Latest Odisha News

BREAKING NEWS

Browsing Category

ଜୀବନଶୈଳୀ

୫ ହଜାର ଛୁଇଁବାକୁ ବସିଲାଣି କରୋନା, ୨୪ ଘଣ୍ଟାରେ ମଲେଣି ୭: କାହିଁକି ଏବେ ବି ଚିନ୍ତାର ବିଷୟ ନୁହେଁ?

ନୂଆଦିଲ୍ଲୀ: ପୁଣି ଘନେଇ ଆସୁଛି କରୋନା ବିପଦ । ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଗତ ୩ ଦିନ ଭିତରେ ପାଖାପାଖି ୨୦୦୦ ବୃଦ୍ଧି ପାଇଲାଣି ସଂକ୍ରମଣ ସଂଖ୍ୟା । ବୁଧବାର ଦେଶରେ ସକ୍ରିୟ ମାମଲା ସଂଖ୍ୟା ୪,୩୦୨ ଥିଲା ବେଳେ, ଆଜି ଅର୍ଥାତ୍ ଗୁରୁବାର ୪୮୬୬କୁ ବୃଦ୍ଧି ପାଇଛି ।…

ପୁଣି କରୋନାରେ ଆଉ ୪ ଜଣଙ୍କ ମୃତ୍ୟୁ: ୪୦୦୦ ମୁହାଁ ଆକ୍ରାନ୍ତଙ୍କ ସଂଖ୍ୟା…

ନୂଆଦିଲ୍ଲୀ: ପୁଣି ଡରାଇଲାଣି କରୋନା । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଗତ କାଲି ଆକ୍ରାନ୍ତଙ୍କ ସଂଖ୍ୟା ୩୦୦୦ ଡେଇଁଥିବା ବେଳେ, ଦିନକ ଭିତରେ ଏବେ ୪୦୦୦ ମୁହାଁ ମାଡିଚାଲିଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ, ଆଜି ସକାଳ ୮ଟା…

୨୭୦୦ ଡେଇଁଲା କରୋନା ସଂକ୍ରମଣ, ସପ୍ତାହରେ ହଜାରେ ବୃଦ୍ଧି 

ନୂଆଦିଲ୍ଲୀ: ପୁଣି ଉପରମୁହାଁ କରୋନା। ଭାରତରେ ସକ୍ରିୟ କରୋନା ଭାଇରସ୍ ମାମଲା ୨୭୧୦ ରେ ପହଞ୍ଚିଛି। ଯାହା ପୂର୍ବ ସପ୍ତାହ ତୁଳନାରେ ପ୍ରାୟ ୧୦୦୦ରୁ ଅଧିକ ମାମଲା ବୃଦ୍ଧି ପାଇଛି। ଏହା ମଧ୍ୟରୁ ସବୁଠୁ ଅଧିକ କେରଳରେ ସଂକ୍ରମଣ ଚିହ୍ନଟ ହୋଇଛି। କେରଳରେ ୧୧୪୭ ମାମଲା ରେକର୍ଡ ହୋଇଛି। ଏହା ପଛକୁ…

ଶୀତ ଦିନ ତୁଳନାରେ ଗରମ ଦିନେ ଅଧିକ କାହିଁକି ଚଢ଼େ ମଦ ନିଶା? ଜାଣନ୍ତୁ ଏହାର ବୈଜ୍ଞାନିକ କାରଣ

ଭୁବନେଶ୍ୱର: ଗୋଟିଏ ସମୟ ଥିଲା ଯେତେବେଳେ ମଦ୍ୟପାନ କେବଳ ପୁରୁଷମାନଙ୍କ ମଧ୍ୟରେ ଅଧିକ ଲୋକପ୍ରିୟ ଥିଲା। ପାର୍ଟି, ଖୁସି କିମ୍ବା ଦୁଃଖରେ ମଦ୍ୟପାନ ସେମାନଙ୍କର ସାଙ୍ଗ ହେଉଥିଲା। କିନ୍ତୁ ସମୟ ବଦଳିଛି। ଏବେ ମଦ୍ୟପାନ କେବଳ ପୁରୁଷମାନଙ୍କ ମଧ୍ୟରେ ସୀମିତ ନାହିଁ, ମହିଳାମାନେ ମଧ୍ୟ ଏହାକୁ ସେବନ…

ମହିଳାଙ୍କୁ ବେଶୀ କରୋନା ଭୟ…..ସତର୍କ କରାଇଲେ ବିଶେଷଜ୍ଞ

ନୂଆଦିଲ୍ଲୀ: ଭାରତରେ ପୁଣି ମୁଣ୍ଡ ଟେକିଥିବା କରୋନା ମାମଲାରେ ମହିଳାଙ୍କ ସଂଖ୍ୟା ବହୁତ ଅଧିକ ଦେଖାଯାଇଛି। ଯଦି ଏହି ସଂଖ୍ୟାକୁ ଆକଳନ କରାଯାଏ, ତେବେ ମହିଳାମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନ ନେବା ଉଚିତ ବୋଲି ସତର୍କ କରାଉଛନ୍ତି ଡାକ୍ତର । ଗାଜିଆବାଦରେ ମିଳିଥିବା ରୋଗୀଙ୍କ ମଧ୍ୟରୁ…

ହଜାରେ ଟପିଲା କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା: ସବୁଠୁ ବେଶୀ କେରଳରେ…

ନୂଆଦିଲ୍ଲୀ: ଦୀର୍ଘ ଅଢେଇ ବର୍ଷର ବ୍ୟବଧାନ ପରେ ପୁଣି ଦେଶରେ ମୁଣ୍ତ ଟେକିଛି କୋଭିଡ୍ । ଦିନକୁ ଦିନକୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହାରି ଭିତରେ ଆଜି ଦେଶରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ହଜାର ଟପିଛି । ସାରା ଦେଶରେ କୋଭିଡ-୧୯ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ…

ପୁଣି କରୋନା ଭୟ: କେରଳ, ଦିଲ୍ଲୀ, ମୁମ୍ବାଇରେ ହାଇଆଲର୍ଟ…..

ନୂଆଦିଲ୍ଲୀ: ପୁଣି ଦେଶକୁ ଫେରିଛି କରୋନା । ଦେଶରେ ଏବେ ବଢୁଥିବା କରୋନାର ଭାରିଆଣ୍ଟ, ଏବେ ଲୋକଙ୍କ ମନରେ ନୂଆ ଭୟ ସୃଷ୍ଟି କରିଛି । ପାଖାପାଖି ୨.୫ର ବର୍ଷର ନିଦ୍ରା ପରେ ଏବେ ପୁଣି କୋଭିଡ୍ -୧୯ ଭାରତର ସହରାଞ୍ଚଳ କେନ୍ଦ୍ରଗୁଡ଼ିକରେ ଧୀରେ ଧୀରେ ଜାଗ୍ରତ ହେବାରେ ଲାଗିଛି । ଫଳରେ ଦିଲ୍ଲୀ,…

୫୦ ବର୍ଷ ପରେ ଏହି ସବୁ ରାଶି ପାଇଁ ରାଜଯୋଗ, ଖୋଲିବ ଭାଗ୍ୟର ତାଲା

ଭୁବନେଶ୍ୱର : ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଐଶ୍ୱର୍ଯ୍ୟ ଓ ବୈଭବର ଅଧିପତି ଶୁକ୍ର ଗ୍ରହ।  ଆଗାମୀ ୨୯ ଜୁନ୍ ୨୦୨୫ରେ ଶୁକ୍ର ମେଷ ରାଶିରୁ ବୃଷ ରାଶିକୁ ଗମନ କରିବେ। ଏହି ଗ୍ରହଗତି ଫଳରେ ୫୦ ବର୍ଷ ପରେ କେନ୍ଦ୍ର ତ୍ରିକୋଣ ରାଜଯୋଗ ଓ ମାଲବ୍ୟ ରାଜଯୋଗ ସୃଷ୍ଟି ହେବ, ଯାହା କିଛି ରାଶିର…

ସତରେ କ’ଣ ଦାନ୍ତରେ ପୋକ ଲାଗେ ? ଆସନ୍ତୁ ଜାଣିବା ଏହାର ରହସ୍ୟ

ଭୁବନେଶ୍ୱର: “ଦାନ୍ତରେ ପୋକ ଲାଗିଛି” – ଏହି କଥା ଆମେ ଅନେକ ସମୟରେ ଶୁଣିଥାଉ। ଦାନ୍ତରେ ଯନ୍ତ୍ରଣା ହେଲେ କିମ୍ବା ଦାନ୍ତ କ୍ଷୟ ହେଲେ ଲୋକେ ପ୍ରାୟତଃ ଏହାକୁ “ପୋକ ଲାଗିବା” ସହ ତୁଳନା କରନ୍ତି। କିନ୍ତୁ କ’ଣ ସତରେ ଦାନ୍ତରେ ପୋକ ଲାଗିଥାଏ? ବିଜ୍ଞାନ ଏହା ବିଷୟରେ କ’ଣ କହୁଛି? ଆସନ୍ତୁ…

କେତେ ମାରାତ୍ମକ ପ୍ରୋଷ୍ଟେଟ୍ କ୍ୟାନସର…ଲକ୍ଷଣ କ’ଣ, କେମିତି ବଞ୍ଚିବେ?

ନୂଆଦିଲ୍ଲୀ: ପୂର୍ବତନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କ୍ୟାନସର ।  ୮୨ ବର୍ଷୀୟ ବାଇଡେନ ପ୍ରୋଷ୍ଟେଟ୍ କ୍ୟାସନର ରୋଗରେ ପୀଡିତ ଅଛନ୍ତି, ଯାହା ତାଙ୍କ ହାଡ଼କୁ ବ୍ୟାପି ଯାଇଛି। ବାଇଡେନଙ୍କୁ ସମ୍ପ୍ରତି ପରିସ୍ରା ସମସ୍ୟା ହେବାରୁ, ପରୀକ୍ଷା ପରେ ଡାକ୍ତରମାନେ ପ୍ରୋଷ୍ଟେଟରେ ଏକ ଗଣ୍ଠି…