Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଗୋଦଭରାଇରେ ଖୁସିରେ ନାଚିଲେ ଅଭିନେତ୍ରୀ ଇଶିତା

ମୁମ୍ବାଇ: ବଲିଉଡ ଫିଲ୍ମ ଦୃଶ୍ୟମ୍ ଓ ଦୃଶ୍ୟମ ୨ରେ ଅଭିନୟ କରି ଲୋକପ୍ରିୟ ହୋଇଛନ୍ତି ଅଭିନେତ୍ରୀ ଇଶିତା ଦତ୍ତା । ସେ ଏହି ଫିଲ୍ମରେ ସୁପରଷ୍ଟାର ଅଜୟ ଦେବଗନଙ୍କ ଝିଅ ଭୂମିକାରେ ଅଭିନୟ କରିଥିଲେ , ଯାହାକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ । ନିକଟରେ ଇଶିତାଙ୍କ ଗୋଦଭରାଇ କାର୍ଯ୍ୟକ୍ରମ…

ସେଲ୍‌ଫି ନେବାରୁ ପ୍ରଶଂସକଙ୍କୁ ଧକ୍କା ଦେଲେ ରଶ୍ମିକାଙ୍କ ବଡିଗାର୍ଡ଼

ମୁମ୍ବାଇ: ପୁଷ୍ପାର ସଫଳତା ପରେ ସାଉଥ ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦନା ଏବେ ଖୁବ୍ ଚର୍ଚ୍ଚାରେ । ଜଣେ ପ୍ରଶଂସକ ଅଭିନେତ୍ରୀ ରଶ୍ମିକାଙ୍କ ସହ ସେଲ୍‌ଫି ନେବାରୁ ତାଙ୍କ ବଡ଼ିଗାର୍ଡ଼ ଜୋରରେ ଧକ୍କା ମାରିଛନ୍ତି । ହେଲେ ରଶ୍ମିକା ଏହାକୁ ବିରୋଧ କରିଛନ୍ତି । ଅଭିନେତ୍ରୀଙ୍କ ଏପରି ଉଦ୍ୟମକୁ…

କ୍ୟାଟ୍‌ରିନାଙ୍କୁ ଛାଡପତ୍ର ଦେବେ : ଭିନ୍ନ ଢଙ୍ଗରେ ଉତ୍ତର ଦେଲେ ଭିକି

ମୁମ୍ବାଇ: ୩ ବର୍ଷ ପରେ ବଲିଉଡ ଅଭିନେତା ଭିକି କୌଶଲ ପୁଣି ଫିଲ୍ମ ଦୁନିଆକୁ ଫେରିବା ପରେ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ନିକଟରେ ତାଙ୍କର ଦୁଇଟି ଫିଲ୍ମ ଓଟିଟିରେ ରିଲିଜ୍ ହୋଇଥିବା ବେଳେ ଆଗକୁ ତାଙ୍କର ୪ଟି ଫିଲ୍ମ ରିଲିଜ୍ ହେବାକୁ ଯାଉଛି, ଯାହାକୁ ନେଇ ସେ ଖୁବ୍ ବ୍ୟସ୍ତ ରହୁଛନ୍ତି । ହେଲେ ସେ…

ରଜରେ ଆସୁଛି ଅନୁଭବଙ୍କ ନୂଆ ଫିଲ୍ମ ‘ଲଭ୍ ଇନ୍ ଲଣ୍ଡନ’: ମ୍ୟୁଜିକ ରିଲିଜ

ଭୁବନେଶ୍ୱର: ରଜରେ ଆସୁଛି ଅନୁଭବଙ୍କ ନୂଆ ଓଡ଼ିଆ ଫିଲ୍ମ ‘ଲଭ୍ ଇନ୍ ଲଣ୍ଡନ’ । ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ପ୍ରେମ, ରୋମାନ୍ସ, ସସପେନ୍ସ ଓ ଫାଇଟ୍ ରହିଛି, ଯାହା ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିବ । ରଜ ତଥା ଜୁନ ୧୪ ତାରିଖରେ ଏହି ଫିଲ୍ମ ରିଲିଜ୍ ହେବ ବୋଲି ପ୍ରଯୋଜନା ସଂସ୍ଥା…

ଚୋରି ହୋଇଗଲା ସଲମାନ ଖାନଙ୍କ ଉଉଣୀଙ୍କର ହୀରା କାନଫୁଲ

ମୁମ୍ବାଇ: ସଲମାନ ଖାନଙ୍କ ଭଉଣୀ ଅର୍ପିତା ଖାନଙ୍କ ମୁମ୍ବାଇ ଘରେ ଚୋରି ହୋଇଛି। କୁହାଯାଉଛି ଯେ ଅର୍ପିତାଙ୍କ ଘରୁ ତାଙ୍କ ହୀରା କାନଫୁଲ ଚୋରି ହୋଇଛି। ଏହି ମାମଲାରେ ବର୍ତ୍ତମାନ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ଅର୍ପିତା ଖାନ ମୁମ୍ବାଇର ଖାର ପୋଲିସ ଷ୍ଟେସନକୁ ଯାଇ କାନଫୁଲ ଚୋରି ହେବା ପରେ…

କାନ୍ସ ଫେଷ୍ଟିଭାଲ ରେଡ୍‌ କାର୍ପେଟରେ ଜଲଓ୍ବା ଦେଖାଇବେ ଅନୁଷ୍କା ଓ ମାନୁଷୀ

ନୂଆଦିଲ୍ଲୀ : ବିଶ୍ୱର ସବୁଠାରୁ ବଡ଼ ଫେଷ୍ଟିଭାଲ କାନ୍ସ ଫେଷ୍ଟିଭାଲ । ୧୬ରୁ ଆାରମ୍ଭ ହୋଇଯାଇଛି ଏହି ଫେଷ୍ଟିଭାଲ । ଏହି ଫେଷ୍ଟିଭାଲ ସମସ୍ତ ତାରକା ଯୋଗଦେବେ । ଗତ କାନ୍ସ ଫେଷ୍ଟିଭାଲରେ ଐଶ୍ୱରୀୟା ରାୟ ଏବଂ ଦୀପିକା ପାଦୁକାନ ନଜର ଆସିଥିଲେ । ପୂର୍ବରୁ ଏମାନେ କାନ୍ସରେ ଯୋଗଦେଇ ବଲିଉଡକୁ…

ଆରମ୍ଭ ହେଲା ‘ଖତ୍‌ରୋଁ କେ ଖିଲାଡି’: ପ୍ରଥମେ ଷ୍ଟଣ୍ଟ ଦେଖି ଡ଼ରିଗଲେ ଅଭିନେତା ରୋହିତ

ମୁମ୍ବାଇ: ଲୋକପ୍ରିୟ ଟିଭି ଶୋ ‘ଖତ୍‌ରୋଁ କେ ଖିଲାଡି ସିଜିନ୍‌୧୩ ନିକଟରେ ଆରମ୍ଭ ହୋଇଛି । ଏହି ଶୋକୁ ପ୍ରଶଂସକମାନେ ଖୁବ୍ ଉତ୍ସାହର ସହିତ ଅପେକ୍ଷା କରିଥିଲେ । କାରଣ ଏହି ଶୋକୁ ଲୋକେ ଖୁବ୍ ପସନ୍ଦ କରନ୍ତି । ଏହ ଶୋରେ ଟିଭି ଏବଂ ସିନେମା ଜଗତର ଜଣାଶୁଣା ସେଲିବ୍ରିଟିମାନେ ରୋହିତ ଶେଟ୍ଟୀଙ୍କ…

ସଙ୍କଟରେ ବଲିଉଡ: ୬ ମାସରେ ବନ୍ଦ ହୋଇପାରେ ୫୦ ଥିଏଟର୍ସ

ମୁମ୍ବାଇ: କରୋନା ମହାମାରୀ ପରଠାରୁ ବଲିଉଡର ମାତ୍ରାଧିକ କ୍ଷତି ଘଟିବାରେ ଲାଗିଛି । ହାତ ଗଣତି ଫିଲ୍ମ ଛାଡିଦେଲେ ବକ୍ସ ଅଫିସରେ ଅଧିକ ଫିଲ୍ମ ଫ୍ଲପ ହେଉଛି । ଏହା ବ୍ୟତୀତ ପିଭିଆର ଓ ଆଇନକ୍ସରେ ଫିଲ୍ମ ଦେଖିବା ମଧ୍ୟବିତ ପରିବାର ଉପରେ ଚାପ ପକାଇଛି । ଦର୍ଶକ ହଲଠାରୁ ଦୂରେଇବାରେ ଲାଗିଛନ୍ତି ।…

ମୁମ୍ବାଇରେ ହ୍ରିତିକ ପ୍ରେମିକା ସବାଙ୍କ ପାଇଁ କିଣିଲେ ନୂଆ ଘର

ମୁମ୍ବାଇ: ବଲିଉଡ ଅଭିନେତା ହ୍ରିତିକ୍ ରୋଶନ ଅଭିିନେତ୍ରୀ ସବା ଆଜାଦଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଆଜିକାଲି ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଉଭୟ ଅଧିକାଂଶ କାର୍ଯ୍ୟକ୍ରମରେ ଏକାଠି ନଜର ଆସୁଛନ୍ତି । ଏବେ ହ୍ରିତିକ୍ ମୁମ୍ବାଇରେ ଏକ ନୂଆ ଘର କିଣିଛନ୍ତି । ତାହାପୁଣି ତାଙ୍କ ପ୍ରେମିକା ସବାଙ୍କ…

ବଡିଗାର୍ଡଙ୍କ ବାଇକ୍‌ରେ ଗଲେ ଅନୁଷ୍କା, ଭିଡିଓ ଭାଇରାଲ

ମୁମ୍ବାଇ: ନିକଟରେ ବଲିଉଡର ଭେଟେରାନ ଅଭିନେତା ଅମିତାଭ ବଚ୍ଚନ ମୁମ୍ବାଇ ରାସ୍ତାରେ ବାଇକରେ ଯାଉଥିବା ଦେଖିବାକୁ ମିଳିଥିବା ବେଳେ ଏବେ ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ବଡ଼ିଗାର୍ଡ଼ଙ୍କ ସହ ବାଇକ୍‌ରେ ଯାଉଥିବା ଦେଖିବାକୁ ମିଳିଛି । ଏହାର ଫଟୋ ଓ ଭିଡ଼ିଓ ଏବେ ସୋସିଆଲ ମିିଡ଼ିଆରେ ଖୁବ୍ ଭାଇରାଲ…