Latest Odisha News

BREAKING NEWS

Browsing Category

ସହର

City

ଦଶହରା ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ରାୟ ପ୍ରକାଶ, ବଢ଼ିବନି ମୂର୍ତ୍ତି ଉଚ୍ଚତା

କଟକ : ଦଶହରା ମା’ ଙ୍କ ମୂର୍ତ୍ତି ଉଚ୍ଚତା ବିବାଦର ରାୟ ପ୍ରକାଶ ପାଇଛି । ମୂର୍ତ୍ତି ଉଚ୍ଚକା ବୃଦ୍ଧିକୁ ନେଇ ହୋଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ସରକାରୀ ନିୟମରେ ଆଉ ପରିବର୍ତ୍ତନ ହେବନାହିଁ ବୋଲି ହାଇକୋର୍ଟ କହିଛନ୍ତି । ମୂର୍ତ୍ତି ଉଚ୍ଚତା ୪ ଫୁଟ୍ ରହିବ ବୋଲି ସ୍ପଷ୍ଟ…

ମହାନଦୀରେ ଆସିବ ମଧ୍ୟମ ଧରଣ ବନ୍ୟା

ସମ୍ବଲପୁର: ମହାନଦୀରେ ଆସିବ ମଧ୍ୟମ ଧରଣର ବନ୍ୟା । ବନ୍ୟା ଆସିଲେ ମଧ୍ୟ ପଡିବନି ବିଶେଷ ପ୍ରଭାବ । ଏବେ ହୀରକୁଦରେ ଜଳସ୍ତର ୬୨୮ ଦଶମିକ ୭୯ଫୁଟ ରହିଛି । ୨୮ଟି ଗେଟ ଦେଇ ଛଡ଼ାଯାଉଛି ପାଣି । ବୈତରଣୀର ଆଖୁଆପଦାରେ ୧୮ ଦଶମିକ ୦୬ ମିଟର, ବ୍ରାହ୍ମଣୀ ଜେନାପୁରରେ ୨୦ ଦଶମିକ ୨୪ ମିଟର ଜଳସ୍ତର…

ସହର ମୁହାଁ ଗଜରାଜ

ମୟୂରଭଞ୍ଜ : ସହର ଆଡକୁ ମାଡି ଆସୁଛନ୍ତି ହାତୀ । ବାରିପଦା ସହରରେ ଏବେ ହାତୀ ଆତଙ୍କ ଦେଖାଦେଇଛି । ଫଳରେ ସ୍ଥାନୀୟ ଲୋକମାନେ ଭୟଭିତ ଅବସ୍ଥାରେ ରହୁଛନ୍ତି। ସୂଚନା ଅନୁସାରେ ଗୁରୁବାର ସନ୍ଧ୍ୟା ସମୟରେ ଏକ ହାତୀ ଖୁମାଖୁଣ୍ଟ ବ୍ଲକ ଅଧିନ ମହୁଳିଆ ସଂଗ୍ରଖିତ ଜଙ୍ଗଲରୁ ବାରିପଦା ସହର ନହରପଦା…

ଶହଶହ ଶାମୁକାରେ ମୋଦିଙ୍କୁୁ ଜନ୍ମ ଦିନ ଶୁଭେଚ୍ଛା

ପୁରୀ: ଶହଶହ ଶାମୁକାରେ ମୋଦିଙ୍କୁୁ ଜନ୍ମ ଦିନ ଶୁଭେଚ୍ଛା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଶାମୁକାରେ ମୋଦିଙ୍କ ବାଲୁକାକଳା ଗଢ଼ିଛନ୍ତି । ପୁରୀ ସୁବର୍ଣ୍ଣ ବେଳାଭୂମିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଗଢିଛନ୍ତି ଏକ…

ଅଜଗର ସାପ ଉଦ୍ଧାର

ବରଗଡ଼ : ଉଦ୍ଧାର ହେଲା ଅଜଗର ସାପ । ବରଗଡ଼ ଜିଲ୍ଲା ଅନ୍ତର୍ଗତ ପାଇକମାଲ ହୀରାପୁର ଛକ ନିକଟରେ ୮ ଫୁଟ ଲମ୍ବର ବଡ ଅଜଗର ସାପ ଉଦ୍ଧାର କରାଯାଇଛି । ବନ ବିଭାଗ ଦ୍ୱାରା ସାପଟି ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକମାନେ ଏକ ବୁଦା ମୂଳରେ ସାପ ଥିବା ଦେଖିଥିଲେ। ପରେ ସେହିରାସ୍ତା ଦେଇ ଯାଉଥିବା…

ଗର୍ଭବତୀଙ୍କୁ ଉଦ୍ଧାର କଲେ ବିଧାୟକ

ବାଲେଶ୍ୱର : ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କଲେ ବିଧାୟକ । ବନ୍ୟା ପାଣି ଘରରେ ଥିବା ମହିଳାଙ୍କୁ ଉଦ୍ଧାର କରି ମହାନୀୟତା ଦେଖାଇଲେ ବାଲେଶ୍ୱର ସଦର ବିଧାୟକ । ହସ୍ପିଟାଲରେ ମହିଳା ଜଣକ ଶିଶୁ ପୁତ୍ର ଜନ୍ମ ଦେଇଛନ୍ତି । ବାଲେଶ୍ୱରରେ ଏପରି ଘଟଣା ଘିଟିଛି ।ବାଲେଶ୍ୱର ସଦର ବ୍ଲକରେ ବନ୍ୟା…

କରୋନା ସଂକ୍ରମିତ ଚିହ୍ନଟ ପରେ ଭୁବନେଶ୍ୱର ସବ୍-କଲେକ୍ଟର ଓ ତହସିଲ ଅଫିସ ୫ ଦିନ ବନ୍ଦ

ଭୁବନେଶ୍ୱର: ଭୁବନେଶ୍ୱର ଉପଜିଲାପାଳଙ୍କ କାର୍ଯ୍ୟାଳୟ ଓ ତହସିଲ ଅଫିସର କିଛି କର୍ମଚାରୀ କୋଭିଡ ସଂକ୍ରମିତ ଚିହ୍ନଟ ପରେ ଉଭୟ କାର୍ଯ୍ୟାଳୟ ବନ୍ଦ । ଏହି ଦୁଇ କାର୍ୟ୍ୟାଳୟରେ ୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାପରେ ଦୁଇଟିଯାକ କାର୍ଯ୍ୟାଳୟକୁ ୫ ଦିନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି ।…

ଶ୍ରୀମନ୍ଦିର କୃଷ୍ଣଲୀଳାରେ କଂସ ବଧ

ପ୍ରବଳ ପ୍ରତାପୀ କଂସ ବଧ ସହିତ ଶ୍ରୀମନ୍ଦିରରେ ଚାଲିଥିବା କୃଷ୍ଣଲୀଳା ପରିସମାପ୍ତି ଘଟିଛି । ଭାଦ୍ରବ ଶୁକ୍ଲ ଦଶମୀ ଅବସରରେ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବଢିବା ପରେ ମହାଜନ ସେବକ ରାମକୃଷ୍ଣଙ୍କୁ ସିଂହାସନରେ ବିଜେ କରାଇଥିଲେ । ସେଠାରେ ଆଜ୍ଞାମାଳ ଲାଗି ହେବା ପରେ ଦୁଇ ଠାକୁରଙ୍କୁ ବଟ ବୃକ୍ଷ…

ଲକି କୂପନ ବାହାନା କରି ଠକେଇ

ମୟୂରଭଞ୍ଜ: ଲକି କୂପନ ବାହାନା କରି ଠକୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ । ଲକି କୂପନ ବାହାନା କରି ଲୋକଙ୍କୁ ଠକୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ମୟୁରଭଞ୍ଜ ପୋଲିସ । ମୟୁରଭଞ୍ଜ ଜିଲ୍ଲା ଝରପୋଖରିଆ ଥାନା ପୋଲିସ ଠକେଇ ଅଭିଯୋଗରେ ୬ ଜଣ ଠକକୁ ଗିରଫ କରିବା ସହ ଏକ ବୋଲେର ଗାଡି, ୭ ଟି ମୋବାଇଲ…

ଦରଦାମ ବୃଦ୍ଧିର ପ୍ରତିବାଦ

ପୁରୀ: କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ଫଳରେ ଦେଶରେ ତୈଳ, ଗ୍ୟାସ, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ର ଦର ଆକାଶ ଛୁଆଁ । ବିଦ୍ୟୁତ ଘରୋଇ ଟାଟା ପାୱାର ହାତରେ ଟେକି ଦେବା ଯୋଗୁଁ ଉପଭୋକ୍ତା ଦୁର୍ଦଶା ଭୋଗୁଛନ୍ତି । କୋଭିଡରେ ଲୋକଙ୍କ ଜୀବନ ଜୀବିକା ସୁରକ୍ଷା ପାଇଁ କୋଡିଏ ଲକ୍ଷ କୋଟି କୁଆଡେ…