Latest Odisha News
Browsing Category

ଖେଳ

ହ୍ୟାକ ହେଲା କୈଫଙ୍କ ହ୍ୱାଟସଆପ ଆକାଂଉଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହମ୍ମଦ କୈଫ ଅସୁବିଧାରେ ପଡି ଯାଇଛନ୍ତି । ତାଙ୍କର ହ୍ୱାଟସଆପ ଆକାଂଉଟ ହ୍ୟାକ ହୋଇଯାଇଛି । କୈଫ ନିଜେ ଇନଷ୍ଟାଗ୍ରାମରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ମୋ ସହିତ ଏବେ କୌଣସି ଗୁରୁତ୍ୱପୂର୍ଣ୍ଣ କଥା ଶେୟାର କରନ୍ତୁ…

ପାକିସ୍ତାନର ଏହି ପୂର୍ବତନ ଖେଳାଳି କହିଲେ ବିସିସିଆଇକୁ ପାନେ ଦିଅ

ଦୁବାଇ: ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଆରମ୍ଭ ହୋଇଯାଇଛି । ସୁରକ୍ଷା ଦୃଷ୍ଟିକୋଣରୁ ଭାରତ ତାର ସମସ୍ତ ମ୍ୟାଚ ଦୁବାଇରେ ଖେଳିବ । ପାକିସ୍ତାନକୁ ଭାରତ ଟିମ ନ ପଠାଇବା ପଡିଶା ଦେଶର ଖେଳାଳିମାନଙ୍କୁ ବାଧିଛି । ଆଇସିସି ଶେଷ ନିଷ୍ପତି ଅନୁଯାୟୀ ହାଇବ୍ରିଡ ମଡେଲରେ ମ୍ୟାଚ ଆେୟୋଜିତ…

ଟିମ ଇଣ୍ଡିଆର ୪୦ ବର୍ଷ ତଳର ରେକର୍ଡ ଭାଙ୍ଗିଦେଲା ଆମେରିକା

ନୂଆଦିଲ୍ଲୀ: କ୍ରିକେଟ ଅନିଶ୍ଚିତତାର ଖେଳ ବୋଲି ପୂନର୍ବାର ପ୍ରମାଣିତ ହୋଇଛି । ଆମେରିକା ଓ ଓମାନ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ବିଶ୍ୱରେକର୍ଡ ସୃଷ୍ଟି କରିବ କେହି ଭାବି ନ ଥିଲେ । ଆଇସିସି ପୁରୁଷ କ୍ରିକେଟ ବିଶ୍ୱକପ ଲିଗ ୨ ମୁକାବିଲାରେ ଭାରତୀୟ ଟିମର ୪୦ ବର୍ଷ ତଳର ରେକର୍ଡ ଆମେରିକା ଭାଙ୍ଗି…

ଚାମ୍ପିୟନ୍ସ ଟ୍ରଫିରେ ଖେଳୁଛନ୍ତି ୧୮ ଭାରତୀୟ !

ଦୁବାଇ: ଚାମ୍ପିୟନ୍ସ ଟ୍ରଫିରେ ଭାରତର ଏଥର ୧୮ ଖେଳାଳି ଖେଳୁଛନ୍ତି । ଅବଶ୍ୟ ଏହା ମଧ୍ୟରୁ ୩ଜଣ ଭାରତ ପକ୍ଷରୁ ଖେଳୁ ନାହାନ୍ତି । ସେମାନେ ଯଥାକ୍ରମେ ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ତରଫରୁ ଖେଳୁଛନ୍ତି । ଏମାନେ ଭାରତୀୟ ବଂଶୋଦ୍ଭବ ହେଲେ ମଧ୍ୟ ସେମାନଙ୍କ ପୂର୍ବପୁରୁଷ…

ବାଂଲାଦେଶ ବିପକ୍ଷରେ କିପରି ରହିଛି ଭାରତର ପ୍ରଦର୍ଶନ

ଦୁବାଇ: ଫେବୃୟାରୀ ୧୯ରୁ ଚାମ୍ପିୟନ୍ସ ଟ୍ରଫି ଆରମ୍ଭ ହେବ । ଟୁର୍ଣ୍ଣାମେଂଟର ଉଦଘାଟନୀ ମ୍ୟାଚ କରାଚୀରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଏହା ପରଦିନ ଭାରତ ତାର ଅଭିଯାନ ବାଂଲାଦେଶ ବିପକ୍ଷରେ ଆରମ୍ଭ କରିବ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଏଥର ଟାଇଟଲ ଦୌଡରେ ଆଗରେ ରହିଛି…

ଚାମ୍ପିଅନ୍ସ ଟ୍ରଫି ଟ୍ରେନିଂ କ୍ୟାମ୍ପ ଛାଡିଲେ ଟିମ୍ ଇଣ୍ଡିଆର ଏହି ସଦସ୍ୟ…

ଦୁବାଇ: ଆଇସିସି ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଟିମ୍ ଇଣ୍ଡିଆକୁ ମିଳିଛି ବଡ ଝଟକା । ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ମୋର୍ନ ମାର୍କେଲ ଭାରତୀୟ ଦଳରେ ବୋଲିଂ ପ୍ରଶିକ୍ଷକଙ୍କ ଦାୟିତ୍ବ ତୁଲାଉଛନ୍ତି । ତେବେ ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେବାର ମାତ୍ର ଦୁଇ ଦିନ ପୂର୍ବରୁ ସେ ସୋମବାର (୧୭…

ନିୟମରେ କିଛିଟା କୋହଳ କଲା ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଦୁବାଇରେ ଆଇସିସି ଚାମ୍ପିୟନ୍ସ ଟ୍ରଫି ପାଇଁ ପ୍ରସ୍ତୁତି କରୁଛି । ଫେବୃୟାରୀ ୨୦ରେ ବାଂଲାଦେଶ ବିପକ୍ଷରେ ଭାରତ ତାର ଅଭିଯାନ ଆରମ୍ଭ କରିବ । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପରେ ବିସିସିଆଇ ଖେଳାଳିମାନଙ୍କ ପାଇଁ କେତୋଟି କଠୋର ନିୟମାବଳୀ ଲାଗୁ କରିଥିଲା…

ମହିଳା ପ୍ରିମିୟର ଲିଗରେ ବଦଳିଲା ଏହି ନୟମ …

ନୂଆଦିଲ୍ଲୀ:ଚଳିତ ମହିଳା ପ୍ରିମିୟର ଲିଗ୍ (ଡବ୍ଲୁପିଏଲ )ରେ ଷ୍ଟମ୍ପ ବେଲ୍ କୁ ନେଇ ନିୟମ ପରିବର୍ତ୍ତନ କରାଯାଇଛି । ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଗତ ଶନିବାର ଅନୁଷ୍ଠିତ ମ୍ୟାଚ ସମୟରେ ରନ ଆଉଟ୍ କୁ ନେଇ ବିବାଦ ହୋଇଥିଲା । ଏହାପରେ ମହିଳା ପ୍ରିମିୟର ଲିଗ୍ ରେ ଏଲଇଡି…

ଦୁବାଇରେ ବି ମନପସନ୍ଦ ଖାଦ୍ୟ ଯୋଗାଡ କରୁଛନ୍ତି ଭାରତର ଏହି ଷ୍ଟାର ଖେଳାଳି

ଦୁବାଇ: ଭାରତୀୟ କ୍ରିକେଟ କଂଟ୍ରୋଲବୋର୍ଡ ଅଷ୍ଟ୍ରେଲିଆ ଗସ୍ତ ପରେ ଖେଳାଳିମାନଙ୍କ ପାଇଁ କେତେକ ନିୟମାବଳୀ ଜାରୀ କରିଛି । ଚାମ୍ପିୟନ୍ସ ଟ୍ରଫି ଖେଳିବା ପାଇଁ ଦୁବାଇ ଗସ୍ତରେ ଯାଇଥିବା ଭାରତୀୟ ଖେଳାଳିଙ୍କ ଉପରେ ଏହି ନୂତନ ନିୟମାବଳୀ ଲାଗୁ କରାଯାଇଛି । ଏଥିରେ ବ୍ୟକ୍ତିଗତ ରାନ୍ଧୁଣିଆଙ୍କ ସମେତ…

ଚାମ୍ପିୟନ୍ସ ଟ୍ରଫିରେ ସର୍ବାଧିକ ରନ ସଂଗ୍ରହ କରିପାରନ୍ତି କୋହଲି

ଦୁବାଇ: ଭାରତୀୟ କ୍ରିକେଟ ଟିମର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଚାମ୍ପିୟନ୍ସ ଟ୍ରଫିରେ ସର୍ବାଧିକ ରନ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ହେବାର ସୁଯୋଗ ରହିଛି । ଫେବୃୟାରୀ ୧୯ରୁ ଏହି ଟୁର୍ଣ୍ଣାମେଂଟ ଆରମ୍ଭ ହେବ । ଭାରତ ଫେବୃୟାରୀ ୨୦ରେ ବାଂଲାଦେଶ ବିପକ୍ଷରେ ତାର ଅଭିଯାନ ଆରମ୍ଭ କରିବ ।…