Latest Odisha News

BREAKING NEWS

Browsing Category

ସହର

City

ସଙ୍ଗଠନ ଛାଡିଲେ ମାଓ ଦମ୍ପତି

ମାଲକାନଗିରି: ନିର୍ଯାତନା ସହିନପାରି ମାଓ ସଙ୍ଗଠନ ଛାଡିଲେ ଦମ୍ପତି । ମାଓ ଦମ୍ପତି ପୁଲିସ ନିକଟରେ ଆତ୍ମ ସମର୍ପଣ କରିଛନ୍ତି । ଛତିଶଗଡର ବିଜାପୁର ଜିଲ୍ଲା ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସଙ୍ଗଠନରେ ହେଉଥିବା ନିର୍ଯାତନା ସହିନପାରି ସଙ୍ଗଠନ ଛାଡିଥିବା କହିଥିଲେ ଦମ୍ପତି । ଏମାନେ…

କଟକଣା ଭିତରେ ଦେବଦମ୍ପତିଙ୍କ ବିବାହ ନୀତି

ଭଦ୍ରକ: ଆସନ୍ତାକାଲି ଦେବଦମ୍ପତିଙ୍କ ବିବାହ । ଧୁମଧାମରେ ନହେଲେ ବି କଟକଣା ଭିତରେ ପାରମ୍ପରିକ ରୀତିରେ ହେବ ବିବାହ । ଏନେଇ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ସମସ୍ତ ନୀତି ମାନ ଆରମ୍ଭ ହୋଇଯାଇଛି । ମଙ୍ଗଳପାଗ ପାଇଁ ବର ଓ କନ୍ୟା ପକ୍ଷ ସେମାନଙ୍କ ବର କନ୍ୟାକୁ ଘରକୁ ନେଇ ଯାଇଛନ୍ତି…

ଦାଦା ବଟି ଅଭିଯୋଗରେ ୪ ଗିରଫ

ପୁରୀ: ପୁରୀ ସହରରେ ଦାଦା ବଟି ଅଭିଯୋଗ । ଏହି ଘଟଣା ନେଇ ୪ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁରୀ ଟାଉନ ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ପୁରୀ ସହରର ରବି ନାରାୟଣ ଆପଟ , କାନୁ ମହାପାତ୍ର , ଚୈତନ୍ୟ ପୃଷ୍ଟି , ସତ୍ୟ ରଂଜନ ପଣ୍ଡା । ଅଭିଯୁକ୍ତ…

ମାଓ ନେତା ମୋହନ ରାଓଙ୍କ ମୃତ୍ୟୁ

ମାଲକାନଗିରି: ବରିଷ୍ଠ ନକ୍ସଲ ନେତା ମୋହନ ରାଓଙ୍କ ମୃତ୍ୟୁ । ମୃତ୍ୟୁ ନେଇ ସ୍ପଷ୍ଟ କଲା ମାଓ ସଂଗଠନ । ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ଷ୍ଟେଟ କମିଟି ମେମ୍ବର ତଥା ବରିଷ୍ଠ ନକ୍ସଲ ନେତା କେ.ମୋହନ ରାଓ ଅରଫ ଦାମୁ ଦାଦାଙ୍କର ଦେହାନ୍ତ ହୋଇଯାଇଛି । ଦଣ୍ଡକାରଣ୍ୟ ଜଂଗଲରେ ତଂକର…

ହାରିଗଲେ କରୋନା ଯୋଦ୍ଧା ‘ପ୍ରଦୀପ ଘିୱାଲା’…

ଅନୁଗୁଳ: ହାରିଗଲେ ଆଉ ଜଣେ କରୋନା ଯୋଦ୍ଧା ‘ପ୍ରଦୀପ ଘିୱାଲା’ । ରାଜ୍ୟରେ ଆଉ ଜଣେ ସାମ୍ବାଦିକଙ୍କ କରୋନାରେ ମୃତ୍ୟୁ ହୋଇଛି । ‘ବଡ଼ ଖବର’ ଅନୁଗୁଳ ବଇଣ୍ଡାର ପ୍ରତିନିଧି ପ୍ରଦୀପ ଘିୱାଲାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଆଠମଲ୍ଲିକରେ ଜୁନ୍ ୧ରେ ସେ କରୋନା ଟିକା ନେଇଥିଲେ । ତା…

ଅଳ୍ପ ବର୍ଷାରେ ବେହାଲ୍ ସ୍ଥିତି,୧୫ ଦିନ ମଧ୍ୟରେ ସମାଧାନ ନିର୍ଦ୍ଦେଶ

କଟକ:  ଅଳ୍ପ ବର୍ଷାରେ ବେହାଲ୍ ସ୍ଥିତି । କଟକରେ ଉପୁଜୁଛି ଜଳବନ୍ଦୀ ସ୍ଥିତି । ବିଶେଷ କରି ମହାନଦୀବିହାର ଅଞ୍ଚଳରେ ଅଳ୍ପ ବର୍ଷାରେ ବି ସମସ୍ୟା ଉପୁଜୁଛି । ଏନେଇ ଖୁବଶିଘ୍ର ସମସ୍ୟାର ସମାଧାନ କରିବାକୁ ତତ୍ପର ହୋଇଛି ପ୍ରଶାସନ । ରାସ୍ତା ମରାମତି ସହିତ ଜଳ ନିସ୍କାସନ କିଭଳି ସୁରୁଖୁରୁରେ…

ବନବିଭାଗର ଚଢାଉ, ୩ ଲକ୍ଷ ଟଙ୍କାର ଶାଗୁଆନ କାଠ ଜବତ

ଢେଙ୍କାନାଳ : ଢେଙ୍କାନାଳ ବନବିଭାଗର ଚଢାଉ, ୩ ଲକ୍ଷ ଟଙ୍କାର ଚୋରା ଶାଗୁଆନ କାଠ ଜବତ । କାମାକ୍ଷାନଗର ଅଁଳାବେରେଣୀ ଫରେଷ୍ଟ ସେକ୍ସନ ତୁମୁସିଙ୍ଗା ଗାଁରୁ ବନ ବିଭାଗ ୧୮୦ ସିଫଟ ଶାଗୁଆନ କାଠ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ ।  ଖବର ପାଇ କାମାକ୍ଷାନଗର…

ମା’ ଉଗ୍ରତାରା ପୀଠରେ ୧୪୪ ଧାରା

ଭୂଷଣ୍ଢପୁର : ମା’ ଉଗ୍ରତାରା ପୀଠରେ ଲାଗୁ ହେଲା ୧୪୪ ଧାରା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୧୪୪ ଧାରା ଜାରି କରାଯାଇଛି । ଭୂଷଣ୍ଢପୁର ମୂଳିଝର ଗଡ଼ ସ୍ଥିତ ମା’ ଉଗ୍ରତାର ପୀଠ । ମା’ଙ୍କର ମୂଖ୍ୟ ପର୍ବ ଦୁଇଟି ଦଶହରା ଓ ରଜ ପର୍ବ । କରୋନା ପାଇଁ ରଜଯାତ୍ରା ପର୍ବ ପାଳନ ଉପରେ ମନ୍ଦିରରେ…

ଉଦ୍ଧାର ପାଇଁ ଦାଦନର ଗୁହାର

ବିନିକା :କରୋନା ଯୋଗୁ ସ୍ଥିତି ବଦଳିଯାଇଛି । ବହୁ ଲୋକ ରୋଜଗାର ହରାଇଥିବା ବେଳେ କିଛି ରୋଜଗାର କରିବାକୁ ବାହାରକୁ ଯାଇ ଅତ୍ୟାଚାରିତ ହେଉଛନ୍ତି । ସେହିଭଳି ଏକ ଚିତ୍ର ସାମନାକୁ ଆସିଛି । ତାମିଲନାଡୁ ଦାଦନ ଖଟିବାକୁ ଯାଇ ଅସୁବିଧାରେ ପଡିଛନ୍ତି ଦମ୍ପତି । ଉଦ୍ଧାର ପାଇଁ ଭିଡିଓ କରି ସୋସିଆଲ…

ବାପା ପୁଅଙ୍କୁ ଗଳା କାଟି ହତ୍ୟା

ଗଜପତି : ବାପା ପୁଅ ଙ୍କୁ ଗଳା କାଟି ହତ୍ୟା l ଘଟିଛି ଅଭାବନୀୟ ଘଟଣା । ଗଜପତି ଜ଼ିଲ୍ଲା ଅଡବା ଥାନା ମୁଠାଗୁଡା ଗ୍ରାମରେ ଜଘନ୍ୟ ହତ୍ୟାକାଣ୍ଡ l ଗ୍ରାମର ଲୁକା ଦଳବେହେରା ଏବଂ ତାଙ୍କ ପୁଅ ଅନକ ଦଳବେହେରାଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଛି l ଗତ କାଲି ରାତିରେ ଲୁକା ଏବଂ ପୁଅ ଅନକ ନିଜ…