Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ତରବର ହୋଇ ଖାଉଛନ୍ତି କି? ହୋଇପାରେ ଏହିସବୁ ଅସୁବିଧା

ଭୁବନେଶ୍ବର: ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଭଲରେ ଦୁଇ ଗୁଣ୍ଡା ଖାଇବାକୁ ବି ଲୋକଙ୍କ ପାଖରେ ତର ନାହିଁ। ତରବରିଆ ଭାବରେ ଆମେ ଖାଦ୍ୟକୁ ନଚୋବାଇ ଶୀଘ୍ର ଶୀଘ୍ର ଗିଳିଦିଅନ୍ତି । ତେବେ ଏହା ଦେହ ପ୍ରତି କେତେ କ୍ଷତିକାରକ ଆପଣ ଜାଣନ୍ତି କି ? ଏକ ଅନୁଧ୍ୟାନରୁ ଜଣାଯାଇଛି ଯେ ନଚୋବାଇ ଖାଉଥିବା…

ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମରୁ ବାଦ ନପଡ଼ନ୍ତୁ ରାସ୍ତାରେ ବୁଲୁଥିବା ମାନସିକ ବିକାରଗ୍ରସ୍ତରୋଗୀ

(ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ) ଭାରତର ସମ୍ବିଧାନରେ ‘ଜୀବନ ବଞ୍ଚିବାର ଅଧିକାର’ କୁ ପ୍ରତ୍ୟେକ ନାଗରିକଙ୍କ ମୌଳିକ ଅଧିକାର ରୂପେ ବର୍ଣ୍ଣନା କରାଯାଇଛି । ତେଣୁ ସରକାର ସମସ୍ତ ନାଗରିକଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟର ଅଧିକାର ସୁନିଶ୍ଚିତ କରନ୍ତି । ଏଥିପାଇଁ ସଂକ୍ରମିତ ଓ…

ଆପଣାନ୍ତୁ ଏହିସବୁ ଉପାୟ, ଶୀତଦିନେ ପାଇବେ ଲାଲ୍ ଓ ନରମ ଓଠ

ଭୁବନେଶ୍ୱର: ମହିଳା ମାନେ ଲିପିସ୍ଟିକ ସୌନ୍ଦଯ୍ୟ ବୃଦ୍ଧି ପାଇଁ ବ୍ୟବହାର କରିଥାନ୍ତି । କିନ୍ତୁ ସର୍ଭେରୁ ଜଣା ପଡିଛି  ୬୦% ଲିପିସ୍ଟିକ ବିଷାକ୍ତ ଅଟେ। ଏହା ଓଠରେ କୋଷ ଗୁଡିକୁ ନଷ୍ଟ କରିଦିଏ। ଯାହାଦ୍ୱାରା ଓଠ ଧୀରେ ଧୀରେ କଳା ଦେଖାଯାଏ। କିପରି ପାଇବେ ଲାଲ ଓଠ? ଲାଲ ଓଠ ମୁହଁର…

ହାଇ ହିଲ ପିନ୍ଧୁଥିଲେ ହୋଇପାରେ ଏହିସବୁ ସମସ୍ୟା

ଭୁବନେଶ୍ୱର: ଷ୍ଟାଇଲିସ୍ ଦେଖାଯିବାକୁ ଝିଅ/ପୁଅ ମାନେ ଅନେକ କଷ୍ଟକୁ ମଧ୍ୟ ଅଭ୍ୟାସରେ ପରିଣତ କରିଥାନ୍ତି। ବିଶେଷ କରି ଝିଅ ମାନେ ଗ୍ଳାମରସ୍ ଦେଖାଯିବା ପାଇଁ ଅଧିକାଂଶ ସମୟ ହାଇ ହିଲସ୍ ପରିଧାନ କରନ୍ତି। ତେବେ ଆପଣବି ଯଦି ସେମାନଙ୍କ ମଧ୍ୟରୁ ଜଣେ ତେବେ ଜାଣି ରଖନ୍ତୁ ଏହା ଆମ ଶରୀରର ପାଇଁ…

ମାନସିକ ସ୍ୱାସ୍ଥ୍ୟ କ’ଣ ଜାଣନ୍ତୁ ଏହା ସମ୍ପର୍କରେ କିଛି ଅଜଣା କଥା

ଭୁବନେଶ୍ୱର: ମାନସିକ ସ୍ୱାସ୍ଥ୍ୟ ହେଉଛି ମାନସିକ ସୁସ୍ଥତାର ସ୍ତର କିମ୍ବା ମାନସିକ ରୋଗର ଅନୁପସ୍ଥିତିକୁ ସୁଚାଇଥାଏ । ଏହା ହେଉଛି ଜଣଙ୍କର ଅବସ୍ଥା ଯିଏ “ଭାବପ୍ରବଣ ଏବଂ ଆଚରଣଗତ ସମନ୍ୱୟର ସନ୍ତୋଷଜନକ ସ୍ତରରେ କାର୍ଯ୍ୟ କରିବାକୁ ସୁଚାଇଥାଏ” । ସକରାତ୍ମକ ମନୋବିଜ୍ଞାନ ଦୃଷ୍ଟିକୋଣରୁ,…

ଶୀତଦିନେ ନିଜ ଡାଏଟ୍ ରେ ସାମିଲ କରନ୍ତୁ ଏହିସବୁ ଖାଦ୍ୟ; ଶରୀରକୁ ଭିତରୁ ରଖିବ ଉଷ୍ମ

ଭୁବନେଶ୍ୱର: ଆରମ୍ଭ ହୋଇ ଯାଇଛି ଶୀତଋତୁ। ଧୀରେ ଧୀରେ ଥଣ୍ଡାର ପ୍ରକୋପ ମଧ୍ୟ ବଢ଼ିବାରେ ଲାଗିଛି। ବଢୁଥିବା ଥଣ୍ଡାକୁ ଦୃଷ୍ଟିରେ ରଖି ଆମେ ଶରୀର ଉଷ୍ମ ରଖିବାକୁ ଗରମ ପୋଷାକ ପରିଧାନ କରନ୍ତି। ମାତ୍ର ଏହା ଶରୀର ପାଇଁ ଯଥେଷ୍ଟ ନୁହେଁ। ଶରୀରକୁ ବାହାରୁ ନୁହେଁ ଭିତରୁ ମଧ୍ୟ ଉଷ୍ମ ରଖିବା ମଧ୍ୟ…

ସମ୍ପର୍କରେ ଫାଟ ସୃଷ୍ଟି କରେ ଏହିସବୁ ଖରାପ ଅଭ୍ୟାସ

ଭୁବନେଶ୍ୱର: ପ୍ରେମର ସାର୍ଥକତା ଯେ କେବଳ ଏକାଠି ବୁଲାବୁଲି କି ଦୁଇ ପଦ ମିଠା କଥାରେ ସୀମିତ ନୁହେଁ। ପ୍ରେମର ପ୍ରକୃତ ଅର୍ଥ ପରସ୍ପରକୁ ବୁଝିବା,ଏକାଠି ଭଲ ସମୟ କଟାଇବା, ସବୁ ପରିସ୍ଥିତିରେ ସାଙ୍ଗରେ ରହିବା ଇତ୍ୟାଦି। କିନ୍ତୁ କିଛି ସାମାନ୍ୟ କଥା ପାଇଁ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ।…

ପ୍ରତିଦିନ କରନ୍ତୁ ଏହି ୫ ଟି ଅଭ୍ୟାସ; ବୟସ ତୁଳନାରେ ଦେଖାଯିବେ ଅଧିକ ସତେଜ

ଭୁବନେଶ୍ୱର: ବୟସ ବଢ଼ିବା ସହ ଏହାର ଛାପ ତ୍ୱଚାରେ ଦେଖାଯାଏ।ମାତ୍ର ଆଜୀବନ ସତେଜ ଦେଖାଯିବା ପାଇଁ ସମସ୍ତେ ଚାହିଁଥାଆନ୍ତି। ଯଦି ଆପଣ ଆପଣଙ୍କ ବୟସ ତୁଳନାରେ ଶରୀରକୁ ଅଧିକ ସତେଜ ରଖିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କୁ ଦୈନନ୍ଦିନ ଜୀବନରେ କିଛି ଅଭ୍ୟାସକୁ ସାମିଲ କରିବାକୁ ହେବ । ଏପରି ୫…

ଆଜି ବିଶ୍ୱ ଏଡ଼ସ୍ ଦିବସ

ଭୁବନେଶ୍ୱର: ଏଡ଼ସ୍ (ଆକ୍ୱାଡ଼ ଇମୁ୍ୟନ୍ ଡେ଼ଫିସିଏନ୍ସି ସିଣ୍ଡ୍ରୋମ୍) ନାଁ ଶୁଣିଲେ ମନ ଭୟରେ ଥରିଉଠେ ।ଏଡ଼ସ୍ ଡ଼ର ସଭିଙ୍କୁ  । ଗର୍ଭସ୍ଥ ଶିଶୁଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ  । ବୈଜ୍ଞାନିକମାନେ ମଧ୍ୟ ଏଯାଏଁ ଏଡ଼ସ୍ ନିରାକରଣ ପାଇଁ ମେଡ଼ିସିନ୍ ଆବିଷ୍କାର କରିବାରେ ସଫଳତା…

ଅଶୁଭ ସଙ୍କେତ ଦିଏ ଏହିସବୁ ସ୍ୱପ୍ନ

ଭୁବନେଶ୍ୱର: ରାତିରେ ଶୋଇବା ପରେ ସ୍ୱପ୍ନ ଦେଖିବା ମଣିଷର ସ୍ୱାଭାବ। ଶାସ୍ତ୍ର ଅନୁସାରେ ସ୍ବପ୍ନ ଭବିଷ୍ୟତର ସଙ୍କେତ ଦେଇଥାଏ। ଶୋଇବା ସମୟରେ ଆମ ମସ୍ତିଷ୍କ ଅବଚେତନ ଅବସ୍ଥାରେ ଥାଏ ,ସେତେବେଳେ ବିଭିନ୍ନ ପ୍ରକାର କଥା ଚାଲୁଥାଏ ତାହାକୁ ସ୍ବପ୍ନ କୁହାଯାଏ। କିଛି ସ୍ବପ୍ନ ଆମ ପାଇଁ ଅତ୍ୟନ୍ତ ଶୁଭ…