନନ ସିଂହ ସଫାରୀରେ ଅଟକିଲା ବସ୍ । ଏକ ଘଣ୍ଟାରୁ ଅଧିକ ସମୟ ଧରି ଫସି ରହିଥିଲେ ଯାତ୍ରୀ । ବସ ଭିତରେ  ଭୟଭୀତ ଅବସ୍ଥାରେ ବସିଥିଲେ ଯାତ୍ରୀ । ବସ ବାହାରେ ବୁଲୁଥିଲେ ସିଂହ । ଶନିବାର ଅପରାହ୍ନରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା ନନ୍ଦନକାନନ ସିଂହ ସଫାରୀରେ।…

ରାତିଅଧିଆ କମିଶନରେଟ ପୋଲିସର ଚଢ଼ାଉ, ସରାଇ ଆପ ଅଧୀନରେ ଅଣ ସ୍ୱୀକୃତିପ୍ରାପ୍ତ ହୋଟେଲରେ ରେଡ଼

ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ହୋଟେଲରେ କମିଶନରେଟ ପୋଲିସର ଚଢ଼ାଉ । ଏଣିକି ସନ୍ଦିଗ୍ଧଙ୍କ ପ୍ରବେଶ ବା ରହଣୀ ସମ୍ପର୍କରେ ତୁରନ୍ତ ଖବର ପାଇବ କମିଶନରେଟ ପୋଲିସ । ସରାଇ ଆପ ଅଧୀନରେ ଅଣ ସ୍ୱୀକୃତିପ୍ରାପ୍ତ ହୋଟେଲରେ ଚଢ଼ାଉ । ହୋଟେଲ ଗୁଡ଼ିକ ସରାଇ ଆପର ଅନୁଶରଣ କରୁଛି କି ନାହିଁ ତାର ଚେକିଂ…

ଭୋଜନର ୧୫ ମିନିଟ ପରେ କରନ୍ତୁ ଏହି ଯୋଗ, ଶୀଘ୍ର ହ୍ରାସ ପାଇବ ଓଜନ

ଆମେ ସମସ୍ତେ ଜାଣନ୍ତି ଯେ ଯୋଗ ଆମ ଶରୀର ପାଇଁ କେତେ ଉପଯୋଗି । ଆମ ଶରୀର ଏବଂ ମନକୁ ପ୍ରଫୁଲିତ ଓ ନିରୋଗ ରଖିବାରେ ମଧ୍ୟ ଯୋଗ ସାହାଯ୍ୟ କରିଥାଏ । ସେହିପରି ଯୋଗ ଶରୀରର ଓଜନ ହ୍ରାସ ପାଇଁ ମଧ୍ୟ ସାହାର୍ଯ୍ୟ କରିଥାଏ | ଓଜନର ଦ୍ରୁତ ବୃଦ୍ଧି ବର୍ତ୍ତମାନର ଯୁଗର ଏକ ପ୍ରମୁଖ ସମସ୍ୟା ପାଲଟିଛି ।…

କବିତା ମୋ ମନର ସ୍ୱତଃସ୍ଫୂର୍ତ୍ତ ପ୍ରବାହର ଧାରା : ସୁମନ୍ତ କୁମାର ପାଢ଼ୀ

ଓଡ଼ିଆ ସାହିତ୍ୟର ଜଣେ ସମ୍ବେଦନଶୀଳ ଓ ପ୍ରାଣବନ୍ତ ପ୍ରତିଭା ସୁମନ୍ତ କୁମାର ପାଢ଼ୀ । ସାହିତ୍ୟ ସର୍ଜନାରେ ସେ ସାଉଣ୍ଟିଛନ୍ତି ବିପୁଳ ପାଠକୀୟତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପାଯାଇ ପାରେନା । ଭାବ ଓ ଭାଷାର ସମ୍ମିଶ୍ରଣରେ ସେ ରୁଦ୍ଧିମନ୍ତ କରିଚାଲିଛନ୍ତି ଓଡ଼ିଆ ବାଣୀ ଭଣ୍ଡାରକୁ ।…

ଭାରତ ଗସ୍ତ କରିବେ ମୁସଲମାନ ଧର୍ମଗୁରୁ ମହମ୍ମଦ ଅଲ-ଇସା, ମୋଦୀଙ୍କ ସହ କରିବେ ସାକ୍ଷାତ

ନୂଆଦିଲ୍ଲୀ: ଜୁଲାଇ ୧୦ ତାରିଖରେ ମୁସଲମାନ ଧର୍ମଗୁରୁ ମହମ୍ମଦ ବିନ୍ ଅବଦୁଲ କରିମ ଅଲ-ଇସା ଭାରତ ଗସ୍ତ କରୁଛନ୍ତି। ସେ ସୋମବାର ଦିଲ୍ଲୀରେ ପହଞ୍ଚିବେ। ଭାରତ ଗସ୍ତ ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଅନେକ ନେତାଙ୍କୁ ଭେଟିବେ। ଏହା ବ୍ୟତୀତ ସେ…