Latest Odisha News

BREAKING NEWS

Browsing Category

ସହର

City

୧୦୪କୁ ଫେକ୍ କଲ ଘଟଣାରେ ୩୮ଜଣଙ୍କ ନାଁରେ ମାମଲା ରୁଜୁ

ଭୁବନେଶ୍ୱର : ୧୦୪କୁ ଫେକ୍ କଲ ପାଇଁ ଭୁବନେଶ୍ୱରର ସହିଦ ନଗର ଥାନାରେ ପୋଲିସ ପକ୍ଷରୁ ମାମଲା ରୁଜୁ ହୋଇଛି । ମୋଟ ୩୮ ଜଣଙ୍କ ନାଁରେ ଏହି ମାମଲା ରୁଜୁ ହୋଇଛି । କେବଳ ଗୋଟିଏ ନମ୍ବରରୁ ସର୍ବାଧିକ ୨୭୯ ଥର କଲ ଆସିଥିବା ଜଣାପଡିଛି । ରାଜ୍ୟରେ କରୋନା ସଂକ୍ରମଣ ମୁକାବିଲା ନେଇ ସରକାରଙ୍କ…

ପପୁ ପମ୍‌ପମ୍‌ଙ୍କ ମ୍ୟାନେଜର୍ ଗିରଫ; ବିକ୍ରିକରୁଥିଲେ ମଦ !

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ କମେଡ଼ି କିଙ୍ଗ୍ ପପୁ ପମ୍‌ପମ୍ । ହାସ୍ୟାଭିନେତା ପପୁଙ୍କ ମ୍ୟାନେଜର୍ ମଦ ବିକ୍ରି କରୁଥିବା ନେଇ ଗିରଫ ହୋଇଛନ୍ତି । ରାଜଧାନୀରେ ବେଆଇନ ଭାବେ ମଦ ବିକ୍ରି ଅଭିଯୋଗରେ ତାଙ୍କୁ ଖଣ୍ଡଗିରି ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ପପୁଙ୍କ ମ୍ୟାନେଜର୍ ପ୍ରଦୀପ୍ତ…

କରୋନା ମୁକାବିଲା: ରାଜ୍ୟର ପ୍ରଥମ ଘରୋଇ କୋଭିଡ୍‌୧୯ ଟେଷ୍ଟିଂ ଲ୍ୟାବ୍ ଭାବେ ଅନୁମତି ପାଇଲା ଆପୋଲୋ ହସ୍ପିଟାଲ୍

ଭୁବନେଶ୍ୱର: କୋଭିଡ୍‌୧୯ ସ୍ୱାବ୍ ନମୁନା ପରୀକ୍ଷଣ ପାଇଁ ରାଜ୍ୟର ପ୍ରଥମ ଘରୋଇ ସଂସ୍ଥା ଭାବେ ରାଜଧାନୀର ଆପୋଲୋ ହସ୍ପିଟାଲ୍‌କୁ ମିଳିଛି ଆଇସିଏମ୍‌ଆର୍ ଅନୁମତି । ଏହାକୁ ମିଶାଇ ରାଜ୍ୟରେ ଆଠଟି ସ୍ଥାନରେ କୋଭିଡ୍‌୧୯ ସ୍ୱାବ୍ ନମୁନା ପରୀକ୍ଷଣ ବ୍ୟବସ୍ଥା ଉପଲବ୍ଧ ହୋଇଛି । ଏଥିସହିତ ମଙ୍ଗଳବାର…

ଲକଡାଉନରେ ଭାରତ: ଛତିଶଗଡ଼ରେ ଫସି ରହିଛନ୍ତି ଓଡ଼ିଆ ଶ୍ରମିକ

ପଦ୍ମପୁର:ସଂପ୍ରତି ମହାମାରୀ କରୋନା ଯୋଗୁଁ ଲକଡାଉନ୍ ସାରା ଦେଶରେ ଚାଲିଛି । ଦେଶର ପ୍ରତ୍ୟେକ ରାଜ୍ୟରେ ଓଡ଼ିଆ ଲୋକ ଫସି ରହିଛନ୍ତି । ଓଡିଶା ସରକାର ସେମାନଙ୍କୁ ବାହାର ରାଜ୍ୟରେ କମିଶନର ରଖି ତାଙ୍କର ଖାଦ୍ୟ ପେୟ ର ବନ୍ଦୋବସ୍ତ କରିଛନ୍ତି । କିନ୍ତୁ ତାହା ସଂପ୍ରତି ଫେଲ ମାରିଛି ଛତିଶଗଡ ର…

ମୟୂରଭଞ୍ଜରେ ଓଡ଼ିଶା ଡିଜିପି; ଅନୁଧ୍ୟାନ କଲେ ଲକଡାଉନ ସ୍ଥିତି

ବାରିପଦା: ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ କରୋନା/ଲକଡାଉନ ସଂକ୍ରାନ୍ତୀୟ ଅନୁଧ୍ୟାନ କରିବା ପାଇଁ ଆଜି ମୟୂରଭଞ୍ଜ ଜିଲ୍ଲାରେ ପହଞ୍ଚିଛନ୍ତି । ତାଙ୍କ ସହ ଏ.ଡି.ଜି. ସୌମେନ୍ଦ୍ର କୁମାର ପ୍ରୟଦର୍ଶୀ ମଧ୍ୟ ଆସିଛନ୍ତି । ସିଧାସଳଖ ସେ ଜିଲ୍ଲାର ପଶ୍ଚିମବଙ୍ଗ ସୀମା ଚକଶୁଳିଆପଦାକୁ ଯାଇ…

ଶ୍ରୀମନ୍ଦିରରେ ବଡଚଣାର ଆଇଆଇସି ପ୍ରବେଶ ଘଟଣାରେ ପୂଜାପଣ୍ଡା ଅଟକ

ପୁରୀ: କରୋନା କଟକଣା ସତ୍ତ୍ୱେ ଶ୍ରୀମନ୍ଦିରରେ ବଡଚଣାର ଆଇଆଇସି ପ୍ରବେଶ ପ୍ରସଙ୍ଗରେ ଆଜି ସିଂହଦ୍ୱାର ପୋଲିସ ଜଣେ ପୂଜାପଣ୍ଡାଙ୍କୁ ଅଟକ ରଖିଛି । ମନ୍ଦିର ଭିତରେ ପୂଜାପଣ୍ଡା ଆଇଆଇସି ଦୀପକ ଜେନାଙ୍କୁ ସହଯୋଗ କରିଥିବା ଅଭିଯୋଗରେ ତାଙ୍କୁ ଅଟକ ରଖାଯାଇଛି । ଏଥି ସହ ଯାଜପୁର ପୋଲିସ…

ବାରିପଦାର ‘ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲ’ରେ ଅଗ୍ନିକାଣ୍ଡ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଏଣ୍ଡ ହସପିଟାଲରେ ଅଗ୍ନିକାଣ୍ଡ ଘଟିଛି। ରାତ୍ରି ପାଖାପାଖି ୯ଟା ସମୟରେ ମାନସିକ ରୋଗ ବିଭାଗ ରେ ଏହି ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ଏଆରକଣ୍ଡିସନର ସହ ରୁମରେ କିଛି ଆସବାବପତ୍ର ପୋଡି…

ଶ୍ରୀକ୍ଷେତ୍ରରେ ପୁରୀ ଭିଜନ ପକ୍ଷରୁ ମାସ୍କ ବଂଟନ

ପୁରୀ:କରୋନା ସଂକ୍ରମଣକୁ ରୋକିବା ପାଇଁ ପୁରୀରେ ବିଭିନ୍ନ ସ୍ଥାନରେ ସଚେତନତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଏହି ଅବସରରେ ପୁରୀ ଭିଜନ ପକ୍ଷରୁ ସମାଜସେବୀ ତଥା ଇଂଜିନିୟର ସୂର୍ଯ୍ୟପ୍ରସାଦ ରଥଙ୍କ ତତ୍ୱାବଧନରେ ମାସ୍କ ବଂଟନ କରାଯାଇଥିଲା । ଏହା ତିଆଡି ସାହି, ଶ୍ୟାମାକାଳୀ ଲେନ୍‌,…

ଭାଇରାଲ୍ ପୋଷ୍ଟମୋର୍ଟମ୍; କେତେ ସତ କେତେ ମିଛ ? ପ୍ରତି ୧୦୦ ବର୍ଷରେ ଥରେ ସର୍ବବ୍ୟାପୀ ମହାମାରୀ !

ଭୁବନେଶ୍ୱର: କରୋନା ମହାମାରୀ ବିଶ୍ୱରେ ବ୍ୟାପିବା ପରଠୁ ଅନେକ ଟିଭି ଚ୍ୟାନେଲ, ଖବର କାଗଜ ଓ ସୋସିଆଲ ମିଡିଆରେ ପ୍ରତି ୧୦୦ବର୍ଷରେ ଥରେ ବିଶ୍ୱ କିଛି ନା କିଛି ମହାମାରୀକୁ ସାମ୍ନା କରୁଥିବା ପ୍ରକାଶ କରିଆସିଛନ୍ତି । ହେଲେ ଏହି ଦାବିରେ କେତେ ରହିଛି ସତ୍ୟତା ? ସତ ଜାଣିବାକୁ ଛାନଭିନ୍…

ଭଦ୍ରକରେ ୮ଟି ପଜିଟିଭ କେସ: ରାଜ୍ୟର ଅନ୍ୟତମ କରୋନା ହଟସ୍ପଟ୍ !

ଭୁବନେଶ୍ୱର: ଭୁବନେଶ୍ୱର ପରେ ଭଦ୍ରକ ରାଜ୍ୟର ଅନ୍ୟତମ କରୋନା ହଟସ୍ପଟ୍ ଭାବେ ସାବ୍ୟସ୍ତ ହୋଇଛି । ଭୁବନେଶ୍ୱରର ୪୬ଟି ପଜିଟିଭ ଆକ୍ରାନ୍ତଙ୍କ ପରେ ଭଦ୍ରକରେ ୮ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଭଦ୍ରକରେ ରବିବାର ଦିନ ଘୋଷିତ ହୋଇଥିବା ୫ଟି କେସ୍ ମଧ୍ୟରୁ ଜିଲ୍ଲାର ବାସୁଦେବପୁରରେ ୩ଟି…