Latest Odisha News

BREAKING NEWS

Browsing Category

ସହର

City

ରଥଯାତ୍ରା ହେବାନେଇ ନୂଆ ଆଶା ସଞ୍ଚାର; ସୋମବାର ସୁପ୍ରିମକୋର୍ଟରେ ଶୁଣାଣି

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୁରୀରେ ଅନୁଷ୍ଠିତ ହେବା ଲାଗି ନୂଆ ଆଶା ସଞ୍ଚାର ହୋଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାର ଯଥାର୍ଥତାକୁ ଭିତ୍ତି କରି ତଥା ଏହାର ପୁନର୍ବିଚାର କରିବା ଲାଗି ସୁପ୍ରିମକୋର୍ଟରେ ଅନେକ ପିଟିସନ୍ ଇତିମଧ୍ୟରେ ଦାଏର ହୋଇସାରିଛି । ଆସନ୍ତାକାଲି…

ସୂର୍ଯ୍ୟ ପରାଗ: ଓଡ଼ିଶାରେ ଆଂଶିକ ଦୃଶ୍ୟମାନ ହେଲା

ଭୁବନେଶ୍ୱର: ଆଜି ଭାରତର ବିଭିନ୍ନ ସ୍ଥାନରେ ଏହି ସୂର୍ଯ୍ୟ ପରାଗ ସ୍ପଷ୍ଟଭାବେ ଦୃଶ୍ୟମାନ ହୋଇଥିବାର ଖବର ମିଳିଛି । ଓଡ଼ିଶାରେ ରବିବାର ଦିନ ସୂର୍ଯ୍ୟପରାଗ ଆଂଶିକ ଭାବେ ଦୃଶ୍ୟମାନ ହୋଇଛି । ଓଡ଼ିଶାରେ ଏହି ସୂର୍ଯ୍ୟ ପରାଗ ଦିନ ୧୦ଟା ୩୭ରେ ଆରମ୍ଭ ହୋଇ ଦିନ ୨ଟା ୯ ମିନିଟରେ ଶେଷ ହୋଇଥିଲା ।…

ରଥଯାତ୍ରା ହେବା ନେଇ ସୁପ୍ରିମକୋର୍ଟ ସଠିକ୍ ନିର୍ଣ୍ଣୟ ସହ ମାର୍ଗ ପ୍ରସ୍ତୁତ କରନ୍ତୁ: ପୁରୀ ଶଙ୍କରାଚାର୍ଯ୍ୟ

ପୁରୀ: ରଥଯାତ୍ରା ବନ୍ଦ କରିବା ନେଇ ସୁପ୍ରିମକୋର୍ଟ ତାଙ୍କର ଶୁଣାଣି ପ୍ରଦାନ କରିଛନ୍ତି । ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଜଗତଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ ଏସମ୍ପର୍କରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସୁପ୍ରିମକୋର୍ଟ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି ବିଶ୍ୱ…

ଭୁବନେଶ୍ୱରର ଡୁମଡୁମା ଅଞ୍ଚଳ କଣ୍ଟେନମେଣ୍ଟ୍ ଜୋନ ଭାବେ ଘୋଷିତ

ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି) ରାଜଧାନୀ ଅନ୍ତର୍ଗତ ଡୁମଡୁମାର କିଛି ଅଞ୍ଚଳକୁ ଶନିବାର ଦିନ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷିତ କରିଛି । ଏସମ୍ପର୍କରେ ବିଏମସି କମିଶନର୍ ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି, ସୁବାଷ ନଗର ବସ୍ତିରେ ୬ଜଣ କରୋନା ପଜିଟିଭ୍ ଚିହ୍ନଟ…

ସୁପ୍ରିମକୋର୍ଟରେ ପିଟିସନର ସୋମବାର ଶୁଣାଣିକୁ ଅପେକ୍ଷା, ନ ହେଲେ ହେବ ବିକଳ୍ପ ଚିନ୍ତା: ଗଜପତି

ପୁରୀ : ରଥଯାତ୍ରା ହେବ ନାହିଁ ବୋଲି ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ପରେ ଭାଙ୍ଗିପଡିଥିଲେ ଶ୍ରଦ୍ଧାଳୁ ଓ ଜଗନ୍ନାଥ ପ୍ରେମୀ । କିନ୍ତୁ ଗତକାଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଏ ନେଇ କିଛିଟା ଆଶା ଦେଖାଦେଇଛି । ବୈଠକ ପରେ ଗଜପତି ଦିବ୍ୟସିଂହ ଦେବ କହିଛନ୍ତି ଯେ, ସୋମବାର ଦିନ…

ଭୁବନେଶ୍ୱର ଏମସ୍ ଛାତ୍ରୀ ସର୍ବଭାରତୀୟ ପିଜି ପ୍ରବେଶିକା ପରୀକ୍ଷାରେ ୧ ନମ୍ବର

ଭୁବନେଶ୍ୱର : ଭୁବନେଶ୍ୱରର ଗୌରବ ବଢାଇଛନ୍ତି ଏମସ୍‌ର ଡାକ୍ତରୀ ଛାତ୍ରୀ ଡକ୍ଟର ବିନିତା କେ. । ସେ ମେଡିକାଲ ପିଜି ପାଇଁ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ ଶତ ପ୍ରତିଶତ ନମ୍ବର ରଖିବା ସହ ପ୍ରଥମ ସ୍ଥାନରେ ରହିଛନ୍ତି । ଆଜି ଘୋଷଣା କରାଯାଇଥିବା ସର୍ବଭାରତୀୟ ଏମସ୍ ପିଜି ପ୍ରବେଶିକା…

ହାତୀ ଆକ୍ରମଣରେ ଭିନ୍ନ ଭିନ୍ନ ସ୍ଥାନରେ ୨ ମୃତ

ଅନୁଗୁଳ/ସମ୍ବଲପୁର: ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳ ବାରଗୌଣିଆ ଗ୍ରାମରେ ହାତୀ ଆକ୍ରମଣରେ ଆଜି ( ଶୁକ୍ରବାର) ପୁଣି ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ବାରଗୌଣିଆ ଗ୍ରାମର ସୁଦାମ ପ୍ରଧାନ ବୋଲି ଜଣା ପଡ଼ିଛି । ସୂଚନା ଅନୁସାରେ ସୁଦାମ ଆଜି ସକାଳେ ଗାଁ ପାଖ ଜଙ୍ଗଲକୁ ଡାଳ ସଂଗ୍ରହ କରିବାକୁ…

ଚକ୍ରରାଜ ସୁଦର୍ଶନ: ଜାଣନ୍ତୁ, ଏହି ମହାଶକ୍ତିଙ୍କ ପଛରେ କ’ଣ ରହିଛି ରହସ୍ୟ !

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ) ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଦିବ୍ୟ ଆୟୁଧ ଚକ୍ରରାଜ ସୁଦର୍ଶନ, 'ସୁ' ଓ ଦର୍ଶନ ଦୁଇଟି ଶଦ୍ଦର ଆଧାରରେ ସୃଷ୍ଟି ସୁଦର୍ଶନ । ବାମନ ପୂରାଣ କୁହେ, ବିଶ୍ୱକର୍ମା ସବୁ ଦେବତାଙ୍କ…

ତିନିରଥରେ ଲାଗିଲେ ପାର୍ଶ୍ଵ ଦେବାଦେବୀ…

ପୁରୀ: ଆଉ ପାଞ୍ଚଦିନ ପରେ ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ପୁରୀ ବଡ଼ଦାଣ୍ଡସ୍ଥିତ ରଥଖଳାରେ ରଥ ନିର୍ମାଣ ସମ୍ପୂର୍ଣ୍ଣ ଶେଷ ହୋଇଯିବା ପରେ ଏବେ ରଥରେ ଲାଗିଛନ୍ତି ପାର୍ଶ୍ଵ ଦେବାଦେବୀ । ତିନିରଥରେ ଲାଗିସାରିଛି କଳସ, ଅଁଳା ଓ ଓଲଟ ଶୁଆ । ଆଜି ତିନିରଥରେ ହଂସପଟା ବାଡ଼ିଆ ସରିଛି । ଏହା…

ସହିଦ ବୀର ଯବାନଙ୍କୁ ବାଲୁକା କଳାରେ ଶିଳ୍ପୀ ସୁଦର୍ଶନଙ୍କ ଶ୍ରଦ୍ଧାଞ୍ଜଳି

ପୁରୀ: ଲଦାଖ ସୀମାନ୍ତରେ ଚୀନ ସେନାଙ୍କ ବର୍ବରୋଚିତ ଆକ୍ରମଣକୁ ପ୍ରତିହତ କରି ଦେଶମାତୃକା ଲାଗି ୨୦ ଜଣ ଭାରତୀୟ ବୀର ଯବାନ ସହିଦ ହୋଇଛନ୍ତି । ପୂର୍ବ ଲଦାଖର ଗଲୱାନ୍ ଉପତ୍ୟକାରେ ହୋଇଥିବା ଚୀନ ସୈନିକମାନଙ୍କୁ ଘନ ଘନ ଆକ୍ରମଣ କରି ଦେଶ ଲାଗି ପ୍ରାଣ ବିସର୍ଜନ କରିଥିଲେ ଏହି ଭାରତୀୟ ଯବାନ ।…