Latest Odisha News
Browsing Category

ମନୋରଞ୍ଜନ

ଆସନ୍ତୁ ଜାଣିବା କିଏ କହିଲେ, ବଂଚିଥିବା ପର୍ଯ୍ୟନ୍ତ ଶ୍ରୀଦେବୀଙ୍କ ବାୟୋପିକ କରେଇ ଦେବିନି

ମୁମ୍ବାଇ: ଶ୍ରୀଦେବୀଙ୍କ ବାୟୋପିକ କରିବା ନେଇ ଅନେକ ପ୍ରଡ୍ୟୁସର ଆଗ୍ରହ ପ୍ରକାଶ କରୁଛନ୍ତି । ମାତ୍ର ଏହା କାର୍ଯ୍ୟକାରୀ ହୋଇ ପାରୁନି । ଏଥିରେ ମୂଖ୍ୟ ପ୍ରତିବନ୍ଧକ ସାଜିଛନ୍ତି ଶ୍ରୀଦେବୀଙ୍କ ପତି ବୋନୀ କାପୁର । ସେ ସ୍ପଷ୍ଟ ଭାବେ କହିଛନ୍ତି ମୁଁ ନିଜେ ତାଙ୍କ ବାୟୋପିକ କରିବିନି କିମ୍ବା…

ଅଜୟଙ୍କ ଜନ୍ମଦିନରେ ରିଲିଜ ହେଲା ‘ମୈଦାନ’ର ନୂଆ ଟ୍ରେଲର

ମୁମ୍ବାଇ: ଅଜୟ ଦେବଗାନଙ୍କ ଫିଲ୍ମ ‘ମୈଦାନ’ ରିଲିଜ ହେବାର ଠିକ ଆଠ ଦିନ ପୂର୍ବରୁ ନିର୍ମାତାମାନେ ଫିଲ୍ମର ଅନ୍ତିମ ଟ୍ରେଲର ରିଲିଜ କରିଛନ୍ତି। ଦର୍ଶକଙ୍କ ଉତ୍ସାହକୁ ଆହୁରି ବଢାଇବାକୁ ମଙ୍ଗଳବାର ଅଜୟ ଦେବଗନଙ୍କ ଜନ୍ମଦିନ ଅବସରରେ ରିଲିଜ୍‌ ହୋଇଛି ‘ମୈଦାନ’ର ନୂଆ ଟ୍ରେଲର। ଟ୍ରେଲରରେ ଅଜୟ…

ଧର୍ମା ପ୍ରଡକ୍ସନର ଅକ୍ଷୟ ଅଭିନୀତ ଆଗାମୀ ଫିଲ୍ମର ନାମ ଶଙ୍କରା

ମୁମ୍ବାଇ: ଅକ୍ଷୟ କୁମାର, ଆର.ମାଧବନ ଅଭିନୀତ ଧର୍ମା ପ୍ରଡକ୍ସନର ଆଗାମୀ ଫିଲ୍ମର ନାମ ଶଙ୍କରା ରଖାଯାଇଛି । ପ୍ରଥମେ ଏହି ଫିଲ୍ମର ନାମ ଦି ଅନଟୋଲ୍ଡ ଷ୍ଟୋରୀ ଅଫ ସି ଶଙ୍କରନ ନାୟାର ରଖା ଯାଇଥିଲା । ଅନନ୍ୟା ପାଣ୍ଡେ ମଧ୍ୟ ଏହି ଫିଲ୍ମର ଗୁରୁତ୍ୱପୂର୍ଣ୍ଣ ଭୂମିକା କରୁଛନ୍ତି । ବ୍ରିଟିଶ ସରକାର…

ଅଜା ହେବାକୁ ଯାଉଛନ୍ତି କି ସୁନୀଲ ସେଟ୍ଟୀ

ମୁମ୍ବାଇ: ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀଙ୍କ ଏକ ବୟାନ ଏବେ ଚର୍ଚ୍ଚାର କାରଣ ସାଜିଛି । ସେ ଡ୍ୟାନ୍ସ ଦିୱାନେ ୪ ଶୋରେ ଏହି କଥା ପରୋକ୍ଷରେ ସୂଚନା ଦେଇଛନ୍ତି । ଭାରତୀ ସିଂ ଯେତେବେଳେ ତାଙ୍କୁ କହିଲେ ଆପଣ ଅଜା ହେବାକୁ ହେଲେ ଲୁକରେ ବହୁତ କିଛି ପରିବର୍ତନ କରିବାକୁ ପଡିବ । କାରଣ ଆପଣ କୌଣସି…

ନୋ ଏଂଟ୍ରି ୨ ଷ୍ଟାରକାଷ୍ଟ ଘୋଷଣା କଲେ ବୋନୀ କାପୁର, ସଲମାନ ନାହାନ୍ତି

ମୁମ୍ବାଇ: ବୋନୀ କାପୁର ନୋ ଏଂଟ୍ରି ୨ ଫିଲ୍ମର ଷ୍ଟାରକାଷ୍ଟ ଘୋଷଣା କରିଛନ୍ତି । ଫିଲ୍ମରେ ଦିଲଜିତ ଦୋସାଂଝା, ଅର୍ଜୁନ କାପୁର ଓ ବରୁଣ ଧାୱନଙ୍କୁ ଏକତ୍ର ଦେଖିବାକୁ ମିଳିବ । ରିପୋର୍ଟ ମୁତାବକ ୩ଜଣ ଯାକ ଡବଲ ରୋଲ କରିବେ । ଚଳିତ ବର୍ଷ ଡିସେମ୍ବରରୁ ଏହାର ଶୁଟିଂ ଆରମ୍ଭ ହେବ ବୋଲି ବୋନୀ ସୂଚନା…

ପଠାନର ସୀକ୍ୱେଲରେ ନିର୍ଦ୍ଦେଶନା ଦେବେନି ସିଦ୍ଧାର୍ଥ

ମୁମ୍ବାଇ: ୨୦୨୩ରେ ଶାହାରୁଖ ଖାଁ ଅଭିନୀତ ପଠାନ ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲେ । ସିଦ୍ଧାର୍ଥ ଆନନ୍ଦ ନିର୍ଦ୍ଦେଶିତ ଏହି ଫିଲ୍ମରେ ଶାହାରୁଖଙ୍କ ସହ ସଲମାନ ମଧ୍ୟ ଅଭିନୟ କରିଥିଲେ । ଏହା ପରେ ସଲମାନଙ୍କ ଟାଇଗର ୩ରେ ଶାହାରୁଖ ମଧ୍ୟ କ୍ୟାମିଓ କରିଥିଲେ । ରିପୋର୍ଟ ମୁତାବକ ପଠାନର…

ଆସିଲା ‘ହୀରାମଣ୍ଡି’ ରିଲିଜ ତାରିଖ; ଏହି ଦିନ ଓଟିଟି ପ୍ଲାଟଫର୍ମରେ ହେବ ମୁକ୍ତିଲାଭ

ମୁମ୍ବାଇ: ସଞ୍ଜୟ ଲୀଲା ବଂଶାଲିଙ୍କର ବହୁ ପ୍ରତୀକ୍ଷିତ ୱେବସିରିଜ ହୀରାମଣ୍ଡିକୁ ଅପେକ୍ଷା କରିଥିବା ଦର୍ଶକଙ୍କ ପାଇଁ ଆସିଛି ଖୁସିଖବର । ଖୁବଶୀଘ୍ର ରିଲିଜ୍ ହେବାକୁ ଯାଉଛି ଏହି ୱେବସିରିଜ । ବର୍ତ୍ତମାନ ଏହି ୱେବସିରିଜର ରିଲିଜ ତାରିଖ ଘୋଷଣା କରାଯାଇଛି । ନେଟଫ୍ଲିକ୍ସରେ ଏହି ସିରିଜ ମେ ୧ରେ…

୫ କୋଟି ୯୯ ଲକ୍ଷ ଟଙ୍କାରେ ନିଲାମ ହେଲା ଟାଇଟାନିକ ଫିଲ୍ମରେ ବ୍ୟବହୃତ କବାଟ

ନୂଆଦିଲ୍ଲୀ: ହଲିଉଡର ନିର୍ଦ୍ଦେଶକ ଜେମ୍ସ କାମେରୁନଙ୍କ ଫିଲ୍ମ ଟାଇଟାନିକ ରିଲିଜ ହେବାର ୨୬ ବର୍ଷ ହୋଇଗଲାଣି । ଏବେ ବି ଦର୍ଶକଙ୍କ ମନରେ ଏହି ଫିଲ୍ମ ଘର କରି ରହିଛି । ଏଥିରେ ଲିୟୋନାର୍ଡ ଡିକ୍ରାପିୟୋ ଓ କେଟ ୱିନ୍ସଲେଟ ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ନିକଟରେ ଏହି ଫିଲ୍ମରେ…

ବଲିଉଡ ଅଭିନେତ୍ରୀ କଙ୍ଗନାଙ୍କ ବିପକ୍ଷରେ ଲଢ଼ିବେ କଂଗ୍ରେସର ୟାମି ଗୌତମ!

ସିମଲା: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଯେତିକି ଫିଲ୍ମରେ ଚର୍ଚ୍ଚିତ ସେତିକି ରାଜନୀତିରେ ମଧ୍ୟ l କଙ୍ଗନାଙ୍କୁ ଭାରତୀୟ ଜନତା ପାର୍ଟି ତାଙ୍କୁ ହିମାଚଳ ପ୍ରଦେଶର ମଣ୍ଡି ସଂସଦୀୟ ନିର୍ବାଚନମଣ୍ଡଳୀରୁ ଟିକେଟ ଦେଇଛି । ତେବେ କଙ୍ଗନାଙ୍କ ବିପକ୍ଷରେ କିଏ ପ୍ରାର୍ଥୀ ହେବ ତାହା କଳ୍ପନା ଜଳ୍ପନା…

ମୁମ୍ବାଇ ହୁକା ବାର ମାମଲା: ବିଗ ବସ୍ ବିଜେତା ମୁନାୱାର ଫାରୁକି ଅଟକ

ମୁମ୍ବାଇ: ପୁଣି ବିବାଦରେ 'ବିଗ୍ ବସ୍' ୧୭ ବିଜେତା ତଥା ଷ୍ଟାଣ୍ଡଅପ୍ ହାସ୍ୟ ଅଭିନେତା ମୁନାୱାର୍ ଫାରୁକି । ମୁମ୍ବାଇ ହୁକା ବାର୍ ମାମଲାରେ ମୁନାୱାର ଫାରୁକିଙ୍କୁ ଅଟକ ରଖିଛି ପୋଲିସ । ଏହି ମାମଲାରେ ମୁନାୱରଙ୍କୁ ମିଶାଇ ମୋଟ ୧୪ ଜଣଙ୍କୁ ପୋଲିସ ହେପାଜତରେ ପଚରାଉଚରା କରାଯାଇଥିଲା। ପଚରାଉଚରା…