Latest Odisha News

BREAKING NEWS

Browsing Category

ଅନୁଗୁଳ

Anugul

ଠିକା କର୍ମଚାରୀଙ୍କୁ ନିର୍ମମ ହତ୍ୟା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିକ୍ରମପୁର ଥାନା FCIର ଚର୍ଚ୍ଚ ନିକଟରେ ହତ୍ୟାକାଣ୍ଡ । ଲୁହା ରଡରେ ମାଡ ମାରି ନାଲକୋର ଜଣେ ଠିକା କର୍ମଚାରୀଙ୍କୁ ହତ୍ୟା କରି ଦୁର୍ବୃତ୍ତ ଫେରାର ହୋଇ ଯାଇଛି । ନୟାଗଡ଼ ଜିଲ୍ଲାର ଜିତେନ୍ଦ୍ର ସାଥୁଆ ନାମକ ଜଣେ ବ୍ୟକ୍ତି ନାଲକୋରେ ଠିକା କର୍ମଚାରୀ ଭାବେ କାମ…

[ଭିଡିଓ] ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ ଫେଲ୍

ଅନୁଗୁଳ:ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ ବିଫଳ । ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ତୃତୀୟ ମହଲା ଝରକା ତାଜା କୁ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ କରୁଥିଲେ । ଅଗ୍ନିଶମ ବିଭାଗ ଓ ଡାକ୍ତରଖାନା କର୍ମଚାରୀ ତାଙ୍କୁ ଉଦ୍ଧାର କରିବାକୁ ଯାଇ ନ।କେଦମ ହୋଇଛନ୍ତି । ଶେଷରେ ପ୍ରାୟ ଦେଢ଼ ଘଣ୍ଟା…

ମହଙ୍ଗା ପଡ଼ିଲା ମହିଳାଙ୍କୁ ଦୁର୍ବ୍ୟବହାର, ଗିରଫ ହେଲେ ପୁଲିସ୍ ବାବୁ

ଅନୁଗୁଳ: ପୁଣି ଖାକିରେ କଳଙ୍କ । ମହଙ୍ଗା ପଡ଼ିଲା ମହିଳାଙ୍କୁ ଦୁର୍ବ୍ୟବହାର । ଶେଷରେ ବନ୍ଧା ହେଇଛନ୍ତି ପୋଲିସ ବାବୁ । ଆଉ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ରାତି ଅଧିଆ ମହିଳାଙ୍କ ଘରେ ପଶି ଦୁର୍ବ୍ୟବହାର କରିବା ମହଙ୍ଗା ପଡ଼ିଛି ପୋଲିସ ବାବୁଙ୍କୁ । ଏହି…

ଅନୁଗୁଳରେ ଭିନ୍ନ ଧରଣର ଚୋରି

ଅନୁଗୁଳ:ଦୋକାନ ଘର ଉପରେ ଚଢି ଏସିର ପାଇପ୍ ଚୋରି କଲା ଚୋର। ଏଭଳି ଏକ ଘଟଣା ଅନୁଗୁଳରେ ଦେଖିବାକୁ ମିଳିଛି। ଆଉ ଏହି ଚୋରି ବେଳର ସିସିଟିଭ୍ ଫୁଟେଜ ଏବେ ଭାଇରାଲ୍ ହେବାରେ ଲାଗିଛି।ଅନୁଗୁଳ ଜିଲ୍ଲା ତାଳଚେର ମୁନିସିପାଲିଟି ମାର୍କେଟରେ ଥିବା ବିଭିନ୍ନ ଦୋକାନରୁ ଚୋର ଚୋରି କରିଥିବା ଅଭିଯୋଗ…

ଶୋଇଥିବା ବେଳେ ନିଆଁ ଲଗାଇ ହତ୍ୟା ଉଦ୍ୟମ

ଅନୁଗୁଳ : ଅନଗୁଳ ସହର ଆଖଣ୍ଡଳମଣି ମନ୍ଦିର ନିକଟରେ ଘଟିଛି ଅଭାବନୀୟ କାଣ୍ଡ । ମନ୍ଦିର ନିକଟସ୍ଥ ଏକ ସିମେଣ୍ଟ ଚଟାଣରେ ମହମ୍ମଦ ମହବୁଲ ନାମକ ଜଣେ ଯୁବକ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଜଣା ପଡିଛି । ଫଳରେ ନିଆଁରେ ପୋଡି ହୋଇ ମହମ୍ମଦ ମହବୁଲ…

ହାରିଗଲେ କରୋନା ଯୋଦ୍ଧା ‘ପ୍ରଦୀପ ଘିୱାଲା’…

ଅନୁଗୁଳ: ହାରିଗଲେ ଆଉ ଜଣେ କରୋନା ଯୋଦ୍ଧା ‘ପ୍ରଦୀପ ଘିୱାଲା’ । ରାଜ୍ୟରେ ଆଉ ଜଣେ ସାମ୍ବାଦିକଙ୍କ କରୋନାରେ ମୃତ୍ୟୁ ହୋଇଛି । ‘ବଡ଼ ଖବର’ ଅନୁଗୁଳ ବଇଣ୍ଡାର ପ୍ରତିନିଧି ପ୍ରଦୀପ ଘିୱାଲାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଆଠମଲ୍ଲିକରେ ଜୁନ୍ ୧ରେ ସେ କରୋନା ଟିକା ନେଇଥିଲେ । ତା…

ଆମ ଗପଘରର ଗପ କର୍ମଶାଳା ଆୟୋଜିତ

ଅନୁଗୁଳ : ସାରସ୍ୱତ ଅନୁଷ୍ଠାନ ଆମ ଗପଘର ପକ୍ଷରୁ ଗପ କର୍ମଶାଳା 'ଗପରେ ଗପରେ' ସ୍ଥାନୀୟ ବାଜି ରାଉତ ଛାତ୍ରାବାସ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଆ ଭାଷା ସାହିତ୍ୟର ପ୍ରତିଷ୍ଠିତ କଥାକାରମାନଙ୍କ ସହ ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁ କବି ଓ ଲେଖକ ଯୋଗ ଦେଇଥିଲେ। ଗପଘରର ସଭାପତି…

୨୦ ଦାଦନ ଶ୍ରମିକ ଉଦ୍ଧାର, ତାମିଲନାଡୁକୁ ହେଉଥିଲେ ଚାଲାଣ

ଆଠମଲ୍ଲିକ: ୨୦ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ପୋଲିସ । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ଅନ୍ତର୍ଗତ ଏକ ଢ଼ାବାରେ ଚଢାଉ କରି ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ଶ୍ରମିକଙ୍କ ମଧ୍ୟରୁ ୯ ଜଣ ନାବାଳକ ଥିବାବେଳେ ୧୧ ଜଣ ସାବାଳକ ଅଛନ୍ତି । ସମସ୍ତ ଶ୍ରମିକଙ୍କ ଘର ସୁବର୍ଣ୍ଣପୁର…

ଅନୁଗୁଳ ଜିଲ୍ଲାପାଳଙ୍କ ଅଫିସ୍ ଘେରିଲେ ଅଙ୍ଗନବାଡି କର୍ମୀ: ସରକାରୀ ମାନ୍ୟତା ସହ ମାସିକ ଦରମା ୧୮ ହଜାର ଟଙ୍କା ଦାବି

ଅନୁଗୁଳ: ଜିଲ୍ଲାପାଳଙ୍କ ଅଫିସ୍ ଘେରିଲେ ଅନୁଗୋଳ ଜିଲ୍ଲା ଅଙ୍ଗନବାଡି କର୍ମୀ । ସରକାରୀ ମାନ୍ୟତା ସହ ମାସିକ ଦରମା ୧୮ ହଜାର ଟଙ୍କା ଦାବି କରିଛନ୍ତି ଅଙ୍ଗନବାଡି କର୍ମୀ । ଅଲ୍ ଓଡିଶା ଅଙ୍ଗନବାଡି ଲେଡିଜ୍‌ ୱାର୍କରସ ଆସୋସିଏସନ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ ଅଫିସ ଘେରାଉ କରି ବିକ୍ଷୋଭ…

ଓଡ଼ିଶା ପାଇଁ JSPLର ଭିଜନ୍ -୨୦୩୦, ଅନୁଗୁଳରେ ପ୍ରତିଷ୍ଠା ହେବ ବିଶ୍ବର ସର୍ବବୃହତ୍ତ ଇସ୍ପାତ କାରଖାନା 

ଅନୁଗୁଳ : ଅନୁଗୁଳରେ ବିଶ୍ବର ସର୍ବବୃହତ୍ତ ଇସ୍ପାତ କାରଖାନା ପ୍ରତିଷ୍ଠା କରିବ JSPL ।  ଏନେଇ ଜିନ୍ଦଲ୍ ଷ୍ଟିଲ୍ ଏଣ୍ଡ ପାୱାର୍ ଲିଃର ଅଧ୍ୟକ୍ଷ ନବୀନ ଜିନ୍ଦଲ କମ୍ପାନୀର ଭିଜନ୍ ୨୦୩୦ ଉପସ୍ଥାପନ କରିଛନ୍ତି ।  ଓଡ଼ିଶାକୁ ୧୦୦ ନିୟୁତ ଟନ୍ ଇସ୍ପାତ ନିର୍ମାଣ ହବ୍ ଭାବରେ ପ୍ରତିଷ୍ଠା କରିବା…