Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ପ୍ରଶଂସକଙ୍କ ହୃଦୟ ଜିତିଲେ ଶାହରୁଖ

ଅହମ୍ମଦାବାଦ୍ : ବିଶ୍ୱକପ ୨୦୨୩ର ଫାଇନାଲ ମ୍ୟାଚ ଦେଖିବାକୁ ଆଜି ବଲିଉଡର ଅନେକ କଳାକାର ଅହମ୍ମଦାବାଦରେ ପହଞ୍ଚିଥିଲେ । ଦୀପିକା ପାଦୁକୋନ ତାଙ୍କ ଭଉଣୀ ଅନିଶା ଏବଂ ପିତା ପ୍ରକାଶ ପାଦୁକୋନ ରଣବୀର ସିଂଙ୍କ ସହ ମ୍ୟାଚ ଦେଖିବା ପାଇଁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଟିମ ଇଣ୍ଡିଆକୁ…

ବିରାଟ ଆଉଟ ହେବା ପରେ ଭାଙ୍ଗିଲା ଅନୁଷ୍କାଙ୍କ ଦିଲ୍‌

ଅହମ୍ମଦାବାଦ: ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିଲା ଭାରତ-ଅଷ୍ଟ୍ରେଲିଆ ମହା ମୁକାବିଲା । ଟସ ପରେ ପ୍ରଥମେ ବ୍ୟାଟିଂ କରିିଥିବା ଟିମ ଇଣ୍ଡିଆ ଗୋଟିଏ ପରେ ଗୋଟିଏ ୱିକେଟ ହରାଇଥିଲା । ଏହି ସମୟରେ ବିରାଟ କୋହଲି, ଯେଉଁଥିରୁ ଏକ ବଡ଼ ଇନିଂସ ଆଶା କରାଯାଉଥିଲା, ସେ ୫୪…

ପରଲୋକରେ ‘ଧୁମ୍’ ଫିଲ୍ମ ନିର୍ଦ୍ଦେଶକ ସଞ୍ଜୟ ଗଢବୀ

ମୁମ୍ବାଇ: ଆଉ ନାହାନ୍ତି ଧୁମ ଫିଲ୍ମ ଡାଇରେକ୍ଟର ସଞ୍ଜୟ ଗଢବୀ । ଆଜି (ରବିବାର) ହାର୍ଟ ଆଟାକରୁ କାରଣରୁ ତାଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ 57 ବୟସ ହୋଇଥିଲା । ସଞ୍ଜୟ ଗଢବୀ 'ଧୁମ୍' ଓ 'ଧୁମ୍-୨' ପରି ହିଟ୍ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ । ତାଙ୍କ ନିଧନରେ ସମଗ୍ର ବଲିଉଡ…

‘ମିସ୍ ୟୁନିଭର୍ସ ୨୦୨୩’ ର ମୁକୁଟ ପିନ୍ଧିଲେ ନିକାରାଗୁଆର ସେଏନିସ୍ ପାଲାସିଓସ୍

ନୂଆଦିଲ୍ଲୀ: ୭୨ତମ ମିସ୍‌ ୟୁନିଭର୍ସ ମୁକୁଟ ପିନ୍ଧିଛନ୍ତି ନିକାରାଗୁଆର ସେଏନିସ୍ ପାଲାସିଓସ୍ । କେନ୍ଦ୍ରୀୟ ଆମେରିକୀୟ ରାଷ୍ଟ୍ର ଏଲ୍‌ ସାଲ୍‌ଭାଡର୍‌ର ଜସ୍‌ ଏଡଲ୍‌ଫୋ ପିନିଡା ରଙ୍ଗମଞ୍ଚରେ ଆୟୋଜିତ ୭୨ତମ ‘ମିସ୍‌ ୟୁନିଭର୍ସ’ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ନିକାରାଗୁଆର ସେଏନିସ୍‌…

ଶାହରୁଖଙ୍କ ପାର୍ଟିକୁ ଏହି କାରଣରୁ ଯାଆନ୍ତି ନାହିଁ ଇମ୍ରାନ

ମୁମ୍ବାଇ: ଫିଲ୍ମ 'ଟାଇଗର-୩' 'ପାଇଁ ଆଜିକାଲି ବଲିଉଡ ଅଭିନେତା ଇମ୍ରାନ ହାସମୀ ଚର୍ଚ୍ଚାରେ ଅଛନ୍ତି । ସିରିଏଲ କିସର ନାମରେ ପ୍ରସିଦ୍ଧ ଇମ୍ରାନ ଏହି ଚଳଚ୍ଚିତ୍ରରେ ଭିଲେନ ଭୂମିକାରେ ନଜର ଆସିଛନ୍ତି । ଆଉ ତାଙ୍କ ଅଭିନୟକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି । ତେବେ ଇମ୍ରାନ ଏବେ ବଲିଉଡ କିଙ୍ଗ…

୨ଟି ଫ୍ଲାଟ ବିକିଲେ ପ୍ରିୟଙ୍କା , ଜାଣନ୍ତୁ କିଣିଲେ କିଏ?

ମୁମ୍ବାଇ: ବଲିଉଡ଼ ଓ ହଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ମୁମ୍ବାଇର ପୋଶ୍ ଅଞ୍ଚଳରେ ଅନ୍ଧେରୀରେ ଥିବା ନିଜର ଦୁଇଟି ଫ୍ଲାଟ୍‌କୁ ବିକ୍ରି କରିଛନ୍ତି । ଏହା ୬ କୋଟି ଟଙ୍କାରେ ବିକ୍ରି ହୋଇଛି । ଅନ୍ଧେରୀରେ ଥିବା ଏକଫ୍ଲାଟ୍‌୍ ୮୬୦ ବର୍ଗଫୁଟ୍ ଅଞ୍ଚଳରେ ହୋଇଥିବା ବେଳେ ଏହାକୁ ୨.୨୫…

ଭିକିଙ୍କଠାରୁ ଯଥେଷ୍ଟ ଅଧିକ ଟଙ୍କାର ମାଲିକାଣୀ କ୍ୟାଟ୍ରିନା

ମୁମ୍ବାଇ: ଦୀପାବଳି ଅବସରରେ ରିଲିଜ ହୋଇଯାଇଛି ସଲମାନ ଖାନଙ୍କ ଅଭିନିତ ଫିଲ୍ମ 'ଟାଇଗର-୩ ' । ଏଥିରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏଥିରେ ଜୋୟା ଭୂମିକାରେ ନଜର ଆସିଥିବା କ୍ୟାଟ୍ରିନା କୈଫ୍ ତାଙ୍କ ସ୍ୱାମୀ ଭିକିଙ୍କଠାରୁ ଯଥେଷ୍ଟ ଅଧିକ ଟଙ୍କାର…

‘ଟାଇଗର-୩’ରେ ଚୁମ୍ବନ ଦୃଶ୍ୟ ରଖିବାକୁ ନିର୍ଦ୍ଦେଶକଙ୍କୁ ଅନୁରୋଧ କରିଥିଲେ ଇମ୍ରାନ ହାସମୀ

ମୁମ୍ବାଇ: ଦୀପାବଳି ଅବସରରେ ରିଲିଜ୍ ହୋଇଯାଇଛି ବଲିଉଡର ଭାଇଜାନ ସଲମାନ ଖାନଙ୍କ ଫିଲ୍ମ ଟାଇଗର-୩ । ଏହି ଫିଲ୍ମର ଟିଜର ରିଲିଜ୍ ପରଠାରୁ ଏହା ଚର୍ଚ୍ଚାରେ ରହିଥିଲା । ଏବେ ଫିଲ୍ମଟି ୨୦୦ କୋଟି ଆୟ କରି ସାରିଥିବା ବେଳେ ଫିଲ୍ମର ଖଳନାୟକ ଇମ୍ରାନ ହାସମୀଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।…

ବୁର୍ଜ ଖଲିଫାରେ ରିଲିଜ ହେଲା ‘ଆନିମଲ’ର ଟିଜର

ମୁମ୍ବାଇ: ଦୁବାଇର ବୁର୍ଜ ଖଲିଫାରେ ଫିଲ୍ମ ଆନିମଲର ଟିଜର ରିଲିଜ୍ ହୋଇଯାଇଛି । ଏଥିଲାଗି ରଣବୀର,ବବି ଦେଓଲ ଓ ଫିଲ୍ମର ନିର୍ମାତା ଭୂଷଣ କୁମାରଦୁବାଇରେ ମଧ୍ୟ ପହଞ୍ଚିଥିଲେ । ବଲିଉଡ଼ ଅଭିନେତା ରଣବୀର କପୁରଙ୍କ ଅଭିନିତ ଫିଲ୍ମ ‘ଆନିମଲ’କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।…

ସାଇକୋଲୋଜିକାଲ ଥ୍ରୀଲର ଫିଲ୍ମରେ ପୁନର୍ବାର ଏକତ୍ର ଅଭିନୟ କରିବେ କଙ୍ଗନା-ମାଧବନ

ମୁମ୍ବାଇ: ତନୁ ୱେଡ୍ସ ମନୁ ଯୋଡି କଙ୍ଗନା ରାନାୱତ ଓ ଆର ମାଧବନ ପୁନର୍ବାର ଆଉ ଏକ ପ୍ୟାନ ଇଣ୍ଡିଆ ଫିଲ୍ମରେ ଏକତ୍ର ଅଭିନୟ କରିବାକୁ ଯାଉଛନ୍ତି । କୁଇନ କଙ୍ଗନା ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଫିଲ୍ମର ନିର୍ଦ୍ଦେଶନା ବିଜୟ ଦେବେ । ଏହା ସମ୍ପୂର୍ଣ୍ଣ ଭାବେ ଏକ ନୂତନ ଧରଣର…