Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ପିଜ୍ଜା,ବର୍ଗର ଖାଉଛନ୍ତି କି ! ତେବେ ହୋଇଯାଆନ୍ତୁ ସାବଧାନ… କାରଣ ହାେଇପାରେ କ୍ୟାନ୍ସର

ଓଡ଼ିଶା ସମ୍ବାଦ ବ୍ୟୁରୋ : ଅନେକ ସମୟରେ ଆମେ ଘର ଖାଦ୍ୟ ନ ଖାଇ ବାହାର ଖାଦ୍ୟ ଖାଇଥାଆନ୍ତି  । ବିଶେଷ କରି ଯୁବପିଢ଼ି ମାନେ ଫାଷ୍ଟଫୁଡ ଖାଇବାକୁ ଅଧିକ ପସନ୍ଦ କରିଥାଆନ୍ତି  । ସେହିପରି କିଛି ବୟସ୍କ ଲୋକ ମଧ୍ୟ ଫାଷ୍ଟଫୁଡ ଖାଦ୍ୟ ପ୍ରତି ଆକୃଷ୍ଟ ହୋଇଥାନ୍ତି । ତେବେ ଫାଷ୍ଟଫୁଡ ଖାଦ୍ୟ ମଧ୍ୟରୁ…

ମଧୁମେହ ରୋଗୀଙ୍କ ପାଇଁ ବିଶେଷ ଚା’

ଓଡ଼ିଶା ସମ୍ବାଦ ବ୍ୟୁରୋ : ମଧୁମେହ ରୋଗୀ ମାନେ ଚା’ ପିଇବା ସମୟରେ କିଛିଟା ବାରଣ କରିଥାଆାନ୍ତି । ସେମାନେ ଚା’ ରେ ଚିନି ପକାଇ ପିଇବାକୁ ଇଛା କରନ୍ତି ନାହିଁ  । ସାଧାରଣତଃ ଚା’ ପାଟିକୁ ଟିକିଏ ମିଠା ନ ଲାଗିଲେ ପିଇବାକୁ ମନ ହୋଇନଥାଏ  । କିନ୍ତୁ ମଧୁମେୟ ରୋଗୀମାନେ ଚା’ରେ ଚିନି…

ଏହି ୪ଟି ସମସ୍ୟାରୁ ମୁକ୍ତି ଦିଏ ଅଶ୍ୱଗନ୍ଧା ପାଉଡର

ଭୁବନେଶ୍ୱର: ଅଶ୍ୱଗନ୍ଧା ଏମିତି ଏକ ଆୟୁର୍ବେଦିକ ଜଡିବୁଟି ଯେଉଁଥିରେ ପ୍ରଚୁର ପରିମାଣରେ ପୋଷକ ତତ୍ତ୍ୱ ରହିଛି ଯାହା ଶରୀର ପକ୍ଷେ ଲାଭଦାୟକ ରହିଥାଏ । ଗୁଣକାରୀ ଅଶ୍ୱଗନ୍ଧା ଶରୀରକୁ ବିଭିନ୍ନ ଲାଭ ଦେଇଥାଏ । ଅଶ୍ୱଗନ୍ଧାର ମୂଳକୁ ଗୁଣ୍ଡ କରି କ୍ଷୀର କିମ୍ୱା ପାଣିରେ ମିଶାଇ ସେବନ କରାଯାଇଥାଏ ।…

ଆପଣଙ୍କ ଆଖି ତଳ କଳା ପଡ଼ୁଛି କି ! ତେବେ ଆପଣାନ୍ତୁ ଏହି ଉପାୟ….

ଓଡ଼ିଶା ସମ୍ବାଦ ବ୍ୟୁରୋ : ଆାଖି ମୁହଁର ସୁନ୍ଦରତା ବଢ଼ାଇଥାଏ । ଶରୀରର ସବୁଠୁ ସୂକ୍ଷ୍ମ ଅଙ୍ଗ ହେଉଛି ଆଖି  । ଆମ ଆଖି ସୁନ୍ଦର ଦେଖାଗଲେ ଆମେ ମଧ୍ୟ ସୁନ୍ଦର ଦିଶିବା  । ତେବେ ପ୍ରତି ମୁହୂର୍ତ୍ତରେ ଆଖିର ଯତ୍ନ ନେବା ଆବଶ୍ୟକ ରହିଛି  । ଅନେକ ସମୟରେ ଆଖିକୁ ନେଇ ବିଭିନ୍ନ ସମସ୍ୟା…

ଶୀତଦିନରେ ଆପଣଙ୍କ ତ୍ବଚା ମଳିନ ପଡ଼ି ଯାଉଛି କି ! ତେବେ ଆପଣାନ୍ତୁ ଏହି ଉପାୟ… ରୁକ୍ଷ ତ୍ବଚାରୁ ରକ୍ଷାପାଆନ୍ତୁ…

ଓଡ଼ିଶା ସମ୍ବାଦ ବ୍ୟୁରୋ : ସମସ୍ତଙ୍କ ମନରେ ଗୋଟିଏ ଭାବନା ଥାଏ ଯେ ଆମ ତ୍ବଚା କିପରି ଗ୍ଲୋ କରିବ । ଆଉ ଆାମେ କିପରି ସୁନ୍ଦର ଦେଖାଯିବୁ  । ବିଶେଷ କରି ଏହି ଶୀତଦିନେ ବହୁତ ଚିନ୍ତିତ ହୋଇଯାଆନ୍ତି ସମସ୍ତେ  । ତ୍ୱଚାର ସୁନ୍ଦରତା ବୃଦ୍ଧି ପାଇଁ ଆପଣେଇଥାନ୍ତି ବିଭିନ୍ନ ଉପାୟ  । ସାଧାରଣତଃ…

ଆପଣ ଅଧିକ ଭାତ ଖାଉଛନ୍ତି କି ! ଶରୀର ଉପରେ ପଡ଼ିପାରେ କୁପ୍ରଭାବ ଜାଣନ୍ତୁ…..

ଓଡ଼ିଶା ସମ୍ବାଦ ବ୍ୟୁରୋ : ଭାତ ବିନା ଆମର ଖାଦ୍ୟ ଅସମ୍ପୂର୍ଣ୍ଣ  । ଭାତ ନ ଖାଇଲେ ଆମର ଦିନ ଭଲରେ କଟିନଥାଏ ବୋଲି ଆମେ ଭାବିଥାଉ  । ସାଧାରଣତଃ ପ୍ରତ୍ୟେକ ଘରେ ଭାତ, ଡାଲି, ତରକାରୀ,ରୁଟିକୁ ସମ୍ପୂର୍ଣ୍ଣ ଭୋଜନ ବୋଲି କୁହାଯାଇଥାଏ । କିଛି ଲୋକେ ରୁଟି ଖାଇବାକୁ ପସନ୍ଦ କରନ୍ତି ତ କିଛି ଭାତ…

ୟୁରିକ ଏସିଡ୍ କମାଇବାର ଘରୋଇ ଉପଚାର: ଆପଣାନ୍ତୁ ଏହି ୫ଟି ଉପାୟ

ଭୁୂବନେଶ୍ୱର:  ବ୍ୟସ୍ତ ବହୁଳ ଜୀବନରେ ଶାରୀରିକ ସୁସ୍ଥତାକୁ ଆମେ ଅନେକ ସମୟରେ ନଜରଅନ୍ଦାଜ କରିଦେଇ ଥାଉ । ପରେ ଏଇ ସାମାନ୍ୟ ତ୍ରୁଟି ପାଇଁ ବଡ ଧରଣର ଅସୁବିଧାକୁ ସାମ୍ନା କରିଥାଉ । ଅନେକ ଶାରୀରିକ ସମସ୍ୟାକୁ ଆମେ ଘରୋଇ ଉପାୟରେ ସମାଧାନ କରିପାରିବା । ହେଲେ ଆମେ ଏହାକୁ ଗୁରୁତ୍ୱ ଦେଇ ନ ଥାଉ…

ମାନସିକ ସ୍ୱାସ୍ଥ୍ୟବସ୍ଥାକୁ ଠିକ୍ ରଖେ ଡ୍ରାଏ ଫ୍ରୁଟ୍ସ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଖରାପ ଜୀବନଶୈଳୀ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ଯୋଗୁଁ ଅନେକ ଲୋକ ଅନେକ ଚାପରେ ରୁହନ୍ତି। ଏହି କାରଣରୁ ସେମାନଙ୍କର କାର୍ଯ୍ୟର କ୍ଷମତା ମଧ୍ୟ ହ୍ରାସ ହୁଏ। ଏପରି ପରିସ୍ଥିତିରେ ମାନସିକ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଆପଣ ଖାଦ୍ୟରେ ଅନେକ ପ୍ରକାରର ସୁସ୍ଥ ଖାଦ୍ୟ ମଧ୍ୟ…