Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ହାସ୍ୟାଭିନେତା ପପୁ ପମପମ୍ ଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି

ନୂଆଦିଲ୍ଲୀ: ଓଲିଉଡ଼ ଅଭିନେତା ତଥା ଓଡ଼ିଆ ହାସ୍ୟାଭିନେତା ତତ୍ଥ୍ ପ୍ରକାଶ ଶତପଥି ଯିଏକି ପପୁ ପମପମ୍ ଭାବରେ ଲୋକପ୍ରିୟତା ଅର୍ଜନ କରିଛନ୍ତି ଏବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ବେଶ୍ ଉନ୍ନତି ପରିଲକ୍ଷିତ ହେଉଥିବା ଚିକିତ୍ସିତ ହେଉଥିବା ଏମ୍ସ୍ କର୍ତ୍ତୃପକ୍ଷ କହିଛନ୍ତି । ନୂଆଦିଲ୍ଲୀସ୍ଥିତ…

୬ଟି ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା: ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର : ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ର ପାଣିପାଗ କେନ୍ଦ୍ର ଆସନ୍ତା କିଛି ଘଣ୍ଟା ମଧ୍ୟରେ ରାଜ୍ୟର ୬ ଟି ଜିଲ୍ଲାରେ ବଜ୍ରପାତ ସହିତ ପ୍ରବଳ ବୃଷ୍ଟିପାତ ହେବାର ସତର୍କ ସୂଚନା ଦେଇଛନ୍ତି । ଯେଉଁ ଜିଲ୍ଲା ଗୁଡ଼ିକ ଲାଗି ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ କରାଯାଇଛି, ସେହି…

ଜୁନ ୨୭ ପରେ ବୃଦ୍ଧି ପାଇବ ମୌସୁମୀ ଜନିତ ବର୍ଷା

ଭୁବନେଶ୍ୱର : ପ୍ରବଳ ଗରମ ଓ କ୍ରମାଗତ ତାପମାତ୍ରା ବୃଦ୍ଧି ଯୋଗୁଁ ତ୍ରାହି ତ୍ରାହି ଡ଼ାକିଲେଣି ରାଜ୍ୟବାସୀ । ରାଜଧାନୀ ଭୁବନେଶ୍ୱରରେ ଗତ ୩ ଦିନ ହେଲା ୪୨ ଡ଼ିଗ୍ରୀରୁ କମୁନଥିବା ବେଳେ ଏପଟେ ମୌସୁମୀ ପ୍ରବେଶ କରିଥିଲେ ମଧ୍ୟ ବର୍ଷାର ନା’ଗନ୍ଧ ନାହିଁ । ରୌଦ୍ରତାପ ଯୋଗୁଁ ଜୀବନ ଯାତ୍ରା ବ୍ୟାହତ…

୨ଜଣ ଯୁବତୀଙ୍କ ଉଲଗ୍ନ ମୃତଦେହ ଉଦ୍ଧାର: ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ବାଲେଶ୍ୱର/ବ୍ରହ୍ମପୁର : ବାଲେଶ୍ୱର ଓ ବ୍ରହ୍ମପୁରରେ ଦୁଇଟି ପୃଥକ ଘଟଣାରେ ୨ଜଣ ଯୁବତୀଙ୍କ ଉଲଗ୍ନ ମୃତଦେହ ଉଦ୍ଧାର କରିଛନ୍ତି ସ୍ଥାନୀୟ ପୋଲିସ । ପ୍ରାଥମିକ ତଦନ୍ତରୁ ଏହି ଦୁଇଟି ଘଟଣାରେ ପ୍ରଥମେ ଯୁବତୀ ଦ୍ୱୟଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମଙ୍ଗଳବାର…

ମୁଖ୍ୟମନ୍ତ୍ରୀଙ୍କ ସ୍ମାର୍ଟସିଟି ‘ସ୍ମାର୍ଟ ଜନପଥ ଯୋଜନା’ କାର୍ଯ୍ୟସ୍ଥଳୀ ପରିଦର୍ଶନ

ଭୁବନେଶ୍ୱର : ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ଼ ତତ୍ତ୍ୱାବଧାନରେ ନିର୍ମିିତ ହେଉଥିବା ‘ସ୍ମାର୍ଟ ଜନପଥ ଯୋଜନା’ରେ ଅନ୍ତଭୃକ୍ତ କାର୍ଯ୍ୟସ୍ଥଳୀକୁ ଶନିବାର ସନ୍ଧ୍ୟାରେ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ମାର୍ଟସିଟି ବ୍ୟାନରରେ ନିର୍ମାାଣାଧିକ କାର୍ଯ୍ୟକୁ ପରିଦର୍ଶନ କରିବା…

ଚିଲିକା ଡ଼ଙ୍ଗାବୁଡ଼ି ଘଟଣାରେ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଲା : ୪ଟି ମୃତଦେହ ଉଦ୍ଧାର ପରେ ଉଦ୍ଧାର କାର୍ଯ୍ୟ ଶେଷ ହେଲା

ବାଲୁଗାଁ : ଚିଲିକାରେ ଶନିବାର ସନ୍ଧ୍ୟାରେ ଡ଼ଙ୍ଗା ଘଟିଥିବା ମର୍ମନ୍ତୁଦ ଡ଼ଙ୍ଗାବୁଡ଼ି ଘଟଣାରେ ଉଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଏହି ଉଦ୍ଧାର କାର୍ଯ୍ୟ ବାଲୁଗାଁ ଦମକଳ ବାହିନୀ ସହିତ ଓଡ଼୍ରାଫ ଟିମର ଉଦ୍ଧାରକାରୀ କରୁଥିଲେ । ତେବେ ଉଦ୍ଧାର କାର୍ଯ୍ୟ ସମାପ୍ତ ପରେ ନିଖୋଜ ଥିବା ୪ଜଣଙ୍କର…

ଚିଲିକାରେ ମର୍ମନ୍ତୁଦ ଡ଼ଙ୍ଗା ଦୁର୍ଘଟଣା: ନାବାଳିକା ମୃତ, ୮ଜଣ ନିଖୋଜ

ବାଲୁଗାଁ : ମରାଳ ମାଳିନୀ ନୀଳାମ୍ବୁ ଚିଲିକାରେ ଶନିବାର ସନ୍ଧ୍ୟାରେ ଏକ ଡ଼ଙ୍ଗା ଦୁର୍ଘଟଣା ଘଟି ଜଣେ ନାବାଳିକାର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ନିଖୋଜ ଅଛନ୍ତି । ଏକ ପର୍ଯ୍ୟଟକ ଡ଼ଙ୍ଗା କାଳିଯାଇ ନିକଟରେ ବୁଡ଼ି ଯିବାରୁ ଏଥିରେ ଥିବା ଯାତ୍ରୀମାନେ ଭାସିଯାଇଥିଲେ । ଘଟଣାର ଖବର ପାଇ ବାଲୁଗାଁ…

ବିଶ୍ୱକପ ଫୁଟବଲ: ରୋନାଲ୍ଡ଼ୋଙ୍କ ହାଟ୍ରିକ୍ ରେ ଡ୍ର ରହିଲା ମ୍ୟାଚ !

ମସ୍କୋ : ବିଶ୍ୱକପର ଏକ ରୋମାଞ୍ଚକର ମ୍ୟାଚରେ ଦୁଇ ଶକ୍ତିଶାଳୀ ଟିମ୍ ପର୍ତ୍ତୁଗାଲ ଓ ସ୍ପେନ ୩-୩ ଗୋଲରେ ବରାବର ରହିଲା । ଏହି ମ୍ୟାଚରେ ତାରକା ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡ଼ୋଙ୍କ ହ୍ର୍ୟାଟ୍ରିକ ଗୋଲ ବିଜୟୀ କରିପାରିଲାନି ପର୍ତ୍ତୁଗାଲ ଦଳକୁ । ଏହି ମ୍ୟାଚରେ ବିଶ୍ୱର ସମସ୍ତ…

ଅରଟେଲ୍ ଅଫିସ ଚଢଉ କଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର : କମିଶନରେଟ ପୋଲିସ ଶନିବାର ଦିନ ଏଠାକାର ଚନ୍ଦ୍ରଶେଖରପୁର ସ୍ଥିତ ଅରଟେଲ କମ୍ୟୁନିକେସନ ମୁଖ୍ୟ କାର୍ଯ୍ୟାଳୟ ଉପରେ ଚଢଉ କରିଛି । ଏସିପି ରବିନ୍ଦ୍ରନାଥ ଶତପଥୀଙ୍କ ନେତୃତ୍ୱରେ ଏକ ଟିମ ଯାଇ ଚନ୍ଦ୍ରଶେଖରପୁର ସ୍ଥିତ ଅରଟେଲ କାର୍ଯ୍ୟାଳୟ ଚଢଉ କରିବା ସହ ବିଭିନ୍ନ କାଗଜପତ୍ର ସହିତ…

ସୀମାରେ ପାକିସ୍ତାନ ସେନା କରୁଛି ଅସ୍ତ୍ରବିରତି ଉଲ୍ଲଂଘନ

ଶ୍ରୀନଗର/ନୂଆଦିଲ୍ଲୀ : ଏବେ ଇଦ ଉଲ ଫିତର ଏବଂ ପବିତ୍ର ରମଜାନ ମାସ ଲାଗି ଭାରତ-ପାକିସ୍ତାନ ସୀମାରେଖାରେ ଅସ୍ତ୍ରବିରତି ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ପାକିସ୍ତାନ ସେନା ସୀମାରେଖା ନିକଟରେ ବାରମ୍ବାର ଗୁଳିଚାଳନା କରିବାରେ ଲାଗିଛି । ଆଜି ସକାଳେ ରଜୌରୀ ସେକ୍ଟର ନିକଟରେ ପାକିସ୍ତାନ ପଟରୁ…