Latest Odisha News

BREAKING NEWS

Browsing Category

ବାଲେଶ୍ୱର

Balasore

ଭାରତ ବନ୍ଦ: ବାଲେଶ୍ୱରରେ ଜୀବନଯାତ୍ରା ପ୍ରଭାବିତ

ବାଲେଶ୍ୱର: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ସଂଯୁକ୍ତ କିଷାମ ମୋର୍ଚ୍ଚା ଦେଇଥିବା ୧୦ ଘଣ୍ଟିଆ ଭାରତ ବନ୍ଦର ପ୍ରଭାବ ବାଲେଶ୍ୱରରେ ଦେଖିବାକୁ ମିଳିଛି । ପ୍ରଭାବିତ ହୋଇଛି ସାଧାରଣ ଜନଜୀବନ। ବାଲେଶ୍ୱରରେ ପ୍ରାୟ ୧୦ଟି କୃଷକ ସଂଗଠନ ସହ କଂଗ୍ରେସ ଦଳ ବନ୍ଦ ପାଳନକୁ ସମର୍ଥନ କରି ସକାଳେ…

ସମୁଦ୍ରରେ ଭାସିଗଲେ ଦୁଇ ପର୍ଯ୍ୟଟକ, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ବାଲେଶ୍ୱର: ଆସୁଛି ବାତ୍ୟା ଗୁଲାବ । ଅସ୍ଥିର ରହିଛି ସମୁଦ୍ର । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ତାଳସରୀ ସମୁଦ୍ର ମୁହାଣରେ ଭାସିଗଲେ ଦୁଇ ପର୍ଯ୍ୟଟକ । ଗୋଟିଏ ପଟେ ଗୁଲାବକୁ ନେଇ ସ୍ଥାନୀୟ ପ୍ରଶାସନ ପ୍ରସ୍ତୁତି ଚଳାଇଥିବାବେଳେ ଏଭଳି ଏକ ଖବର ଚିନ୍ତାର କାରଣ ପାଲଟିଛି । ମିଳିଥିବା…

ପୁଣି ବଢିଲା ସୁବର୍ଣ୍ଣରେଖା ନଦୀ ଜଳସ୍ତର, ବନ୍ୟା ସ୍ଥିତି ନେଇ ଲୋକେ ଆତଙ୍କିତ

ବାଲେଶ୍ୱର: ବନ୍ୟା ପରିସ୍ଥିତିକୁ ଅଧିକ ଜଟିଳ କରିବାରେ ଲାଗିଛି ସୁବର୍ଣ୍ଣରେଖା ନଦୀରେ ବଢୁଥିବା ଜଳସ୍ତର । ଗତ ଦୁଇଦିନମଧ୍ୟରେ ଜଳସମ୍ପଦ ବିଭାଗର ରାଜଘାଟ ରିଡିଂ ପଏଣ୍ଟଠାରେ ଜଳସ୍ତର ପୁଣି ଉପରମୁହାଁ ହୋଇଛି । ଗୁରୁବାର ରାତିରେ ଜଳସ୍ତର ୯.୧୬ ମିଟର ଥିବାବେଳେ ଶୁକ୍ରବାର ସକାଳ ୮ଟା ସୁଦ୍ଧା…

ବଢ଼ୁଛି ସୁବର୍ଣ୍ଣରେଖା ଜଳସ୍ତର, ବନ୍ୟା ଆଶଙ୍କା

ବାଲେଶ୍ୱର : ସୁବର୍ଣ୍ଣରେଖା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ଫଳରେ ବାଲେଶ୍ୱର ଜିଲ୍ଲାର ଭୋଗରାଇ ,ଜଳେଶ୍ୱର ଓ ବାଲିଆପାଳ ବ୍ଲକରେ ବଡ ଧରଣର ବନ୍ୟା ଆଶଙ୍କା ଦେଖାଦେଇଛି । ରାଜଘାଟ ରେଡିଂ ପଏଣ୍ଟ ଅନୁଯାୟୀ ବୁଧବାର ସକାଳ ୧୦ ଟା ବେଳେ ନଦୀର ଜଳସ୍ତର ୯.୪୮ ମିଟର ରହିଥିଲା । ଏଠାରେ ସତର୍କ…

ଫୁଲୁଛି ଜଳକା: ପାଣି ଘେରରେ ବସ୍ତା ବ୍ଲକର ୫୦ରୁ ଅଧିକ ଗାଁ

ବାଲେଶ୍ୱର: ଉପରମୁଣ୍ଡରେ ବର୍ଷା ଯୋଗୁ ଫୁଲୁଛି ଜଳକା ନଦୀ । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ମଥାନୀଠାରେ ବିପଦ ସଙ୍କେତ ଟପିଛି । ବିପଦ ସଙ୍କେତଠାରୁ ପାଖାପାଖି ୨ ମିଟର ଅଧିକ ପାଣି ପ୍ରବାହିତ ହେଉଛି । ମଥାନୀଠାରେ ଏବେ ୭.୧୮ ମିଟର ପାଣି ପ୍ରବାହିତ ହେଉଛି । ସେଠାରେ ବିପଦ ସଙ୍କେତ ସ୍ତର…

ବାଲେଶ୍ୱର ରେଳ ବିକାଶ : ଦକ୍ଷୀଣପୂର୍ବ ରେଳବାଇ ଜେନରାଲ ମ୍ୟାନେଜରଙ୍କ ସହ ଆଲୋଚନା କଲେ ପ୍ରତାପ ଷଡଙ୍ଗୀ

ବାଲେଶ୍ୱରେ : ବାଲେଶ୍ୱରେ ହେବ ରେଳପଥର ବିକାଶ ।ଏନେଇ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଦକ୍ଷୀଣପୂର୍ବ ରେଳବାଇ ଜେନରାଲ ମ୍ୟାନେଜର ଶ୍ରୀମତି ଯୋସୀଙ୍କ ଙ୍କ ସହିତ ଆଲୋଚନା କରିଛନ୍ତି । ଅନ୍ୟପଟେ ବାଲେଶ୍ୱରରେ ରେଳ ଭିତ୍ତି ଭୂମି ଗୁଡିକର ବିକାଶ ସହ ରେଳ ସେବାକୁ ନେଇ ଦେଖାଦେଉଥିବା ବିଭିନ୍ନ…

ରଙ୍ଗ ଦେଖାଇଲା ବହୁରୂପୀ ପଶ୍ଚିମବଙ୍ଗ, ପୁଣିଥରେ ଉଦୟପୁରରେ ବେଆଇନ ପାଚେରୀ ନିର୍ମାଣ ଅପଚେଷ୍ଟା

ବାଲେଶ୍ୱର: ପୁଣିଥରେ ଓଡିଶା ସୀମାରେ ପଶ୍ଚିମବଙ୍ଗର ଦାଦାଗିରି । ଓଡିଶା ଉଦୟପୁର ସୀମାରେ ସ୍ଥାନୀୟ ପ୍ରଶାସନ ଜାରି କରିଥିବା ୧୪୪ ଧାରାକୁ ଉଲ୍ଲଂଘନ କରି ପଶ୍ଚିମବଙ୍ଗ ପାଚେରୀ ନିର୍ମାଣ କରିବାକୁ ପୁଣି ଥରେ ଉଦ୍ୟମ କରିଥିଲା । ହେଲେ ସ୍ଥାନୀୟ ଲୋକ ଓ ପ୍ରଶାସନର ହସ୍ତକ୍ଷେପ ପରେ ପଶ୍ଚିମବଙ୍ଗର…

ଭାସିଗଲା ମାଛ ବୋଝେଇ ଟ୍ରାକ୍ଟର

ବାଲେଶ୍ୱର : ବନ୍ୟା ପାଣିରେ ମାଛ ବୋଝେଇ ଟ୍ରାକ୍ଟର ଭାସିଯାଉଛି । ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ଛାନୁଆ ପଞ୍ଚାୟତର ସିଲଦା ଚଟାଣରେ ଏପରି ଅଘଟଣ ଘଟିଛି। ଜଳକା ନଦୀରେ ବନ୍ୟାରେ ସ୍ରୋତ ପ୍ରବାହିତ ହେଉଥିବା ସମୟରେ ।ମାଛ ବୋଝେଇ ଟ୍ରାକ୍ଟର ଟି ସେହି ରାସ୍ତା ପାର୍ ହେବା ପାଇଁ ଚେଷ୍ଟା କରୁଥିଲା…

ଜଳେଶ୍ୱରରୁ ବିପୁଳ ବ୍ରାଉନସୁଗର ଜବତ, ମହିଳାଙ୍କ ସମେତ ୪ ଗିରଫ

ବାଲେଶ୍ୱର: ବ୍ରାଉନସୁଗର ହବ୍ ପାଲଟିଛି ଜଳେଶ୍ୱର । ପୁଣି ଜବତ ହୋଇଛି ଧଳା ଜହର। ୪୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ ହୋଇଛି । ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି ଜଳେଶ୍ୱର ପୋଲିସ । ଝାଡେଶ୍ୱରପୁର ଅଞ୍ଚଳରେ ସେକ ନୁରହୁସେନ ଘରେ ଚଢ଼ାଉ ହୋଇଥିଲା । ରେଡ୍ ବେଳେ…

ଗର୍ଭବତୀଙ୍କୁ ଉଦ୍ଧାର କଲେ ବିଧାୟକ

ବାଲେଶ୍ୱର : ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କଲେ ବିଧାୟକ । ବନ୍ୟା ପାଣି ଘରରେ ଥିବା ମହିଳାଙ୍କୁ ଉଦ୍ଧାର କରି ମହାନୀୟତା ଦେଖାଇଲେ ବାଲେଶ୍ୱର ସଦର ବିଧାୟକ । ହସ୍ପିଟାଲରେ ମହିଳା ଜଣକ ଶିଶୁ ପୁତ୍ର ଜନ୍ମ ଦେଇଛନ୍ତି । ବାଲେଶ୍ୱରରେ ଏପରି ଘଟଣା ଘିଟିଛି ।ବାଲେଶ୍ୱର ସଦର ବ୍ଲକରେ ବନ୍ୟା…