Latest Odisha News

BREAKING NEWS

Browsing Category

କ୍ରିକେଟ

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ରାହୁଲ ହେବେ ଟିମ୍ ଇଣ୍ଡିଆ ଅଧିନାୟକ !

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ପରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବଦଳିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ବିସିସିଆଇ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଟି୨୦ ବିଶ୍ୱକପ ପରେ ନ୍ୟୁଜିଲାଣ୍ଡ ସହ ଘରୋଇ ପରିବେଶରେ ସିରିଜ ଖେଳିବ ଟିମ ଇଣ୍ଡିଆ । ଏହି ଟି୨୦ ସିରିଜରେ ଭାରତୀୟ ଦଳର…

ଟି୨୦ ବିଶ୍ୱକପ: ଟିମ୍ ଇଣ୍ଡିଆର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଟୁଇଟରରେ ଟ୍ରେଣ୍ଡ ହେଉଛି ବ୍ୟାନ ଆଇପିଏଲ

ଦୁବାଇ: ଟି୨୦ ବିଶ୍ୱକପରେ ଭାରତ କ୍ରମାଗତ ୨ଟି ମ୍ୟାଚରେ ପରାଜିତ ହେବା ଯୋଗୁ ସେମି ଫାଇନାଲ ପ୍ରବେଶ ଆଶା ପ୍ରାୟତଃ ଧୂଳିସାତ ହୋଇଛି । ଟିମ ଇଣ୍ଡିଆର ଏହି ପ୍ରଦର୍ଶନ ନେଇ ପ୍ରଶଂସକମାନେ ଖୋଲାଖୋଲି ଭାବେ ଅସନ୍ତୋଷ ବ୍ୟକ୍ତ କରିଛି । ଭାରତର ଏହି ଖରାପ ପ୍ରଦର୍ଶନ ପାଇଁ ଆଇପିଏଲକୁ ଦାୟୀ କରାଯାଉଛି…

ଟି୨୦ କ୍ରିକେଟ୍ ବିଶ୍ୱକପ୍ ପ୍ରତିଯୋଗୀତା ମଝିରୁ ସନ୍ୟାସ ନେବେ ଏହି ଖେଳାଳି

ଆବୁଧାବି: ଟି୨୦ ବିଶ୍ୱକପ୍‌ରେ ଆଫଗାନିସ୍ତାନ ଦଳ ଲଢୁଆ ଖେଳ ପ୍ରଦର୍ଶନ ଜାରି ରଖିଛି । ହାର୍ ଜିତ୍ ଲାଗିରହିଥିଲେ ବି ଅନେକ ଶକ୍ତିଶାଳୀ ଦଳଙ୍କୁ ଆଫଗାନିସ୍ତାନ ଚାଲେଂଜ କରିଛି । ତେବେ ପ୍ରତିଯୋଗୀତା ମଝିରୁ ଏହି ଦଳର ଜଣେ ବରିଷ୍ଠ ଖେଳାଳି ସନ୍ୟାସ ନେବାକୁ ଯାଉଛନ୍ତି । ଏହି ଘଟଣା କ୍ରିକେଟ…

ହସରଙ୍ଗାଙ୍କ ହ୍ୟାଟ୍ରିକକୁ ବଳିଗଲା କିଲର ମିଲରଙ୍କ ଡବଲ ଛକା

ଶାରଜା: ଶେଷ ଓଭରରେ କିଲର ମିଲର(ଡେଭିଡ ମିଲର)ଙ୍କ ଡବଲ ଛକା ବଳରେ ଟି୨୦ ବିଶ୍ୱକପ କ୍ରିକେଟର ଆଜି ଅନୁଷ୍ଠିତ ରାମାଂଚକ ମୁକାବିଲାରେ ଦକ୍ଷିଣ ଆଫ୍ରିକା ଶ୍ରୀଲଙ୍କାକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୨୦ ଓଭରରେ ୧୪୨ ରନ କରିଥିଲା । ପାଥୁମ ନିଶାଙ୍କ ୭୨ ରନର ଆକର୍ଷଣୀୟ…

ରୋମାଂଚକ ମୁକାବିଲାରେ ବାଂଲାଦେଶକୁ ହରାଇଲା ୱେଷ୍ଟଇଣ୍ଡିଜ

ଶାରଜା: ଟି୨୦ ବିଶ୍ୱକପ କ୍ରିକେଟରେ ଶୁକ୍ରବାର ଅନୁଷ୍ଠିତ ଏକ ରୋମାଂଚକ ମୁକାବିଲାରେ ୱେଷ୍ଟଇଣ୍ଡିଜ ଶେଷ ଓଭର ଶେଷ ବଲରେ ବାଂଲାଦେଶକୁ ମାତ ଦେଇଛି । ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ପରେ ରୋଷ୍ଟନ ଚେଜଙ୍କ ୩୯ ଏବଂ ନିକୋଲାସ ପୁରମଙ୍କ ୪୦ ରନ ସହାୟତାରେ ୨୦…

୧୮ ବର୍ଷ ହେବ ଆଇସିସି ଇଂଭେଟରେ ନ୍ୟୁଜିଲାଣ୍ଡକୁ ହରାଇ ପାରିନି ଭାରତ

ଦୁବାଇ: ଚଳିତ ଟି୨୦ ବିଶ୍ୱକପରେ ପ୍ରଥମ ମୁକାବିଲାରେ ପାକିସ୍ତାନଠାରୁ ହାରିବା ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ସେମି ଫାଇନାଲରେ ପ୍ରବେଶ ପାଇଁ ଭାରତକୁ ବାକି ତକ ମ୍ୟାଚରେ ବିଜୟ ହାସଲ କରିବାକୁ ପଡିବ । ୩୧ ଅକ୍ଟୋବରରେ ଭାରତ ଶକ୍ତିଶାଳୀ ନ୍ୟୁଜିଲାଣ୍ଡକୁ ଭେଟିବ । ଆଇସିସି ଇଭେଂଟରେ…

ସମ୍ମୁଖକୁ ଆସିଲା ଆଇପିଏଲ ୨୦୨୨ ପାଇଁ ରିଟେନଶନ ନିୟମ

ମୁମ୍ବାଇ: ଆଇପିଏଲ ୨୦୨୨ ପାଇଁ ହେବାକୁ ଥିବା ମେଗା ନିଲାମ ପ୍ରକ୍ରିୟା ପୂର୍ବରୁ ନୂତନ ରିଟେନଶନ ନିୟମ ସମ୍ମୁଖକୁ ଆସିଛି । ତେବେ ବିଧିବଦ୍ଧ ଭାବେ ଏହାର ଘୋଷଣା କରାଯାଇ ନାହିଁ । କ୍ରିକଇନଫୋରେ ପ୍ରକାଶିତ ଖବର ଅନୁସାରେ ପୁରୁଣା ୮ଟି ଟିମ ଅତିବେଶୀରେ ୪ଟି ଖେଳାଳି ରିଟେନ କରିପାରିବେ । ଏହା…

ବିପ୍ଲବଙ୍କ ଚମତ୍କାର ଶତକ, କଳାହାଣ୍ଡି କପ ଟାଇଟଲ ଜିତିଲା କଟକ ଏ

କଟକ: ବିପ୍ଲବ ସାମନ୍ତରାୟଙ୍କ ଚମତ୍କାର ଶତକ ସହାୟତାରେ ରେଭେନ୍ସା ୟୁନିଭରସିଟି ଗ୍ରାଉଣ୍ଡରେ ଅନୁଷ୍ଠିତ କଳାହାଣ୍ଡି କପ କ୍ରିକେଟ ଫାଇନାଲରେ ଇଷ୍ଟକୋଷ୍ଟ ରେଲୱେକୁ ପରାସ୍ତ କରି ଟାଇଟଲ ହାସଲ କରିଛି କଟକ ଏ । ୨ ଦିନିକିଆ ଏହି ମ୍ୟାଚରେ ଟସ ଜିତି କଟକ ଏ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି…

ଟି୨୦ ବିଶ୍ୱକପ: ଇଂଲଣ୍ଡର କ୍ରମାଗତ ଦ୍ୱିତୀୟ ବିଜୟ

ଆବୁଧାବି: ଚଳିତ ଟି୨୦ ବିଶ୍ୱକପରେ ଇଂଲଣ୍ଡ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରି ନିଜ ସ୍ଥିତି ମଜଭୁତ କରିଛି । ଜାସନ ରୟଙ୍କ ଚମତ୍କାର ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ୮ ଉଇକେଟରେ ବାଂଲାଦେଶକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୨୦ ଓଭରରେ ୯ ଉଇକେଟ ହରାଇ ୧୨୪ ରନ କରିଥିଲା ।…

ଟି୨୦ ବିଶ୍ୱକପ କ୍ରିକେଟ: ୱେଷ୍ଟଇଣ୍ଡିଜକୁ ୮ ୱିକେଟରେ ହରାଇଲା ଦକ୍ଷିଣ ଆଫ୍ରିକା

ଦୁବାଇ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟର ଏକ ଗୁରତ୍ୱପୂର୍ଣ୍ଣ ମୁକାବିଲାରେ ଦକ୍ଷିଣ ଆଫ୍ରିକା ୮ ୱିକେଟରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି । କ୍ରମାଗତ ଦ୍ୱିତୀୟ ପରାଜୟ ଯୋଗୁ ସଙ୍କଟରେ ପଡିଯାଇଛି । ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ୨୦ ଓଭରରେ ୮ ଉଇକେଟ ହରାଇ ୧୪୩ ରନ କରିଥିଲା । ଇଭାନ…