Latest Odisha News

BREAKING NEWS

Browsing Category

ମନୋରଞ୍ଜନ

କପିଲଙ୍କ ‘କିସ୍ କିସକୋ ପ୍ୟାର୍ କରୁ ୨’ ଫିଲ୍ମର ସୁଟିଂ ଆରମ୍ଭ

ମୁମ୍ବାଇ: ୨୦୧୫ ମସିହାରେ କମେଡିଆନ କପିଲ ଶର୍ମାଙ୍କ ଫିଲ୍ମ 'କିସ୍ କିସ୍ କୋ ପ୍ୟାର୍ କରୁଁ' ମୁକ୍ତିଲାଭ କରିଥିଲା। ଏବେ ଏହି ଫିଲ୍ମର ପାର୍ଟ ୨ ଆସିବାକୁ ଯାଉଛି। ଫିଲ୍ମର ସୁଟିଂ ମଧ୍ଯ ଆରମ୍ଭ ହୋଇଯାଇଛି। କପିଲ ଶର୍ମା 'କିସ୍ କିସ୍ କୋ ପ୍ୟାର୍ କରୁଁ' ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ…

ବ୍ୟବସାୟରେ ହିଟ୍ ହେବାକୁ ଚାହାଁନ୍ତି ଅକ୍ଷୟ, ରିଅଲ୍ ଇଷ୍ଟେଟ୍‌ରୁ କରୁଛନ୍ତି ରୋଜଗାର

ବଲିଉଡ ଅଭିନେତା ଅମିତାଭ ବଚ୍ଚନଙ୍କ ପରେ ଏବେ ଅକ୍ଷୟ କୁମାର ମଧ୍ୟ ରିଅଲ୍ ଇଷ୍ଟେଟ୍ ରୁ ରୋଜଗାର କରୁଛନ୍ତି। ସେ ମୁମ୍ବାଇର ବୋରିବଲି ପୂର୍ବରେ ଥିବା ତାଙ୍କର ଆପାର୍ଟମେଣ୍ଟକୁ ୪.୨୫ କୋଟି ଟଙ୍କାରେ ବିକ୍ରି କରିଛନ୍ତି। ଏହା ପୂର୍ବରୁ ଅମିତାଭ ବଚ୍ଚନ ଅନ୍ଧେରୀର ତାଙ୍କର ଫ୍ଲାଟକୁ ୮୩ କୋଟି…

କିଏ ଏହି କାର୍ଲା ସୋଫିଆ? ଓସ୍କାରରେ ପ୍ରଥମ ଟ୍ରାନ୍ସଜେଣ୍ଡର ଅଭିନେତ୍ରୀ…

ନୂଆଦିଲ୍ଲୀ: ଚଳଚ୍ଚିତ୍ର ଜଗତର ସବୁଠାରୁ ବଡ଼ ଓସ୍କାର ପୁରସ୍କାର ପାଇଁ ନୋମିନେସନ ଘୋଷଣା କରାଯାଇଛି । ଚଳିତ ବର୍ଷ ପ୍ରଶଂସକମାନେ ଓସ୍କାର ପାଇଁ ଉତ୍ସାହର ସହ ଅପେକ୍ଷା କରିଥିଲେ । ଏବେ ୨୩ ଜାନୁଆରୀରେ ନାମାଙ୍କନ ଘୋଷଣା ହୋଇଛି । ଏଥିରେ ପ୍ରଥମ ଟ୍ରାନ୍ସ ଜେଣ୍ଡର ଅଭିନେତ୍ରୀ ଭାବେ ନୋମିନେଟ…

ରିଲିଜ ପୂର୍ବରୁ ବିବାଦ ମଧ୍ୟରେ ବିକିଙ୍କ “ଛାବା”

ମୁମ୍ବାଇ: ଖୁବଶୀଘ୍ର ପରଦାକୁ ଆସୁଛି ବିକି କୌଶଲ ଏବଂ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ 'ଛାବା' । ଫିଲ୍ମ "ଛାବା" ୧୪ ଫେବୃଆରୀରେ ରିଲିଜ ହେବାକୁ ଯାଉଛି । ଫିଲ୍ମଟି ଶମ୍ଭାଜୀ ରାଓ ରାଜେଙ୍କ ଜୀବନୀ ଉପରେ ଆଧାରିତ ଥିବା ବେଳେ ଫିଲ୍ମରେ ଭିକି କୌଶଲ ଶମ୍ଭାଜୀ ରାଓ ରାଜେଙ୍କ ଚରିତ୍ରରେ ଓ…

ୟୁଟ୍ୟୁବର ଏଲଭିଶ ଯାଦବଙ୍କ ବଢିଲା ଅଡୁଆ; ଏଫଆଇଆର ରୁଜୁ ନେଇ ଆଦେଶ ଦେଲେ କୋର୍ଟ

ଗାଜିଆବାଦ: ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଏବଂ ଯୁଟ୍ୟୁର ଏଲଭିଶ ଯାଦବଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ନିକଟରେ, ଗାଜିଆବାଦ କୋର୍ଟ ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କ ଉପରେ ମେନକା ଗାନ୍ଧୀଙ୍କ ଏନଜିଓ ପିପୁଲ୍ ଫର୍ ଆନିମଲ୍ସ (ପିଏଫଏ)ର ସଦସ୍ୟ ସୌରଭ…

କିନ୍ନର ଆଖାଡାରେ ମହାମଣ୍ଡଳେଶ୍ବର ହେବେ ମମତା କୁଲକର୍ଣ୍ଣି

ପ୍ରୟାଗରାଜ: ୯୦ ଦଶକର ସବୁଠାରୁ ପ୍ରସିଦ୍ଧ ଅଭିନେତ୍ରୀ ମମତା କୁଲକର୍ଣ୍ଣୀ ଏବେ ସନ୍ୟାସୀ ହୋଇଯାଇଛନ୍ତି । ସେ ଚଳଚ୍ଚିତ୍ର ଜଗତ ଛାଡି ଏବେ ଧର୍ମର ପଥ ଗ୍ରହଣ କରିଛନ୍ତି । ମମତା କୁଲକର୍ଣ୍ଣୀ ବର୍ତ୍ତମାନ ପ୍ରୟାଗରାଜ ମହାକୁମ୍ଭରେ ପହଞ୍ଚିଛନ୍ତି । ସେଠାରେ ସେ ସନ୍ୟାସୀ ଦୀକ୍ଷା ନେଇଛନ୍ତି । ଏହି…

ଓସ୍କାର ଦୌଡରେ ପ୍ରିୟଙ୍କାଙ୍କ ସର୍ଟ ଫିଲ୍ମ ‘ଅନୁଜା’

ନୂଆଦିଲ୍ଲୀ: ଓସ୍କାର ଚଳଚ୍ଚିତ୍ର ଜଗତର ସବୁଠାରୁ ବଡ ଏବଂ ଗୁରୁତ୍ଵପୂର୍ଣ୍ଣ ପୁରସ୍କାର ଭାବରେ ଜଣାଶୁଣା । ତେବେ  ଚଳିତବର୍ଷର ନୋମିନେଶନ ତାଲିକା ଘୋଷଣା  କରାଯାଇଛି। ବିଶେଷ କଥା ହେଉଛି ହିନ୍ଦୀ ଚଳଚ୍ଚିତ୍ର 'ଅନୁଜା' ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ଅଛି । ସିନେମାକୁ ଲାଇଭ୍ ଆକ୍ସନ ସର୍ଟ…

ସିସିଟିଭିରେ ଥିବା ବ୍ୟକ୍ତି ମୋ ପୁଅ ନୁହେଁ; ସୈଫଙ୍କ ଆକ୍ରମଣକାରୀଙ୍କ ବାପା

ମୁମ୍ବାଇ: ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ ବର୍ତ୍ତମାନ ଏକ ଚାଞ୍ଚଲ୍ୟକର ଖୁଲାସା ସାମ୍ନାକୁ ଆସିଛି।  ଗିରଫ ଅଭିଯୁକ୍ତ ଶାହଜାଦର ବାପା କହିଛନ୍ତି ଯେ ତାଙ୍କ ପୁଅ ଅଭିଯୁକ୍ତ ନୁହନ୍ତି। ଶାହଜାଦଙ୍କ ପିତାଙ୍କ ନାମ ରୁହୈଲ ଅମିନ ଫକିର। ସେ କହିଛନ୍ତି ଯେ ସୈଫଙ୍କ ଉପରେ…

ମୁଁ ଭଗବାନ ଶିବଙ୍କୁ ଦେଖିଛି: ସୁଟିଂ ବେଳର କାହାଣୀ ବଖାଣିଲେ ରବି କିଶନ

ମୁମ୍ବାଇ: ଭୋଜପୁରୀ ସିନେମାର ସୁପରଷ୍ଟାର ତଥା ବିଜେପି ସାଂସଦ ରବି କିଶନଙ୍କ ଉଭୟ ଅଭିନୟ ଏବଂ ଆଧ୍ୟାତ୍ମିକତାରେ ମଗ୍ନ ରହିଥାନ୍ତି। ଏହି ସମୟରେ ରବି ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ ଭଗବାନ ଶିବଙ୍କ ପୂଜାରେ ସମ୍ପୂର୍ଣ୍ଣ ଭାବରେ ସମର୍ପିତ। ଏପରିକି ସେ ପ୍ରଭୁଙ୍କୁ ପର୍ବତରେ ଚାଲିବାର…

ରାମ ଗୋପାଳ ବର୍ମାଙ୍କୁ ୩ ମାସ ଜେଲ ଦଣ୍ଡ

ମୁମ୍ବାଇ: ପ୍ରସିଦ୍ଧ ବଲିଉଡ ଫିଲ୍ମ ନିର୍ଦ୍ଦେଶକ ଏବଂ ପ୍ରଯୋଜକ ରାମ ଗୋପାଳ ବର୍ମାଙ୍କୁ ୩ ମାସର ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ । ଚେକ ବାଉନ୍ସ ମାମଲାରେ ଅନ୍ଧେରୀ ମାଜିଷ୍ଟ୍ରେଟ କୋର୍ଟ ଏହି ଜେଲଦଣ୍ଡ ଶୁଣାଇଛନ୍ତି । ଏହା ବ୍ୟତୀତ, ଅଭିଯୋଗକାରୀଙ୍କୁ ୩.୭୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ…