Latest Odisha News
Browsing Category

କ୍ରିକେଟ

କୋହଲି ଭାଙ୍ଗିଲେ ରେକର୍ଡ, ଶୀର୍ଷରେ ସୂର୍ଯ୍ୟକୁମାର

ଆଡିଲେଡ: ଆଜି ଟି୨୦ ବିଶ୍ୱକପରେ ଭାରତ ପାଇଁ ସବୁ କିଛି ଭଲ ହୋଇଛି କହିଲେ ଭୁଲ ହେବନି । ବାଂଲାଦେଶକୁ ହରାଇ ସେମିଫାଇନାଲର ନିକଟତର ହୋଇଥିବା ବେଳେ ବିରାଟ କୋହଲି ଏକ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେହିପରି ଟି୨୦ର‌୍ୟାଙ୍କିଙ୍ଗରେ ସୂର୍ଯ୍ୟକୁମାର ଯାଦବ ଶୀର୍ଷ ସ୍ଥାନ ହାସଲ କରିଛନ୍ତି…

ପୁଣି ଚମକିଲେ କିଙ୍ଗ କୋହଲି, ବାଂଲାଦେଶକୁ ହରାଇ ସେମିର ନିକଟତର ହେଲା ଭାରତ

ଆଡିଲେଡ: ଏଠାରେ ଅନୁଷ୍ଠିତ ଏକ ରୋମାଂଚକ ମୁକାବିଲାରେ ଭାରତ ୫ ରନରେ ବାଂଲାଦେଶକୁ ପରାସ୍ତ କରିଛି । ଏଥିସହ ଭାରତ ସେମିର ନିକଟତର ହୋଇଛି । କିଛି ଅବିଶ୍ୱସନୀୟ ଘଟଣା ନ ଘଟିଲେ ଭାରତ ସେମିରେ ପ୍ରବେଶ କରିବ । ବର୍ଷା ଯୋଗୁ ଏହି ମ୍ୟାଚରେ ଡକ୍ୱୱର୍ଥ ଲୁଇସ ନିୟମ ଲାଗୁ କରାଯାଇଥିଲା । ଭାରତ…

ବାଂଲାଦେଶକୁ ହରାଇବା ଲକ୍ଷ୍ୟରେ ଓହ୍ଲାଇବ ଟିମ ଇଣ୍ଡିଆ

ଆଡିଲେଡ: ଟି୨୦ ବିଶ୍ୱକପ କ୍ରିକେଟର ସୁପର ୧୨ ମୁକାବିଲାରେ ବୁଧବାର ଭାରତ-ବାଂଲାଦେଶ ପରସ୍ପରକୁ ଭେଟିବେ । ଦକ୍ଷିଣ ଆଫ୍ରିକାଠାରୁ ହାରିବା ପରେ ଏହି ମୁକାବିଲା ରୋହିତ ଶର୍ମା ନେତୃତ୍ୱାଧୀନ ଟିମ ଇଣ୍ଡିଆ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇ ପଡିଛି । ଉଭୟ ଟିମ ୪ ପଂଏଟ ହାସଲ କରିଛନ୍ତି । ରନରେଟ…

ଏଥର ଟି୧୦ ଲିଗରେ କମାଲ କରିବେ ରାଇନା

ଆବୁଧାବି: ଭାରତର ପୂର୍ବତନ କ୍ରିକେଟର ତଥା ଆଇପିଏଲ ଷ୍ଟାର ସୁରେଶ ରାଇନା ଏଥର ଟି୧୦ ଲିଗରେ କମାଲ କରିବେ । ଚେନ୍ନାଇ ସୁପର କିଙ୍ଗସର ଏହି ଷ୍ଟାର ଖେଳାଳିଙ୍କ ସହ ଡେକାନ ଗ୍ଲାଡିଏଟର ଚୁକ୍ତି କରିଛି । ଆବୁଧାବି ଟି୧୦ ଲିଗରେ ଏଥର ଡେକାନ ପଲା ଭାରୀ ରହିବ ବୋଲି ଟିମ ପକ୍ଷରୁ କୁହାଯାଇଛି । ଡେକାନ…

ନ୍ୟୁଜିଲାଣ୍ଡକୁ ହରାଇ ସେମିରେ ପ୍ରବେଶ ଆଶା ଉଜ୍ଜୀବୀତ ରଖିଲା ଇଂଲଣ୍ଡ

ମେଲବୋର୍ଣ୍ଣ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ମଙ୍ଗଳବାର ଅନୁଷ୍ଠିତ ମୁକାବିଲାରେ ଇଂଲଣ୍ଡ ୨୦ ରନରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ସେମି ଫାଇନାଲ ପ୍ରବେଶ ଆଶା ଉଜ୍ଜୀବୀତ ରଖିଛି । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୨୦ ଓଭରରେ ୬ ୱିକେଟ ବିନିମୟରେ ୧୭୯ ରନ ସଂଗ୍ରହ କରିଥିଲା । ଜୋସ ବଟଲର ୭୩ ଓ…

ନ୍ୟୁଜିଲାଣ୍ଡ, ବାଂଲାଦେଶ ସିିରିଜ ପାଇଁ ଭାରତୀୟ କ୍ରିକେଟ ଦଳ ଘୋଷିତ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ବିପକ୍ଷ ସିରିଜ ପାଇଁ ଆଜି ଭାରତୀୟ କ୍ରିକେଟ ଦଳର ଘୋଷଣା କରାଯାଇଛି । ଟି୨୦ ବିଶ୍ୱକପ ପରେ ଭାରତ ପ୍ରଥମେ ନ୍ୟୁଜିଲାଣ୍ଡ ଯିବ । ସେଠାରେ ୩ଟି ଲେଖାଁଏ ଟି୨୦ ଦିନିକିଆ ମ୍ୟାଚ ଖେଳାଯିବ । ଟି୨୦ରେ ହାର୍ଦ୍ଦିକ ପାଣ୍ଡ୍ୟା ଭାରତର ନେତୃତ୍ୱ ନେବେ । ଏହା ପରେ…

ଟି୨୦ ବିଶ୍ୱକପ:ଆୟର୍ଲାଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆର ସହଜ ବିଜୟ

ବ୍ରିସବେନ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ସୋମବାର ଆୟର୍ଲାଣ୍ଡକୁ ୪୨ ରନରେ ପରାସ୍ତ କରି ଅଷ୍ଟ୍ରେଲିଆ ସେମିଫାଇନାଲ ପ୍ରବେଶ ଆଶା ମଜଭୁତ କରିଛି । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୨୦ ଓଭରରେ ୫ ୱିକେଟ ହରାଇ ୧୭୯ ରନ କରିଥିଲା । ଆରୋନ ଫିଂଚ ସର୍ବାଧିକ ୬୩ ରନର ଇନିଂସ ଖେଳିଥିବା ବେଳେ…

ଦକ୍ଷିଣ ଆଫ୍ରିକାଠାରୁ ହାରିଲା ଭାରତ : ସୂର୍ଯ୍ୟ ଚମକିଲେ, ମିଲର ସାଜିଲେ କିଲର

ପର୍ଥ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟର ରବିବାର ଅନୁଷ୍ଠିତ ଲୋ ସ୍କୋରିଂ ରୋମାଂଚକ ମୁକାବିଲାରେ ଦକ୍ଷିଣ ଆଫ୍ରିକା ୫ ୱିକେଟରେ ଭାରତକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ୱେ ୧୩୩ ରନର ଆଭରେଜ ସ୍କୋର କରିଥିଲା । ସୂର୍ଯ୍ୟକୁମାର ଯାଦବ…

ନେଦରଲାଣ୍ଡ ବିପକ୍ଷରେ ବିଜୟ ସ୍ୱାଦ ଚାଖିଲା ପାକିସ୍ତାନ

ପର୍ଥ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟ ସୁପର ୧୨ ପର୍ଯ୍ୟାୟରେ ପାକିସ୍ତାନ ବିଜୟ ସ୍ୱାଦ ଚାଖିଛି । ଭାରତ ଏବଂ ଜିମ୍ବାୱେ ନିକଟରୁ ହାରିବା ପରେ ପାକିସ୍ତାନ ତାର ତୃତୀୟ ମ୍ୟାଚରେ ନେଦରଲାଣ୍ଡକୁ ୬ ୱିକେଟରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ନେଦରଲାଣ୍ଡ ୨୦ ଓଭରରେ ୯ ୱିକେଟ ହରାଇ ୯୧ ରନ…

ସୁଯୋଗ ମିଳିଲା, ତଥାପି ମ୍ୟାଚ ଜିତି ପାରିଲାନି ଜିମ୍ବାୱେ

ଗାବା: ସୁପର ୧୨ର ଏକ ରୋମାଂଚକ ମୁକାବିଲାରେ ଜିମ୍ବାୱେ ୩ ରନରେ ବାଂଲାଦେଶ ନିକଟରୁ ପରାଜିତ ହୋଇଛି । ମ୍ୟାଚର ଫଳାଫଳ ଶେଷ ବଲ ପର୍ଯ୍ୟନ୍ତ ଯାଇଥିଲା । ଅନ୍ତିମ ବଲରେ ଜିମ୍ବାୱେକୁ ବିଜୟ ହେବ ପାଇଁ ୫ରନ ଆବଶ୍ୟକ ହେଉଥିଲା । ମାତ୍ର ବ୍ୟାଟ୍ସମ୍ୟାନ ଦ୍ୱୟ ୧ରନ କରିବାରେ ସଫଳ ହୋଇଥିଲା । ବାଂଲାଦେଶ…