Latest Odisha News

BREAKING NEWS

Browsing Category

କ୍ରିକେଟ

ସିକେ ନାୟୁଡୁ ଟ୍ରଫି: ଓଡିଶା ବିପକ୍ଷରେ ବ୍ୟାଟିଂ ବିପର୍ଯ୍ୟୟ ପରେ ସ୍ଥିତି ସୁଧାରିଲା ହାଇଦ୍ରାବାଦ

ଭୁବନେଶ୍ୱର: ସିକେ ନାୟୁଡୁ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟରେ ଓଡିଶାର ପ୍ରଥମ ଇନିଂସ ସ୍କୋର ୩୪୫ ରନ ଜବାବରେ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ହାଇଦ୍ରାବାଦ ୬ ୱିକେଟ ବିନିମୟରେ ୨୨୬ ରନ ସଂଗ୍ରହ କରିନେଇଛି । ଓଡିଶା ବୋଲରଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ଯୋଗୁ ଏକଦା ୧୨୪ ରନରେ ୬ ୱିକେଟ ହରାଇ…

ଆଘାତ ସମସ୍ୟା ଯୋଗୁ ଚଳିତ ଆଇପିଏଲରୁ ଓହରିଲେ ରାଜସ୍ଥାନର ନାଥାନ କୁଲ୍ଟର

ମୁମ୍ବାଇ: ଚଳିତ ଆଇପିଏଲରେ ରାଜସ୍ଥାନ ରୟାଲ୍ସକୁ ଶକ୍ତ ଧକ୍କା ଲାଗିଛି । ଦଳର ଷ୍ଟାର ବୋଲର ନାଥାନ କୁଲ୍ଟର ନୀଲ ଆଘାତ ସମସ୍ୟା ଯୋଗୁ ସମ୍ପୂର୍ଣ୍ଣ ସିଜନରୁ ଓହରି ଯାଇଛନ୍ତି । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ସେ ମାଂସପେଶୀ ଜନିତ ସମସ୍ୟାରେ ପଡିଥିଲେ । ଏହି ମ୍ୟାଚରେ ସେ ମହଙ୍ଗା…

କୋହଲି ଭାବୁଥିଲେ କୁମ୍ବଲେଙ୍କ ଅତି ଅନୁଶାସନ ଯୁବ ଖେଳାଳିଙ୍କୁ ଭୟଭୀତ କରାଇବ !

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମହାନ ଲେଗ ସ୍ପିନର ଅନୀଲ କୁମ୍ବଲେ ଓ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ମଧ୍ୟରେ ଭଲ ପଡୁ ନ ଥିଲା ବୋଲି ସର୍ବଦା ଆଲୋଚନା ହୋଇଥାଏ । ବୁଧବାର ବିସିସିଆଇ ଅଧିକାରୀ ବିନୋଦ ରାୟ ତାଙ୍କ ପୁସ୍ତକ ନଟ ଜଷ୍ଟ ଏ ନାଇଟ ୱାଚମ୍ୟାନ ମାଇ ଇନିଂଗସ ଇନ ଦି ବିିସିସିଆଇରେ ଏ…

ବିସିସିଆଇ ମହିଳା ସିନିୟର ଟି୨୦: ମଧୁସ୍ମିତାଙ୍କ ନେତୃତ୍ୱରେ ଓଡିଶା ଟିମ ଘୋଷିତ

ଭୁବନେଶ୍ୱର: ବିସିସିଆଇ ସିନିୟର ମହିଳା ଟି୨୦ କ୍ରିକେଟ ତ୍ରିଭେନ୍ଦ୍ରମରେ ଏପ୍ରିଲ ୧୮ରୁ ମେ ୪ ପର୍ଯ୍ୟନ୍ତ ଆୟୋଜିତ ହେବ । ଏହି ଟୁର୍ଣ୍ଣାମେଂଟ ପାଇଁ ଆଜି ମଧୁସ୍ମିତା ବେହେରାଙ୍କ ନେତୃତ୍ୱରେ ଓଡିଶା ଦଳ ଘୋଷଣା କରାଯାଇଛି । ଏପ୍ରିଲ ୧୮ରେ ଓଡିଶା ପ୍ରଥମ ମୁକାବିଲାରେ ଛତିଶଗଡକୁ ଭେଟିବ । ଏହା…

ଶେଷ ହେଲା ଟେଲରଙ୍କ କ୍ରିକେଟ କ୍ୟାରିୟର, କଣ କହିଲେ ମାଷ୍ଟର ବ୍ଲାଷ୍ଟର

ହାମିଲଟନ: ନ୍ୟୁଜିଲାଣ୍ଡର ମହାନ ଖେଳାଳି ରସ ଟେଲରଙ୍କ କ୍ରିକେଟ କ୍ୟାରିୟର ଆଜି ଶେଷ ହୋଇଛି । ସେଡନ ପାର୍କରେ ନେଦରଲାଣ୍ଡ ବିପକ୍ଷରେ ସେ ତାଙ୍କ କ୍ୟାରିୟରର ଶେଷ ମ୍ୟାଚ ଖେଳିଥିଲେ । ସେ ଏହି ମ୍ୟାଚରେ ୧୪ ରନ କରିବାକୁ ସକ୍ଷମ ହୋଇଥିଲେ । ଟେଲରଙ୍କ ଅବସର ଘୋଷଣା ପରେ ବିଭିନ୍ନ ମହଲରେ ଏ ନେଇ…

ଆଇସିସି ମହିଳା ବିଶ୍ୱକପ: ୭ମ ଥର ପାଇଁ ଅଷ୍ଟ୍ରେଲିଆକୁ ଟାଇଟଲ

ସିଡନୀ: ନ୍ୟୁଜିଲାଣ୍ଡରେ ଖେଳାଯାଇଥିବା ଆଇସିସି ମହିଳା ବିଶ୍ୱକପ କ୍ରିକେଟ ଫାଇନାଲରେ ଅଷ୍ଟ୍ରେଲିଆ ୭୧ ରନରେ ଇଂଲଣ୍ଡକୁ ପରାସ୍ତ କରି ଚାମ୍ପିୟନ ହୋଇଛି । ଏହି ମେଗା ଇଭେଂଟରେ ଅଷ୍ଟ୍ରେଲିଆ ୭ମ ଥର ପାଇଁ ଟାଇଟଲ ହାସଲ କରିଛି । ଏଲିସା ହୀଲେ ୧୩୮ ବଲରେ ୧୭୦ ରନର ସ୍ମରଣୀୟ ଇନିଂସ ଖେଳିଥିଲେ ।…

ବଟଲର, ଚହଲଙ୍କ ପ୍ରଦର୍ଶନ ବଳରେ ମୁମ୍ବାଇକୁ ହରାଇଲା ରାଜସ୍ଥାନ

ମୁମ୍ବାଇ: ଏଠାରେ ଅନୁଷ୍ଠିତ ଆଇପିଏଲର ଏକ ମୁକାବିଲାରେ ଜୋସ ବଟଲରଙ୍କ ଆକର୍ଷଣୀୟ ଶତକ ଏବଂ ୟୁଜଭେନ୍ଦ୍ର ଚହଲଙ୍କ ଚମତ୍କାର ବୋଲିଂ ସହାୟତାରେ ରାଜସ୍ଥାନ ରୟାଲ୍ସ ୨୩ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୨୦ ଓଭରରେ ୮ ୱିକେଟ ହରାଇ ୧୯୩ ରନ କରିଥିଲା…

ସିକେ ନାୟୁଡୁ ଟ୍ରଫି: ସୌରଭଙ୍କୁ ୭ ୱିକେଟ, ମଧ୍ୟପ୍ରଦେଶକୁ ହରାଇଲା ଓଡିଶା

ଭୁବନେଶ୍ୱର: ତ୍ରିଭେନ୍ଦ୍ରମରେ ଅନୁଷ୍ଠିତ ସିକେ ନାୟୁଡୁ ଟ୍ରଫିର ଏକ ମୁକାବିଲାରେ ଓଡିଶା କ୍ରିକେଟ ଟିମ ୬ ୱିକେଟରେ ମଧ୍ୟପ୍ରଦେଶକୁ ପରାସ୍ତ କରିଛି । ଝାଡଖଣ୍ଡ ନିକଟରୁ ହାରିବା ପରେ ନକଆଉଟରେ ପ୍ରବେଶ ପାଇଁ ଓଡିଶାକୁ ଏହି ମ୍ୟାଚରେ ବିଜୟ ହାସଲ ଜରୁରୀ ଥିଲା । ବାମହାତୀ ସ୍ପିନର ସୌରଭ…

ସିକେ ନାୟୁଡୁ ଟ୍ରଫି: ଓଡିଶାକୁ ଗୁରୁତ୍ୱପୂର୍ଣ୍ଣ ପ୍ରଥମ ଇନିଂସ ଅଗ୍ରଣୀ

ଭୁବନେଶ୍ୱର: ତ୍ରିଭେନ୍ଦ୍ରମରେ ଚାଲିଥିବା ସିକେ ନାୟୁଡୁ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟରେ ଗୁରୁବାର ମଧ୍ୟପ୍ରଦେଶ ବିପକ୍ଷରେ ଓଡିଶା ୬୯ ରନର ଗୁରୁତ୍ୱପୂର୍ଣ୍ଣ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଛି । ମଧ୍ୟପ୍ରଦେଶର ପ୍ରଥମ ଇନିଂସ ସ୍କୋର ୩୩୧ ରନ ଜବାବରେ ଓଡିଶା ୪୦୦ ରନ ସଂଗ୍ରହ କରିଛି ।…

ସିକେ ନାୟୁଡୁ ଟ୍ରଫି: ଗୌରବଙ୍କ ଶତକ, ଓଡିଶା ୨୪୮/୩

ଭୁବନେଶ୍ୱର: ତ୍ରିଭେନ୍ଦ୍ରମରେ ଚାଲିଥିବା ସିକେ ନାୟୁଡୁ କ୍ରିକେଟ ଟ୍ରଫିର ମଧ୍ୟପ୍ରଦେଶ ବିପକ୍ଷ ମ୍ୟାଚରେ ଓଡିଶା ସୁବିଧାଜନକ ସ୍ଥିତିରେ ରହିଛି । ମଧ୍ୟପ୍ରଦେଶର ପ୍ରଥମ ଇନିଂସରେ ୩୩୧ ରନ କରିଥିଲଶ । ଏହାର ଜବାବରେ ଓପନର ଗୌରବ ଚୌଧୁରୀଙ୍କ ଆକର୍ଷଣୀୟ ଶତକ ସହାୟତାରେ ଦ୍ୱିତୀୟ ଦିବସ ଖେଳ ଶେଷ…