Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ଆପଣ ନିତିଦିନିଆ ଜୀବନରେ ହଳଦୀ ବ୍ୟବହାର କରୁଛନ୍ତି କି ? ତେବେ ଜାଣନ୍ତୁ ଏହାର ଉପକାରିତା …

ଓଡିଶା ସମ୍ବାଦ ବ୍ୟୁରୋ: ପୁରାତନ କାଳରୁ ଭାରତୀୟ ନାରୀମାନେ ସୁନ୍ଦର ଏବଂ ସ୍ଵାସ୍ଥ୍ୟ ତ୍ଵଚା ପାଇଁ ହଳଦୀ ବ୍ୟବହାର କରିଆସୁଛନ୍ତି । ଭାରତୀୟ ସଂସ୍କୃତିରେ ହଳଦୀ ରଙ୍ଗକୁ ଶୁଭ ରଙ୍ଗ ଭାବେ ଗ୍ରହଣ କରାଯାଇ ଥାଏ, ତେଣୁ ବିବାହ ପରି ଏକ ଶୁଭ ମାଙ୍ଗଳିକ କାର୍ଯ୍ୟରେ ହଳଦୀର ବ୍ୟବହାରକୁ ଲୋକେ ଗୁରୁତ୍ୱ…

ସୁନ୍ଦର ତ୍ୱଚା ପାଇଁ ଚିନ୍ତିତ କି? ନିତିଦିନିଆ ଜୀବନରେ ଆପଣାନ୍ତୁ ଏହି ୫ଟି ଯୋଗ….

ଓଡ଼ିଶା ସମ୍ବାଦ ବ୍ୟୁରୋ; ଯେକୌଣସି ବ୍ୟକ୍ତି ଆପଣଙ୍କ ପ୍ରତି ଆକୃଷ୍ଟ ହେବା ପାଇଁ ପ୍ରଥମେ ଆପଣଙ୍କ ତ୍ୱଚାର ସୌନ୍ଦର୍ଯ୍ୟ ଦେଖିବା ସହ ଆପଣଙ୍କ ଚେହେରାର ଚମକକୁ ଦେଖିଥାଏ। ଚେହେରାରେ ଚମକ ଆଣିବା ପାଇଁ ଓ ତ୍ୱଚାକୁ ସୁନ୍ଦର କରିବା ପାଇଁ ଯୋଗାସନ ହେଉଛି ଏକ ସହଜ ଓ ପ୍ରାକୃତିକ ଉପାୟ। ଯୋଗାସନ…

ଗ୍ୟାସ ଚୁଲାରେ ରୁଟି ସେକୁଥିଲେ ସାବଧାନ ! ହୋଇପାରେ କର୍କଟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରତ୍ୟେକ ଲୋକେ ଭାତ ଏବଂ ରୁଟି ଖାଇବାକୁ ପସନ୍ଦ କରନ୍ତି। ଭାତ ଭଳି ରୁଟି ମଧ୍ୟ ଆମର ଦୈନନ୍ଦିନ ଖାଦ୍ୟପେୟର ଏକ ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ। ତେବେ ଉତ୍ତର ଭାରତରେ ଅଧିକାଂଶ ଲୋକ ରୋଟି ଖାଆନ୍ତି। ରୁଟି ବନେଇବାକୁ ଯେତିକି ସହଜ ସେତେ କମ ସମୟ ମଧ୍ୟରେ ଅନେକ ରୁଟି ତିଆରି…

ସ୍ୱାସ୍ଥ୍ୟ ପାଇଁ ଉପକାରୀ ଗୁଡ଼, ଜାଣନ୍ତୁ ଏହାର ଫାଇଦା…

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆୟୁର୍ବେଦ ଅନୁସାରେ ସୁସ୍ଥ ରହିବା ନିମନ୍ତେ ଦୈନିକ ୨୦ ଗ୍ରାମ୍ ଗୁଡ଼ସେବନ କରିବା ଉଚିତ। ଉତ୍ତମ ସ୍ୱାସ୍ଥ୍ୟସହ ଗୁଡ଼ ତ୍ୱଚାର ସୁନ୍ଦରତା ପାଇଁ ମଧ୍ୟ ଖୁବ ଉପକାରୀ । ତେବେ ବିଶେଷଜ୍ଞଙ୍କ ମତରେ ପ୍ରତ୍ୟେକ ଋତୁରେ ଗୁଡ଼ ସେବନ କରିବା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ।…

ମାତ୍ରାଧିକ ଭିଟାମିନ-D ହୋଇପାରେ କ୍ଷତିକାରକ, ଜାଣନ୍ତୁ ଏହାର କାରଣ..

ଓଡ଼ିଶା ସମ୍ବାଦ ବ୍ୟୁରୋ; ଭିଟାମିନ-ଡି ଅଭାବ ଯୋଗୁ ଜଟିଳ ଶାରୀରିକ ସମସ୍ୟା ଦେଖାଯାଏ। ଯାହାକୁ ଅନେକ ସମୟରେ ଲୋକେ ଗୁରୁତ୍ୱ ଦିଅନ୍ତି ନାହିଁ। ମାନବ ଶରୀର ଠିକ ଭାବେ କାମ କରିବା ପାଇଁ ଭିଟାମିନ-ଡି'ର ଆବଶ୍ୟକତା ରହିଛି। କିନ୍ତୁ ଆମ ଜୀବନଶୈଳୀ ଓ ଖରାପ ଅଭ୍ୟାସ ଯୋଗୁ ଶରୀରରେ ଭିଟାମିନ-ଡି ଅଭାବ…

ଆପଣ ମେହେନ୍ଦୀ ଲଗାଇବାକୁ ଭଲପାଆନ୍ତି କି ? ଜାଣନ୍ତୁ ଏହାର ଉପକାରିତା

ଓଡିଶା ସମ୍ବାଦ ବ୍ୟୁରୋ: ସାଧାରଣତଃ ବିବାହ, ବ୍ରତ ଏବଂ ପର୍ବ ମାନଙ୍କରେ ମହିଳା ଏବଂ ଯୁବତୀମାନେ ହାତରେ ମେହେନ୍ଦୀ ଲଗାଇଥାନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ହାତରେ ଲଗାଯାଉଥିବା ସେହି ମେହେନ୍ଦୀ ଆପଣଙ୍କ ଶରୀର ପାଇଁ କେତେ ଉପଯୋଗୀ । ମେହେନ୍ଦୀ କେବଳ ସୌନ୍ଦର୍ଯ୍ୟ ବୃଦ୍ଧି କରାଇନଥାଏ…

ଆପଣଙ୍କୁ ଭୋକ ହେଉନାହିଁ କି ? ତେବେ ହୋଇଯାଆନ୍ତୁ ସାବଧାନ

ଓଡିଶା ସମ୍ବାଦ ବ୍ୟୁରୋ: ଆମ ଶରୀର ଆମକୁ ଦେଉଥିବା ପ୍ରତ୍ୟେକ ଇଶାରା ଆମପାଇଁ ମହତ୍ୱପୂର୍ଣ୍ଣ ହୋଇଥାଏ । ଏଥିରେ ଭୋକ ନଲାଗିବା ବି ସାମିଲ ଅଛି । ଦେଖିବାକୁ ଗଲେ ଭୋକ ନଲାଗିବା ଏକ ସାଧାରଣ ଲକ୍ଷଣ, କିନ୍ତୁ ଏହା ବେଳେ ବେଳେ ଏହା ବହୁତ ବଡ ବଡ ରୋଗର ଇଶାରା ଦେଇଥାଏ । ଡାକ୍ତରଙ୍କ ମୁତାବକ, ଭୋକ…

ଏହି ସବୁ ଖାଦ୍ୟ କମ୍ କରିବ ଋତୁସ୍ରାବର ଯନ୍ତ୍ରଣା

ଓଡିଶା ସମ୍ବାଦ ବ୍ୟୁରୋ: ନାରୀ ମାନଙ୍କୁ ପ୍ରତି ମାସରେ ମାସିକ ଧର୍ମ ଅଥବା ଋତୁସ୍ରାବ ଜନିତ ସମସ୍ୟା ଦେଖାଦେଇଥାଏ । ଯେଉଁଥିପାଇଁ ସେମାନଙ୍କୁ ଖୁବ୍ ଯନ୍ତ୍ରଣା ଅନୁଭବ ହୁଏ । ଖାସ କରି ଶୀତଦିନେ କିମ୍ବା ବର୍ଷାଦିନେ ଏହି ସମସ୍ୟା ଅଧିକ ବଢ଼ିଥାଏ । ଏହି ସମୟରେ ମହିଳାମାନଙ୍କର ମୁଡ୍ ସୁଇଙ୍ଗ ମଧ୍ୟ…

ରୋଗକୁ ନିୟନ୍ତ୍ରଣ ରଖେ କଳା ଟମାଟୋ: ଜାଣନ୍ତୁ ଏହାର ଫାଇଦା

ଖାଦ୍ୟରେ ଟମାଟୋର ବିଶେଷ ମହତ୍ତ୍ୱ ରହିଥାଏ। ଟମାଟୋ ଖାଇବାର ସ୍ୱାଦ ବଢାଇଥାଏ। ତେଣୁ ଏହାକୁ ପ୍ରତି ଖାଦ୍ୟରେ ସ୍ୱାଦିଷ୍ଟ କରିବା ପାଇଁ ପକାଯାଏ। ଏହାଛଡା ଏହାକୁ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଦୂର କରିବା ପାଇଁ ବ୍ୟବହାର କରାଯାଏ। ତେବେ ଆପଣ ନାଲି କିମ୍ବା ହଳଦିଆ ରଙ୍ଗର ଟମାଟୋ ଦେଖିଥିବେ।…

ବର୍ଷା ଋତୁରେ ଇମ୍ୟୁନିଟି ବୁଷ୍ଟର ନେଚୁରାଲ ଡ୍ରିଙ୍କ୍‌ସ୍‌

ବର୍ଷା ଋତୁ ଆସିବା ମାତ୍ରେ ଗରମରୁ ମୁକ୍ତି ମିଳେ। କିନ୍ତୁ ବର୍ଷା ଋତୁରେ ଅନେକ ରୋଗ ମଧ୍ୟ ହୋଇଥାଏ। ତେଣୁ ଏହି ସମୟରେ ରୋଗ ପ୍ରତିରୋଧକକୁ ବଢାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶରୀରରେ ଇମ୍ୟୁନ ସିଷ୍ଟମ ମଜବୁତ ଥିଲେ ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବାରେ ସାହାଯ୍ୟ କରିବ। ଏହା ସହିତ ମୌସୁମୀ…