Latest Odisha News

BREAKING NEWS

Browsing Category

ସହର

City

ବାଲୁକା କଳାରେ ତାଲିବାନୀଙ୍କ ବର୍ବରତାର ଚିତ୍ର

ପୁରୀ:ବାଲୁକା କଳାରେ ତାଲିବାନୀଙ୍କ ହିଂସ୍ରତାର ଝଲକ। ଆଫଗାନିସ୍ତାନରେ ମହିଳାଙ୍କ ଉପରେ ଚାଲିଥିବା ଅତ୍ୟାଚାର ବର୍ବରତା ଦିନକୁ ଦିନ ବଢିଚାଲିିଛି। ଏମିତି ଛାତିଥରା ଦୃଶ୍ୟର ଛବିକୁ ବାଲୁକା କଳା ମାଧ୍ୟମରେ ଲୋକ ଲୋଚନକୁ ଆଣିଛନ୍ତି ପୁରୀର ପ୍ରଖ୍ୟାତ ଭାସ୍କଯ୍ୟ ଶିଳ୍ପୀ ଶ୍ରୀଧର ଦାସ। ସମଗ୍ର…

କ୍ଷୀରଚୋରା ଗୋପୀନାଥ ମନ୍ଦିରରେ କୃଷ୍ଣ ଜନ୍ମୋତ୍ସବ

ବାଲେଶ୍ୱର: ଧରାପୃଷ୍ଠରେ ଜନ୍ମ ନେଇଥିଲେ ଭଗବାନ ଶ୍ରୀକୃଷ୍ଣ  । ଆଜିର ଏହି ଦିନକୁ ଜନ୍ମୋତ୍ସବ ବା ଜନ୍ମାଷ୍ଟମୀ ବୋଲି ପାଳନ କରାଯାଏ । କିମ୍ବଦନ୍ତୀ ଅନୁସାରେ ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ବିଷ୍ଣୁଙ୍କ ଅଷ୍ଟମ ଅବତାର ଭାବେ ଶ୍ରୀକୃଷ୍ଣ ଜନ୍ମ ହୋଇଥିଲେ । ତେବେ ଜନ୍ମାଷ୍ଟମୀ ନେଇ…

କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା

ଭୁବନେଶ୍ୱର: ସୋମବାର ପୁଣି କିଛି ସ୍ଥାନରେ ହାଲକା ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛିା ,କଟକ,ଖୋର୍ଦ୍ଧା,ପୁରୀ,ଜଗତସିଂହପୁର,ବାଲେଶ୍ୱର,କେନ୍ଦ୍ରାପଡା,ଯାଜପୁର,ଭଦ୍ରକ,ଢେଙ୍କାନାଳ,କେଉଁଝର,ମୟୂରଭଞ୍ଜ,ଅନୁଗୁଳ,କୋରାପୁଟ,ରାୟଗଡା,ଗଂଜାମ,ଗଜପତି,କନ୍ଧମାଳ,ନୟାଗଡ…

ରେଳ ଲାଇନ୍ ପାର ବେଳେ ଧକ୍କା ଦେଲା ଟ୍ରେନ୍, ୩ ମୃତ

ବ୍ରହ୍ମପୁର: ଧକ୍କା ଦେଲା ଟ୍ରେନ୍ । ଲେଭଲ୍ କ୍ରସିଂ ପାର ବେଳେ ଦୁର୍ଘଟଣା । ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ବ୍ରହ୍ମପୁରର ହଳଦିଆପଦର ଲେଭଲ୍ କ୍ରସିଂରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଅଳ୍ପକେ ବର୍ତ୍ତିଯାଇଛନ୍ତି ୫ ଜଣ । ବିଶାଖା-ଟାଟନଗର ଟ୍ରେନ୍ ଧକ୍କାରେ…

କାବୁଲ ଏୟାରପୋର୍ଟ ବିସ୍ଫୋରଣରେ ମୃତକଙ୍କୁ ବାଲୁକା କଳାରେ ଶ୍ରଦ୍ଧାଞ୍ଜଳି

ପୁରୀ: କାବୁଲ ଏୟାରପୋର୍ଟରେ ବିସ୍ଫରୋଣରେ ଶତାଧିକ ମୃତ୍ୟୁବରଣ କରିଛନ୍ତି  । ପୁରୀ ବେଳାଭୂମିରେ ବାଲୁକା କଳାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ  । ଏହି ଘଟଣାରେ ସେ ଗଭୀର ଶୋକ ପ୍ରକାଶ କରିଛନ୍ତି  । ପୃଥିବୀରେ ସମସ୍ତ ହିଂସା ଛାଡି…

କୋରିଅରରେ ଗଞ୍ଜେଇ ଚାଲାଣ, ୨ ଯୁବକ ଗିରଫ

ଭୁବନେଶ୍ୱର: ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ । କୋରିଅରରେ ଅନ୍ୟ ଜିନିଷ ସହ ଗଞ୍ଜେଇ ଚାଲାଣ ବେଳେ ଧରିଲା କମିଶନରେଟ ପୋଲିସ । ଦିଲ୍ଲୀର ୨ ଯୁବକଙ୍କୁ ଗିରଫ ସହିଦନଗର ଥାନା ପୋଲିସ ଗିରଫ କରିଛି । ଜବତ ହୋଇଛି ପ୍ରାୟ ୪୫ କେଜି ଗଞ୍ଜେଇ । ଯାହାର  ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ।…

ବିଧାନସଭା ଅଧିବେଶନ ପୂର୍ବରୁ କୋଭିଡ୍ ଟେଷ୍ଟ

ଭୁବନେଶ୍ୱର: ଆସନ୍ତା ୧ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ  । ତାପୂର୍ବରୁ ଆଜି ସମସ୍ତ ବିଧାୟକ ଓ ବିଧାନସଭା କର୍ମଚାରୀଙ୍କର କୋଭିଡ୍ RTPCR ଟେଷ୍ଟ କରାଯାଉଛି  । ବିଧାନସଭା ପରିସରରେ ହୋଇଥିବା ସ୍ୱତନ୍ତ୍ର ଶିବିରରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ସଂସଦୀଯ ବ୍ୟାପାର ମନ୍ତ୍ରୀ ବିକ୍ରମ…

ଜାତୀୟ କ୍ରୀଡ଼ା ଦିବସ ଅବସରରେ ବାଲେଶ୍ୱରରେ ସାଇକ୍ଲୋଥନ୍

ବାଲେଶ୍ୱର: ଆଜି ହେଉଛି ଜାତୀୟ କ୍ରୀଡ଼ା ଦିବସ  । ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନଦଙ୍କ ଜନ୍ମ ଦିବସ  । ଏହି ଅବସରରେ ରାଜ୍ୟବ୍ୟାପୀ ମାରଓ୍ୱାଡି ଯୁବ ମଞ୍ଚ ପକ୍ଷରୁ ସାଇକ୍ଲୋଥନ୍ ଆୟୋଜିତ ହୋଇଯାଇଛି  । ଜାତୀୟ କ୍ରୀଡ଼ା ଦିବସ ଅବସରରେ ବାଲେଶ୍ୱର ସହରରେ ଏହି ସାଇକ୍ଲୋଥନକୁ ଉଦଘାଟନ କରିଥିଲେ…

ରହସ୍ୟମୟ ଶ୍ରୀ ବାଙ୍କେବିହାରୀ

ଭୁବନେଶ୍ୱର: ବିଜ୍ଞାନ ଯୁଗରେ ନୁଆ ନୂଆ ଆବିଷ୍କାର ଆମକୁ ବିସ୍ମୟ କରିଆସୁଛି । ବୈଜ୍ଞାନିକଙ୍କ ପାଖରେ ସବୁ ଅସମ୍ଭବକୁ ସମ୍ଭବ କରିବାର ରହିଛି କ୍ଷମତା । ହେଲେ ପ୍ରକୃତି ଭିତରେ ଏମିତି କିଛି ଘଟଣା ଘଟୁଛି ଯାହାକି ଭେଦ କରିବାକୁ ବୈଜ୍ଞାନିକ ବି ସଫଳ ହୋଇନାହାନ୍ତି । ଆମ ଚାରିପଟେ ଏମିତି ବହୁ…

[ଭିଡିଓ] ଖୁଲମଖୋଲା କିଡନାପ୍ , ଏବେ ବି ଚାଲିଛି ତଦନ୍ତ

ଭଦ୍ରକ: ଆଜି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଂଚଳର ଏକ ଅପହରଣ ଘଟଣାକୁ ନେଇ ଚର୍ଚ୍ଚାର ଜୋର ଧରିଛି । ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟକୁ ନେଇ ଜାରି ରହିଛି କଳ୍ପନାଜଳ୍ପନା । ମହୁଲିଆ ଛକ ନିକଟରୁ ଅପହୃତ ହୋଇଥିବା ମଧୁସ୍ମିତା ପଣ୍ଡାଙ୍କ ଖୋଜଖବର ମିଳିପାରୁନାହିଁ । ଅନ୍ୟପଟେ ଚିନ୍ତିତ ପରିବାର…