Latest Odisha News

BREAKING NEWS

Browsing Category

ଫିଚର

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

କଟକ/ଭଦ୍ରକ: କଟକ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।  ଏସ୍‌ସିବି ମେଡିକାଲ୍‌ କଲେଜ ଛାତ୍ର ସଂସଦର ବାର୍ଷିକୋତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେବେ । ଏନେଇ ସୂଚନା ଦେଇଛନ୍ତି ରାଷ୍ଟ୍ରପତି ଭବନ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ । ରାଷ୍ଟ୍ରପତି ଭବନ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର…

ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ଥାଳିରେ ମହଙ୍ଗା ମାଡ଼: ପରିବା ଦର ଆକାଶଛୁଆଁ, ସ୍କୁଲରେ ପିଲା ଖାଇବେ କଣ ?

ନବରଙ୍ଗପୁର: ପରିବା ଦର ଏବେ ଆକାଶ ଛୁଆଁ । ଶହେ ଟଙ୍କା ତଳକୁ ପରିବା ମିଳିବା ପ୍ରାୟ ଅସମ୍ଭବ ହୋଇପଡ଼ିଲାଣି । ଏପରିକି ଅନେକ ପରିବା ଦର ଦୁଇ ଶହ ଟଙ୍କା ଉପରେ ମଧ୍ୟ ବିକ୍ରି ହେଉଛି । ସପ୍ତାହେ ହେବ ପରିବା ଦର ଉପରମୁହାଁ ହୋଇଛି । ଦର ବଢୁଥିବାରୁ ଲୋକେ ବଜାରରୁ କମ୍ ପରିବା କିଣୁଛନ୍ତି । ଗୋଟିଏ…

ଗୁପ୍ତକ୍ଷେତ୍ର ସଖୀବଟ: ଏହି କ୍ଷେତ୍ରରେ ୧୨ଦିନ କାଳ ଲୁଚିଥିଲେ ଶ୍ରୀବଳଦେବଜୀଉ..

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଯମପଡ଼ା ପଞ୍ଚାୟତର ବିଲବଳରାମପୁର ଗାଁରେ ମାଳିକା ବର୍ଣ୍ଣିତ ପଞ୍ଚସଖାଙ୍କ ଲୀଳା ସ୍ଥଳୀ; ଗୁପ୍ତକ୍ଷେତ୍ର ଭାବେ ପରିଚିତ ସଖୀବଟ ଅବସ୍ଥିତ । ଏହି କ୍ଷେତ୍ରଟିରେ ପଞ୍ଚସଖା ଓ ମହାପ୍ରଭୁ ଶ୍ରୀବଳଦେବଜୀଉଙ୍କ ସମ୍ପର୍କ ଥିବାରୁ…

ଏସ୍‌ଏସ୍‌ଡି ସ୍କୁଲରେ ନିଯୁକ୍ତି ହେବେ ବହୁଭାଷୀ ଶିକ୍ଷକ

ଭୁବନେଶ୍ୱର: ଏଣିକି ଏସ୍‌ଏସ୍‌ଡି ବିଦ୍ୟାଳୟରେ ନିଯୁକ୍ତି ପାଇବେ ୧୧ ଭାଷାର ବହୁଭାଷୀ ଶିକ୍ଷକ। ଶ୍ରେଣୀଗୃହରେ ବହୁଭାଷୀ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ସମସ୍ୟା ସମାଧାନ ଲାଗି ଏହି ପଦକ୍ଷେପ ନିଆଯାଇଛି। ବହୁଭାଷୀ ଛାତ୍ରଛାତ୍ରୀଙ୍କ ପାଇଁ ଭଲ ସୁବିଧା ହେବ। ସଉରା, କୁଇ, ଓରାମ, କୋୟା, ବଣ୍ଡା,…

ଆଜି ସରିବ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା

ଭୁବନେଶ୍ୱର: ଜୁଲାଇ ୧୩ ଗୁରୁବାର ଶେଷ ହେବ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା। ୨୧୫୮ କଲେଜର ୫ଲକ୍ଷ ୬ହଜାର ୯୧୩ ସିଟ୍ ପାଇଁ ନାମଲେଖା ଚାଲିଛି। ପ୍ରଥମ ପର୍ଯ୍ୟାୟ ନାମଲେଖାରେ ବିଳମ୍ବତ ରାତି ପର୍ଯ୍ୟନ୍ତ ୩ ଲକ୍ଷ ୧୯ ହଜାର ୨୨୯ ଜଣ ନାମ ଲେଖାଇଛନ୍ତି। ଆହୁରୀ ୧ ଲକ୍ଷ ୮୭ହଜାର ୬୮୪ ପାଇଁ…

ଆଜିଠୁ ଯୁକ୍ତ ଦୁଇ ଇନ୍‌ଷ୍ଟାଣ୍ଟ ପରୀକ୍ଷା, ୩୨ କେନ୍ଦ୍ରରେ ହେବ ପରୀକ୍ଷା

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ଦୁଇ ଇନ୍‌ଷ୍ଟାଣ୍ଟ ପରୀକ୍ଷା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗ ଇନ୍‌ଷ୍ଟାଣ୍ଟ ପରୀକ୍ଷା ଜୁଲାଇ ୧୩ ଓ ୧୪ ତାରିଖରେ ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀ ଜୁଲାଇ ୧୩…

ପଞ୍ଚାୟତ ନିର୍ବାଚନରେ ହିଂସା, ଫଳାଫଳ ଘୋଷଣା ଉପରେ ରୋକ୍ ଲଗାଇଲେ ହାଇକୋର୍ଟ

କୋଲକାତା: ବୁଧବାର କୋଲକତା ହାଇକୋର୍ଟ ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନର ଅନ୍ତିମ ଫଳାଫଳ ଘୋଷଣା ଉପରେ ରୋକ୍ ଲଗାଇଛନ୍ତି। କୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ ନିର୍ବାଚନ ସହ ଜଡିତ ସମସ୍ତ ଭିଡିଓ ନ ଦେଖିବା ପର୍ଯ୍ୟନ୍ତ ନିର୍ବାଚନ ଆୟୋଗ ଚୂଡ଼ାନ୍ତ ଫଳାଫଳ ପ୍ରକାଶ କରିବା ଉଚିତ…

ଗୁଗୁଲ୍ ମ୍ୟାପ୍‌ରେ ରାସ୍ତା ଦେଖିବା ମହଙ୍ଗା ପଡିଲା : ବାଇକ୍ ନଦୀ ଭିତରେ ନେବାକୁ ପଡିଲା

ଲୋକମାନେ ପୂର୍ବରୁ କେଉଁ ଅଜଣା ସ୍ଥାନକୁ ଯିବା ଆଗରୁ ଭଲ କରି ପଚାରି ବୁଝୁଥିଲେ । ନଚେତ୍ ରାସ୍ତାଘାଟରେ ଦୋକାନ କିମ୍ବା ଲୋକଙ୍କୁ ପଚାରି ଠିକଣା ଜାଗାରେ ପହଞ୍ଚୁଥିଲେ । କିନ୍ତୁ ସମୟ ପରିବର୍ତ୍ତନ ଯୋଗୁ ଏବେ ଲୋକେ ଗୁଗୁଲ ମ୍ୟାପ୍‌ର ସହାୟତା ନେଇ ସହଜରେ ସଠିକ୍ ସ୍ଥାନରେ ପହଞ୍ôଚପାରୁଛନ୍ତି ।…

ଏମିତି ଏକ ଅଫିସ୍ : ଯେଉଁଠି କର୍ମଚାରୀଙ୍କୁ ବିଶ୍ରାମ ପାଇଁ ତକିଆ, ବେଡସିଟ୍ ଦିଅନ୍ତି ବସ୍‌

ଜାପାନ: ଅନେକ ସମୟରେ ଦେଖାଯାଏ ଯେ, ବିଭିନ୍ନ ଅଫିସରେ କାମ କରୁଥିବା କର୍ମଚାରୀମାନେ ଡ଼୍ୟୁଟି ଆୱାର ସମୟରେ ବିଭିନ୍ନ କାରଣରୁ ଥକି ପଡ଼ିଥାନ୍ତି । ପରିଣାମ ସ୍ୱରୂପ ଏହି କାର୍ଯ୍ୟ ସମୟ ଭିତରେ ପୁରା ହୋଇପାରେ ନାହିଁ ଦିଆଯାଇଥିବା କାମ । ତେବେ ଘରୋଇ କମ୍ପାନୀରେ ଦକ୍ଷତା ପ୍ରଦର୍ଶନ ପାଇଁ ବିଭିନ୍ନ…

ଓଏମଜି୨: ରିଭ୍ୟୁ କମିଟି ପାଖକୁ ପଠାଗଲା ଫିଲ୍ମ

ମୁମ୍ବାଇ: ଆଦିପୁରୁଷ ଫିଲ୍ମର ବିବାଦ ପରେ ସେନ୍ସର ବୋର୍ଡ ସତର୍କ ହୋଇ ପଡିଛି । ନିକଟରେ ଓହ ମାଇ ଗଡ ୨ର ଟିଜର ରିଲିଜ ହୋଇଥିଲା । ଏଥିରେ ପଙ୍କଜ ତ୍ରିପାଠୀଙ୍କୂ ଭକ୍ତ ରୂପରେ ଏବଂ ଅକ୍ଷୟ କୁମାରଙ୍କୁ ଭଗବାନ ଶିବଙ୍କ ଅବତାର ଭାବେ ଚିତ୍ରଣ କରାଯାଇଛି । ୧୧ ଅଗଷ୍ଟ ୨୦୨୩ ଏହା ରିଲିଜ ହେବାକୁ ଥିଲା…