Latest Odisha News

BREAKING NEWS

Browsing Category

ଖେଳ

ସିରାଜଙ୍କୁ ମାଙ୍କଡ କହିଲେ ଅଷ୍ଟ୍ରେଲିଆ ଦର୍ଶକ

ସିଡନୀ: ଏଠାରେ ଚାଲିଥିବା ତୃତୀୟ କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆ ପ୍ରଶଂସକ ଭାରତୀୟ କ୍ରିକେଟର ମହମ୍ମଦ ସିରାଜଙ୍କ ପ୍ରତି ବର୍ଣ୍ଣ ବୈଷମ୍ୟ ଟିପ୍ପଣୀ ଦେଇଛନ୍ତି । ଏପରି କି ସେ ଫିଲ୍ଡିଂ କରୁଥିବା ବେଳେ କିଛି ଦର୍ଶକ ତାଙ୍କୁ ଏବଂ ଯଶପ୍ରୀତ ବୁମରାଙ୍କୁ ଗାଳିମନ୍ଦ କରିଥିଲେ । ଏପରି କି ଜଣେ…

ସିଡନୀ ଟେଷ୍ଟ: ଭାରତ ପ୍ରଥମ ଇନିଂସରେ ୨୪୪ ରନରେ ଅଲଆଉଟ୍

ସିଡନୀ: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟରେ ବ୍ୟାକଫୁଟରେ ଟିମ ଇଣ୍ଡିଆ । ପ୍ରଥମ ଇନିଂସରେ ଭାରତ ୨୪୪ ରନରେ ଅଲଆଉଟ୍ ହୋଇଛି । ମ୍ୟାଚର ତୃତୀୟ ଦିନରେ ଭାରତ ସମସ୍ତ ଓ୍ୱିକେଟ ଫିଙ୍ଗି ଦେଇଛି । ପ୍ରଥମ ଇନିଂସ ଆଧାରରେ ୯୪ ରନରେ ଅଗ୍ରଣୀ ରହିଛି ଅଷ୍ଟ୍ରେଲିଆ । ଭାରତ ପକ୍ଷରୁ ଚେତେଶ୍ୱର ପୂଜାରା…

ସଡିନୀ ଟେଷ୍ଟ: ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୩୩୮ ରନରେ ଅଲଆଉଟ୍

ସିଡନୀ: ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ୩୩୮ ରନରେ ଅଲଆଉଟ୍ ହୋଇଛି ଅଷ୍ଟ୍ରେଲିଆ । ଆଜି ମ୍ୟାଚର ଦ୍ୱିତୀୟ ଦିନ । ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟିଭେନ୍ ସ୍ମିଥ ସର୍ବାଧିକ ୧୩୧ ରନ୍ ହାସଲ କରିଛନ୍ତି । ମାର୍ଣ୍ଣସ ଲାବୁସେନ୍ ୯୧ରନ୍ ଓ ଓ୍ୱିଲ ପୁକୋଭସ୍କି ୬୨ ରନ୍ କରିଛନ୍ତି । ଷ୍ଟିଭେନ୍…

୮ ମ୍ୟାଚ ପରେ ବିଜୟ ସ୍ୱାଦ ଚାଖିଲା ଓଡିଶା ଏଫସି, ୪-୨ରେ କେରଳ ବ୍ଲାଷ୍ଟର୍ସକୁ ହରାଇଲା

ଭୁବନେଶ୍ୱର: ଗୋଆର ବାମ୍ବୋଲିନ୍‌ଠାରେ ଗୁରୁବାର ଅନୁଷ୍ଠିତ ଆଇଏସଏଲର ଏକ ମ୍ୟାଚରେ ଓଡିଶା ଏଫସି ଚମତ୍କାର ପ୍ରଦର୍ଶନ କରି ୪-୨ ଗୋଲରେ କେରଳ ବ୍ଲାଷ୍ଟର୍ସକୁ ପରାସ୍ତ କରିଛି । କ୍ରମାଗତ ୮ ମ୍ୟାଚ ପରେ ଓଡିଶା ବିଜୟ ସ୍ୱାଦ ଚାଖିଛି । କେରଳ ପକ୍ଷରୁ ଜୋର୍ଡାନ ମୁରେ ମ୍ୟାଚର ୭ମ ମିନିଟରେ ଗୋଲ…

ବିବାହ ବନ୍ଧନରେ ଆବଦ୍ଧ ହେଲେ ବିଲିୟାର୍ଡ୍ସ ଦୁନିଆର ବାଦଶାହା ପଙ୍କଜ ଆଡଭାନୀ ଓ ସାନିଆ

ନୂଆଦିଲ୍ଲୀ: ବିଲିୟାର୍ଡ୍ସ ଓ ସ୍ନୁକର ଦୁନିଆର ବାଦଶାହା ଭାବେ ପରିଚିତ ଭାରତର ପଙ୍କଜ ଆଡଭାନୀ ମେକଅପ ଆର୍ଟିଷ୍ଟ ସାନିଆ ଶରଦପୁରୀଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇ ଯାଇଛନ୍ତି । ବୁଧବାର ସେମାନେ ବିବାହ କରିଥିବା ବେଳେ ଗୁରୁବାର ପଙ୍କଜ ସୋସିଆଲ ସାଇଟରେ ପ୍ରଶଂସକଙ୍କୁ ଏହା ଜଣାଇଥିଲେ । ସେ…

ଡାକାର ରାଲିରେ ଭାରତୀୟ ରେସର ସନ୍ତୋଷଙ୍କ ଦୁର୍ଘଟଣା, କୋମା ଷ୍ଟେଜରେ ବଂଚିବା ପାଇଁ ସଂଘର୍ଷରତ

ନୂଆଦିଲ୍ଲୀ: ଡାକାର ରାଲିରେ ଭାରତୀୟ ରେସର ସିଏସ ସନ୍ତୋଷଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ସେ ଗୁରୁତର ହେବା ସହ କୋମା ଷ୍ଟେଜରେ ରହି ବଂଚିବା ପାଇଁ ସଂଘର୍ଷ କରୁଛନ୍ତି । ଏୟାରଲିଫ୍ଟ ଯୋଗେ ତାଙ୍କୁ ରିୟାଦସ୍ଥିତ ମେଡିକାଲକୁ ପଠା ଯାଇଥିଲା । ତାଙ୍କୁ ଚିକତ୍ସା କରୁଥିବା ଡାକ୍ତରଙ୍କ…

ସିଡନୀ ଟେଷ୍ଟରେ ଅଷ୍ଟ୍ରେଲିଆର ଦୃଢ଼ ବ୍ୟାଟିଂ: ପୁକୋଭିସ୍କି, ଲାବୁସଚାଗନେଙ୍କ ଅର୍ଦ୍ଧଶତକ

ସିଡନୀ: ଏଠାରେ ବୁଧବାର ଆରମ୍ଭ ହୋଇଥିବା ଭାରତ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଦୃଢ଼ ସ୍ଥିତିରେ ରହିଛି । ଷ୍ଟମ୍ପ୍ସ ଅପସାରଣବେଳକୁ ଘରୋଇ ଦଳ ୨ ଉଇକେଟ ବିନିମୟରେ ୧୬୬ ରନ ସଂଗ୍ରହ କରି ନେଇଛି । ୱିଲ ପୁକୋଭିସ୍କି, ମାର୍ନସ ଲାବୁସଚାଗନେ ଆକର୍ଷଣୀୟ…

ଜାତୀୟ ସଙ୍ଗୀତ ଗାଉଥିଲାବେଳେ କାହିଁକି କାନ୍ଦିଥିଲେ ସିରାଜ ?

ଭୁବନେଶ୍ୱର: ସିଡନୀରେ ଖେଳିବା ପୂର୍ବରୁ ଚର୍ଚ୍ଚାରେ ରହିଥିଲେ ଭାରତୀୟ କ୍ରିକେଟ୍ ଦଳର ଦୃତ ବୋଲର୍ ମହମ୍ମଦ ସିରାଜ । ଅଷ୍ଟ୍ରେଲିଆ ବିରୋଧରେ ଆଜିଠୁ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଆରମ୍ଭ ହୋଇଥିଲାବେଳେ ସିରାଜ ପ୍ରଥମ ୱିକେଟ୍ ଅକ୍ତିଆର କରିଥିଲେ । ତେବେ ମ୍ୟାଚ୍ ପୂର୍ବରୁ ଜାତୀୟ ସଙ୍ଗୀତ…

ହସ୍ପିଟାଲରୁ ଡିସଚାର୍ଜ ହେଲେ ସୌରଭ ଗାଙ୍ଗୁଲି

କୋଲକାତା: ସୁସ୍ଥ ହୋଇ ଘରକୁ ଫେରିଲେ ବିସିସିଆଇ ସଭାପତି ତଥା ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲି । ଆଜି ତାଙ୍କୁ କୋଲକାତା ସ୍ଥିତ ଉଡଲ୍ୟାଣ୍ଡସ୍ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଏହାପରେ ଫ୍ୟାନଙ୍କ ସାମନାକୁ ଆସିଥିଲେ ଗାଙ୍ଗୁଲି । ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି । ଚିକିତ୍ସା…

ତୃତୀୟ ଟେଷ୍ଟ ପାଇଁ ଭାରତୀୟ ସ୍କାଡକୁ ଫେରିଲେ ରୋହିତ, ଡେବ୍ୟୁ କରିବେ ନଭଦୀପ ସାଇନି

ସିଡନୀ: ଆସନ୍ତାକାଲି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ତୃତୀୟ ଟେଷ୍ଟ । ସିଡନୀ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆ ଘୋଷଣା କରିଛି ପ୍ଲେଇଂ ଇଲେଭେନ୍ । ଚୁଡ଼ାନ୍ତ ଏକାଦଶକୁ ଫେରିଲେ ରୋହିତ ଶର୍ମା । କ୍ୱାରେଣ୍ଟାଇନ ଅବଧି ସରିବା ପରେ ତାଙ୍କୁ ଦଳରେ ସାମିଲ କରାଯାଇଛି । ମୟଙ୍କ ଅଗ୍ରଓ୍ୱାଲଙ୍କ…