Latest Odisha News

BREAKING NEWS

Browsing Category

ଫିଚର

ପୁଣି ବିଜେଡିକୁ ଘେରିଲେ ସାଂସଦ, କହିଲେ ଏପରି ସରକାରକୁ ନେଇ ଆମେ ଲଜ୍ଜିତ

ଭୁବନେଶ୍ୱର:5ଟି ସଚିବଙ୍କ କାର୍ଯ୍ୟକ୍ରମକୁ ନେଇ ପୁଣି ସରକାରଙ୍କୁ ଘେରିଲା ବିଜେପି । ବିଜେପି ନେତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ପୁଣି ସରକାରଙ୍କୁ ଟାର୍ଗେଟ କରିଛନ୍ତି  । ଦଳୀୟ କାର୍ଯ୍ୟକ୍ରମରେ ସରକାରୀ ଅଧିକାରୀ ଉପସ୍ଥିତ ରହିବା ଏବଂ ସମ୍ବୋଧନ ଦେବା ହାସ୍ୟସ୍ପଦ ବୋଲି ସେ…

ଆସନ୍ତୁ ଜାଣିବା ଭାରତର ପୁରୁଷ ନଦୀ ସମ୍ପର୍କରେ

ନୂଆଦିଲ୍ଲୀ: ଭାରତରେ ପରିବେଶକୁ ସର୍ବଦା ଗୁରୁତ୍ୱ ଦିଆଯାଇଥାଏ । ସେଥିପାଇଁ ନଦୀ, ପର୍ବତ, ବୃକ୍ଷ ଓ ପଶୁ ପକ୍ଷୀ ଆମ ଧର୍ମ ସଂସ୍କୃତିରେ ପୂଜା ପାଇଥାନ୍ତି । ନଦୀକୁ ସର୍ବଦା ମାଆର ସମ୍ମାନ ଦିଆ ଯାଇଥାଏ । ତେବେ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ବ୍ରହ୍ମପୁତ୍ରକୁ ପୁରୁଷ ନଦୀ କୁହାଯାଏ ।…

ଉତ୍ତର ଭାରତରେ ଜଳ ପ୍ରଳୟ: ୨୪ ଘଣ୍ଟାରେ ୪୧ ମୃତ, ଫସିଛନ୍ତି ୩,୦୦୦ ପର୍ଯ୍ୟଟକ

ନୂଆଦିଲ୍ଲୀ: ଉତ୍ତର ଭାରତ ଭାସୁଛି । ପ୍ରବଳ ବର୍ଷାରେ ରାସ୍ତାଘାଟରେ ପାଣିର ସୁଅ । ସବୁଆଡେ ଜଳପ୍ରଳୟ । ଲକ୍ଷ ଲକ୍ଷ ଲୋକ ଜଳବନ୍ଦୀ । ଯାତାୟାତ ପୂରା ଠପ ।  ଗତ ୨୪ ଘଣ୍ଟା ମଧ୍ୟର ୪୧ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଶହଶହ ଲୋକ ପାଣିଘରରେ । ବିଶେଷକରି ହିମାଚଳ ପ୍ରଦେଶ ଅବସ୍ଥା ଶୋଚନୀୟ…

ମଝି ଆକାଶରେ ନିଖୋଜ ହୋଇଗଲା ହେଲିକପ୍ଟର

ନୂଆଦିଲ୍ଲୀ: ମଝି ଆକାଶରେ ନିଖୋଜ ହୋଇଗଲା ହେଲିକପ୍ଟର । ୬ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା ହେଲିକପ୍ଟର 9NMV । ହଠାତ ନେପାଳ ଆକାଶରେ ନିଖୋଜ ହୋଇଯାଇଛି ।  ୬ଜଣଙ୍କ ମଧ୍ୟରୁ ୫ଜଣ ବିଦେଶୀ ନାଗରିକ ବୋଲି ଜଣାଯାଇଛି । କାଠମାଣ୍ଡୁରୁ ସୋଲୁଖୁମ୍ବୁକୁ ଉଡାଣ ଭରିଥିଲା । ପାଖାପାଖି ଦିନ…

ଭୁଲ ଦିଗରୁ ଆସି କାରକୁ ଧକ୍କା ଦେଲା ସ୍କୁଲ ବସ: ୬ ମୃତ; ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ:ଗାଜିଆବାଦରେ ବଡ ଧରଣର ଦୁର୍ଘଟଣା । ସ୍କୁଲ ବସ୍ ସହ କାର ମୁହାଁମୁହିଁ  ଧକ୍କା  । ୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଜଣେ ୮ ବର୍ଷ ଶିଶୁ ଓ ଜଣେ ବ୍ୟକ୍ତି ଗୁରୁତର ହୋଇଛି । ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦିଲ୍ଲୀ ଓ ମେରଠ…

ଟ୍ରେନ ଧକ୍କାରେ ୧୦ଫୁଟ ତଳକୁ ଛିଟିକି ପଡ଼ିଲା ମାଈହାତୀ; ଛଟପଟ ହୋଇ ଚାଲିଗଲା ଜୀବନ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଦୈତାରି ରେଞ୍ଜ ଅନ୍ତର୍ଗତ ଟାଙ୍ଗରିଆପାଳ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଧକ୍କାରେ  ମାଈ ହାତୀର ମୃତ୍ୟୁ  । ଦୈତାରୀ ରେଞ୍ଜ ଆମ୍ବଧରା ନିକଟରେ ହାତୀପଲ ରେଳ ଲାଇନ୍ ପାରି ହେଉଥିଲା ବେଳେ ଧକ୍କା ଦେଇଥିଲା ମାଲବାହୀ ଟ୍ରେନ । ମାଈ ହାତୀ ଆମ୍ବଧରା ନାଳ ଏବଂ…

World Population Day 2023: କାହିଁକି ପାଳନ କରାଯାଏ ବିଶ୍ୱ ଜନସଂଖ୍ୟା ଦିବସ? ଜାଣନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ…

ଜାତିସଂଘର ଅନୁମୋଦନ କ୍ରମେ ପ୍ରତିବର୍ଷ ଜୁଲାଇ ୧୧ ତାରିଖରେ ‘ବିଶ୍ୱ ଜନସଂଖ୍ୟା ଦିବସ’ ପାଳିତ ହୋଇଥାଏ । ସାରା ଦୁନିଆରେ ବୃଦ୍ଧି ପାଉଥିବା ଜନସଂଖ୍ୟା ପ୍ରତି ଲୋକମାନଙ୍କୁ ଜାଗୃତ ଓ ସଚେତନ କରିବା ପାଇଁ ଏହି ଦିନର ପାଳନ କରାଯାଏ। ଏହି ଦିନ ପରିବାର ନିୟୋଜନ, ମାନବଧିକାର ଓ ନାରୀମାନଙ୍କ…

ଯୁକ୍ତ ଦୁଇ ନାମଲେଖା ପାଇଁ ହ୍ୱାଟ୍ସଆପ୍‌ରେ ଇଣ୍ଟିମେସନ୍

ଭୁବନେଶ୍ୱର: ଯୁକ୍ତ ଦୁଇ ନାମଲେଖା ପାଇଁ ହ୍ୱାଟସ୍ଆପ୍‌ ଇଣ୍ଟିମେସନ୍ ଗ୍ରହଣ କରାଯିବ। ଅନେକ ସମୟରେ ବୈଷୟିକ ସମସ୍ୟା ଯୋଗୁଁ ଇଣ୍ଟିମେସନ୍ ଲେଟର ଡାଉନଲୋଡ କରିବାରେ ସମସ୍ୟା ଦେଖାଦେଉଛି। ଏହି ସମସ୍ୟାକୁ ମୁକାବିଲା କରିବା ପାଇଁ ସାମ୍‌ସ ପକ୍ଷରୁ ଛାତ୍ରଛାତ୍ରୀଙ୍କ ହ୍ୱାଟ୍ସଆପକୁ ଇଣ୍ଟିମେସନ୍…

ଦୁଇ ଦିବସୀୟ ‘ଭିଜିଟର କନଫରେନ୍ସ-୨୦୨୩’ ଉଦଘାଟନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଦୁଇ ଦିବସୀୟ ‘ଭିଜିଟର କନଫରେନ୍ସ-୨୦୨୩’କୁ ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଛାତ୍ରଛାତ୍ରୀ ମାନଙ୍କର ଚରିତ୍ର ନିର୍ମାଣକୁ ପ୍ରାଥମିକତା ଦିଆଯିବା ଉଚିତ୍। ସେମାନଙ୍କୁ ନୈତିକତା, ସମ୍ବେଦନଶୀଳତା ଏବଂ ପରୋପକାର ତଥା ଭାରତୀୟ ମୂଲ୍ୟବୋଧ…

ମୋଦୀଙ୍କୁ ମିଳିବ ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର, ମୁଖ୍ୟ ଅତିଥି ଶରଦ ପାଓ୍ବାର

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର ପ୍ରଦାନ କରାଯିବ। ଏହି ପୁରସ୍କାର ଅଗଷ୍ଟ ୨ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଦାନ କରାଯିବ। ସର୍ବୋଚ୍ଚ ନେତୃତ୍ୱ ତଥା ନାଗରିକଙ୍କ ମଧ୍ୟରେ ଦେଶପ୍ରେମର ଆତ୍ମା ​​ଜାଗ୍ରତ କରିଥିବାରୁ ତାଙ୍କୁ ଏହି ପୁରସ୍କାରରେ…