Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଶିଶୁ କନ୍ୟାକୁ ଜନ୍ମ ଦେଲେ ଆଲିଆ

ମୁମ୍ଵାଇ: ଫ୍ୟାନ୍ସଙ୍କୁ ଖୁସି ଖବର ଦେଲେ ଆଲିଆ । ଶିଶୁ କନ୍ୟାର ପିତାମାତା ହୋଇଛନ୍ତି ରଣବୀର-ଆଲିଆ। ଏନେଇ ଆଲିଆ ଭଟ୍ଟ ଏକ ଇନଷ୍ଟାଗ୍ରାମ ପୋଷ୍ଟ କରିଛନ୍ତି, ଯାହାକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି। କିଛି ସମୟ ପୂର୍ବରୁ ଆଲିଆ ଭଟ୍ଟ ଇନଷ୍ଟାରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି…

ଡେଲିଭରି ପାଇଁ ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତ୍ରୀ ଆଲିଆ ଭଟ୍ଟ

ନୂଆଦିଲ୍ଲୀ : ଡେଲିଭରି ପାଇଁ ଏଚ୍‌.ଏନ୍‌ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତ୍ରୀ ଆଲିଆ ଭଟ୍ଟ । ଆଜି ସକାଳ ୭.୩0ରେ ଆଲିଆ ସ୍ୱାମୀ ରଣବୀରଙ୍କ ସହ ଡାକ୍ତରଖାନାରେ ପହଞ୍ଚିଥିଲେ। ଭାଇରାଲ୍ ଭାୟାନୀଙ୍କ ଅଫିସିଆଲ୍ ଇନଷ୍ଟା ହ୍ୟାଣ୍ଡଲ୍ ଏହି ଖବର ସେୟାର କରାଯାଇଛି | ସେୟାର…

ରଜନୀକାନ୍ତଙ୍କ ଆଗାମୀ ଫିଲ୍ମର ନାମ ଲାଲ ସଲାମ

ମାଡ୍ରାସ: ସୁପରଷ୍ଟାର ରଜନୀକାନ୍ତଙ୍କ ଆଗାମୀ ଫିଲ୍ମର ନାମ ଘୋଷଣା ହେବା ପରେ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ରଜନୀକାନ୍ତଙ୍କ ଝିଅ ଐଶ୍ଚର୍ଯ୍ୟା ଲାଲ ସଲାମ ନାମକ ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ । ଫିଲ୍ମରେ ବିଷ୍ଣୁ ବିଶାଳ ଓ ବିକ୍ରାନ୍ତ ଅଭିନୟ କରୁଛନ୍ତି । ତେବେ ଏହି…

ୟୁଟ୍ଯୁବ ଲିକ୍ ହେଲା ଦମନ୍ ସିନେମା, ଥାନାର ଦ୍ବାରସ୍ଥ ହେଲେ ଫିଲ୍ମ ନିର୍ମାତା

ଭୁବନେଶ୍ୱର: ବହୁ ପ୍ରତିକ୍ଷୀତ ଓଡିଆ ଫିଲ୍ମ ଦମନ ରିଲିଜ ହୋଇଛି। ପାଖାପାଖି ୫୦ଟି ହଲରେ ଏହି ଓଡିଆ ଫିଲ୍ମଟି ରିଲିଜ ହୋଇଛି। ଗତକାଲି ଏହି ଫିଲ୍ନକୁ ହଲରେ ଦେଖିଛନ୍ତି ଦର୍ଶକ। କିନ୍ତୁ ବିଡମ୍ବନାର କଥା ହେଲା ଏହି ଫିଲ୍ମଟି ରିଲିଜ ହେବାର କେଇ ଘଣ୍ଟା ପରେ ବିଭିନ୍ନ ୟୁଟ୍ୟୁବରେ ଫିଲ୍ମଟିର ହଲ…

‘ବ୍ରିଦ୍‌ ଇଣ୍ଟୁ ଦ ଶ୍ୟାଡୋସ୍ ସିଜନ୍ ୨’ ଦେଖିବା ପାଇଁ ମନାକଲେ ଜୟା ବଚ୍ଚନ

ନୂଆଦିଲ୍ଲୀ: ଯେତେବେଳେ ବି ପରମ୍ପରା, ଶୃଙ୍ଖଳା ଏବଂ ପ୍ରତିଷ୍ଠା କଥା ଆସେ, ସେତେବେଳେ ବଚ୍ଚନ ପରିବାରର ନାମ ବଲିଉଡରେ ଶୀର୍ଷରେ ଆସିଥାଏ | ବଚ୍ଚନ ପରିବାରର ପ୍ରତ୍ୟେକ ସଦସ୍ୟ ପରସ୍ପରକୁ ବହୁତ ଭଲ ପାଆନ୍ତି | ଅଭିଷେକ ବଚ୍ଚନ ତାଙ୍କ ମା ଜୟା ବଚ୍ଚନ ଏବଂ ପିତା ଅମିତାଭ ବଚ୍ଚନଙ୍କ ସହ ଏକ ବିଶେଷ…

ବାର୍ବାଡୋସ କୁଇନଙ୍କ ଅଭିଯୋଗ: ଯୋଗ୍ୟତା ବଳରେ ପ୍ରିୟଙ୍କା ଜିତି ନାହାନ୍ତି ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତା

ନୂଆଦିଲ୍ଲୀ: ପ୍ରିୟଙ୍କା ଚୋପ୍ରା ତାଙ୍କ ଯୋଗ୍ୟତା ବଳରେ ୨୦୦୦ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତା ଜିତି ନାହାନ୍ତି ବୋଲି ବାର୍ବାଡୋସର ପୂର୍ବତନ ସୁନ୍ଦରୀ ଲିଲାନୀ ମ୍ୟାକକନେ ଅଭିଯୋଗ କରିଛନ୍ତି । ମିସ ଆମେରିକା ପିଜେଂଟ ଆର ବନୀ ଗାବ୍ରିଏଲ ଚଂଚକତା କରି ଜିତିବା ଅଭିଯୋଗ ଆସିବା ପରେ ଏବେ…

ଟ୍ରେଣ୍ଡ ହେଲା ବୟକଟ ପଠାନ

ମୁମ୍ବାଇ: ଶାହାରୁଖ ଖାଁ ଜନ୍ମ ଦିବସ ଅବସରରେ ପ୍ରଶଂସକମାନଙ୍କୁ ତାଙ୍କ ଆଗାମୀ ଫିଲ୍ମ ପଠାନର ଟିଜର ଶେୟାର କରିଛନ୍ତି । ଅବଶ୍ୟ ଏହି ଫିଲ୍ମର ଟିଜର ନେଇ ମିଶ୍ରିତ ପ୍ରତିକ୍ରିୟା ଆସିଛି । କେତେକ ଏହାକୁ ବେଶ ପସନ୍ଦ କରୁଥିବା ବେଳେ ଅନ୍ୟମାନେ ମାର୍ଭଲ୍ସ ଓ ହ୍ରିିତିକ ରୋଶନଙ୍କ ୱାର ଫିଲ୍ମକୁ ନକଲ…

କାନ୍ତାରରେ ଅଭିନୟ କରିଥାନ୍ତେ ପୁନୀଥ ରାଜକୁମାର

ବାଙ୍ଗାଲୋର: କାନ୍ତାରା ଫିଲ୍ମ ଏବେ ସାରା ଦେଶରେ ଚହଳ ପକାଇଛି । ଏହାର ନିର୍ଦ୍ଦେଶକ ତଥା ମୂଖ୍ୟ ଭୂମିକା କରିଥିବା ରିଷଭ ଶେଟ୍ଟୀ ଏ ନେଇ ଆଉ ଏକ ଖୁୂଲାସା କରିଛନ୍ତି । ରିଷଭ ଏହି ଫିଲ୍ମରେ ସ୍ୱର୍ଗତଃ ପୁନୀତ ରାଜକୁମାରଙ୍କୁ ଶିବା ଭୂମିକାରେ ଅଭିନୟ କରିବା ପାଇଁ ଅଫର ଦେଇଥିଲେ । ଫିଲ୍ମର…

ଭେଣ୍ଟିଲେଟରେ ଚିକିତ୍ସିତ ହେଉଛନ୍ତି ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମା

ମୁମ୍ବାଇ : ପୁଣି ମନୋରଞ୍ଜନ ଜଗତରୁ ଆସିଲା ଦୁଃଖଦ ଖବର । ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଏବେ ତାଙ୍କୁ ଭେଣ୍ଟିଲେଟରକୁ ସ୍ଥାନାନ୍ତର କରାଯାଇଛି।ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏଣ୍ଡ୍ରିଲା ଶର୍ମା ହାୱଡାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।…

ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ମିଳିଲା X କ୍ୟାଟେଗରୀ ସିକ୍ୟୁରିଟି

ମୁମ୍ବାଇ : ବଲିଓଡ ତାରକା ସଲଖାନ୍‌ଙ୍କ ପରେ ଅମିତାଭ ବଚ୍ଚନଙ୍କ ସୁରକ୍ଷା ବଢ଼ାଇଲା ମୁମ୍ବାଇ ପୋଲିସ। ବିଗ୍‌ ବିଙ୍କୁ ମିଳିଲା ଏକ୍ସ ଶ୍ରେଣୀର ସୁରକ୍ଷା । ବଡ଼ ବଡ଼ ସେଲିବ୍ରିଟିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁମ୍ବାଇ ସରକାର ଏବଂ ରାଜ୍ୟ ସରକାର ସୁରକ୍ଷା ବଢ଼ାଉଛନ୍ତି । ସଲମାନ ଖାନଙ୍କୁ…