Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ବର୍ଷା ଦିନେ କିପରି ନେବେ କେଶର ଯତ୍ନ…

ଭୁବନେଶ୍ୱର: ବର୍ଷା ଦିନେ କେଶର ବିଶେଷ ଭାବେ ଯତ୍ନ ନେବା ଆବଶ୍ୟକ । ଅନ୍ୟ ଋତୁ ତୁଳନାରେ ଏଇ ଦିନେ କେଶ ସମସ୍ୟା ବୃଦ୍ଧି ପାଏ। ଅନ୍ୟ ସମସ୍ୟା ସହ କେଶ ଝଡ଼ା, ରୁପି ଏହିଦିନରେ ଅଧିକ ଦେଖାଦେଇଥାଏ । କିପରି ଘରୋଇ ଉପାୟରେ ନେବେ କେଶର ଯତ୍ନ.. ବର୍ଷାଦିନେ ଆପଣ ଖାଦ୍ୟ ତାଲିକା ପ୍ରସ୍ତୁତ କରି…

ବର୍ଷାଦିନେ କିପରି ନେବେ ଶିଶୁଙ୍କ ଯତ୍ନ ?

ଭୁବନେଶ୍ୱର: ଏହି ଦିନେ ସ୍ଵତନ୍ତ୍ର ଭାବେ ଶିଶୁ ଓ ବୟସ୍କମାନଙ୍କ ଯତ୍ନ ନେବାର ଆବଶ୍ୟକତା ରହିଛି । ଉଭୟଙ୍କର ରୋଗ ପ୍ରତିରୋଧକ ଶକ୍ତି ବହୁତ କମ୍ ଥିବାରୁ ଏହି ସମୟରେ ସେମାନଙ୍କୁ ଅତିଶୀଘ୍ର ରୋଗ ସଂକ୍ରମଣ କରିବାକୁ ଆଶଙ୍କା ଥାଏ । କାଶ, ଥଣ୍ଡା ଓ ଜ୍ଵର ଲାଗି ରୁହେ । ତେଣୁ ଶିଶୁମାନଙ୍କୁ…

କେଶ ପାଇଁ ବରଦାନ ରାଶି ତେଲ

ଭୁବନେଶ୍ୱର: କେଶ ଆମ ଶରୀରର ସୌନ୍ଦର୍ଯ୍ୟ ବଢାଇଥାଏ । ପ୍ରତ୍ୟେକ ଲୋକଙ୍କ ଇଚ୍ଛା ଥାଏ ଯେ ସେମାନଙ୍କର ବାଳ ଲମ୍ବା, କଳା ଏବଂ ଆକର୍ଷଣୀୟ ହେଉ । କିନ୍ତୁ ପରିବର୍ତ୍ତିତ ଜୀବନଶୈଳୀ ଏବଂ ଖରାପ ଖାଦ୍ୟପେୟ ଯୋଗୁଁ ସମୟ ପୂର୍ବରୁ ବାଳ ଝଡିଯାଏ ଏବଂ ପାଚିଯାଏ । ବାଳକୁ ଲମ୍ବା, କଳା ଏବଂ ମୋଟା କରିବା…

ମଧୁମେହ ରୋଗୀ ସେବନ କରିପାରିବେ ଏସବୁ ଫଳ

ଭୁବନେଶ୍ୱର: ଡାଇବେଟିସ୍ ତଥା ମଧୁମେହ ରୋଗରୁ ସୁସ୍ଥ ରହିବାର ମୂଳ ମନ୍ତ୍ର ହେଉଛି ସନ୍ତୁଳିତ ଆହାର । କେବଳ ସନ୍ତୁଳିତ ଆହାର ଦ୍ୱାରା ଶରୀରରେ ସୁଗାରର ସ୍ତରକୁ ନିୟନ୍ତ୍ରିତ କରାଯାଇପାରେ। ସନ୍ତୁଳିତ ଆହାର ସେବନ କରିବା ସହ ମଧୁମେହ ରୋଗୀ କି କି ଫଳ ଖାଇପାରିବେ, ଜାଣନ୍ତୁ... ସେଓ- ସେଓ…

ଶରୀରର ଇମ୍ୟୁନିଟି ପାୱାର ବଢାଇବ ଏସବୁ ଖାଦ୍ୟ

ଭୁବନେଶ୍ୱର: ସାରା ଦେଶରେ ମହାମାରୀ କରୋନା ଭାଇରସ କାୟା ବିସ୍ତାର କରିଛି । ତତ୍ ସଙ୍ଗେସଙ୍ଗେ ବର୍ଷା ଋତୁ ଯୋଗୁଁ ସଂକ୍ରମଣ ଆଶଙ୍କା ଅଧିକ ରହିଥାଏ । ଏଭଳି ସମୟରେ ସମସ୍ତେ ଚାହିଁଥାନ୍ତି ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବା ଲାଗି । ବର୍ତ୍ତମାନ ସମୟରେ କରୋନା ସଂକ୍ରମଣରୁ ଦୂରେଇ…

କ’ଣ ଆପଣଙ୍କ ଦାନ୍ତ ଦୁର୍ବଳ ହୋଇଯାଉଛି କି? ଜାଣନ୍ତୁ କାରଣ

ଭୁବନେଶ୍ୱର: ବ୍ୟସ୍ତ ଜୀବନଶୈଳୀ ଯୋଗୁଁ ନିଜ ଶରୀର ଉପରେ ଧ୍ୟାନ ଦେବା ପ୍ରାୟତଃ ଆମେ ସମସ୍ତେ ଭୁଲି ଯାଉଛନ୍ତି । ଏହା ଯୋଗୁଁ ଅନେକ ସ୍ବାସ୍ଥ୍ୟ ସମସ୍ୟା ଉପୁଜୁଛି। ତା ମଧ୍ୟରୁ ଦାନ୍ତ ସମସ୍ୟା ଅନ୍ୟତମ। କିଛି ଲୋକଙ୍କର କମ୍ ବୟସରୁ ଦାନ୍ତ ଦୁର୍ବଳ ହେବ ଆରମ୍ଭ ହୋଇ ଯାଇଥାଏ । ଅନେକ କିଛି…

ଖାଲି ଖାଦ୍ୟ ନୁହେଁ, ତ୍ୱଚା ପାଇଁ ମଧ୍ୟ ଉପକାରୀ ପୋଦିନା

ଭୁବନେଶ୍ୱର: ପୋଦିନା ପତ୍ରକୁ ଆମେ ସମସ୍ତେ ଖାଇବା ପାଇଁ ବ୍ୟବହାର କରିଥାଉ। ଖାଦ୍ୟର ଲୁକ ଓ ଟେଷ୍ଟ ବଢାଇବା ପାଇଁ ପୋଦିନା ପତ୍ରକୁ ବ୍ୟବହାର କରାଯାଇଥାଏ। କିନ୍ତୁ କଣ ଆପଣ ଜାଣନ୍ତି ଖାଦ୍ୟଛଡା ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ପୋଦିନକୁ ବ୍ୟବହାର କରାଯାଏ ! ଆମେ ଆଜି ଆପଣଙ୍କୁ କହିବୁ ପୋଦିନା କିପରି…

ତ୍ୱଚା ଚମକାଇବ କମଳା ଚୋପା ଫେସ ପ୍ୟାକ !

ଭୁବନେଶ୍ୱର: ସୁନ୍ଦର ଓ ଚମକପ୍ରଦ ତ୍ୱଚା ସଭିଁଙ୍କୁ ବେଶ ପସନ୍ଦ। ତ୍ୱଚାର ସୁନ୍ଦରତା ବଜାୟ ରଖିବା ପାଇଁ ଦାମୀ କ୍ରିମର ବ୍ୟବହାର ପ୍ରାୟ ସମସ୍ତେ କରିଥାଆନ୍ତି। ମାତ୍ର ଏସବୁ ତ୍ୱଚାରେ ଚମକ ଆଣିବା ବଦଳରେ ଆହୁରି ଖରାପ କରିଦିଏ । ଏସବୁରେ ଥିବା କେମିକାଲ ଭାଗ ତ୍ୱଚା ପ୍ରତି ହାନିକାରକ ହୋଇଥାଏ ।…

ଅନେକ ସମସ୍ୟାରୁ ମୁକ୍ତି ଦେବ ପାନ ପତ୍ର: ଜାଣନ୍ତୁ ଏହା ସମ୍ପର୍କରେ

ଭୁବନେଶ୍ୱର: ପାନ ପାତ୍ରକୁ ସାଧାରଣତଃ ସୁପରି ତଥା ଚୂନ ଆଦି ଦେଇ ଖିଆଯାଇଥାଏ । ନିୟମିତ ପାନ ଖାଇଲେ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି । ତେବେ କଣ ଆପଣ ଜାଣନ୍ତି ଏହି ପାନ ଆମ ଶରୀର ଅନେକ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିବ । ଆଜି ଆମେ ଆପଣଙ୍କୁ…

ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ତେଜପତ୍ର, ଜାଣନ୍ତୁ…

ଭୁବନେଶ୍ୱର: ତେଜପତ୍ରକୁ ପ୍ରାୟ ସମସ୍ତେ ମସଲା ଭାବେ ବ୍ୟବହାର କରିଥାଆନ୍ତି । ରୋଷେଇ ଘରେ ମସଲା ଭାବେ ବ୍ୟବହୃତ ହେଉଥିବା ଏହି ତେଜପତ୍ର ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭ ଦାୟକ ହୋଇଥାଏ। ଜାଣନ୍ତୁ, ତେଜପତ୍ରରେ ଥିବା କିଛି ଔଷଧୀୟ ଗୁଣ ସମ୍ପର୍କରେ... ତେଜପତ୍ରରେ କପର୍‌, ପୋଟାସିୟମ୍‌,…