Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ହୃଦଘାତରେ କନ୍ନଡ଼ ଅଭିନେତା ନୀତିନ ଗୋପୀନାଥନଙ୍କର ପରଲୋକ

ବେଙ୍ଗାଲୁରୁ: ହୃଦଘାତରେ କନ୍ନଡ଼ ଫିଲ୍ମ ଅଭିନେତା ନୀତିନ ଗୋପୀନାଥନଙ୍କର ପରଲୋକ ହୋଇଛି। ମାତ୍ର ୩୯ ବର୍ଷ ବୟସରେ ଦୁନିଆକୁ ଅଲ୍‌ବିଦା କହିଛନ୍ତି ଏହି ଫିଲ୍ମ ଷ୍ଟାର୍। ଗତକାଲି ବେଙ୍ଗାଲୁରୁ ସ୍ଥିତ ତାଙ୍କ ବାସଭବନରେ ଥିବା ବେଳେ ହଠାତ୍ ତାଙ୍କର ଛାତିରେ ଯନ୍ତ୍ରଣା ହୋଇଥଇଲା। ଏହାପରେ ତାଙ୍କୁ…

ଦି କେରଳ ଷ୍ଟୋରୀ: କେଉଁଠାରୁ ଆଣିଥିଲେ ୩୨୦୦୦ ସଂଖ୍ୟା ତାର ପ୍ରମାଣ ଦେଲେ ମେକର୍ସ

ମୁମ୍ବାଇ: ଦି କେରଳ ଷ୍ଟୋରୀ ବକ୍ସ ଅଫିସରେ ଚମତ୍କାର ବ୍ୟବସାୟ କରିବା ପରେ ଶୁକ୍ରବାର ଏହାର ମେକର୍ସ ୩୨୦୦୦ ମହିଳାଙ୍କ ସମ୍ପର୍କରେ ଚାଂଚଲ୍ୟକର ଡାଟା ପ୍ରଦାନ କରିଛନ୍ତି । ଧର୍ମାନ୍ତରଣ କରି ଆଇଏସଆଇଏସରେ କିପରି କେରଳର ମହିଳାମାନଙ୍କୁ ସାମିଲ କରାଯାଇଥିଲା ତାହା ଏହି ଫିଲ୍ମର ବିଷୟବସ୍ତୁ…

ତୁର୍କୀରେ ସାମନ୍ଥା-ବିଜୟ, ସେୟାର କଲେ ଫଟୋ

ମୁମ୍ବାଇ:ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଏବଂ ଅଭିନେତ୍ରୀ ସାମନ୍ଥା ରଥ ପ୍ରଭୁ ଏବେ ଖୁବ୍ ଚର୍ଚ୍ଚାରେ । ତୁର୍କୀରେ ଏବେ ସେମାନେ ମଜାମସ୍ତି କରୁଥିବା ନଜର ଆସିଛନ୍ତି । ଏହାର ଫଟୋକୁ ମଧ୍ୟ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ବିଜୟ ଓ ସାମନ୍ଥାଙ୍କ ଆଗାମୀ ଫିଲ୍ମ ‘ଖୁସି’…

ବାଂଲାଦେଶରେ ରିଲିଜ ହେବ ସଲମାନଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ’

ମୁମ୍ବାଇ: ନିକଟରେ ବଲିଉଡ଼ର ସୁପରଷ୍ଟାର ଶାହାରୁଖ ଖାନ୍‌ଙ୍କ ଫିଲ୍ମ ‘ପଠାନ’ ବାଂଲଦେଶରେ ରିଲିଜ୍ ହେବା ପରେ ଏବେ ସଲମାନ ଖାନ୍‌ଙ୍କ ଫିଲ୍ମ ରିଲିଜ୍ ହେବାକୁ ଯାଉଛି । ଇଦ୍ ଅବସରରେ ରିଲିଜ ହୋଇଥିବା ସଲମାନଙ୍କ ଅଭିନିତ ଫିଲ୍ମ ‘କିସି କା ଭାଇ କିସି କି ଜାନ’ ଖୁବ୍‌ଶୀଘ୍ର ବାଲାଂଦେଶରେ ରିଲିଜ୍…

ଶକୁନି ଭୂମିକା କରିଥିବା ଗୁଫି ପେଂଟଲ ଗୁରୁତର

ମୁମ୍ବାଇ: ମହାଭାରତରେ ଶକୁନିଙ୍କ ଭୂମିକା କରି ଘରେ ଘରେ ପରିଚିତ ହୋଇଥିବା ଗୁଫି ପଂଟେଲଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡିଛି । ସେ ଅସୁସ୍ଥ ହେବା ପରେ ତାଙ୍କୁ ଡାକ୍ତରଖାନରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ଉଦବେଗଜନିତ ଥିବା ଜଣାପଡିଛି । ଅଭିନେତ୍ରୀ ଟିନା ଘାଇ ତାଙ୍କ…

କାନ୍ସ ଫେଷ୍ଟିଭାଲରୁ ଫେରିବା ପରେ ସ୍ୱପ୍ନାଙ୍କ ଚାହିଦା ବଢିଲା: ଫୁଲ ଥିବା ଥାଳିରେ ଗୋଡ଼ ଧୋଇଲେ ପ୍ରଶଂସକ

ମୁମ୍ବାଇ: ଏଥର କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଏକରୁ ଅଧିକ ବଲିଉଡ ଅଭିନେତ୍ରୀଙ୍କ ଡେବ୍ୟୁ ଦେଖିବାକୁ ମିଳିଥିଲା । ବଲିଉଡ଼ର ଅଭିନେତ୍ରୀ ସାରା ଅଲି ଖାନ, ମନୁଷୀ ଚିଲାର ଡେବ୍ୟୁ କରିଥିଲେ । ବଲିଉଡ ଅଭିନେତ୍ରୀଙ୍କ ପରେ ଆଉ ଜଣେ କଳାକାରଙ୍କ ଡେବ୍ୟୁ ଦେଖିବାକୁ ମିଳିଥିଲା । ସେ ଥିଲେ ହରିୟାଣାର…

ବିବାହର ୪ ମାସ ପରେ ମା’ ହେବାକୁ ଯାଉଛନ୍ତି ସ୍ୱରା ଭାଷ୍କର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସ୍ୱରା ଭାଷ୍କର କୌଣସି ନା କୌଣସିି କାରଣ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ସମାଜବାଦୀ ପାର୍ଟି ନେତା ଫହଦ ଅହମ୍ମଦଙ୍କୁ ବିବାହ କରି ଖୁବ ଚର୍ଚ୍ଚାରେ ଥିଲେ ସ୍ୱରା । ବିବାହର ମାତ୍ର ୪ ମାସ ପରେ ସ୍ୱରା ଏବେ ମା’ ହେବାକୁ ଯାଉଛନ୍ତି । ସୋସିଆଲ…

ଅସରପା ଖାଇଲେ ଅବ୍ଦୁ: ସେୟାର କଲେ ଫଟୋ

ମୁମ୍ବାଇ: ବିଗ୍‌ବସ ସିଜିନ୍‌-୧୬ର ପ୍ରତିଯୋଗୀ ସାଜିଥିବା ତାଜିକ୍‌ସ୍ତାନର ଅବ୍ଦୁ ରୋଜିକ୍ ଏହି ଶୋ’ ଜରିଆରେ ଭାରତରେ ଖୁବ୍ ଲୋକପ୍ରିୟତା ହାସଲ କରିଛନ୍ତି । ଏହି ସଫଳତା ଆଧାରରେ ବଲିଉଡ଼ରେ ତାଙ୍କୁ ଫିଲ୍ମରେ ଅଭିନୟ ଅଫର ମିଳିବା ସହିତ ଏକାଧିକ ବିଜ୍ଞାପନ ଓ ମ୍ୟୁଜିକ୍ ଭିଡ଼ିଓରେ ଅଭିନୟ କରିଛନ୍ତି…

ପୁଷ୍ପା ଟୁର ବସ ଦୁର୍ଘଟଣାର ଶିକାର, କିଛି ଲୋକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା ଟୁ ପାଇଁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଫିଲ୍ମର ସୁଟିଂ ଓଡ଼ିଶାର ସ୍ୱାଭିମାନ ଅଞ୍ଚଳ ସହିତ ଦେଶର ଅନ୍ୟ କେତକ ସ୍ଥାନରେ ଆରମ୍ଭ ହୋଇଛି ଏବଂ କୁହାଯାଉଛି ଯେ ଚଳିତ ବର୍ଷ ଏହି ଫିଲ୍ମ ରିଲିଜ ହେବାକୁ ଯାଉଛି। ଏହି…

୮୩ ବର୍ଷ ବୟସରେ ବାପା ହେବେ ଅଭିନେତା ଆଲ ପାଚିନୋ

ମୁମ୍ବାଇ: ୮୩ ବର୍ଷ ବୟସରେ ବାପା ହେବାକୁ ଯାଉଛନ୍ତି ହଲିଉଡ୍‌ର ଲୋକପ୍ରିୟ ବରିଷ୍ଠ ଅଭିନେତା ଆଲ୍ ପାଚିନୋ । ଏହି ଖବର ପାଇବା ପରେ ତାଙ୍କ ପ୍ରଶଂସକମାନେ ଆନନ୍ଦିତ ହେବା ସହ ଶୁଭେଚ୍ଛା ଜଣାଇଛନ୍ତି । ସେ ୪ର୍ଥ ଥର ପାଇଁ ବାପା ହେବାକୁ ଯାଉଛନ୍ତି । ଆଲ୍ ପାଚିନୋଙ୍କ ପ୍ରେମିକା ତଥା ଫିଲ୍ମ…