Latest Odisha News

BREAKING NEWS

Browsing Category

କ୍ରିକେଟ

କୋଭିଡ୍‌-୧୯: ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଶିଖରଙ୍କ ସହାୟତା

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିରେ ଦାନ କଲେ ଟିମ୍ ଇଣ୍ଡିଆ କ୍ରିକେଟର୍ ଶିଖର ଧାୱନ । ସୋସିଆଲ୍ ମିଡିଆରେ ଶିଖର ଘୋଷଣା କରିବା ସହ କରୋନା ମହାମାରୀର ମୁକାବିଲା କରିବା ପାଇଁ ଲୋକଙ୍କୁ ଆହ୍ୱାନ କରିଛନ୍ତି । Hi everyone remember to stay indoors & take care of…

କରୋନା ଲାଗି ସହାୟତାର ହାତ ବଢାଇଲେ ପାକିସ୍ତାନୀ ଓ ବଙ୍ଗଳାଦେଶୀ ଦଳ, ଏବେ ଭାରତୀୟଙ୍କ ପାଳି !

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଭାରତୀୟ କ୍ରିକେଟରଙ୍କୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡିଛି । ଗୋଟେପଟେ ପାକିସ୍ତାନୀ ଖେଳାଳୀ ୫୦ ଲକ୍ଷ ଓ ବଙ୍ଗଳାଦେଶୀ ନିଜ ଅଧା ଦରମା (୨୫ଲକ୍ଷ) ଦାନ କରିଛନ୍ତି । ଏପରି ସ୍ଥିତିରେ ଭାରତୀୟ କ୍ରିକେଟର ଅର୍ଥଦାନ କରିନଥିବାରୁ ଲୋକେ ସୋସିଆଲ ମିଡିଆରେ…

ଆଇପିଏଲ ଆୟୋଜନ ସମ୍ଭାବନା କ୍ଷୀଣ

ମୁମ୍ବାଇ: କରୋନା ଭାଇରସ ପ୍ରଭାବ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଇଣ୍ଡିଆନ ପ୍ରିମିୟର ଲିଗର ୨୦୨୦ ସଂସ୍କରଣ ଆୟୋଜନ ଆଶା କ୍ଷୀଣ ହୋଇଯାଇଛି । ପୂର୍ବରୁ ଏହା ୨୯ ମାର୍ଚ୍ଚକୁ ୧୫ ଏପ୍ରିଲକୁ ଘୁଂଚାଇ ଦିଆଯାଇଛି । ବିସିସିଆଇର ପ୍ରମୁଖ ଅଧିକାରୀଙ୍କ ମତରେ ମେ ସୁଦ୍ଧା ଏଥିନେଇ ନିଷ୍ପତି ନ…

ମହିଳା ଖେଳାଳିଙ୍କୁ ଖରାପ ବ୍ୟବହାର ଦେଖାଇ ଅତୁଳ ବେଡାଡେ ନିଲମ୍ବିତ

ନୂଆଦିଲ୍ଲୀ: ବରୋଦା କ୍ରିକେଟ ଆସୋସିଏଶନର ମହିଳା ଟିମ୍ କୋଚ ଅତୁଳ ବେଡାଡୋଙ୍କୁ ମହିଳା ଖେଳାଳିଙ୍କୁ ଖରାପ ବ୍ୟବହାର ଦେଖାଇ ନିଲମ୍ବିତ ହୋଇଛନ୍ତି । ଖେଳାଳୀଜଣକଙ୍କ ତାଙ୍କ ବିରୋଧରେ ଯୌନ ଉତ୍ପୀଡନ ଓ ସର୍ବ ସମ୍ମୁଖରେ ଅପମାନିତ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଥିଲେ । ବିସିଏ ମୁଖ୍ୟ…

ଧୋନୀ ଓ ଡିଭିଲିୟର୍ସଙ୍କ ପାଇଁ ବାଧକ ସାଜିଲା କରୋନାଭାଇରସ୍ !

ମୁମ୍ବାଇ: କ୍ରିକେଟ୍ ଦୁନିଆର ଅଭିନ୍ନ ଅଙ୍ଗ ଫଟାଫଟ୍ କ୍ରିକେଟ ଫର୍ମାଟ ଆଇପିଏଲ୍ । ହେଲେ ଚଳିତବର୍ଷ କରୋନାଭାଇରସ୍ ଅନେକ କ୍ରିକେଟରଙ୍କ ସ୍ୱପ୍ନକୁ ଝାପ୍ସା କରିଦେଇଛି । କରୋନା ମହାମାରୀର ତାଣ୍ଡବକୁ ଦେଖି ଏହି ପ୍ରତିଯୋଗୀତାକୁ ଏପ୍ରିଲ୍ ୧୫ ପର୍ମ୍ୟନ୍ତ ସ୍ଥଗିତ ରଖାଯାଇଛି । ଏଥର ଆଇପିଏଲ୍…

ଦକ୍ଷିଣ ଆଫ୍ରିକା ଟିମକୁ କ୍ୱାରେଣ୍ଟାଇନରେ ରଖାଗଲା

ଜୋହାନସବର୍ଗ: ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଟିମ୍ ସ୍ୱଦେଶ ପ୍ରତ୍ୟାବର୍ତନ କରିବା ପରେ ସେମାନଙ୍କୁ କ୍ୱାରେଣ୍ଟାଇନ(ଏକାନ୍ତବାସ)ରେ ରଖାଯାଇଛି । ଭାରତରେ ଦିନିକିଆ ସିରିଜ୍ ଖେଳିବାକୁ ଆସିଥିବା ଦକ୍ଷିଣ ଆଫ୍ରିକା ଟିମ୍ ସିରିଜ୍ ବାତିଲ ହେବା ପରେ ସ୍ୱଦେଶ ଫେରିଯାଇଛି । ସବୁ ଖେଳାଳିମାନଙ୍କୁ ୧୪…

ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ପୁରୁଷ ଟି୨୦ ବିଶ୍ୱ କପ୍ ଅନୁଷ୍ଠିତ ହେବ !

ସିଡ୍‌ନୀ: କୋଭିଡ୍‌-୧୯ର ପ୍ରକୋପ ସତ୍ତ୍ୱେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଦେଶରେ ପୁରୁଷ ଟି୨୦ ବିଶ୍ୱ କପ୍ ଅନୁଷ୍ଠିତ ହେବ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ମଙ୍ଗଳବାର ପ୍ରକାଶ କରିଛି । କ୍ରିକେଟ ଅଷ୍ଟ୍ରେଲିଆ ମୁଖ୍ୟ କେଭିନ୍ ରବଟର୍‌ସ କହିଛନ୍ତି, ବର୍ତ୍ତମାନର ପରିସ୍ଥିତିରେ କେବେ ସୁଧାର…

ଘରେ ବସି ଅଫିସ କାର୍ଯ୍ୟ କରିବେ ବିସିସିଆଇ କର୍ମଚାରୀ

ନୂଆଦିଲ୍ଲୀ: କରୋନା ଭାଇରସ କାରଣରୁ ବିସିସିଆଇ ମଙ୍ଗଳବାର ମୁମ୍ବାଇସ୍ଥିତ ତା’ର ଅଫିସକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଏହା ସହ ବିସିସିଆଇ ତା’ର କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଛି। ପରବର୍ତ୍ତୀ ନୋଟିସ୍ ସୁଦ୍ଧା କ୍ରିକେଟର ସମସ୍ତ ଗତିବିଧିକୁ ପୂର୍ବରୁ ହିଁ…

ଆଇପିଏଲ ପ୍ରି-ଟୁର୍ଣ୍ଣାମେଂଟ କ୍ୟାମ୍ପ ବାତିଲ

ନୂଆଦିଲ୍ଲୀ:ଇଣ୍ଡିଆନ ପ୍ରିମିୟର ଲିଗ୍ ଫ୍ରାଞ୍ଚାଇଜ୍ ସେମାନଙ୍କ ପ୍ରି-ଟୁର୍ନାମେଣ୍ଟ କ୍ୟାମ୍ପକୁ ବାତିଲ କରିଛନ୍ତି । ଟ୍ରେନିଂ କ୍ୟାମ୍ପ ପୁଣି କେବେଠାରୁ ହେବ ତାହା ପରେ ଖେଳାଳିମାନଙ୍କୁ ଜଣାଇ ଦିଆଯିବ । କରୋନା ଭାଇରସ୍ ଆଶଙ୍କା ଲାଗି ବ୍ୟୟବହୁଳ ଇଭେଣ୍ଟକୁ ମାର୍ଚ୍ଚ ୨୯ରୁ ଏପ୍ରିଲ ୧୫…

ମଞ୍ଜ୍ରେକରଙ୍କୁ କମେଣ୍ଟ୍ରି ପ୍ୟାନେଲରୁ ହଟାଇଲା ବିସିସିଆଇ

ନୂଆଦିଲ୍ଲୀ : ବିସିସିଆଇ ପୂର୍ବତନ କ୍ରିକେଟର ସଞ୍ଜୟ ମଞ୍ଜ୍ରେକରଙ୍କୁ ଭାଷ୍ୟକାର(କମେଣ୍ଟ୍ରି) ପ୍ୟାନେଲରୁ ହଟାଇଦେଇଛି । ବିଶ୍ବର ବଡ଼ ଭାଷ୍ୟକାର ତାଲିକାରେ ଅନ୍ତର୍ଭୁକ୍ତ ଥିବା ମଞ୍ଜରେକର ଗତ ତିନିଟି ବିଶ୍ୱକପ୍‌ରେ କମେଣ୍ଟ୍ରି କରିଥିଲେ। ସୂଚନା ଅନୁସାରେ ତାଙ୍କୁ ଭାରତ-ଦକ୍ଷିଣ ଆଫ୍ରିକା…