Latest Odisha News

BREAKING NEWS

Browsing Category

ଫିଚର

ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା ପରେ କାର୍ଯ୍ୟବନ୍ଦ ଆନ୍ଦେଳନ ପ୍ରତ୍ୟାହାର କଲେ ବନ କର୍ମଚାରୀ

ଭୁବନେଶ୍ୱର: ଗୁରୁବାର ରାଜ୍ୟ ସରକାରଙ୍କ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ପରେ ବନ କର୍ମଚାରୀ କାର୍ଯ୍ୟ ବନ୍ଦ ଆନ୍ଦୋଳନରୁ ଓହରି ଯାଇଛନ୍ତି। ଏହାପରେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ବନ ସେବା ସଂଘର ସାଧାରଣ ସମ୍ପାଦକ ଦିଲୀପ ମିଶ୍ର କହିଛନ୍ତି,…

ଜଗା ଦର୍ଶନ ପାଇଁ ଡ୍ରେସ କୋଡ ଦାବି ପ୍ରସଙ୍ଗ, ସମର୍ଥନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ଦଇତାପତି ନିଯୋଗ ପକ୍ଷରୁ ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଡ୍ରେସ୍ କୋଡ୍ ବ୍ୟବସ୍ଥା କରାଯିବା ଦାବିକୁ ସମର୍ଥନ କରିଛନ୍ତି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ। ଶ୍ରୀମନ୍ଦିରର ଆଧ୍ୟାତ୍ମିକ ପରିବେଶ ସହ ସାମଞ୍ଜସ୍ୟ ଥିବା ପୋଷାକ ପିନ୍ଧିବା ପାଇଁ…

ବଢ଼ିଲା ବୀରେନ୍ଦ୍ର ଲାକ୍ରାଙ୍କ ଅଡୁଆ, ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ

କଟକ: ଆନନ୍ଦ ଟପ୍ପୋଙ୍କ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ଓଡ଼ିଶା ହାଇକୋର୍ଟ। ଅନ୍ତର୍ଜାତୀୟ ହକି ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କର ଏହି ମୃତ୍ୟୁ ଘଟଣାରେ ଲିଙ୍କ ଥିବା ନେଇ ଅଭିଯୋଗ ଆଧାରରେ କୋର୍ଟ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆନନ୍ଦଙ୍କ ବାପା…

ଦକ୍ଷିଣ ଭାରତୀୟ କମ୍ପାନୀ ଦ୍ବାରା ଓଡିଶା ସରକାର ପରିଚାଳିତ: କେନ୍ଦ୍ରମନ୍ତ୍ରୀ ଟୁଡୁ

ଭୁବନେଶ୍ୱର: ଫାଇଭ-ଟି ସଚିବ ଭିକେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତକୁ ଅଗଣତାନ୍ତ୍ରିକ ବୋଲି କହି ସମାଲୋଚନା କରିଛନ୍ତି କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ। ଗୁରୁବାର ମାଲକାନଗିରିର ଖଇରିପୁଟ ଠାରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଉଦଘାଟନ ଅବସରରେ ଟୁଡୁ…

ପୋଲିସ ଘରୁ ସୁନା ଅଳଙ୍କାର ଚୋରି କରିନେଇଗଲା ଚୋର

ଢେଙ୍କାନାଳ: ଅବକାରୀ ଇନ୍ସପେକ୍ଟରଙ୍କ ଘରୁ ଗୁରୁବାର ଦିନ ଲୁଟେରାମାନେ ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟି ନେଇଛନ୍ତି। କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ଜିରିଡାମାଳି ଠାରେ ଇନ୍ସପେକ୍ଟର ସଞ୍ଜୀବ କୁମାର ଶର୍ମା ସହର ବାହାରକୁ ଯାଇଥିବା ବେଳେ ଏହି ଘଟଣା ଘଟିଛି। ଶର୍ମା କାମାକ୍ଷାନଗର ଅବକାରୀ…

ସ୍ବାସ୍ଥ୍ଯମନ୍ତ୍ରୀଙ୍କ ଜିଲ୍ଲାରେ ରୋଗୀକୁ ମିଳିଲାନି ଆମ୍ବୁଲାନ୍ସ, ଟ୍ରଲିରେ ଗଲେ ହସ୍ପିଟାଲ

ସୋନପୁର: ଜଣେ ରୋଗୀଙ୍କୁ ଆମ୍ବୁଲାନ୍ସ ନମିଳିବାରୁ ରିକ୍ସା ଟ୍ରଲିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବାକୁ ପଡିଛି। ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ନିଜ ଜିଲ୍ଲା ବିନିକାରେ ଏହି ଘଟଣା ଘଟିଛି। ରୋଗୀ ଜଣକ ହେଲେ ହାଲୁ ନାଏକ(୩୮)। ସେ ଗୁରୁବାର କାମ କରୁଥିବା ବେଳେ ହଠାତ୍ ଅସୁସ୍ଥ…

ମୋଦି ସରନେମ ବିବାଦରେ ରାହୁଲ ଗାନ୍ଧୀଙ୍କୁ ଗୁଜରାଟ ହାଇକୋର୍ଟଙ୍କ ଝଟକା; କାଏମ ରହିଲା ତଳକୋର୍ଟଙ୍କ ଆଦେଶ

ନୂଆଦିଲ୍ଲୀ: ମୋଦି ସରନେମ ବିବାଦରେ ଫସିଗଲେ ରାହୁଲ ଗାନ୍ଧି । ଗୁଜୁରାଟ ହାଇକୋର୍ଟରେ ରାହୁଲ ଗାନ୍ଧି କରିଥିବା ପୁନର୍ବିଚାର ଆବେଦନ ଖାରଜ । ସୁରତ କୋର୍ଟଙ୍କ ରାୟକୁ କାଏମ ରଖିଲେ ହାଇକୋର୍ଟ । ହାଇକୋର୍ଟଙ୍କ ଏହି ରାୟ ପରେ  ରାହୁଲ ଗାନ୍ଧିଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ କାଏମ  ରହିବ ।…

ବୈବାହିକ ପ୍ରତିଶୃତି ଭାଙ୍ଗିବା ପୂର୍ବରୁ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ: ହାଇକୋର୍ଟ

କଟକ: ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି ଯେ, ଯଦି କୌଣସି ସମ୍ପର୍କ ତିକ୍ତ ହୋଇଯାଏ ଏବଂ କୌଣସି ବ୍ୟକ୍ତି ନିଜ ସାଥୀଙ୍କୁ ବିବାହ ନକରିବାକୁ ନିଷ୍ପତ୍ତି ନିଏ, ତା'ହେଲେ ପୂର୍ବରୁ ହୋଇଥିବା ଶାରୀରିକ ସମ୍ପର୍କକୁ ଦୁଷ୍କର୍ମ ଭାବେ ବିବେଚନା କରାଯିବା ଉଚିତ ନୁହେଁ। ଅର୍ଥାତ୍…

ଫଲକନୁମା ଏକ୍ସପ୍ରେସର ତିନି ବଗିରେ ଲାଗିଗଲା ନିଆଁ

ବିଶାଖାପଟଣମ:ହାଓଡା-ସିକନ୍ଦରାବାଦ ଫଲକନୁମା ଏକ୍ସପ୍ରେସରେ ନିଆଁ । ବିଶାଖାପଟଣମର ପାଗିଡିପାଲି-ବୋମାଇପାଲି  ମଧ୍ୟରେ ଘଟିଛି ଏହି ଦୁର୍ଘଟଣା ।  ହୁତୁହୁତୁ ଜଳୁଛି ଫାଲକନାମା ଏକ୍ସପ୍ରେସ ଟ୍ରେନ । ଟ୍ରେନର ତିନୋଟି ବଗିରେ ନିଆଁ ଲାଗି ଯାଇଛି ।  ଅଗ୍ନିକାଣ୍ଡ ଯୋଗୁ ଆଖପାଖ ଅଞ୍ଚଳ ଧୂଆଁମୟ…

କେତେ ସମ୍ପତ୍ତିର ମାଲିକ ଧୋନି, ଆସନ୍ତୁ ଜାଣିବା କେଉଁଠୁ ଆସୁଛି କେତେ ଟଙ୍କା..

ମୁମ୍ବାଇ: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି କ୍ରିକେଟ ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଛନ୍ତି । ଆଜି ତାଙ୍କର ୪୨ତମ ଜନ୍ମଦିନ । ଧୋନି ୭ ଜୁଲାଇ ୧୯୮୧ ରେ ରାଞ୍ଚିରେ ଜନ୍ମଗ୍ରହଣ କରିଥିଲେ। କ୍ରିକେଟ ଜଗତରେ ସ୍ୱତନ୍ତ୍ର ପରିଚୟ ବହନ କରିଥିବା ମହେନ୍ଦ୍ର ସିଂ…