Latest Odisha News

BREAKING NEWS

Browsing Category

ଖେଳ

ଶ୍ରୀଲଙ୍କା ଟେଷ୍ଟ ସିରିଜ୍ ପୂର୍ବରୁ ଭାରତକୁ ବଡ଼ ଝଟ୍‌କା: ଆହତ ସମସ୍ୟା ଯୋଗୁଁ ସାଈ ସୁଦର୍ଶନ ବାଦ୍

ନୂଆଦିଲ୍ଲୀ: ଶ୍ରୀଲଙ୍କା ଗସ୍ତ ପୂର୍ବରୁ ଭାରତୀୟ କ୍ରିକେଟ ଦଳର ଆହତ ସମସ୍ୟା ଆହୁରି ଗମ୍ଭୀର ହୋଇପଡ଼ିଛି । ଅଗଷ୍ଟ ୧୫ରୁ ଆରମ୍ଭ ହେବାକୁ ଥିବା ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପୂର୍ବରୁ ଦଳର ଯୁବ ବ୍ୟାଟର ସାଈ ସୁଦର୍ଶନ ଆହତ କାରଣରୁ ସିରିଜ୍‌ରୁ ବାଦ୍ ପଡ଼ିଛନ୍ତି । ଇଣ୍ଡିଆ ଏ ଶ୍ରୀଲଙ୍କା…

ଶ୍ରୀଲଙ୍କାର ସ୍ପିନ୍ ଟ୍ରାକରେ ଜିତିବାକୁ ଟିମ ଇଣ୍ଡିଆର ସ୍ୱତନ୍ତ୍ର ଯୋଜନା

କଲମ୍ବୋ: ଶ୍ରୀଲଙ୍କାର ସ୍ପିନିଂ ଟ୍ରାକରେ ବିଜୟ ହାସଲ କରିବା ପାଇଁ ଭାରତୀୟ ଦଳ କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହୁଁନାହିଁ । ଅଗଷ୍ଟ ୧୫ରୁ ଗାଲେରେ ଆରମ୍ଭ ହେବାକୁ ଯାଉଥିବା ପ୍ରଥମ ଟେଷ୍ଟ ପୂର୍ବରୁ ହେଡ୍ କୋଚ୍ ଗୌତମ ଗମ୍ଭୀର କଲମ୍ବୋରେ ଗାଲେ ଭଳି  ପିଚ୍ ତିଆରି କରି ବ୍ୟାଟରମାନଙ୍କୁ କଠିନ…

ଭାରତ-ଶ୍ରୀଲଙ୍କା ଟେଷ୍ଟ ଇତିହାସ: ରନରେ ସଚିନ, ୱିକେଟରେ ମୁରଲୀଧରନ ଶୀର୍ଷରେ

ନୂଆଦିଲ୍ଲୀ:ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଦୁଇଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଅଗଷ୍ଟ ୧୫ରୁ ଆରମ୍ଭ ହେବାକୁ ଯାଉଛି । ଶୁଭମନ ଗିଲଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ବିପକ୍ଷରେ ନିଜର ଚମତ୍କାର ରେକର୍ଡ ବଜାୟ ରଖିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ । ସିରିଜ୍ ଆରମ୍ଭ ହେବା…

ହକି ବିଶ୍ୱକପ: ଭାରତକୁ ବଡ ଝଟକା, ୨୮ ବର୍ଷ ପରେ ଘଟିଲା ଏ ଭଳି ଘଟଣା

ନୂଆଦିଲ୍ଲୀ:ଅଗଷ୍ଟ ୧୫ରୁ ନେଦରଲ୍ୟାଣ୍ଡସ ଏବଂ ବେଲଜିୟମର ମିଳିତ ଆୟୋଜନରେ ଆରମ୍ଭ ହେବାକୁ ଯାଉଥିବା ପୁରୁଷ ହକି ବିଶ୍ୱକପରୁ ଏକ ନିରାଶାଜନକ ଖବର ସାମ୍ନାକୁ ଆସିଛି । ୨୮ ବର୍ଷ ପରେ ବିଶ୍ୱକପରେ କୌଣସି ଭାରତୀୟ ଅମ୍ପାୟାର କିମ୍ବା ଟେକ୍ନିକାଲ ଅଫିସିଆଲ ମ୍ୟାଚ୍ ପରିଚାଳନା କରୁଥିବାର ନଜର ଆସିବେ…

ଶ୍ରୀଲଙ୍କା ଗସ୍ତ: ଟେଷ୍ଟ ସିରିଜ୍ ପୂର୍ବରୁ ଅଭ୍ୟାସ ମ୍ୟାଚ୍ ପିଚକୁ ନେଇ ନୂଆ ବିବାଦ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବା ପୂର୍ବରୁ ଭାରତୀୟ କ୍ରିକେଟ ଦଳ ପାଇଁ ଅସୁବିଧା ବୃଦ୍ଧି ପାଇଛି । ସିରିଜର ପ୍ରଥମ ମୁକାବିଲା ପୂର୍ବରୁ ଟିମ୍ ଇଣ୍ଡିଆ ଏକ ଅଭ୍ୟାସ ମ୍ୟାଚ ଖେଳିବାକୁ ଓହ୍ଲାଇବାକୁ ଥିବା ବେଳେ, ମ୍ୟାଚ ଆରମ୍ଭ ହେବା ପୂର୍ବରୁ ହିଁ…

ଟେଷ୍ଟ କ୍ରିକେଟ: ନିଜ ଦେଶ ବାହାରେ କେବେବି ଶତକ ମାରିନାହାନ୍ତି ଏହି ୫ ଜଣ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟରେ ବିଦେଶ ମାଟିରେ ବ୍ୟାଟିଂ କରିବା ସବୁବେଳେ ଏକ ବଡ଼ ଚ୍ୟାଲେଞ୍ଜ । ଘରୋଇ ପରିବେଶରେ ଖେଳିବା ଯେତିକି ସହଜ, ଅନ୍ୟ ଦେଶର ଭିନ୍ନ ପିଚ ଓ ଜଳବାୟୁ ସହ ଖାପଖୁଆଇ ରନ କରିବା ସେତିକି କଷ୍ଟକର । ବିଶ୍ୱ କ୍ରିକେଟରେ ଏପରି କିଛି ପ୍ରସିଦ୍ଧ ବ୍ୟାଟ୍ସମ୍ୟାନ ଅଛନ୍ତି,…

କୋଲକାତା ନାଇଟ୍ ରାଇଡର୍ସରେ ଯୋଗଦେବେ ହାର୍ଦ୍ଦିକ! ହୋଇପାରନ୍ତି ଅଧିନାୟକ

ନୂଆଦିଲ୍ଲୀ: ଭାରତୀୟ ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଗାମୀ ଆଇପିଏଲ ସଂସ୍କରଣରେ ପୁଣି ଥରେ ଟିମ ବଦଳାଇବାକୁ ଯାଉଛନ୍ତି ।  ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ନେଇଥିବା ହାର୍ଦ୍ଦିକ ଏବେ କୋଲକାତା ନାଇଟ୍ ରାଇଡର୍ସରେ ଯୋଗଦେବା ପ୍ରାୟ ପକ୍କା ହୋଇଛି । ଗତ ସଂସ୍କରଣରେ ବ୍ୟାଟର, ବୋଲର ଓ…

ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନ୍‌ସିପ ଫାଇନାଲ୍‌ରେ କିପରି ପହଞ୍ଚିବ ଟିମ୍ ଇଣ୍ଡିଆ ?

ନୂଆଦିଲ୍ଲୀ: ପୋର୍ଟ ଅଫ୍ ସ୍ପେନ୍ ଟେଷ୍ଟରେ ପାକିସ୍ତାନ ୮ ୱିକେଟରେ ବିଜୟୀ ହୋଇ ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନ୍‌ସିପ ପଏଣ୍ଟ ଟେବୁଲର ୮ମ ସ୍ଥାନକୁ ଉନ୍ନୀତ ହୋଇଛି । କିନ୍ତୁ ପାକିସ୍ତାନ ଫାଇନାଲ୍ ଦୌଡ଼ରୁ ପୂର୍ବରୁ ହିଁ ବାଦ୍ ପଡ଼ିସାରିଛି । ଏବେ ବଡ଼ ପ୍ରଶ୍ନ ହେଉଛି— ଭାରତୀୟ ଦଳ କିପରି …

ଟି୨୦ କ୍ରିକେଟରେ ଇତିହାସ ରଚିଲେ ବଟଲର : ଭାଙ୍ଗିଲେ ପୋଲାର୍ଡଙ୍କ ରେକର୍ଡ

ନୂଆଦିଲ୍ଲୀ: ଇଂଲଣ୍ଡର ଷ୍ଟାର ବ୍ୟାଟର ଜୋସ୍ ବଟଲର୍ ଟି୨୦ କ୍ରିକେଟ ଇତିହାସରେ ସବାଧିକ ରନ୍ ହାସଲକାରୀ ବ୍ୟାଟର ହୋଇଛନ୍ତି । ୱେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ କିରୋନ୍ ପୋଲାର୍ଡଙ୍କ ଦୀର୍ଘଦିନର ରେକର୍ଡକୁ ଭାଙ୍ଗି ସେ ଏହି  କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ବଟଲର୍ ଏପର୍ଯ୍ୟନ୍ତ ୫୨୨ ଟି୨୦…

ଟିମ୍ ଇଣ୍ଡିଆରେ କଡ଼ା ହେଲା ଫିଟ୍‌ନେସ୍ ନିୟମ: ବ୍ରୋଙ୍କୋ, ୨ କିମି ଦୌଡ଼ ଏବେ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଆୟରଲ୍ୟାଣ୍ଡ ଓ ଇଂଲଣ୍ଡ ଗସ୍ତରେ ଭାରତୀୟ କ୍ରିକେଟ ଦଳର ନିରାଶାଜନକ ପ୍ରଦର୍ଶନ ଏବଂ ଖେଳାଳିଙ୍କ କ୍ରମାଗତ ଆଘାତ ସମସ୍ୟା ପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ଦଳର ଫିଟ୍‌ନେସ୍ ମାନଦଣ୍ଡକୁ ପୂର୍ବ ଅପେକ୍ଷା ଅଧିକ କଠୋର ଏବଂ ଚ୍ୟାଲେଞ୍ଜିଂ…