Latest Odisha News

BREAKING NEWS

Browsing Category

ମନୋରଞ୍ଜନ

୩୩ ବର୍ଷ ପରେ ପରଦାକୁ ଫେରିବେ ରାମାୟଣର ସୀତା

ମୁମ୍ବାଇ : ଦୀର୍ଘ ୩୩ ବର୍ଷ ପରେ ଛୋଟ ପରଦାକୁ ଫେରୁଛନ୍ତି ରାମାୟଣର ସୀତା ତଥା ଛୋଟ ପରଦାର ଜଣାଶୁଣା ଅଭିନେତ୍ରୀ ଦୀପିକା ଚିଖାଲିୟା । ସାଧାରଣତଃ ତାଙ୍କ ନାଁ ଆସିଲେ ରାମାୟଣର ସୀତାଙ୍କ କଥା ମନକୁ ଆସେ । ରାମାୟଣରେ ଦୀପିକା ସୀତା ଭୂମିକାରେ ଅଭିନୟ କରି ଘରେ ଘରେ ବେଶ୍ ପରିଚିତ ହୋଇପାରିଥିଲେ…

ମ୍ୟାଚ ଦେଖିଲେ ଭିକ୍କି-ସାରା, ବିଜୟ ପରେ ଖୁସିରେ ନାଚିଲେ

ମୁମ୍ବାଇ: ଫିଲ୍ମ ‘ଜରା ହଟକେ ଜରା ବଚକେ’କୁ ନେଇ ଅଭିନେତା ଭିକ୍କି କୌଶଲ ଓ ସାରା ଅଲ୍ଲି ଖାନ୍ ଖୁବ୍ ଚର୍ଚ୍ଚାରେ । ଉଭୟଙ୍କୁ ଅନେକ ଇଭେଣ୍ଟରେ ଏକାଠି ନଜର ଆସୁଛନ୍ତି । କାରଣ ଭିକ୍କି ଓ ସାରା ତାଙ୍କ ଆଗାମୀ ଫିଲ୍ମର ପ୍ରମୋସନରେ ଲାଗିପଡ଼ିଛନ୍ତି । ନିକଟରେ ଉଭୟ ଚେନ୍ନାଇ ଓ ଗୁଜରାଟ ଟାଇଟନ୍ସର…

ପଞ୍ଚବଟୀର ସୀତା ଗୁମ୍ଫା, କାଲାରାମ ମନ୍ଦିରରେ ପୂଜାର୍ଚ୍ଚନା କଲେ କ୍ରିତି

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ କ୍ରିତ୍ରି ସାନନ ତାଙ୍କ ଆଗାମୀ ଫିଲ୍ମ ‘ଆଦି ପୁରୁଷ’କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଏବେ କ୍ରିତି ନାଶିକର ପଞ୍ଚବଟୀର ସୀତା ଗୁମ୍ଫା ମନ୍ଦିରରେ ପହଞ୍ôଚଛନ୍ତି । ସେ ମନ୍ଦିରରେ ଆଳତୀ କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ଏହି ସମୟରେ କ୍ରିତି ରାମ ସିୟା ରାମ…

୯୨ ଲକ୍ଷ ଟଙ୍କାର କାର କିଣିଲେ ବିପାଶା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ବିପାଶା ବସୁ ବଡ ପରଦାରୁ ଦୂରେଇ ଥିଲେ ମଧ୍ୟ ଏବେ ସୋସିଆଲ ମିଡିଆରେ ଖୁବ୍ ସକ୍ରୀୟ ଅଛନ୍ତି । ସବୁବେଳେ ସେ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିଥାନ୍ତି । ନିକଟରେ ସେ ତାଙ୍କ ନୂଆ କାରର ଫଟୋ ଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଏଥିରୁ ଜଣାଯାଇଛି ଯେ, ସେ…

ଅନାଥ ପିଲାଙ୍କ ସ୍କୁଲକୁ ସହାୟତାର ହାତ ବଢ଼ାଇଲେ ସୋନୁ ସୁଦ

ମୁମ୍ବାଇ: ହିନ୍ଦି ସିନେମାରେ ମୁଖ୍ୟତଃ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ବଲିଉଡ଼ ଅଭିନେତା ସୋନୁ ସୁଦ୍ ନିଜର କାର୍ଯ୍ୟକଳାପ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କୌଣସି ଲୋକ ଅସୁବିଧାରେ ଥିଲେ ତାଙ୍କ ପାଖରେ ପହଞ୍ôଚ ସହାୟତାର ହାତ ବଢାଇଥାନ୍ତି ସୋନୁ । ଏହି କାରଣରୁ ସୋନୁ ସୁଦ୍‌ଙ୍କ…

ରିଲିଜ୍ ହେଲା ‘ଆଦିପୁରୁଷ’ର ଦ୍ୱିତୀୟ ଗୀତ: ଦର୍ଶକଙ୍କ ହୃଦୟକୁ ଛୁଇଁଲା

ମୁମ୍ବାଇ: ‘ରାମାୟଣ’ କାହାଣୀ ଆଧାରିତ ତଥା ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ନାୟିକା କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ଏବେ ଖୁବ୍ ଚର୍ଚ୍ଚାରେ । ସୋମବାର ଏହି ଫିଲ୍ମର ଦ୍ୱିତୀୟ ଗୀତ ରିଲିଜ୍ ହୋଇଯାଇଛି । ଏହି ଗୀତ ଜବରଦସ୍ତ ହୋଇଛି । ଏହି ଗୀତକୁ ଲୋକେ ବହୁମାତ୍ରାରେ ପସନ୍ଦ…

ଅଭିନୟ ଦୁନିଆରୁ ବିଦାୟ ନେବେ ଦୀପିକା : ପରିବାରକୁ ଦେବେ ପୁରା ସମୟ

ମୁମ୍ବାଇ: ଅଭିନୟ ଦୁନିଆରୁ ସବୁଦିନ ପାଇଁ ବିଦାୟ ନେବି । ମୋ ପରିବାର ଓ ଆଗକୁ ଆସୁଥିବା ମୋ ବେବିକୁ ପୁରା ସମୟ ଦେବି । ମୁଁ ବହୁତ କମ୍ ବୟସରେ ଅଭିନୟ ଦୁନିଆକୁ ଆସିଛି । ୧୫ବର୍ଷ ହେଲା ନିରନ୍ତର କାମ ବି କଲି । ଏବେ ଅଭିନୟ ନୁହେଁ,ପରିବାରକୁ ଧ୍ୟାନ ଦେବି । ଏମିତି କିଛି କହିଛନ୍ତି ଛୋଟପରଦାର…

ଆଇଏମ୍‌ଡିବିର ଟପ୍ ୧୦ ଲିଷ୍ଟରେ ଓଡ଼ିଆ ଫିଲ୍ମ ‘ଦମନ’

ଭୁବନେଶ୍ୱର: ଓଡ଼ିଆ ଫିଲ୍ମ ଜଗତ ପାଇଁ ଫିଲ୍ମ ‘ଦମନ’କୁ ନେଇ ଆଉ ଏକ ଖୁସି ଖବର ସାମ୍ନାକୁ ଆସିଛି । ଏହି ଫିଲ୍ମ ଏବେ ଇଣ୍ଟରନେଟ୍ ମୁଭି ଡ଼ାଟାବେସ୍‌(ଆଇଏମଡ଼ିବି)ର ଫିଲ୍ମ ଟପ୍ ୧୦ ଲିଷ୍ଟରେ ୯ମ ସ୍ଥାନରେ ରହିଛି । ସେହିପରି ରେଟିଂରେ ମଧ୍ୟ ୧୦ରୁ ୯ ରହିଛି । ଏହାକୁ ନେଇ ସୋସିଆଲ ମିଡ଼ିଆରେ ଅନେକ…

ଅକ୍ଷୟଙ୍କ ଚାରିଧାମ ଯାତ୍ରା: କେଦାରନାଥ ପରେ ବଦ୍ରିନାଥରେ ପୂଜାର୍ଚ୍ଚନା କଲେ

ମୁମ୍ବାଇ: ବଲିଉଡର ଖିଲାଡ଼ି ତଥା ଅଭିନେତା ଅକ୍ଷୟ କୁମାରଙ୍କ ଚାରିଧାମ ଯାତ୍ରା ନେଇ ଚର୍ଚ୍ଚା ଜୋର ଧରିଛି । କିଛି ଦିନ ତଳେ କେଦାରନାଥ ଦର୍ଶନ କରିଥିବା ବେଳେ ରବିବାର ବଦ୍ରିନାଥ ମନ୍ଦିରରେ ପହଞ୍ଚିଛନ୍ତି । ଅକ୍ଷୟ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ମୁଣ୍ଡିଆ ମାରି ଭଗବାନ ଶିବଙ୍କ ଆଶୀର୍ବାଦ…

ରିଲିଜ୍ ହେଲା ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ନିର୍ମିତ ଫିଲ୍ମ ‘ପ୍ରୀତିବନ୍ଧନ’

ଭୁବନେଶ୍ୱର: ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ନିର୍ମିତ ଓଡ଼ିଆ ଫିଲ୍ମ ‘ପ୍ରୀତିବନ୍ଧନ’ ନିକଟରେ ରିଲିଜ୍ ହୋଇଯାଇଛି । ନେକ୍ସଟ୍ ଡୋର ଫିଲ୍ମସ୍ ବ୍ୟାନରରେ ନିର୍ମିତ ଏହି ଫିଲ୍ମରେ ରହିଛି ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାର ଝଲକ । ଏଥିରେ ମୁଖ୍ୟ ଭୂମିକାରେ ଅଭିନେତା ସମ୍ବିତ, ଅଭିନେତ୍ରୀ…