Latest Odisha News

BREAKING NEWS

Browsing Category

ସହର

City

ବର୍ଷା ଉଜାଡିଦେଲା ବର୍ଷକ ଆହାର

କାମାକ୍ଷାନଗର: ବର୍ଷକର ଫସଲକୁ କେଇ ଘଣ୍ଟାରେ ଉଜାଡି ଦେଇଛି ଲଗାଣ ବର୍ଷା । ଚାଷୀଟିଏ ପରିବାର ଚଳାଇବା ପାଇଁ ନିଜେ ପରିଶ୍ରମ କରି ହାଡ଼ ଭାଙ୍ଗି ଏବଂ ରକ୍ତ ନିଗାଡ଼ି ଫସଲ କରିଥିଲା । କିନ୍ତୁ ଲଗାଣ ବର୍ଷା ସବୁ କିଛିକୁ ଉଜାଡି ଦେଇଛି । ଏବେ ଚାଷକୁ ନେଇ ଚାଷୀ ସମ୍ପୂର୍ଣ୍ଣ ହତାଶ ହୋଇ ପଡ଼ିଛି ।…

ବିପଦ ସଂକେତ ଉପରେ ବୈତରଣୀ

ଯାଜପୁର: ବୈତରଣୀ ନଦୀର ଜଳ ସ୍ତର ପୁଣି ବୃଦ୍ଧି । ବିପଦ ସଂକେତ ଉପରେ ପ୍ରବାହିତ । ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ସାମାନ୍ୟ ସୁଧୁରୁଥିବା ବେଳେ ବୈତରଣୀ ନଦୀର ଜଳ ସ୍ତର ପୁଣି ବୃଦ୍ଧି ପାଇ ବିପଦ ସଂକେତ ଉପରେ ପ୍ରବାହିତ ହୋଇଛି । ବ୍ରାହ୍ମଣୀର ଜଳ ସ୍ତର ହ୍ରାସ ପାଇଛି । ହେଲେ ବରୀ ବ୍ଲକ…

ଏସିରେ ଫସିଲା ନାଗ

ଯାଜପୁର : ଏସିରେ ଫସିଲା ନାଗ ସାପ । ଯାଜପୁର କୁଆଖିଆର ଜଣେ ଯନ୍ତ୍ରୀଙ୍କ ଘର ଏସିରୁ ଏହି ବିଷାକ୍ତ ନାଗ ସାପଟିକୁ ଉଦ୍ଧାର କରାଯାଇଛି । ବାହାର ପଟେ ଥିବା କମ୍ପ୍ରେସର ୟୁନିଟରେ ଏହି ସାପଟି ଫସିଥିଲା। ତେବେ ଘଟଣା ସ୍ଥଳରେ ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟ ପହଞ୍ଚି ୩ଫୁଟ ଲମ୍ବା ସାପକୁ ଉଦ୍ଧାର…

ଲଗାଣ ବର୍ଷା ଯୋଗୁ ୨୪ ଜିଲ୍ଲା ପ୍ରଭାବିତ

ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁ ୨୪ ଜିଲ୍ଲା ପ୍ରଭାବିତ । ସେହିପରି ଲଗାଣ ବର୍ଷାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଏଯାଏଁ ନିଖୋଜ ଅଛନ୍ତି ।  କେନ୍ଦ୍ରାପଡ଼ା ଜିଲ୍ଲାରୁ ସର୍ବାଧିକ ୩ ଜଣଙ୍କ ମୃତ୍ୟୁ ହୋଇଛନ୍ତି।  ଗଞ୍ଜାମ, ଖୋର୍ଦ୍ଧା ଓ ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ଲେଖାଏଁ ମୃତ୍ୟୁ…

ଓଡ଼ିଶା ଚାଷୀଙ୍କ ମାସିକ ଆୟ ତାଲିକା

ଭୁବନେଶ୍ୱର: ଓଡ଼ିଶା ଚାଷୀଙ୍କ ମାସିକ ଆୟ ତାଲିକା । ଓଡ଼ିଶା ଚାଷୀଙ୍କ ମାସିକ ଆୟ ୫ ହଜାର ୧୧୨ ଟଙ୍କା । ଚାଷୀମାନଙ୍କ ସ୍ଥିତିକୁ ନେଇ କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ଓ ଯୋଜନା କ୍ରିୟାନ୍ୱୟନ ମନ୍ତ୍ରାଳୟ ଦ୍ୱାରା ରିଲିଜ୍ ରିପୋର୍ଟରେ ଏହି ତଥ୍ୟ ଉଲ୍ଲେଖ । ଦେଶରେ ସବୁଠାରୁ କମ୍ ହାରାହାରି…

ପ୍ରେମିକା ସହ ଫେରିଲା ମହାଡ୍ରମାର ନାୟକ ସ୍ୱିଗି ବୟ

ଭୁବନେଶ୍ୱର : ମହାଡ୍ରାମାର ଖୋଲିଲା ଗୁମର । ଭୁବନେଶ୍ୱର ପହଞ୍ଚିଲା ନିଜ ଅପହରଣର ଡ୍ରାମା ରଚିଥିବା ନାୟକ ସ୍ୱିଗି ବୟ । ମହାଡ୍ରାମାର ଖୋଲିଲା ଗୁମର । ଭୁବନେଶ୍ୱର ପହଞ୍ଚିଲା ନିଜ ଅପହରଣର ଡ୍ରାମା ରଚିଥିବା ନାୟକ ସ୍ୱିଗି ବୟ । ଚିକୁନ ଓ ତାଙ୍କ ବାନ୍ଧବୀକୁ ମଧ୍ୟପ୍ରଦେଶର କଟ୍ନିରୁ…

ବଡଦାଣ୍ଡରେ ଶ୍ରୀକୃଷ୍ଣ ଲୀଳାର ଅନ୍ତିମ ଦିବସ

ପୁରୀ : ଶ୍ରୀକୃଷ୍ଣ ଲୀଳାର ଗୁରୁବାର ଅନ୍ତିମ ଦିବସ । ଭାଦ୍ରବ ମାସ ଶୁକ୍ଳପକ୍ଷ ଦଶମୀ ତିଥି କୃଷ୍ଣଲୀଳାର ଶେଷ ଦିବସରେ କଂସ ମହାରାଜଙ୍କୁ ଶ୍ରୀକୃଷ୍ଣ ବଦ୍ଧ କରିବେ । ଗତମାସ ୨୯ ତାରିଖରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଥିବା ଶ୍ରୀକୃଷ୍ଣ ଲୀଳାର ଗୁରୁବାର ଶେଷ ଦିନ । ପୁରୀ ବଡଦାଣ୍ଡରେ…

ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ

ଢେଙ୍କାନାଳ: ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ୍ୟୁ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାଶ ଗାଁରେ ବଜ୍ରାଘାତ ଘଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ଗାଁର ହେମାନନ୍ଦ ପରିଡା । ହେମାନନ୍ଦ ନିଜ ଘର ପଛ ପାଖ ବାଡ଼ିକୁ ଯାଇଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ ।…

ଉପରମୁଣ୍ଡରେ ପ୍ରବଳ ବର୍ଷା, ହୀରାକୁଦରେ ଖୋଲିଲା ମୋଟ ୨୪ ଗେଟ

ସମ୍ବଲପୁର: ଉପରମୁଣ୍ଡରେ ପ୍ରବଳ ବର୍ଷା ।  ହୀରାକୁଦରେ ଖୋଲିଲା ମୋଟ ୨୪ଟି ଗେଟ  । ଉପରେ ମୁଣ୍ଡରେ ବର୍ଷା କାରଣରୁ ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଗତକାଲି ମୋଟ ୧୮ଟି ଗେଟ ଖୋଲାଯାଇଥିବା ବେଳେ ଆଜିକୁ ମୋଟ ୨୪ ଗେଟ୍‌ ଖୋଲାଯାଇଛି । ମୋଟ ୨୪ ଗେଟ ଦେଇ ବନ୍ୟାଜଳ ନିଷ୍କାସିତ…

ସ୍ୱିଗି ବୟ ମିଛ ଅପହରଣର ଯବନିକା: ପ୍ରେମିକା ସହ ଭୁବନେଶ୍ୱର ଆଣିଲା ପୋଲିସ

ଭୁବନେଶ୍ୱର: ସ୍ୱିଗି ବୟ ଫେକ୍ କିଡନାପ୍ ହାଇଡ୍ରାମାରେ ପଡ଼ିଲା ଯବନିକା । ନିଜ ଅପହରଣ ନାଟକର ନାୟକ ପତିତପାବନ ପୃଷ୍ଟି ଓ ତାଙ୍କର ପ୍ରେମିକାକୁ ଭୁବନେଶ୍ୱର ଆଣିଛି କମିଶନରେଟ ପୋଲିସ । ମଧ୍ୟପ୍ରଦେଶର କଟନୀ ଷ୍ଟେସନରୁ ଦୁହିଁଙ୍କୁ ଠାବ କରାଯାଇଥିଲା । ଏହାପରେ ଗୋଟିଏ ପୋଲିସ ଟିମ୍ ସେଠାରୁ…