Latest Odisha News

BREAKING NEWS

Browsing Category

ଖେଳ

ମନଦୁଃଖ ସହ ନିଜକୁ ଦାୟୀ କଲେ ସୂର୍ଯ୍ୟକୁମାର

କୋଲକାତା: ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ ପାଇଁ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଦଳ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି । ତେବେ ଚାମ୍ପିୟନ୍ସ ଟ୍ରଫି ଦଳରେ ସ୍ଥାନ ପାଇ ନ ଥିବାରୁ ସୂର୍ଯ୍ୟକୁମାର ମନଦୁଃଖ କରିଛନ୍ତି । ଅବଶ୍ୟ ଏଥିପାଇଁ ସେ ନିଜ ପ୍ରଦର୍ଶନକୁ ଦାୟୀ କରିଛନ୍ତି । ସେ…

୧୯ ବର୍ଷରୁ କମ ମହିଳା କ୍ରିକେଟରେ ଇତିହାସ ରଚିଲେ ବୈଷ୍ଣବୀ

ନୂଆଦିଲ୍ଲୀ: ଭାରତର ବୈଷ୍ଣବୀ ଶର୍ମା ୧୯ ବର୍ଷରୁ କମ ମହିଳା କ୍ରିକେଟରେ ଇତିହାସ ରଚିଛନ୍ତି । ସେ ପ୍ରଥମ ଭାରତୀୟ ଭାବେ ହ୍ୟାଟ୍ରିକ ୱିକେଟ ନେବାର ଗୌରବ ଅର୍ଜନ କରିଛନ୍ତି । ଏଠାରେ ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ବୈଷ୍ଣବୀଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ବଳରେ ଭାରତ ୨.୫ ଓଭରରେ କୌଣସି ୱିକେଟ…

୧୪ ବର୍ଷ ହେବ ଭାରତରେ ଇଂଲଣ୍ଡ ଜିତି ନାହିଁ ଟି୨୦ ସିରିଜ

କୋଲକାତା: ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମୁକାବିଲା ଜାନୁୟାରୀ ୨୨ରେ ଆରମ୍ଭ ହେବ । କ୍ରିକେଟର ଏହି ଫର୍ମାଟରେ ୨୦୧୧ ପରଠାରୁ ଭାରତରେ ଇଂଲଣ୍ଡ ସିରିଜ ଜିତିନି । ୨୦୧୧ରେ ମହେନ୍ଦ୍ର ସିଂ ଧୋନୀ ଅଧିନାୟକ ଥିଲେ । ଏହା ପରେ ବିରାଟ କୋହଲି ଦଳର ନେତୃତ୍ୱ…

ଚାମ୍ପିୟନ୍ସ ଟ୍ରଫି: ରୋହିତ ପାକିସ୍ତାନ ଯିବେନି ଶୁଣି ପିସିବି ଅସନ୍ତୁଷ୍ଟ

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଏଥର ପାକିସ୍ତାନରେ ଖେଳାଯିବ । ଭାରତ ତାର ସମସ୍ତ ମ୍ୟାଚ ସୁରକ୍ଷା ଦୃଷ୍ଟିକୋଣରୁ ହାଇବ୍ରିଡ ମଡେଲରେ ଦୁବାଇରେ ଖେଳିବ । ପାକିସ୍ତାନରେ ହେବାକୁ ଥିବା ଉଦଘାଟନୀ ସମାରୋହରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଉପସ୍ଥିତ ରହିବେ ବୋଲି ଖବର ପ୍ରକାଶ…

୧୯ ବର୍ଷରୁ କମ ମହିଳା ବିଶ୍ୱକପ କ୍ରିକେଟରେ ବିପର୍ଯ୍ୟୟ ସୃଷ୍ଟି କଲା ନାଇଜେରିଆ

ନୂଆଦିଲ୍ଲୀ: ୧୯ ବର୍ଷରୁ କମ ମହିଳା ବିଶ୍ୱକପ କ୍ରିକେଟରେ ନାଇଜେରିଆ ବଡ ବିପର୍ଯ୍ୟୟ ସୃଷ୍ଟି କରିଛି । ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୨ ରନରେ ହରାଇ ନାଇଜେରିଆକୁ ସମସ୍ତଙ୍କୁ ଚକିତ କରିଦେଇଛି । ପଦାର୍ପଣ ବିଶ୍ୱକପରେ ନାଇଜେରିଆ ଏହି ଇତିହାସ ରଚିଛି । ପ୍ରଥମେ ବ୍ୟାଟିଂ କରି…

ବାପାଙ୍କୁ ଦାମୀ ବାଇକ ଉପହାର ଦେଲେ ରିଙ୍କୁ ସିଂ

ନୂଆଦିଲ୍ଲୀ: ଆଇପିଏଲ ମାଧ୍ୟମରେ ଷ୍ଟାର କ୍ରିକେଟର ସାଜିଥିବା ବିସ୍ଫୋରକ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂଙ୍କ ବିବାହ ସମ୍ପର୍କୀତ ଖବର ଏବେ ବେଶ ଚର୍ଚ୍ଚାର କାରଣ ସାଜିଛି । ରିଙ୍କୁଙ୍କ ପିଲାବେଳ ଅଭାବ ଅନାଟନରେ କଟିଛି । ତାଙ୍କ ବାପା ଖାନଚାନ୍ଦ ସିଂ ସିଲିଣ୍ଡର ଡେଲିଭରୀ କାମ କରି ପରିବାର ପୋଷଣ…

ୱିଜଡେନ ବାଛିଲା ଶ୍ରେଷ୍ଠ ଟେଷ୍ଟ ଏକାଦଶ: ବୁମରାହ ଅଧିନାୟକ

ନୂଆଦିଲ୍ଲୀ: କ୍ରିକେଟର ବାଇବେଲ ଭାବେ ପରିଚିତ ପତ୍ରିକା ୱିଜଡେନ ୨୦୨୪ର ଶ୍ରେଷ୍ଠ ଟେଷ୍ଟ ଏକାଦଶ ଚୟନ କରିଛି । ଏହି ଏକାଦଶରେ ଭାରତର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହଙ୍କ ଅଧିନାୟକ ଭାବେ ଚୟନ କରାଯାଇଛି । ଏହି ଦଳରେ ଓଭରାଲ ୩ଜଣ ଭାରତୀୟ ସ୍ଥାନ ପାଇଛନ୍ତି । ସେମାନେ ହେଲେ ବୁମରାହ, ଯଶସ୍ୱୀ…

ପନ୍ତ ହେଲେ ଲକ୍ଷ୍ନୌ ସୁପର ଜ୍ୟାଂଟସର ଅଧିନାୟକ

ଲକ୍ଷ୍ନୌ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ସଂସ୍କରଣ ପାଇଁ ଲକ୍ଷ୍ନୌ ସୁପର ଜ୍ୟାଂଟସ ଅଧିନାୟକଙ୍କ ନାମ ଘୋଷଣା କରାଯାଇଛି । ଦିଲ୍ଲୀ କ୍ୟାପିଟାଲ୍ସର ପୂର୍ବତନ ଅଧିନାୟକ ରିଷଭ ପନ୍ତଙ୍କୁ ଏବେ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି । ଫ୍ରାଂଚାଇଜର ମାଲିକ ସଞ୍ଜୀବ ଗୋୟନକା ଏହି ଘୋଷଣା କରିଛନ୍ତି ।…

ଟିମ ଇଣ୍ଡିଆ ସହ ଯୋଗ ଦେଲେ ସାମୀ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ଭାରତୀୟ ଟିମର ଅଭ୍ୟାସ ସେଶନ ଆରମ୍ଭ ହୋଇଛି । ଆଘାତରୁ ମୁକୁଳିଥିବା ମହମ୍ମଦ ସାମୀ ୧୪ ମାସ ପରେ ଟିମ ଇଣ୍ଡିଆ ସହିତ ଜଡିତ ହୋଇଛନ୍ତି । ସାମୀ ବାମ ଗୋଡରେ ବ୍ୟାଣ୍ଡେଜ ବାନ୍ଧି ଅଭ୍ୟାସ କରିଥିଲେ । ବୋଲିଂ କୋଚ ମୋର୍ଣ୍ଣେ ମୋର୍କେଲ ଦୀର୍ଘ ସମୟ ସାମୀଙ୍କ…

ବିବାହ କଲେ ନୀରଜ ଚୋପ୍ରା, ଗୋଲ୍ଡେନ୍ ବୟଙ୍କ ହୃଦୟ ଜିତିଥିବା ହିମାନୀ କିଏ?

ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହେଲେ ଜାଭଲିନର ଗୋଲ୍ଡେନ ବୟ ନୀରଜ ଚୋପ୍ରା। ହିମାନୀ ମୋରଙ୍କୁ ଜୀବନ ସାଥୀ ଭାବେ ବାଛିଛନ୍ତି ନୀରଜ। ଏହାର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଖେଳାଳି। ଫଟୋ ପୋଷ୍ଟ କରିବା ପରେ ସେ କ୍ୟାପସନରେ ଲେଖିଛନ୍ତି- ‘ମୋ ପରିବାର ସହିତ ଜୀବନର ଏକ ନୂତନ…