Latest Odisha News

BREAKING NEWS

Browsing Category

କ୍ରିକେଟ

ଆଇପିଏଲକୁ ଛୁଇଁଲା କରୋନା ସଙ୍କଟ: ନୀତିଶ ରାଣାଙ୍କ ରିପୋର୍ଟ ପଜିଟିଭ

ମୁମ୍ବାଇ:ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ଏଥିରେ ଏବେ କରୋନା ସଙ୍କଟ ଦେଖା ଦେଇଛି । ଆଇପିଏଲର ୮ ଦିନ ପୂର୍ବରୁ କୋଲକାତା ନାଇଟ ରାଇଡର୍ସର ନୀତିଶ ରାଣାଙ୍କ କୋଭିଡ-୧୯ ରିପୋର୍ଟ ପଜିଟିଭ ଆସିଛି । ଗୋଆରେ ଛୁଟି କଟାଇବାରେ ପରେ ରାଣା ଦଳ…

ଆଇପିଏଲରୁ ଓହରିଲେ ହାଜେଲଉଡ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପେସ ବୋଲର ଜୋସ ହାଜେଲଉଡ ଆଇପିଏଲର ୧୪ତମ ସଂସ୍କରଣରେ ଖେଳିବେ ନାହିଁ । ଚେନ୍ନାଇ ସୁପର କିଙ୍ଗ୍‌ସ ତାଙ୍କୁ ରିଟେନ କରିଥିଲେ ମଧ୍ୟ ପରିବାର ସହିତ ସମୟ କାଟିବା ପାଇଁ ସେ ଏହି ନିଷ୍ପତି ନେଇଛନ୍ତି । ସେ ତୃତୀୟ ଅଷ୍ଟ୍ରେଲିଆ ଖେଳାଳି ଭାବେ ଏହି ନିଷ୍ପତି ନେଇଛନ୍ତି ।…

‘ୟୋ ୟୋ ଟେଷ୍ଟକୁ ପୂର୍ବରୁ ଲାଗୁ କରାଯାଇଥିଲେ ସଚିନ, ଗାଙ୍ଗୁଲି ଓ ଲକ୍ଷ୍ମଣଙ୍କ ପରି ଖେଳାଳି ପାଇ ନ ଥାନ୍ତୁ’

ମୁମ୍ବାଇ: ବିସିସିଆଇର ୟୋ ୟୋ ଟେଷ୍ଟକୁ ନେଇ ମୁହଁ ଖୋଲିଛନ୍ତି ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗ । ସେ କହିଛନ୍ତି ମୋ ମତରେ ଖେଳାଳି ନିକଟରେ ଦକ୍ଷତା ଥିବା ଜରୁରୀ । ତୁମେ ଯଦି ସମ୍ପୂର୍ଣ୍ଣ ଫିଟ ୧୧ ଖେଳାଳିଙ୍କୁ ଟିମର ନେବ ସେମାନେ ବି ସର୍ବଦା ମ୍ୟାଚ ଜିତାଇ ପାରିବେ…

ଆଇପିଏଲ: ଏଥର ଦିଲ୍ଲୀ କ୍ୟାପିଟାଲ୍ସରେ ଚାଲିବ ପନ୍ତଗିରି

ନୂଆଦିଲ୍ଲୀ:ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣ ଏପ୍ରିଲ ୯ରୁ ଆରମ୍ଭ ହେବାକୁ ଯାଉଛି । ସମସ୍ତ ଟିମ୍ ସେମାନଙ୍କ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରି ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଦିଲ୍ଲୀ କ୍ୟାପିଟାଲ୍ସ ୨୧ ବର୍ଷୀୟ ଋଷଭ ପନ୍ତଙ୍କୁ ଦଳର ଅଧିନାୟକ ଭାବେ ଚୟନ କରିଛି । ନିୟମିତ…

କ୍ରିକେଟରଙ୍କୁ କରୋନା ଗୋଡାଉଛି, ହରମନପ୍ରୀତଙ୍କ ରିପୋର୍ଟ ପିଜିଟିଭ

ନୂଆଦିଲ୍ଲୀ:କରୋନା ଏବେ କ୍ରିକେଟରଙ୍କ ଉପରେ ବୋଧହୁଏ ଆଖି ପକାଇଛି । ସଚିନ ତେନ୍ଦୁଲକର, ଇରଫାନ ପଠାନ, ୟୁସୁଫ ପଠାନ, ଏସ.ବଦ୍ରିନାଥଙ୍କ ପରେ ଏବେ ମହିଳା କ୍ରିକେଟର ହରମନପ୍ରୀତ କୌର ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଭାରତୀୟ କ୍ରିକେଟ ଦଳର ଅଧିନାୟିକା ନିକଟରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ…

ସଚିନ, ୟୁସୁଫଙ୍କ ପରେ ବଦ୍ରିନାଥଙ୍କୁ ବି କରୋନା

ମୁମ୍ବାଇ:ରୋଡ ସେଫଟି ୱାର୍ଲ୍ଡ ସିରିଜରେ ଅଂଶଗ୍ରହଣ କରିଥିବା ଖେଳାଳିଙ୍କ ମଧ୍ୟରୁ ଭାରତର ୩ଜଣ ଏ ପର୍ଯ୍ୟନ୍ତ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ସଚିନ ତେନ୍ଦୁଲକର, ୟୁସୁଫ ପଠାନଙ୍କ ପରେ ଏସ.ବଦ୍ରିନାଥଙ୍କୁ ବି କରୋନା ହୋଇଛି । ସୋସିଆଲ ମିଡିଆରେ ସେ ଏ ସମ୍ପର୍କରେ ଜଣାଇଛନ୍ତି ।…

ଗବର, କୁଙ୍ଗଫୁ ପାଣ୍ଡା ଓ ପନ୍ତଙ୍କ ଅର୍ଦ୍ଧଶତକ: ଇଂଲଣ୍ଡ ସମ୍ମୁଖରେ ୩୩୦ ରନର ବିଜୟ ଲକ୍ଷ୍ୟ

ପୁଣେ: ଏଠାରେ ଚାଲିଥିବା ନିର୍ଣ୍ଣାୟକ ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଇଂଲଣ୍ଡ ସମ୍ମୁଖରେ ଭାରତ ୩୩୦ ରନର ବିଜୟ ଲକ୍ଷ୍ୟ ରଖିଛି । ଟସ୍ ଜିତି ଇଂଲଣ୍ଡ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଶିଖର ଧାୱନ (ଗବର), ଋଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା (କୁଙ୍ଗଫୁ ପାଣ୍ଡା)ଙ୍କ…

କର ବା ମର ମ୍ୟାଚରେ ମୁହାଁମୁହିଁ ହେବେ ଇଣ୍ଡିଆ-ଇଂଲଣ୍ଡ, ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ କରିବେ କୋହଲି

ପୁନେ: ଭାରତ-ଇଂଲଣ୍ଡ ମଧ୍ୟରେ ଆଜି ଖେଳାଯିବ ନିର୍ଣ୍ଣାୟକ ଦିନିକିଆ । ପୁନେରେ ଏହି ମ୍ୟାଚ୍ ଖେଳାଯିବ । ଯିଏ ଜିତିବ ସିଏ ହେବ ସିରିଜ ବିଜେତା । ଉଭୟ ଦଳ ଗୋଟିଏ ଗୋଟଏ ମ୍ୟାଚ୍ ଜିତିଥିବାରୁ ଆଜି ଟକ୍କର ଜୋରଦାର ହେବ ବୋଲି ଆଶା କରାଯାଉଛି । ଦ୍ୱିତୀୟ ଦିନିକିଆରେ ଇଂଲିଶ ବାହିନୀ ବିଶାଳ ସ୍କୋରକୁ…

ଭାରତ-ଇଂଲଣ୍ଡ ୩ୟ ଦିନିକିଆ କ୍ରିକେଟ ମ୍ୟାଚ: ବିଜୟ ହିଁ ଏକମାତ୍ର ବିକଳ୍ପ

ପୁଣେ: ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟ ମ୍ୟାଚ ରବିବାର ଏଠାରେ ଖେଳାଯିବ । ଉଭୟ ଟିମ୍ ଗୋଟିଏ ଲେଖାଁଏ ମ୍ୟାଚରେ ବିଜୟ ହାସଲ କରିଥିବାରୁ ନିର୍ଣ୍ଣାୟକ ମୁକାବିଲା ଯିଏ ଜିତିବ ସେ ସିରିଜ ହାତେଇବ । ଅନ୍ୟ ଅର୍ଥରେ ଉଭୟ ଟିମ୍ ବିଜୟ ହିଁ ଏକମାତ୍ର ବିକଳ୍ପ ରହିଛି ।…

ସଚିନ୍ ତେନ୍ଦୁଲକରଙ୍କୁ କରୋନା, ପୂରା ପରିବାରର ହେଲା କୋଭିଡ୍ ଟେଷ୍ଟ

ମୁମ୍ବାଇ: ମାଡ଼ି ଚାଲିଛି ମହାମାରୀ କରୋନା । କରୋନାର ଦ୍ୱିତୀୟ ଲହରୀରେ ଦେଶରେ ସବୁଠୁ ଅଧିକ ସଂକ୍ରମଣ ମାମଲା ମହାରାଷ୍ଟ୍ରରୁ ଆସୁଛି । ସେହି ମହାରାଷ୍ଟ୍ରରୁ ଆସିଛି ଆଉ ଏକ ବଡ଼ ଖବର । ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ସଚିନ ତେନ୍ଦୁଲକର କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ସେ…