Latest Odisha News

BREAKING NEWS

Browsing Category

ଫୂଟବଲ

ଫିଫା ବିଶ୍ୱକପ: ଏଥର ହ୍ରାସ ହେବ କି ୟୁରୋପର ଆଧିପତ୍ୟ

ଦୋହା: କାତାରରେ ଆଉ ୪ ଦିନ ପରେ ଆରମ୍ଭ ହୋଇଯିବ ଫିଫା ବିଶ୍ୱକପ । ଏଥର ୟୁରୋପର ୨୦ ବର୍ଷର ଆଧିପତ୍ୟ ଦକ୍ଷିଣ ଆମେରିକୀୟ ଦେଶ ହ୍ରାସ କରିବେ କି ? ମୂଖ୍ୟତଃ ଲିଓନେଲ ମେସି ଓ ନେମାର ନିଜ ନିଜ ଦେଶକୁ ଚାମ୍ପିୟନ କରାଇ ପାରିବେ ତ? ସବୁ ବିଶ୍ୱକପରେ ଆର୍ଜେଂଟିନା ଓ ବ୍ରାଜିଲ ବିଶ୍ୱକପ ଦାବୀଦାର…

ଆଉ ହାତ ଗଣତି ଦିନ ପରେ ଆରମ୍ଭ ହେବ ଫୁଟବଲ ମହାକୁମ୍ଭ

ନୂଆଦିଲ୍ଲୀ: କାତରରେ ନଭେମ୍ବର ୨୦ରୁ ଆରମ୍ଭ ହୋଇଯିବ ଫୁଟବଲ ମହାକୁମ୍ଭ । ଏହାର ଫାଇନାଲ ମ୍ୟାଚ ଡିସେମ୍ବର ୧୮ରେ ଖେଳାଯିବ । ଉଦଘାଟନୀ ଦିବସରେ ଆୟୋଜକ କତାର ଓ ଇକ୍ୟୁଡର ମଧ୍ୟରେ ମୁକାବିଲା ହେବ । ଗ୍ରୁପ ଷ୍ଟେଜ ମୁକାବିଲା ଡିସେମ୍ବର ୨ ପର୍ଯ୍ୟନ୍ତ ଆୟୋଜିତ ହେବ । ଏହା ପରେ ରାଉଣ୍ଡ ଅଫ ୧୬…

ଲିଭରପୁଲ ଫୁଟବଲ କ୍ଲବ କିଣିବା ପାଇଁ ମୁକେଶ ଅମ୍ବାନୀଙ୍କ ଜୋରଦାର ଉଦ୍ୟମ, ଦେବାକୁ ପଡିବ ୩୮ ହଜାର କୋଟି

ଲଣ୍ଡନ: ଭାରତର ସଫଳ ବ୍ୟବସାୟୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକ ମୁକେଶ ଅମ୍ବାନୀ ଇଂଲିଶ ପ୍ରିମିୟର ଲିଗର ଫୁଟବଲ ଟିମ ଲିଭରପୁଲକୁ କିଣିବା ପାଇଁ ଜୋରସୋରରେ ଉଦ୍ୟମ ଆରମ୍ଭ କରିଛନ୍ତି । ଦି ମିରରରେ ପ୍ରକାଶିତ ଖବର ଅନୁସାରେ ମୁକେଶ ୨୦୧୦ରୁ ଏହି ଟିମକୁ କିଣିବା ପାଇଁ ଆଗ୍ରହୀ ଅଛନ୍ତି ।…

ଭୂତିଆଙ୍କୁ ହରାଇ ଚୌବେ ହେଲେ ଏଆଇଏଫଏଫର ନୂତନ ସଭାପତି

ନୂଆଦିଲ୍ଲୀ: ଷ୍ଟାର ଫୁଟବଲ ଖେଳାଳି ବାଇଚୁଙ୍ଗ ଭୂତିଆଙ୍କୁ ହରାଇ ୪୫ ବର୍ଷୀୟ କଲ୍ୟାଣ ଚୌବେ ସର୍ବଭାରତୀୟ ଫୁଟବଲ ମହାସଂଘ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ୮୫ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ କୌଣସି ଏକ ଖେଳାଳି ସଭାପତି ଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି । ପୂର୍ବତନ ଗୋଲକିପର ଚୌବେ…

ସାଫ ମହିଳା ଚାମ୍ପିୟନଶିପ: ସମ୍ଭାବ୍ୟ ଭାରତୀୟ ଦଳରେ ୨ ଓଡିଆ

ଭୁବନେଶ୍ୱର: ଆସନ୍ତା ମାସରେ ନେପାଳରେ ମହିଳା ସାଫ ଚାମ୍ପିୟନଶିପ ଆୟୋଜିତ ହେବ । ଏଥିପାଇଁ ମଙ୍ଗଳବାର ୨୬ ଜଣିଆ ସମ୍ଭାବ୍ୟ ଫୁଟବଲ ଖେଳାଳିଙ୍କ ନାମ ଘୋଷଣା କରାଯାଇଛି । ଏହି ଦଳରେ ଓଡିଶାର ୨ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ମନୀଷା ପନ୍ନା ଓ ଜୁଲି କିଶାନ । ପୁଣେ ଅଭ୍ୟାସ ଶିବିରରେ…

ଏଆଇଏଫଏଫ ସଭାପତି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ବାଇଚୁଙ୍ଗ ଭୂତିଆ

ନୂଆଦିଲ୍ଲୀ: ମହାନ ଫୁଟବଲ ଖେଳାଳି ବାଇଚୁଙ୍ଗ ଭୂତିଆ ସର୍ବଭାରତୀୟ ଫୁଟବଲ ଫେଡେରେଶନ ସଭାପତି ପଦ ପାଇଁ ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହି ଦୌଡରେ ପୂର୍ବତନ ଖେଳାଳି କଲ୍ୟାଣ ଚୌବେ ଆଗରେ ରହିଛନ୍ତି । ଦୀପକ ମଣ୍ଡଳ ଓ ମଧୂ କୁମାରୀ ସାଥୀ ଖେଳାଳି ଭୂତିଆଙ୍କ ନାମ ସୁପାରିଶ କରିଥିଲେ…

ଫିଫା ଦ୍ୱାରା ଏଆଇଏଫଏଫ ନିଲମ୍ବିତ ଘଟଣା: ହସ୍ତକ୍ଷେପ କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ଫୁଟବଲ ଫେଡେରେଶନ (ଫିଫା) ଭାରତୀୟ ଫୁଟବଲ ମହାସଂଘଙ୍କୁ ନିଲମ୍ବିତ କରିଛି । ଏହି ଘଟଣାରେ ଭାରତ ସରକାର ମୁଣ୍ଡ ପୂରାଇ ଶୀଘ୍ର ଏହି ସମସ୍ୟାର ସମାଧାନର ରାସ୍ତା ବାହାର କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିକଟରେ ଅନୁରୋଧ କରିଛନ୍ତି । ସଲିସିଟର ଜେନେରାଲ ତୁଷାର…

ସାଫ ୨୦ ବର୍ଷରୁ କମ୍ ଚାମ୍ପିୟନଶିପ: ଶ୍ରୀଲଙ୍କାକୁ ହରାଇ ଭାରତ ଆରମ୍ଭ କଲା ବିଜୟ ଅଭିଯାନ

ଭୁବନେଶ୍ୱର:କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ସାଫ ୨୦ ବର୍ଷରୁ କମ ଚାମ୍ପିୟନଶିପରେ ଭାରତୀୟ ଫୁଟବଲ ଦଳ ପ୍ରଥମ ବିଜୟ ହାସଲ କରିଛି । ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଭାରତ ୪-୦ ଗୋଲରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା । ଏହି ମ୍ୟାଚରେ ଭାରତ ସମ୍ପୂର୍ଣ୍ଣ ଭାବେ ଶୃଙ୍ଖଳିତ ପ୍ରଦର୍ଶନ କରିଥିଲା ।…

ରୋନାଲ୍ଡୋଙ୍କୁ ୨୪୦୦ କୋଟି ଟଙ୍କାର ଅଫର ଦେଲା ସାଉଦି ଆରବ କ୍ଲବ !

ରିୟାଦ: ପର୍ତୁଗାଲର ଅଧିନାୟକ ତଥା ଷ୍ଟାର ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋ ଫୁଟବଲ ଇତିହାସର ସବୁଠାରୁ ଧନୀ ଖେଳାଳି ହେବାକୁ ଯାଉଛନ୍ତି । ରିପୋର୍ଟ ମୁତାବକ ସାଉଦି ଆରବର ଏକ କ୍ଳବ ରୋନାଲ୍ଡୋଙ୍କୁ ଚୁକ୍ତି କରିବା ପାଇଁ ୩୦୦ ମିଲିୟନ ୟୁରୋ(୨୪୦୦ କୋଟି ଟଙ୍କା)ର ଅଫର ଦେଇଛି । ତେବେ କେଉଁ କ୍ଲବ…

ଓଡିଶା ଏଫସି ସହ ଚୁକ୍ତିବଦ୍ଧ ହେଲେ ସଲ କ୍ରେସ୍ପୋ

ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗର ୯ମ ସଂସ୍କରଣ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି ଓଡିଶା ଏଫସି । ଦଳକୁ ଆହୁରି ମଜଭୁତ କରିବା ପାଇଁ ଗୁରୁବାର ସ୍ପେନର ମିଡଫିଲ୍ଡର ସଲ କ୍ରେସ୍ପୋଙ୍କ ସହ କ୍ଲବ ଚୁକ୍ତି କରିଛି । ୨୫ ବର୍ଷୀୟ ଏହି ଷ୍ଟାର ଖେଳାଳି ପ୍ରାରମ୍ଭିକ ପର୍ଯ୍ୟାୟରେ ୧ ବର୍ଷ…