Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଦି କେରଳ ଷ୍ଟୋରୀ: ୨ ଦିନରେ ଭାଇରାଲ ହେଲା ଟ୍ରେଲର, ଗୁମୁରି ଉଠୁଛି ବିବାଦ

ବ୍ରେନ ୱାଶ, ହିଜାବ, ଧର୍ମ ପରିବର୍ତନ, ମିଶନ ଓ ଆତଙ୍କକୁ ନେଇ ନିର୍ମିତ ହୋଇଛି ଦି କେରଳ ଷ୍ଟୋରୀ । ଟ୍ରେଲର ରିଲିଜ ହେବାର ୨ ଦିନ ମଧ୍ୟରେ ଏହା ଭାଇରାଲ ହୋଇସାରିଛି । ଏବେ ଫିଲ୍ମକୁ ନେଇ ଆରମ୍ଭ ହୋଇଛି ବିବାଦ । ଥିଏଟରରେ ରିଲିଜ ହେବା ପଥ ଏହାର ସେତେଟା ସହଜ ଲାଗୁନି । ଆସନ୍ତୁ ଜାଣିବା କଣ…

ଧୂମ ୪ରେ ଖଳନାୟକ ହେବେ ଜନ ଆବ୍ରାହାମ

ମୁମ୍ବାଇ: ୟଶରାଜ ଫିଲ୍ମସର ଧୂମ ୪ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଏ ପର୍ଯ୍ୟନ୍ତ ମେକର୍ସଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଏହାର ଷ୍ଟାରକାଷ୍ଟ ନେଇ ଘୋଷଣା କରାଯାଇ ନାହିଁ । ୨୦୦୪ରେ ଧୂମ ଫିଲ୍ମରେ ଜନ ଆବ୍ରାହାମ ଖଳନାୟକ ଭୂମିକାରେ ଚର୍ଚ୍ଚିତ ହୋଇଥିଲେ । ଏହି ଫିଲ୍ମ ସୁପରହିଟ ମଧ୍ୟ ହୋଇଥିଲା ।…

ପୋଷାକ ପରିଧାନ ନେଇ ପୁଣି ଚର୍ଚ୍ଚାରେ ଉର୍ଫି : ରେଷ୍ଟୁରାଣ୍ଟରେ ପୁରାଇଲେ ନାହିଁ କର୍ମଚାରୀ

ମୁମ୍ବାଇ: ଟିଭି ଅଭିନେତ୍ରୀ ଉର୍ଫି ଜାଭେଦ୍ ନିଜ ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତିି । ଏବେ ସେହି ପୋଷାକ ପରିଧାନକୁ ନେଇ ତାଙ୍କୁ ମୁମ୍ବାଇର ଏକ ରେଷ୍ଟୁରାଣ୍ଟରେ ପ୍ରବେଶକୁ ବାରଣ କରାଯାଇଛି । ଯାହାକୁ ନେଇ ଉର୍ଫି ଅସନ୍ତୋଷ ପ୍ରକାଶ କରିଛନ୍ତି । ଏ ନେଇ ସୋସିଆଲ…

ବଲିଉଡ ଅଭିନେତ୍ରୀ ଜିୟା ଖାନ ମୃତ୍ୟୁ ମାମଲାର ଶୁଣାଣି: ସୂରଜଙ୍କୁ ମିିଳିଲା ଆଶ୍ୱସ୍ତି

ମୁମ୍ବାଇ: ଆତ୍ମହତ୍ୟାର ୧୦ ବର୍ଷ ପରେ ହେଲା ବଲିଉଡ ଏକ୍ଟ୍ରିସ ଜିୟା ଖାନ ମାମଲାର ରାୟ ଶୁଣାଣି । ଏହି ମାମଲାରେ ମୁମ୍ବାଇର ସ୍ୱତନ୍ତ୍ର ସିବିଆଇ କୋର୍ଟ ସୁରଜ ପାଞ୍ଚୋଲିଙ୍କୁ ଦୋଷମୁକ୍ତ  କରିଛନ୍ତ । କୋର୍ଟଙ୍କ ରାୟ ପରେ ଜିୟା ଖାନଙ୍କ ମା’ଙ୍କୁ ଲାଗିଛି ଝଟକା । ୨୦୧୩ ଜୁନ ୩ ତାରିଖରେ…

ତେଜାବ ରିମେକରେ ରଣବୀରଙ୍କ ସ୍ଥାନରେ କାର୍ତ୍ତିକ

ମୁମ୍ବାଇ: ୯୦ ଦଶକର ସୁପରହିଟ ଫିଲ୍ମ ତେଜାବର ରିମେକ ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । କବୀର ସିଂର ନିର୍ମାତା ମୁରାଦ ଖେତାନୀ ପ୍ରଥମେ କାର୍ତ୍ତିକ ଆର୍ଯ୍ୟନ ଓ ଶ୍ରଦ୍ଧା କାପୁରଙ୍କୁ ନେଇ ଏହା କରିବାକୁ ଚାହୁଁଥିଲେ । ମାତ୍ର ପରେ ଅନୀଲ କାପୁରଙ୍କ ଭୂମିକା ପାଇଁ ରଣବୀର ସିଂ ଓ…

ଫିଲ୍ମ ଫେୟାର ପୁରସ୍କାର ନେବାକୁ ମନା କଲେ ବିବେକ ଅଗ୍ନିହୋତ୍ରୀ

ମୁମ୍ବାଇ: ଖ୍ୟାତନାମା ଫିଲ୍ମ ମେକର୍ସ ବିବେକ ଅଗ୍ନିହୋତ୍ରୀ ଗୁରୁବାର ଫିଲ୍ମ ଫେୟାର ପୁରସ୍କାର ନେବାକୁ ମନା କରି ଦେଇଛନ୍ତି । କଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ଦର୍ଶାଇଥିବା ଦି କଶ୍ମୀର ଫାଇଲ୍ସ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ୬୮ତମ ଫିଲ୍ମଫେୟାର ପୁରସ୍କାରରେ ଏହି…

ଦାମୀ କାର ଛାଡ଼ି ମେଟ୍ରୋ ଟ୍ରେନ୍‌ରେ ଯାତ୍ରା କଲେ ସାରା

ମୁମ୍ବାଇ: ଅଭିନୟ ବ୍ୟତୀତ ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ ବିଭିନ୍ନ ସ୍ଥାନ ବୁଲି ଦେଖିବାକୁ ପସନ୍ଦ କରିଥାନ୍ତି । ସେଥିଲାଗି ସେ ଅଧିକାଂଶ ସମୟ ବୁଲିବାରେ କାଟନ୍ତି । ନିକଟରେ ସେ ନିଜର ବିଳାସପୂର୍ଣ୍ଣ କାର ଛାଡି ମାୟାନଗାରୀ ମୁମ୍ବାଇରେ ମେଟ୍ରୋ ଟ୍ରେନରେ ଯାତ୍ରା କରୁଥିବା ନଜର ଆସିଛନ୍ତି…

ଚର୍ଚ୍ଚିତ, ବିବାଦୀୟ ଓ ସତ୍ୟ ଘଟଣା ଉପରେ ଆଧାରିତ ଦି କେରଳ ଷ୍ଟୋରୀର ରିଲିଜ ହେଲା ଟ୍ରେଲର

ମୁମ୍ବାଇ: ଦି କେରଳ ଷ୍ଟୋରୀର ଟ୍ରେଲର ଆଜି ରିଲିଜ ହୋଇଯାଇଛି । ଦି କଶ୍ମୀର ଫାଲଲ୍ସ ପରେ ଏହି ଫିଲ୍ମ ବେଶ ଚର୍ଚ୍ଚିତ ଆଉ ବିବାଦୀୟ ହୋଇପଡିଛି । କିଭଳି ନିରୀହ ହିନ୍ଦୁ ଝିଅମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ଆଇଏସଆଇଏସ ଆତଙ୍କୀ କରାଉଛନ୍ତି ତାହା ଉପରେ ଆଧାରିତ । ଅଦା ଶର୍ମା ଏଥିରେ ମୂଖ୍ୟ…

ଶାହାରୁଖଙ୍କ ଯବାନର ଲିକ ହୋଇଥିବା ଦୃଶ୍ୟକୁ ହଟେଇବା ପାଇଁ ସୋସିଆଲ ମିଡିଆକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ମୁମ୍ବାଇ: ପଠାନ ଫିଲ୍ମର ସଫଳତା ପରେ ଏବେ ସମସ୍ତ ପ୍ରଶଂସକଙ୍କ ନଜର ଶାହାରୁଖ ଖାଁଙ୍କ ଆଗାମୀ ଫିଲ୍ମ ଯବାନ ଉପରେ ରହିଛି । ଫିଲ୍ମ ୨ ଜୁନକୁ ରିଲିଜ ହେବ ବୋଲି ସ୍ଥିର ହୋଇଛି । ଇତି ମଧ୍ୟରେ ଯବାନ ସେଟର କିଛି ଭିଡିଓ କ୍ଲିପ ଓ ଅଡିଓ କ୍ଲିପ ସୋସିଆଲ ମିଡିଆରେ ଲିକ ହୋଇଥିଲା । ଏଗୁଡିକ ସଙ୍ଗେ…

ବିବାହର ୧୫ ବର୍ଷ ପରେ ଅଲଗା ହେବେ ଇନ୍ଦ୍ରାନିଲ-ବରଖା

ନୂଆଦିଲ୍ଲୀ: ଟିଭି ଦୁନିଆର ସଫଳ ଦମ୍ପତ୍ତି ଙ୍କ ମଧ୍ୟରେ ଅଭିନେତା ଇନ୍ଦ୍ରାନିଲ ସେନଗୁପ୍ତା ଏବଂ ବରଖା ବିଷ୍ଟ ଅନ୍ୟତମ । କିନ୍ତୁ ବିବାହର ୧୫ ବର୍ଷ ପରେ ଏହି ଦମ୍ପତ୍ତି ଏବେ ଅଲଗା ହେବାକୁ ଯାଉଛନ୍ତି । ଏନେଇ ଅଭିନେତ୍ରୀ ବରଖା ନିଜେ ପ୍ରକାଶ କରିଛନ୍ତି । ଏକ ସାକ୍ଷାତକାରରେ ଅଭିନେତ୍ରୀ…