Latest Odisha News

BREAKING NEWS

Browsing Category

ସହର

City

ଭୁବନେଶ୍ୱରରେ ଫାର୍ମ ହାଉସ ପୋଖରୀରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ପରେ ଖୋଳତାଡ

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ଭୁବନେଶ୍ୱରର ଏକ ଫାର୍ମ ହାଉସରୁ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ନନ୍ଦନକାନନ ଥାନା ଅଞ୍ଚଳରେ ଥିବା ଫାର୍ମ ହାଉସରୁ ମିଳିଛି ମରଶରୀର । ସନ୍ଦେହଜନକ ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଆଜି ପୋଲିସ ଉଦ୍ଧାର କରିବା ପରେ ତନାଘନା ଆରମ୍ଭ ହୋଇଛି । ମୃତକ…

ସାଧାରଣ ଯାତ୍ରୀଙ୍କ ଭଳି ମନ୍ତ୍ରୀ ଅଶ୍ୱୀନ ବୈଷ୍ଣବଙ୍କ ରେଳ ଯାତ୍ରା

ଭୁବନେଶ୍ୱର: ନା ଅଛି ସୁରକ୍ଷା ପ୍ରୋଟୋକଲ ନା ଅଛନ୍ତି ସିକ୍ୟୁରିଟି ଗାର୍ଡ । ସାଧାରଣ ଯାତ୍ରୀଙ୍କ ଭଳି ଟ୍ରେନରେ ଯାତ୍ରା କରିଛନ୍ତି ଖୋଦ୍ ରେଳ ମନ୍ତ୍ରୀ ।ଭୁବନେଶ୍ୱରରୁ ରାୟଗଡା ରେଳରେ ଯାତ୍ରା କଲେ ରେଳ ମନ୍ତ୍ରୀ ଅଶ୍ୱୀନ ବୈଷ୍ଣବ । ହୀରାଖଣ୍ଡ ଏକ୍ସପ୍ରେସରେ ସେ ଯାତ୍ରା କରି ଯାତ୍ରୀଙ୍କ ସହ…

ଭୁବନେଶ୍ୱରରେ ପହଞ୍ଚିଲେ ଓଡ଼ିଶାର ଦୁଇ କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିଛନ୍ତି ଦୁଇ କେନ୍ଦ୍ର ମନ୍ତ୍ରୀ । ଭୁବନେଶ୍ୱରରେ ଆଜି ପହଞ୍ଚିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କେନ୍ଦ୍ରରେ ନୂଆ ମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ ପରେ ପ୍ରଥମ ଓଡ଼ିଶା ଗସ୍ତରେ ଆସିଛନ୍ତି ଦୁଇ…

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ଅନ୍ବିତା

ଜୟପୁର: ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଲେ ଅନ୍ବିତା ।  ଜୟପୁର ୧୭୮ ଜୟପୁର ସହର ରାଜୁ ସାହିର ଶଙ୍କର ମିଶ୍ର ଓ ମାତା ମଧୁସ୍ମିତା ପାଣିଗ୍ରାହୀଙ୍କ ଝିଅ ହେଉଛନ୍ତି ଅନ୍ବିତା ମିଶ୍ର । ବୟସ ମାତ୍ର ସାଢେ ୫ ବର୍ଷ । ଏହି ବୟସରେ ସ୍ପଷ୍ଟ ଭାବେ ବିଭିନ୍ନ ଦେଶ ଓ ତାହାର ରାଜଧାନୀ ନାମ କହି…

କୋଭିଡ କଟକଣା ମଧ୍ୟରେ ଶ୍ରୀକ୍ଷେତ୍ରରେ ଝୁଲଣ ପର୍ବ

ପୁରୀ : ଚଳିତବର୍ଷ କୋଭିଡ କଟକଣା ଭିତରେ ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଝୁଲଣ ଯାତ୍ରା ଶ୍ରୀମନ୍ଦିର ସହ ବିଭିନ୍ନ ମଠରେ ଆରମ୍ଭ ହୋଇଛି। ସୁସଜ୍ଜିତ ଝୁଲଣ କୁଞ୍ଜରେ ଶ୍ରୀରାଧାକୃଷ୍ଣ ଝୁଲିବେ । ଏହି ଯାତ୍ରା ୭ ଦିନ ଧରି ଚାଲିବ । ପରମ୍ପରା ମୁତାବକ ଶ୍ରୀମନ୍ଦିରରେ ସନ୍ଧ୍ୟା ଆଳତୀ ପରେ ଶ୍ରୀଜୀଉଙ୍କ…

ଭୁବନେଶ୍ୱରରେ ପହଞ୍ଚିଲା ଭାରତୀୟ ପୁରୁଷ ଓ ମହିଳା ହକି ଟିମ୍

ଭୁବନେଶ୍ୱର: ଓଡ଼ିଶାରେ ଅଲିମ୍ପିକ୍ସ ବିଜେତା ଭାରତୀୟ ହକି ଟିମ୍ । ମହିଳା ଟିମ୍ ବି ଆସିଛି । ଭୁବନେଶ୍ୱରରେ ଉଭୟ ଟିମ୍ ପହଞ୍ଚି ସାରିଛନ୍ତି । ବିମାନବନ୍ଦରରେ ଭଯ ପୁରୁଷ ଓ ମହିଳା ଟିମ୍ ଖେଳାଳିଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । କ୍ରୀଡ଼ାମନ୍ତ୍ରୀ…

ଆଗକୁ ଆସୁଛି ଓଲିଉଡ୍ ଫିଲ୍ମ “ତୁ ସେଇ ନୀଳନୟନା”

ଭୁବନେଶ୍ୱର: କରୋନା ମହାମାରୀ ପରେ ଚଳଚଂଚଳ ହୋଇଉଠିଛି ଓଲିଉଡ ଜଗତ । ପାଇପଲାଇନରେ ରହିଛି ଗୋଟିଏ ପରେ ଗୋଟିଏ ମୁଭି । ଏହି ଧାରାରେ ସାମିଲ ହୋଇ ଆଉ ଏକ ଭିନ୍ନ ସ୍ୱାଦର ଫିଲ୍ମର ସୁଟିଂ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଆଗକୁ ଆସୁଛି ଓଲିଉଡ ଫିଲ୍ମ ତୁ ସେଇ ନୀଳନୟନା । ସଚ୍ଚିକାନ୍ତ…

ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚଙ୍କୁ ତାଲା

କେନ୍ଦୁଝର : ପ୍ରଧାନମନ୍ତ୍ରୀ ଆବାସ ଅନିୟମିତତାକୁ ନେଇ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚଙ୍କୁ ତାଲା । ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନରେ ଅନିୟମିତତା କୁ ନେଇ ତେଲକୋଇ ବ୍ଲକ ସିରିଗିଡା ପଞ୍ଚାୟତର ଲୋକମାନେ ପ୍ରତିବାଦକୁ ଜୋରଦାର କରିଛନ୍ତି । ସ୍ୱାଧୀନତା ଦିବସ ଅବସରରେ ପତାକା ଉତୋଳନ ପାଇଁ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ନୂଆ ରୂପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ସାଢ଼େ ୩ କୋଟି ଲୋକଙ୍କୁ ମିଳିବ ସ୍ମାର୍ଟ…

ଭୁବନେଶ୍ୱର: ୭୫ତମ ସ୍ୱାଧୀନତା ଦିବସ ଅବସରରେ ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ନେଇ ଏକ ଐତିହାସିକ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନୂଆ ରୂପରେ ଲାଗୁ କରାଯିବ । ଏଥିପାଇଁ ରାଜ୍ୟର ୯୬ ଲକ୍ଷ…

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବାର୍ତ୍ତା: ଯୁବପୀଢ଼ିଙ୍କ ଉପରେ ନିବେଶ, ଭବିଷ୍ୟତ ଉପରେ…

ଭୁବନେଶ୍ୱର: ରାଜ୍ୟସ୍ତରୀୟ ୭୫ତମ ସ୍ୱାଧୀନତା ଦିବସ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ପାଳିତ ହୋଇଛି । ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଛନନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜାତିର ପିତା ମହାତ୍ମା ଗାନ୍ଧି ଓ ଅନ୍ୟ ବରପୁତ୍ର…