Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ସାବଧାନ! ପ୍ରତିଦିନ ଲେମ୍ବୁ ଖାଇବା ପଡିପାରେ ମହଙ୍ଗା !

ଭୁବନେଶ୍ୱର: ଆମ୍ଭେମାନେ ପ୍ରାୟ ପ୍ରତିଦିନ ଭୋଜନରେ ବା ପାନୀୟରେ ଲେମ୍ବୁର ବ୍ୟବହାର କରିଥାଉ । ଏହି କରୋନା ସମୟରେ ଅନେକ ଏହାକୁ ଗରମ ପାଣି ସହ ପ୍ରତିଦିନ ପିଉଥିବାର ଜଣାପଡିଛି । ତେବେ ପ୍ରତିଦିନ ଲେମ୍ବୁ ଆମ ଦେହ ପ୍ରତି ପ୍ରକୃତରେ କେତେ ଲାଭଦାୟକ ବା କ୍ଷତିକାରକ ଆସନ୍ତୁ ଜାଣିବା...…

ଆଖି ତଳୁ କଳାଦାଗ ହଟାଇବ ଏହି ସରଳ ଉପଚାର

ଭୁବନେଶ୍ୱର:ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ନିଜର ଯତ୍ନ ନେବା ପ୍ରାୟ ସମସ୍ତେ ଭୁଲି ଗଲେଣି । ତେବେ ବୟସ ଆଗରୁ ତ୍ୱଚା ଜନିତ ସମସ୍ୟା ଦେଖା ଦେଉଛି । ଯାହା ମଧ୍ୟରୁ ଆଖି ତଳ କଳା ପଡିବା ଏକ ସାଧାରଣ କଥା। ତେବେ ବିଭିନ୍ନ କାରଣରୁ ଆଖି ତଳ କଳା ପଡିଥାଏ। ବହୁ ରାତି ଯାଏ ଅନିଦ୍ରା ରହିବା ଭଳି…

କଦଳୀ ପତ୍ରରେ ଭୋଜନ କଲେ ମିଳେ ଏହିସବୁ ଫାଇଦା…

ଭୁବନେଶ୍ୱର: ହିନ୍ଦୁ ଧର୍ମରେ କଦଳୀ ଗଛର ଅନେକ ମହତ୍ତ୍ୱ ରହିଛି । ଯେକୌଣସି ଶୁଭ କାର୍ଯ୍ୟ ହେଲେ ଆଗ ଖୋଜା ପଡେ କଦଳୀ ବୃକ୍ଷ । ବିଭିନ୍ନ ପୂଜାପର୍ବ ହେଉ କିମ୍ବା ବହୁ ସମୟରେ ଆମେ କଦଳୀ ପତ୍ରରେ ଖାଦ୍ୟ ଖାଇଥାଉ। ଆମ ହିନ୍ଦୁ ଧର୍ମରେ ଏହାକୁ ଅତ୍ୟନ୍ତ ଶୁଭ ଭାବେ ବିବେଚନା କରାଯାଇଥାଏ। କଦଳୀ…

ଜାଣନ୍ତୁ, ଗୋଲାପ ଫୁଲର ଔଷଧୀୟ ଗୁଣ ସମ୍ପର୍କରେ

ଭୁବନେଶ୍ୱର: ଗୋଲାପକୁ ଫୁଲ ମାନଙ୍କ ମଧ୍ୟରେ ସର୍ବୋକୃଷ୍ଟ ବୋଲି ବିବେଚନା କରାଯାଏ । ଏହା ଦେଖିବାକୁ ଯେତିକି ସୁନ୍ଦର ଏହାର ବାସ୍ନା ମଧ୍ୟ ସେତିକି ତୃପ୍ତି ଦିଏ । ସମସ୍ତଙ୍କ ବଗିଚାରେ ସହଜରେ ମିଳିଯାଉଥିବା ଏହି ଫୁଲରେ ଭରି ରହିଛି ଅଦ୍ଭୁତ ଔଷଧୀୟ ଗୁଣ । ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ…

ଦୀର୍ଘ ସମୟ ଚେୟାରରେ ବସି ରହୁଛନ୍ତି କି? ହୋଇପାରେ ଏହିସବୁ ଅସୁବିଧା

ଭୁବନେଶ୍ୱର: ନିର୍ଦ୍ଧିଷ୍ଟ କୌଣସି ଏକ କାମ କରିବାକୁ ହେଲେ ଦୀର୍ଘ ସମୟ ଚେୟାରରେ ବସିବାକୁ ପଡିଥାଏ । ଅନେକ କ୍ଷେତ୍ରରେ ଅଫିସରେ ଲୋକମାନେ ଘଣ୍ଟା ଘଣ୍ଟା ଧରି ଚେୟାରରେ ବସି ରହି କାର୍ଯ୍ୟ କରିବାକୁ ପଡ଼ିଥାଏ। ଆପଣ ବି ଯଦି ଏହି ମାନଙ୍କ ମଧ୍ୟରୁ ଜଣେ ତେବେ ଏହି ରିପୋର୍ଟ ଆପଣଙ୍କ ପାଇଁ...…

ବର୍ଷା ଦିନେ କିପରି ନେବେ କେଶର ଯତ୍ନ…

ଭୁବନେଶ୍ୱର: ବର୍ଷା ଦିନେ କେଶର ବିଶେଷ ଭାବେ ଯତ୍ନ ନେବା ଆବଶ୍ୟକ । ଅନ୍ୟ ଋତୁ ତୁଳନାରେ ଏଇ ଦିନେ କେଶ ସମସ୍ୟା ବୃଦ୍ଧି ପାଏ। ଅନ୍ୟ ସମସ୍ୟା ସହ କେଶ ଝଡ଼ା, ରୁପି ଏହିଦିନରେ ଅଧିକ ଦେଖାଦେଇଥାଏ । କିପରି ଘରୋଇ ଉପାୟରେ ନେବେ କେଶର ଯତ୍ନ.. ବର୍ଷାଦିନେ ଆପଣ ଖାଦ୍ୟ ତାଲିକା ପ୍ରସ୍ତୁତ କରି…

ଅଧିକ ସମୟ ମୋବାଇଲ୍ ଓ ଲାପଟପ୍ ଦେଖିଲେ ଆଖିରେ ହେଉଛି କି ସମସ୍ୟା; ଆପଣାନ୍ତୁ ଏସବୁ ଉପାୟ

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ପ୍ରାୟ ଅନେକ ବ୍ୟକ୍ତି ୱାର୍କ ଫ୍ରମ୍ ହୋମ୍ କାମ କରୁଛନ୍ତି । ଏପରିକି କିଛି ଲୋକ ସମୟ ଅତିବାହିତ କରିବା ଲାଗି ଇଲେକ୍ଟ୍ରାନିକ୍ସ ଗ୍ୟାଜେଟକୁ ଘଣ୍ଟା ଘଣ୍ଟା ଧରି ଦେଖୁଛନ୍ତି । ଯାହା ଫଳରେ ଏହାର ପ୍ରଭାବ ଆଖି ଉପରେ ପଡିଥାଏ । ଯେଉଁଥିପାଇଁ ଆଖି ଜନିତ…

କରୋନାରୁ ମୁକ୍ତି ଦେବ ହଳଦୀ କ୍ଷୀର !

ଭୁବନେଶ୍ୱର: ଦେଶରେ ଅସମ୍ଭାଳ କରୋନା ସ୍ଥିତି । ଟୀକା ବାହାରିଥିବ କୁହାଯାଉଥିବା ବେଳେ ମଧ୍ୟ ଏହା ଏପର୍ଯ୍ୟନ୍ତ ମାସ ପ୍ରଡ଼କ୍ସନ ପାଇଁ ପ୍ରସ୍ତୁତ ହୋଇନାହିଁ। ହେଲେ ଅନ୍ୟପଟେ ବଢି ଚାଲିଛି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା । ତେବେ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ନିଜକୁ ସୁରକ୍ଷିତ ରଖିବା ପାଇଁ…

ବର୍ଷା ଦିନେ କିପରି ନେବେ କେଶର ଯତ୍ନ…

ଭୁବନେଶ୍ୱର: ବର୍ଷା ଦିନେ କେଶର ବିଶେଷ ଭାବେ ଯତ୍ନ ନେବା ଆବଶ୍ୟକ । ଅନ୍ୟ ଋତୁ ତୁଳନାରେ ଏଇ ଦିନେ କେଶ ସମସ୍ୟା ବୃଦ୍ଧି ପାଏ। ଅନ୍ୟ ସମସ୍ୟା ସହ କେଶ ଝଡ଼ା, ରୁପି ଏହିଦିନରେ ଅଧିକ ଦେଖାଦେଇଥାଏ । କିପରି ଘରୋଇ ଉପାୟରେ ନେବେ କେଶର ଯତ୍ନ.. ବର୍ଷାଦିନେ ଆପଣ ଖାଦ୍ୟ ତାଲିକା ପ୍ରସ୍ତୁତ କରି…

ବର୍ଷାଦିନେ କିପରି ନେବେ ଶିଶୁଙ୍କ ଯତ୍ନ ?

ଭୁବନେଶ୍ୱର: ଏହି ଦିନେ ସ୍ଵତନ୍ତ୍ର ଭାବେ ଶିଶୁ ଓ ବୟସ୍କମାନଙ୍କ ଯତ୍ନ ନେବାର ଆବଶ୍ୟକତା ରହିଛି । ଉଭୟଙ୍କର ରୋଗ ପ୍ରତିରୋଧକ ଶକ୍ତି ବହୁତ କମ୍ ଥିବାରୁ ଏହି ସମୟରେ ସେମାନଙ୍କୁ ଅତିଶୀଘ୍ର ରୋଗ ସଂକ୍ରମଣ କରିବାକୁ ଆଶଙ୍କା ଥାଏ । କାଶ, ଥଣ୍ଡା ଓ ଜ୍ଵର ଲାଗି ରୁହେ । ତେଣୁ ଶିଶୁମାନଙ୍କୁ…