Latest Odisha News

BREAKING NEWS

Browsing Category

ସହର

City

ଆଉ ନାହିଁ ଚିନ୍ତା, ଏବେ ଲକ୍‌-ଡାଉନରେ ହେବ ବିବାହ !

ଭୁବନେଶ୍ୱର: କରୋନା ଲକ୍‌-ଡାଉନ୍ ପରେ ଅନେକ ଲୋକ ନିର୍ଦ୍ଧାରିତ ବିବାହ ତାରିଖକୁ ନେଇ ଚିନ୍ତାରେ ପଡିଛନ୍ତି । ହେଲେ ଆଉ ବ୍ୟସ୍ତ ହୁଅନ୍ତୁନି ସରକାରୀ ନିୟମ ଅଧିନରେ ବି ଏବେ ହୋଇପାରିବ ବାହାଘର । କରୋନାଭାଇରସ, ସାମାଜିକ ଦୂରତ୍ୱ ଓ ସାମୁହିକ ଉତ୍ସବ ଭଳି ତିନୋଟି ଶବ୍ଦକୁ ନେଇ ବିଚଳିତ ବିବାହ…

ଭୁବନେଶ୍ୱରର ଆଉ ଦୁଇ କରୋନା ପଜିଟିଭ ରୋଗୀ ସୁସ୍ଥ ହେଲେ

ଭୁବନେଶ୍ୱର : ରାଜ୍ୟର ଆଉ ଦୁଇ କରୋନା ପଜିଟିଭ ରୋଗୀ ଚିକିତ୍ସା ପରେ ସୁସ୍ଥ ହୋଇଥିବା ଓ ତାଙ୍କ ନମୁନା ନେଗେଟିଭ ଆସିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଏହି ଦୁଇଜଣ ଭୁବନେଶ୍ୱରର ଓ ସେମାନଙ୍କୁ ଶୁକ୍ରବାର ଡିସ୍‌ଚାର୍ଜ କରାଯାଇଥିବା ବିଭାଗ ପକ୍ଷରୁ ଟ୍ୱିଟ୍…

ବେସାହାରାଙ୍କୁ ସାହା ହେଲା ସୋଆ; ବସ୍ତିରେ ବଣ୍ଟନ ହେଲା ଶୁଖିଲା ଖାଦ୍ୟ, ମାସ୍କ୍‌

ଭୁବନେଶ୍ୱର: କରୋନା ମହାମାରୀରେ କବଳିତ ବିଭିନ୍ନ ବସ୍ତିର ଗରିବ ବେସାହାରା ଲୋକଙ୍କୁ ସହଯୋଗ ଓ ସହାୟତା ଯୋଗାଇଛି ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ । ଲକଡାଉନ ଯୋଗୁଁ ବସ୍ତିରେ ରହୁଥିବା ଗରିବ, ଦିନ ମଜୁରିଆ ଓ ଶ୍ରମିକ ଶ୍ରେଣୀର ଲୋକଙ୍କ ରୋଜଗାର ବନ୍ଦ ହୋଇଯାଇଛି । ଏଭଳି…

ପୁରୀରେ କାର୍ଯ୍ୟକ୍ଷମ ହେଲା ସ୍ୱତନ୍ତ୍ର କୋଭିଡ୧୯ ହସ୍ପିଟାଲ

ପୁରୀ: କରୋନା ମୁକାବିଲା ପାଇଁ ଆଜିଠାରୁ ପୁରୀରେ କାର୍ଯ୍ୟକ୍ଷମ ହେଲା ୨୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ୧୯ ହସ୍ପିଟାଲ । ସହରର ଜିଏଏମସି ହସ୍ପିଟାଲରେ ୬୦ ଟି ଶଯ୍ୟାର ବ୍ୟବସ୍ଥା ହୋଇଥିବା ବେଳେ ଆଇଡିଏଚ୍‌ରେ ୪୦ଟି ଓ ଏସ୍‌ଜେଏମ୍ କଲେଜରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଂଟର…

କରୋନା ହଟ୍ ସ୍ପଟ୍ ରାଜଧାନୀରେ ସପ୍ତାହକ ମଧ୍ୟରେ ହେବ ୫୦୦୦ ନମୁନା ପରୀକ୍ଷା: ମୁଖ୍ୟଶାସନ ସଚିବ

ଭୁବନେଶ୍ୱର: କରୋନାକୁ ନେଇ ରାଜ୍ୟ ସରକାର ସଚେତନ ଅଛନ୍ତି । ଭୁବନେଶ୍ୱର ହଟ୍ ସ୍ପଟ୍ ହୋଇଥିବାରୁ ସପ୍ତାହକ ମଧ୍ୟରେ ୫୦୦୦ ସ୍ୱାବ ନମୁନା ପରୀକ୍ଷା କରାଯିବ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । କୋଭିଡ ୧୯କୁ ନେଇ ଭୁବନେଶ୍ୱରରେ ସ୍ୱତନ୍ତ୍ର…

ରାଜଧାନୀର ଗ୍ରାହକଙ୍କ ପାଇଁ ଟିକ୍ ମି ଆପ୍‌, ସୁବିଧାରେ ପାଇପାରିବେ ଅତ୍ୟାବଶ୍ୟକ ସାମଗ୍ରୀ

ଭୁବନେଶ୍ୱର : ଲକ୍ ଡାଉନ ସମୟରେ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ତେବେ ଏହି ସମୟରେ ରାଜଧାନୀ ଭୁବନେଶ୍ୱରରେ ଲୋକେ କିପରି ଗ୍ରୋସରୀ, ପନିପରିବା ଓ ମେଡିସିନ ସୁବିଧାରେ ପାଇପାରିବେ ସେଥିପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଓ ସ୍ମାର୍ଟ ସିଟି ପକ୍ଷରୁ ଆରମ୍ଭ ହୋଇଛି ଟିକ୍ ମି…

ଭୁବନେଶ୍ୱର ଓ କଟକରେ ନିଃସହାୟଙ୍କୁ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ଗ୍ରୋସେରୀ ସାମଗ୍ରୀ କିଟ୍ ବଂଟନ

ଭୁବନେଶ୍ୱର: ବର୍ତ୍ତମାନର ଲକ୍‌ଡାଉନ୍ ସମୟରେ ଅସୁବିଧାରେ ରହିଥିବା ଭୁବନେଶ୍ୱର ଓ କଟକ ସହରର ସହସ୍ରାଧିକ ନିଃସହାୟ ପରିବାରମାନଙ୍କୁ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ଗ୍ରୋସେରୀ ସାମଗ୍ରୀ କିଟ୍ ପ୍ରଦାନ କରାଯାଇଛି । ଚାଉଳ, ଡାଲି, ଚିନି, ଖାଇବା ତେଲ, ମସଲା, ସାବୁନ୍ ଇତ୍ୟାଦି ରହିଥିବା ଏହି…

ଲକ୍‌ଡାଉନରେ ନୂଆବର୍ଷ; କରୋନାର କରୁଣ ଚିତ୍ର…

ଆମର ବଙ୍ଗଳା ନୂଆ ବର୍ଷ ହଉଚି ପଇଲା ବୈଶାଖ ଯାହା ପ୍ରାୟତଃ ପଡେ ଏପ୍ରିଲ ୧୪। ସମସ୍ତଙ୍କ ଶୁଭେଚ୍ଛା ଜଣାଇବା ଆଉ ମନ୍ଦିରରେ ମଙ୍ଗଳମନାସୀ ଦୀପ ଦାନ କରି ନୂଆବର୍ଷକୁ ଆଦରି ନିଏ। କିନ୍ତୁ, ଏବର୍ଷ ଥିଲା ଏକ ନୂଆ ଢଂଗର ବର୍ଷର ପ୍ରାରମ୍ଭ। ପ୍ରାୟ ମାସେକାଳ ଘରବନ୍ଦୀ ଆମେ, ସେଥିରୁ ଆମର ଈଶ୍ୱର…

ଲକ୍‌-ଡାଉନ୍ ଅପରାଧ; ମଦ ଚୋରି ଅଭିଯୋଗରେ ୩ ଗିରଫ !

ରାଉରକେଲା: ବୁଧବାର ପ୍ଲାଣ୍ଟ ସାଇଟ୍ ପୋଲିସ ମଦ ଦୋକାନ ଭାଙ୍ଗି ଚୋରି କରିବା ଅଭିଯୋଗରେ ସେକ୍ଟର-୨୧ ଅଂଚଳରୁ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କଠାରୁ ୪ କାର୍ଟୁନ ମଦ ଓ ଚୋରିରେ ବ୍ୟବହାର ହୋଇଥିବା ଅଟୋରିକ୍ସାକୁ ପୋଲିସ ଜବତ କରିଛି । ସୋମବାର ରାତିରେ ୩ ଅଭିଯୁକ୍ତ…

ରାଉରକେଲାରେ ସେଲ୍ ପକ୍ଷରୁ କୋଭିଡ୍‌-୧୯ ଟେଷ୍ଟିଂ ଲ୍ୟାବ ଆରମ୍ଭ !

ଭୁବନେଶ୍ୱର: ଷ୍ଟିଲ୍ ଅଥରଟି ଅଫ୍ ଇଣ୍ଡିଆ ଉଦ୍ୟମରେ ଇସ୍ପାତ ଜେନେରାଲ ହସ୍ପିଟାଲରେ (IGH) କୋଭିଡ୍‌-୧୯ ଟେଷ୍ଟିଂ ଲ୍ୟାବ ପ୍ରତିଷ୍ଠା କରାଯାଇଛି । ଏହି ଲ୍ୟାବ୍ କରୋନା ମହାମାରୀ ବିରୋଧୀ ଲଢେଇରେ ଓଡିଶାକୁ ମଜବୁତ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । The new…