Latest Odisha News

BREAKING NEWS

Browsing Category

ଖେଳ

ଚାମ୍ପିଅନ୍ସ ଟ୍ରଫି ପରେ କଣ ହେବ ରୋହିତ ଶର୍ମାଙ୍କ ଭବିଷ୍ଯତ? 

ନୂଆଦିଲ୍ଲୀ: ଭାରତୀୟ ଦଳର ଅଧିନାୟକ ତଥା ହିଟ୍ ମ୍ୟାନ ରୋହିତ ଶର୍ମା ଦୀର୍ଘ ସମୟ ଧରି ଖରାପ ଫର୍ମରେ ରହିଛନ୍ତି। ନ୍ୟୁଜିଲାଣ୍ଡ ସିରିଜ୍ ପରେ ଅଷ୍ଟ୍ରେଲିଆ ଗସ୍ତରେ ମଧ୍ୟ ସେ ବିଫଳ ହୋଇଥିଲେ। ସେ ଅଷ୍ଟ୍ରେଲିଆରେ ତିନୋଟି ଟେଷ୍ଟରେ ମାତ୍ର ୩୧ ରନ କରିପାରିଥିଲେ। ତେବେ ଖରାପ ପ୍ରଦର୍ଶନ ଯୋଗୁଁ…

ଚାମ୍ପିୟନ୍ସ ଟ୍ରଫି: ପାକିସ୍ତାନ ଯାତ୍ରା କରିବେନି ନୀତିନ ମେନନ

ନୂଆଦିଲ୍ଲୀ: ଆଇସିସି ଏଲିଟ ପ୍ୟାନେଲରେ ସାମିଲ ଭାରତୀୟ ଅମ୍ପାୟର ନୀତିନ ମେନନ ଚାମ୍ପିୟନ୍ସ ଟ୍ରଫି ପାଇଁ ପାକିସ୍ତାନ ଯାତ୍ରା କରିବେ ନାହିଁ । ଫେବୃୟାରୀ ୧୯ରୁ ଏହି ଟୁର୍ଣ୍ଣାମେଂଟ ଆରମ୍ଭ ହେବ । ମେନନ ବ୍ୟକ୍ତିଗତ କାରଣ ଦର୍ଶାଇ ଏହି ଟୁର୍ଣ୍ଣାମେଂଟରୁ ଓହରି ଯାଇଛନ୍ତି । ପାକିସ୍ତାନର କରାଚୀ,…

କ୍ୟାରିୟରର ଶ୍ରେଷ୍ଠ ର‌୍ୟାଙ୍କିଙ୍ଗ ହାସଲ କଲେ ଅଭିଷେକ

ନୂଆଦିଲ୍ଲୀ: ଆଇସିସି ପକ୍ଷରୁ ଟି୨୦ ର‌୍ୟାଙ୍କିଙ୍ଗ ଜାରୀ କରାଯାଇଛି । ଏଥିରେ ଭାରତର ଯୁବ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା କ୍ୟାରିୟରର ଶ୍ରେଷ୍ଠ ର‌୍ୟାଙ୍କିଙ୍ଗ ହାସଲ କରିଛନ୍ତି । ଇଂଲଣ୍ଡ ବିପକ୍ଷ ଶତକ ପରେ ସେ ୩୮ ସ୍ଥାନ ଉନ୍ନୀତ ହୋଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ତିଳକ ବର୍ମା…

୭ରେ ଭୁବନେଶ୍ୱରରେ ପହଞ୍ଚିବେ ଭାରତ ଓ ଇଂଲଣ୍ଡ କ୍ରିକେଟ ଟିମ୍

ଭୁବନେଶ୍ୱର: ବାରବାଟୀ ଦିନିକିଆ ମ୍ୟାଚ ପାଇଁ ଦର୍ଶକଙ୍କ ମଧ୍ୟରେ କ୍ରେଜ ଦେଖିବାକୁ ମିଳିଛି। ଅନଲାଇନ ପରେ ଅଫଲାଇନରେ ମଧ୍ଯ ଟିକେଟ୍ ବିକ୍ରୀ ହୋଇଛି। ସୂଚନା ଅନୁଯାୟୀ, ଭାରତ-ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ୍ ଆସନ୍ତା ୯ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ୭ରେ ଭୁବନେଶ୍ୱରରେ ପହଞ୍ଚିବେ…

ବୁମରାହ ଖେଳି ନ ପାରନ୍ତି ଚାମ୍ପିୟନ୍ସ ଟ୍ରଫି

ନୂଆଦିଲ୍ଲୀ: ଭାରତର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହ ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ଖେଳିବା ନେଇ ସନ୍ଦେହ ଉପୁଜିଛି । ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ଖବର ଅନୁସାରେ ବୁମରାହ ଫେବୃୟାରୀ ୩ରେ ବେଙ୍ଗଲୁର ଯାଇଥିଲେ । ସେଠାରେ ତାଙ୍କ ଆଘାତପ୍ରାପ୍ତ ପିଠିର ସ୍କାନ କରାଯାଇଥିଲା । ଜନୈକ…

ଅବସର ଘୋଷଣା କଲେ ଦୀମୁଥ କରୁଣାରତ୍ନେ

କଲମ୍ବୋ: ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ଦୀମୁଥ କରୁଣାରତ୍ନେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । କ୍ୟାରିୟରର ୧୦୦ତମ ମ୍ୟାଚ ଖେଳିବା ପରେ କରୁଣାରତ୍ନେ ଅବସର ନେବେ ବୋଲି ଆଗୁଆ ଘୋଷଣା କରିଛନ୍ତି । ଗୁରୁବାର ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ତାଙ୍କ…

ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ କୋହଲି ହାସଲ କରିବେ ନୂଆ କୀର୍ତିମାନ

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ନୂତନ କୀର୍ତିମାନ ସ୍ଥାପନ କରିପାରନ୍ତି । ୩୬ ବର୍ଷୀୟ କୋହଲି ଏହି ସିରିଜରେ ୯୪ ରନ କଲେ ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଦିନିକିଆ କ୍ରିକେଟରେ ଦ୍ରୁତ ୧୪୦୦୦ ରନ ସଂଗ୍ରହ କରିବେ ।…

ବାରବାଟୀ ମ୍ୟାଚ୍ ପାଇଁ କେମିତି କାଟିବେ ଅଫଲାଇନ ଟିକେଟ୍, ଜାଣନ୍ତୁ ନିୟମ ହୋଇଯିବ ସହଜରେ

କଟକ: ବାରବାଟୀ ମ୍ୟାଚ୍‌ ପାଇଁ ଅଫ୍‌ଲାଇନ୍‌ ଟିକେଟ୍‌ ବିକ୍ରି । କାଉଣ୍ଟରରେ ପ୍ରାୟ ୧୨ ହଜାର ଟିକଟ ବିକ୍ରି ହେବ । ଅନଲାଇନ୍‌ରେ ଟିକଟ କିଣି ପାରିନଥିବା କ୍ରିକେଟ୍‌ ପ୍ରେମୀ ଅଫ୍‌ଲାଇନ୍‌ରେ କିଣିବାକୁ ଆଶା ବାନ୍ଧିଛନ୍ତି । ଟିକେଟ ବିକ୍ରି ପାଇଁ ଏଥର ୪ଟି ଟିକେଟ୍‌ କାଉଣ୍ଟର କରାଯାଇଛି। ଭିଡ଼…

ଟି୨୦ରେ ଭଲ ପ୍ରଦର୍ଶନ କରିବା ପରେ ପୁରସ୍କାର ପାଇଲେ ବରୁଣ

ନୂଆଦିଲ୍ଲୀ: ଭାରତର ଉଦୀୟମାନ ଲେଗ ସ୍ପିନର ବରୁଣ ଚକ୍ରବର୍ତି ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ଚମତ୍କାର ପ୍ରଦର୍ଶନ କରିଥିଲେ । ଏହି ପ୍ରଦର୍ଶନ ପାଇଁ ବିସିସିଆଇ ପକ୍ଷରୁ ତାଙ୍କୁ ପୁରସ୍କାର ମିଳିଛି । ଇଂଲଣ୍ଡ ବିପକ୍ଷ ଆଗାମୀ ଦିନିକିଆ ସିରିଜ ପାଇଁ ତାଙ୍କୁ ଟିମ ଇଣ୍ଡିଅ।।ରେ…

ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଗାଙ୍ଗୁଲିଙ୍କ ଭବିଷ୍ୟବାଣୀ; ସେମିଫାଇନାଲରେ ଯିବେ ଏହି ୪ ଦଳ

ନୂଆଦିଲ୍ଲୀ: ଫେବୃଆରୀ ୧୯ ତାରିଖରୁ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆରମ୍ଭ ହେବାକୁ ଯାଉଛି। ଏଥର ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନରେ ଆୟୋଜିତ ହେବ। କିନ୍ତୁ ଟିମ୍ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ  ଦୁବାଇରେ ଖେଳିବ। ତେବେ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ…