Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଭୁବନେଶ୍ୱରରେ ଉପରାଷ୍ଟ୍ରପତି: ଏମ୍ସ ସମାବର୍ତ୍ତନ ଉତ୍ସବରେ ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଲେ

ଭୁବନେଶ୍ୱର : ଆଜି ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଭାରତର ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଆଜି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଭୁବନେଶ୍ୱରର ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ ମେଡ଼ିକାଲ ସାଇନ୍ସ (ଏମ୍ସ)ର ସମାବର୍ତ୍ତନ ଉତ୍ସବରେ ଯୋଗଦେଇଥିଲେ । ଉପରାଷ୍ଟ୍ରପତି ଭେଙ୍କେୟା…

ସୁଖ-ସମୃଦ୍ଧି ଓ ସୁସ୍ଥତାର ମହାଷୌଧି: ‘ଯୋଗ ପ୍ରାଣ ବିଦ୍ୟା’ ବା ପ୍ରାନିକ୍ ହିଲିଙ୍ଗ

ସୁଖ-ସମୃଦ୍ଧି ଓ ସୁସ୍ଥତାର ମହାଷୌଧି: ‘ଯୋଗ ପ୍ରାଣ ବିଦ୍ୟା’ ବା ପ୍ରାନିକ୍ ହିଲିଙ୍ଗ ଯୋଗ-ପ୍ରାଣ-ବିଦ୍ୟା ବା ‘ପ୍ରାନିକ୍ ହିଲିଙ୍ଗ’ ସୂକ୍ଷ୍ମ ଶରୀର ଓ ସ୍ଥୂଳ ଶରୀରର ଉପଚାରକୁ ବୁଝାଇଥାଏ । ଆମେମାନେ ପୂର୍ବରୁ ‘ରେକୀ ହିଲିଙ୍ଗ’ କଥା ଜାଣିଛେ । ରେକିରେ ପ୍ରାଣଶକ୍ତିକୁ ଆହ୍ୱାନ କରି…

ସମ୍ ହସ୍ପିଟାଲରେ ସ୍ୱାସ୍ଥ୍ୟ ଭିତ୍ତିକ କର୍ମଶାଳା: ରୋଗ ସଂକ୍ରମଣ ରୋକିବାକୁ ବିଶେଷଜ୍ଞଙ୍କ ପରାମର୍ଶ

ଭୁବନେଶ୍ୱର, ୨୨/୮: ଅସୁସ୍ଥ ଅବସ୍ଥାରେ ରୋଗୀଟି ଡାକ୍ତରଖାନାରେ ଭର୍ତ୍ତି ହେବା ଦିନ ଠାରୁ ସୁସ୍ଥ ହୋଇ ଘରକୁ ଫେରିବା ପର୍ଯ୍ୟନ୍ତ ତା’ର ସ୍ୱାସ୍ଥ୍ୟର ଯତ୍ନ ନେବାର ଯଥେଷ୍ଟ ଆବଶ୍ୟକତା ରହିଛି । ରୋଗୀଟି ଯେଭଳି କୋ÷ଣସି ପ୍ରକାର ସଂକ୍ରମଣର ଶିକାର ନ ହୁଏ ସେ ଦିଗରେ ମଧ୍ୟ ଦୃଷ୍ଟି ଦେବା ଜରୁରୀ ।…

ଜାଣନ୍ତୁ ଶରୀର ପାଇଁ କେତେ ଉପକାରୀ ହଳଦୀ ତେଲ

ଦୈନନ୍ଦିନ ଜୀବନରେ ଆମେ ହଳଦୀକୁ ମସଲା ତଥା ଚେହେରାର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବ୍ୟବହାର କରିଥାଉ । ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି । କିନ୍ତୁ ଆମ ଭିତରୁ ଅନେକ ହଳଦୀର ତେଲ ସମ୍ପର୍କରେ ଜାଣିନଥିବେ, ଖାଲି ଯେ ହଳଦୀ ସ୍ୱାସ୍ଥ୍ୟ ପାଇଁ ଉପକାରୀ ତା ନୁହେଁ, ଏହାର ତେଲ ମଧ୍ୟ ବହୁ ଲାଭଦାୟକ…

ବିନିକା: ୧୨ ଘଣ୍ଟିଆ ବନ୍ଦ ପାଳନ, ସାଧାରଣ ଜୀବନଯାତ୍ରା ବ୍ୟାହତ

ସୋନପୁର : ସୋନପୁର ଜିଲ୍ଲାର ବିନିକାରେ ସ୍ଥାନୀୟ ଜନସାଧାରଣଙ୍କ ୧୨ ଘଣ୍ଟିଆ ବନ୍ଦ ପାଳନ ଯୋଗୁଁ ସାଧାରଣ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଛି । ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସହିତ ଜିଲ୍ଲାର ସମସ୍ତ ଚିକିତ୍ସାଳୟରେ ସ୍ଥାୟୀ ଡ଼ାକ୍ତର ନିଯୁକ୍ତି ଦାବୀ ନେଇ ଏହି ବନ୍ଦ ପାଳନ କରାଯାଇଛି ।…

ଜାଣନ୍ତୁ କେତେ ସ୍ୱାସ୍ଥ୍ୟପ୍ରଦ ଲେମ୍ବୁପାଣି ?

ଘରେ ହେଉ ବା ରେଷ୍ଟୁରାଣ୍ଟ୍ , ହୋଟେଲ୍ ହେଉ ବା ମେଡ଼ିକାଲ୍ ସବୁଆଡ଼େ ଏବେ ଲେମ୍ବୁରସ ବା ଲେମ୍ବୁପାଣିର ଉପକାରୀତା ନେଇ ଚର୍ଚ୍ଚା । ଲେମ୍ବୁପାଣିର ଗୁରୁତ୍ୱକୁ ଜାଣିଲା ପରେ ଏବେ ଅଧିକାଂଶ ଲୋକ ଚା’ ଓ କଫି ବଦଳରେ ଲେମ୍ବୁପାଣି ପିଇବାକୁ ପସନ୍ଦ କରୁଛନ୍ତି । ଲେମ୍ବୁ ସ୍ୱାସ୍ଥ୍ୟ ଲାଗି ବେଶ୍…

ଉନ୍ମୋଚିତ ହେଲା ରାଜଧାନୀର ପ୍ରଥମ ଫ୍ୟାଶନ ପତ୍ରିକା ‘ପଶ୍ ଆଫେୟାର’

ଭୁବନେଶ୍ୱର : ଓଡ଼ିଶାରୁ ପ୍ରଥମକରି ଲଞ୍ଚ୍ ହେଲା ଫ୍ୟାଶନ ପତ୍ରିକା ‘ପଶ୍ ଆଫେୟାର’ । ରାଜଧାନୀର ଦୁଇ ଜଣାଶୁଣା ଫ୍ୟାଶନ୍ ଡ଼ିଜାଇନର୍ ଦିନେନ୍ଦ୍ର ପ୍ରତାପ ସିଂହଦେଓ ଏବଂ ରୋଶନ ସାହୁ ଏହି ପତ୍ରିକାଟିକୁ ଭିନ୍ନ ଶୈଳୀରେ ପ୍ରକାଶିତ କରିଛନ୍ତି । ଏହି ଦୁଇ ଫ୍ୟାଶନ ଡ଼ିଜାଇନର୍ ସେମାନଙ୍କର…

ଥାଇଲାଣ୍ଡ ‘ଆନ୍ତର୍ଜାତିକ ପ୍ରିନ୍ସ ଏଣ୍ଡ ପ୍ରିନ୍ସେସ’ ପ୍ରତିଯୋଗିତା: ଓଡ଼ିଆ ଝିଅ ଲାବଣ୍ୟା ଜିତିଲେ ୩ଟି ପୁରସ୍କାର

ଭୁବନେଶ୍ୱର : ଲାବଣ୍ୟା ଦାସ । କୁନି ଝିଅଟିଏ । ଏପଟେ ପାଠପଢା ସେପଟେ ଦୁନିଆକୁ ଜିତିବାର ପଣ । ଭୁବନେଶ୍ୱର ଡ଼ିଏଭି ପବ୍ଲିକ ସ୍କୁଲରେ ଦଶମ ଶ୍ରେଣୀରେ ପାଠ ପଢୁଥିବା ଲାବଣ୍ୟା ଆଖିରେ ଅନେକ ସ୍ୱପ୍ନ । ଓଡ଼ିଶୀ ନୃତ୍ୟର ମଙ୍ଗଳାଚରଣରୁ ଆରମ୍ଭ କରି ରକ୍ ହିପହପ୍ ଡ଼୍ୟାନ୍ସରେ ଏହି କୁନି ଝିଅଟିର…

ଆପଣଙ୍କ ପିଲାଙ୍କ ପାଇଁ ଭିଟାମିନ୍-ଡି କେତେ ଜରୁରୀ ?

ଆପଣଙ୍କ ପିଲାଙ୍କ ପାଇଁ ଭିଟାମିନ୍-ଡି କେତେ ଜରୁରୀ ? ଭିଟାମିନ-ଡି ର ଅଭାବ କେବଳ ବୟସ୍କ ଲୋକ ମାନଙ୍କ ପାଖରେ ଦେଖାଯାଏ ନାହିଁ ଏହା ନବଜାତ ଶିଶୁ ମାନଙ୍କ ନିକଟରେ ମଧ୍ୟ ପରିଲିକ୍ଷିତ ହୋଇଥାଏ । ବୟସ୍କ ମାନଙ୍କ ପରି ଛୋଟ ପିଲାଙ୍କର ମଧ୍ୟ ନିର୍ଦ୍ଧିଷ୍ଟ ମାତ୍ରାରେ ଭିଟାମିନ୍-ଡି ଦରକାର ହୋଇଥାଏ…

ଚିକିତ୍ସାର ଫାଇନାଲ ଷ୍ଟେଜରେ ଇରଫାନ ଖାନ, କହିଲେ “ଲାଗୁଛି ଆଉ କିଛି ମାସ ଭିତରେ ମରିଯିବି”

ଆସନ୍ତା କାଲି ରିଲିଜ ହେବ ବଲିଉଡ଼ ଅଭିନେତା ଇରଫାନ ଖାନଙ୍କ ନୁଆ ସିନେମା ‘କାରୱାଁ’ । ଏହି ସିନେମା ରିଲିଜ ହେବାକୁ ନେଇ ଦର୍ଶକଙ୍କ ମନରେ ବେଶ ଆଗ୍ରହ ରହିଥିବା ବେଳେ, ତାଙ୍କ ସ୍ୱାସ୍ଥ୍ୟବସ୍ଥା ପାଇଁ ମଧ୍ୟ ପ୍ରାର୍ଥନା କରୁଛନ୍ତି । ଇରଫାନ ବର୍ତମାନ ଲଣ୍ଡନରେ ଅଛନ୍ତି ଏବଂ ତାଙ୍କୁ ହୋଇଥିବା ରୋଗ…