Latest Odisha News

BREAKING NEWS

Browsing Category

କ୍ରିକେଟ

ନୀତୀଶ ରାଣାଙ୍କ ବିସ୍ଫୋରକ ଅର୍ଦ୍ଧଶତକ, କୋଲକତା ୧୭୨/୫

ଦୁବାଇ: ନୀତୀଶ ରାଣାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଏଠାରେ ଗୁରୁବାର ଅନୁଷ୍ଠିତ ଆଇପିଏଲ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ୧୭୩ ରନର ବିଜୟ ଲକ୍ଷ୍ୟ ଚେନ୍ନାଇ ସୁପର କିଙ୍ଗସ ସମ୍ମୁଖରେ ରଖିଛି ।  ନୀତୀଶ ବିସ୍ଫୋରକ ୮୭ ରନ୍ ବଳରେ କୋଲକାତା  ନିର୍ଦ୍ଧାରିତ ୨୦ ଓଭର୍‌ରେ ୫ ୱିକେଟ ୧୭୨ ରନ୍ କରିଛି…

ନ୍ୟୁ-ଜିଲ୍ୟାଣ୍ଡ ତରଫରୁ ଖେଳିବେ କି ସୂର୍ଯ୍ୟ କୁମାର ଯାଦବ ?

ଭୁବନେଶ୍ୱର: ବିରାଟ୍ ବାହିନୀ ବିପକ୍ଷରେ ସୂର୍ଯ୍ୟ କୁମାର ଯାଦବଙ୍କ ମ୍ୟାଚ୍ ବିଜୟୀ ଇନିଂସ ଖୁବ ଚର୍ଚ୍ଚାରେ ରହିଛି । ବୁଧବାର ଖେଳାଯାଇଥିବା ମ୍ୟାଚରେ ବିଜୟ ହାସଲ କରି ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ-୨୦ରେ ପ୍ଲେ-ଅଫ୍‌କୁ ଉନ୍ନିତ ହୋଇଛି । ତେବେ ଘରୋଇ କ୍ରିକେଟ୍‌ରେ ଜବରଦସ୍ତ ପ୍ରଦର୍ଶନ…

ପ୍ଲେ-ଅଫ ଟିକେଟ ପାଇଁ ମୁମ୍ବାଇକୁ ୧୬୫ ରନ୍‌ର ଟାର୍ଗେଟ

ଅବୁଧାବି: ଜୋଶ ଫିଲିପ ଓ ଦେବଦତ୍ତ ପାଡିକ୍କଲଙ୍କ ବିସ୍ଫୋରକ ଆରମ୍ଭ ସତ୍ତ୍ୱେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦ ଓଭର୍‌ରେ ୬ ୱିକେଟ ହରାଇ  ୧୬୪ ରନ୍ କରିବାକୁ ସକ୍ଷମ ହୋଇଛି । ଫଳରେ ମୁମ୍ବାଇକୁ ଏହି ମ୍ୟାଚ୍ ଜିତି ପ୍ଲେ-ଅଫ ଟିକେଟ ହାସଲ କରିବା ପାଇଁ ୧୬୫ ରନ୍‌ର ଟାର୍ଗେଟ ମିଳିଛି । ଫିଲିପ…

ଟସ୍ ଜିଣି ମୁମ୍ବାଇର ବୋଲିଂ ନିଷ୍ପତ୍ତି

ଆବୁଧାବି: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ ୪୮ତମ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଆବୁଧାବିର ଶେଖ୍ ଜୟେଦ୍ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍ ପାଇଁ ମୁମ୍ବାଇ ଟିମ୍ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି…

ଆଇପିଏଲ୍‌କୁ ହଁ, ବିଗ୍ ବାସ୍ ଲିଗ୍‌କୁ ନାଁ କହିଲେ ଡିଭିଲିୟର୍ସ !

ଦୁବାଇ: ବିଶ୍ୱର ସବୁଠୁ ଆକର୍ଷଣୀୟ କ୍ରିକେଟ୍ ପ୍ରତିଯୋଗୀତା ଆଇପିଏଲ୍‌ରେ ଜାରି ରହିଛି ଡି'ଭିଲିୟର୍ସଙ୍କ ସଫଳ ଯାତ୍ରା । ସନ୍ୟାସ ପରେ ବି ଆଖି ପିଛୁଳାକେ ମ୍ୟାଚ୍ ଛଡାଇ ଆଣିବାର କଳା ତାଙ୍କ ନିକଟରେ ଜୀବିତ ଅଛି । ଚଳିତବର୍ଷ ଧୁଆଁଧାର ମାଡରେ ସେ ବିଶ୍ୱର ସମସ୍ତ ଦର୍ଶକଙ୍କ ମନୋରଂଜନ କରିଛନ୍ତି…

ଶୁଭମନ୍ ଗିଲଙ୍କ ଅର୍ଦ୍ଧଶତକ, ପଞ୍ଜାବ ସମ୍ମୁଖରେ ୧୫୦ ରନର ଲକ୍ଷ୍ୟ

ଶାରଜା: ଚଳିତ ଆଇପିଏଲରେ ସୋମବାର ଅନୁଷ୍ଠିତ ମ୍ୟାଚରେ କିଙ୍ଗସ ଇଲେଭନ ପଞ୍ଜାବ ସମ୍ମୁଖରେ ୧୫୦ ରନର ବିଜୟ ଲକ୍ଷ୍ୟ କୋଲକାତା  ରଖିଛି । ଯୁବ ବ୍ୟାଟ୍ସମ୍ୟାନ୍ ଶୁଭମନ୍ ଗିଲ୍ ଓ କ୍ୟାପଟେନ୍ ଇଆନ୍ ମୋର୍ଗାନଙ୍କ ଲଢ଼ୁଆ ବ୍ୟାଟିଂ ବଳରେ କୋଲକାତା ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟରେ ୧୪୯ ରନ୍ କରିଛି…

ଟସ ଜିଣି ପଞ୍ଜାବର ବୋଲିଂ ନିଷ୍ପତ୍ତି

ସାରଜା : ଚଳିତ ଆଇପିଏଲରେ ସାରଜା କ୍ରିକେଟ ଷ୍ଟାଡିୟମଠାରେ ଆଜି କୋଲକତା ଓ ପଞ୍ଜାବ ମଧ୍ୟରେ ମ୍ୟାଚ ଖେଳାଯାଉଛି । ଏଥିରେ ପଞ୍ଜାବ ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଚଳିତ ଆଇପିଏଲରେ ପଞ୍ଜାବ ଦଳ ଆରମ୍ଭରୁ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ ମଧ୍ୟରେ ଗତ କିଛି ମ୍ୟାଚ ହେଲା…

ମାହୀ ଭାଇ…ସବୁବେଳେ ଠିକ୍ ରାସ୍ତା ଦେଖାଇଛନ୍ତି : ଚହଲ

ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗର ଚଳିତ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗସ ପ୍ରଦର୍ଶନରେ ପ୍ରଶଂସକଙ୍କୁ ନିରାଶ କରିଛି । ତେବେ ମହେନ୍ଦ୍ର ସିଂ ଧୋନୀଙ୍କ ଲୋକପ୍ରିୟତା ଓ ଦକ୍ଷତା ଉପରେ ଏବେ ବି ବିଶ୍ୱାସ ବଜାୟ ରଖିଛନ୍ତି ପ୍ରଶଂସକ । ଜୁନିୟର ଖେଳାଳିମାନେ ଧୋନୀଙ୍କୁ ସର୍ବଦା ଆଦର୍ଶ ଭାବେ…

ଗାୟକ୍ୱାଡଙ୍କ ଅର୍ଦ୍ଧଶତକ, ବାଙ୍ଗାଲୋରକୁ ହରାଇଲା ଚେନ୍ନାଇ

ଦୁବାଇ: ଚଳିତ ଆଇପିଏଲରେ କ୍ରମାଗତ ପରାଜୟ ପରେ ରବିବାର ଚେନ୍ନାଇ ସୁପର କିଙ୍ଗ୍‌ସ ୮ ୱିକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରିଛି ।  ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ବାଙ୍ଗାଲୋର ପ୍ରଦତ ୧୪୭ ରନର ଲକ୍ଷ୍ୟକୁ  ଚେନ୍ନାଇ ୧୮.୪ ଓଭରରେ ୨ଟି ଓ୍ଵିକେଟ୍ ହରାଇ ହାସଲ…

କୋହଲି, ଡି’ଭିଲର୍ସଙ୍କ ଆକର୍ଷଣୀୟ ବ୍ୟାଟିଂ, ଚେନ୍ନାଇ ସମ୍ମୁଖରେ ୧୪୬ ରନର ଲକ୍ଷ୍ୟ

ଦୁବାଇ: ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଚେନ୍ନାଇ ସୁପର କିଙ୍ଗ୍‌ସକୁ ମଧ୍ୟରେ ମୁକାବିଲା ଚାଲିଛି । ବାଙ୍ଗାଲୋରର ଦୁଇ ସିନିୟର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଓ ଏବି ଡି’ଭିଲର୍ସ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ଚେନ୍ନାଇ ସମ୍ମୁଖରେ ୧୪୬ରନ୍‌ର ବିଜୟ ଲକ୍ଷ୍ୟ ରଖିଛନ୍ତି ।…