Latest Odisha News

BREAKING NEWS

Browsing Category

ସହର

City

କାଳବୈଶାଖୀ ବର୍ଷା ନେଇ ଆଜି ଏହି ୨ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ, ଆହୁରି ୪ ଦିନ ଲାଗି ରହିବ ଏଭଳି ସ୍ଥିତି

ଭୁବନେଶ୍ବର: ରାଜ୍ୟରେ ଏବେ ଲାଗି ରହିଛି କାଳବୈଶାଖୀ ବର୍ଷା । ଯାହା କେତେ ମାତ୍ରାରେ ଖରା ତାତିରୁ ଆଶ୍ବସ୍ତି ଆଣିଛି । ସୋମବାର ପ୍ରାୟତଃ ସମଗ୍ର ରାଜ୍ୟରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ଏନେଇ ଦୁଇଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । କନ୍ଧମାଳ ଓ…

ହିଟ୍ ଆଣ୍ଡ ରନରେ ବରେନ୍ୟ ରାଉତରାୟଙ୍କୁ ହତ୍ୟା ଘଟଣା; ଅଭିନେତା ସରୋଜ ସ୍ଵସ୍ତିକ ଭରଦ୍ବାଜ ଗିରଫ

ଭୁବନେଶ୍ୱର: ଚନ୍ଦ୍ରଶେଖରପୁର ଆଚାର୍ଯ୍ୟ ହରିହର କଲେଜ ଛକରେ ବରେନ୍ୟ ରାଉତରାୟଙ୍କୁ ହତ୍ୟାରେ ଓଡ଼ିଆ ଫିଲ୍ମ ହିରୋଙ୍କ ସାମିଲ ଘଟଣାରେ ଏବେ ଆଉ ଏକ ସତ ସାମ୍ନାକୁ ଆସିଛି । ଘଟଣାରେ ଟେଲି ଅଭିନେତା ସରୋଜ ସ୍ଵସ୍ତିକ ଭରଦ୍ବାଜଙ୍କୁ ଗିରଫ କରି ଗତକାଲି କୋର୍ଟ ଚାଲାଣ କରିଛି ପୋଲିସ ।…

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ଘଟଣା, ୨ ଗିରଫ, ଜଣେ ଫେରାର

ଭୁବନେଶ୍ବର: ଭୁବନେଶ୍ବର ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ଘଟଣା । ଗିରଫ ହେଲେ ଦୁଇ ଅଭିଯୁକ୍ତ । ସେମାନଙ୍କ ମଧ୍ୟରେ ଜଣେ ୧୭ ବର୍ଷୀୟ ନାବାଳକ ରହିଛି । ଆଉ ଜଣେ ଅଭିଯୁକ୍ତ ବର୍ତ୍ତମାନ ଫେରାର ଥିବା ସୂଚନା । ତେବେ ଚଳିତ ମାସ ୧୭ ତାରିଖରେ ବୋଲଗଡ଼ ଗସ୍ତ ସମୟରେ…

ରାଜ୍ୟପାଳଙ୍କ ପ୍ରଥମ ମହିଳା ଏଡିସି ଭାବେ ଆଇପିଏସ୍ ଅଫିସର ଅନନ୍ୟା ଅୱସ୍ତି ନିଯୁକ୍ତ

ଭୁବନେଶ୍ୱର: ଓଡିଶାର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଆଇପିଏସ୍ ଅଧିକାରୀ ଅନନ୍ୟା ଅୱସ୍ତିଙ୍କୁ ରାଜ୍ୟପାଳଙ୍କ ଏଡିସି (ପୋଲିସ) ଭାବେ ନିଯୁକ୍ତି ଦେଇଛନ୍ତି I ସୂଚନା ଯୋଗ୍ୟ ଯେ ଅନନ୍ୟା ଅୱସ୍ତି ଓଡିଶା ରାଜ୍ୟପାଳଙ୍କ ସମ୍ମାନଜନକ ଏଡିସି ପଦବୀରେ ନିଯୁକ୍ତ ହେବାରେ ପ୍ରଥମ ମହିଳା ଆଇପିଏସ୍…

ପୁଣି ଘୁଞ୍ଚିଲା ସରକାରୀ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ମୂଲ୍ୟାୟନ ରିପୋର୍ଟ ଦାଖଲ ସମୟ

ଭୁବନେଶ୍ବର: ପୁଣି ଘୁଞ୍ଚିଲା ସରକାରୀ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ମୂଲ୍ୟାୟନ ରିପୋର୍ଟ ଦାଖଲ ସମୟ । ପୂର୍ବରୁ ମେ ୩୧ ସୁଦ୍ଧା ସ୍ୱ-କାର୍ଯ୍ୟଦକ୍ଷତା ରିପୋର୍ଟ ବା ସେଲ୍ଫ ଆପ୍ରାଇଜାଲ୍ ରିପୋର୍ଟ ଦାଖଲ କରିବାକୁ ସମୟ ଦିଆଯାଇଥିବାବେଳେ, ଏବେ ଏହି ଅବଧିକୁ ବୃଦ୍ଧି କରାଯାଇ ଜୁନ୍‌ ୩୦ ରଖାଯାଇଛି…

ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଦେବା ଅଭିଯୋଗ ପରେ ବଦଳିଲେ ଆଇଆଇସି

ଭୁବନେଶ୍ବର: ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଦେବା ଅଭିଯୋଗ ପରେ ବଦଳିଲେ ବାରଙ୍ଗ ଥାନାର ଆଇଆଇସି ନିରଞ୍ଜନ ବେହେରା । ତାଙ୍କୁ ବଦଳି କରାଯାଇ କଟକ ଡିସିପି ଅଫିସକୁ ପଠାଯାଇଛି । ବର୍ତ୍ତମାନ ବାରଙ୍ଗ ଥାନାରେ ଇନ୍ସପେକ୍ଟର ଦାୟିତ୍ୱରେ ରହିବେ ପୁରୀ ଘାଟ ଥାନା ଅଧିକାରୀ ବିଶ୍ୱରଞ୍ଜନ…

ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ବାଇଁଙ୍କୁ ହତ୍ୟା ଘଟଣାର ତଦନ୍ତ କରିବ ଏନଏଚଆରସି ଟିମ୍

ଭୁବନେଶ୍ବର: ବାଲିଅନ୍ତାରେ ସୌମ୍ୟ ରଞ୍ଜନ ସ୍ବାଇଁଙ୍କୁ ହତ୍ୟା ଘଟଣାରେ ବର୍ତ୍ତମାନ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବାବେଳେ, ଏବେ ଏନଏଚଆରସି ଟିମ୍ ତଦନ୍ତ କରିବ ବୋଲି ସୂଚନା ରହିଛି । ଏନେଇ ୫ ଦିନିଆ ଭୁବନେଶ୍ବର ଗସ୍ତରେ ୨ ଜଣ ସଦସ୍ୟ ଓଡ଼ିଶା ଆସି ବାଲିଅନ୍ତା ଯାଇ ଘଟଣାର ଅନୁଧ୍ୟାନ କରିବେ ।…

ଇକୋଲାଇମ୍+: ଶିଳ୍ପ ଆବର୍ଜନା ପାଲଟିଲା ସମାଧାନ, ଓଡ଼ିଶାର ଅମ୍ଳୀୟ ମାଟିରେ ହେବ ୧୦-୧୫% ଡିଏପି ସଞ୍ଚୟ

ଭୁବନେଶ୍ୱର: ଆଇସିଏଆର-କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନ ଏକ ଅଭିନବ ଉତ୍ପାଦ ଇକୋଲାଇମ୍+ ବିକଶିତ କରିଛି । ଏହା ଶିଳ୍ପ ଉପ-ଉତ୍ପାଦ ଯେପରିକି ସ୍ଲାଗ୍ ଏବଂ ଫ୍ଲାଏ ଆସ୍ ରୁ ପ୍ରସ୍ତୁତ ଏକ ମୂଲ୍ୟଯୁକ୍ତ ଫର୍ମୁଲେସନ୍ ଯାହା କମ୍ପୋଷ୍ଟ ସହିତ ସମୃଦ୍ଧ ହୋଇଥାଏ । ଏହି ଉତ୍ପାଦ ଓଡ଼ିଶାର ଅମ୍ଳୀୟ…

ପଳାଶୁଣି ବ୍ରିଜ ଦୁର୍ଘଟଣା: ହାଇୱା ଡ୍ରାଇଭର ଗିରଫ, ଲାଗିଲା ହତ୍ୟା ଉଦ୍ୟମ ଦଫା

ଭୁବନେଶ୍ୱର: ପଳାଶୁଣୀ ବ୍ରିଜ୍‌ ଉପରେ ଘଟିଥିବା ଚର୍ଚ୍ଚିତ ସଡ଼କ ଦୁର୍ଘଟଣା ମାମଲାରେ ହାଇୱା ଚାଳକ ଜଗମୋହନ ଭୁକ୍ତଙ୍କୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୋଲିସ। କାର୍‌କୁ ଧକ୍କା ଦେବା ପରେ ଘୋଷାଡ଼ି ନେଇଥିବା ଅଭିଯୋଗକୁ ଗୁରୁତର ଭାବେ ନେଇ ପୋଲିସ ତାଙ୍କ ବିରୋଧରେ ହତ୍ୟା ଉଦ୍ୟମ ଧାରା ଯୋଡ଼ିଛି।…

ବାରଙ୍ଗ ଥାନା ଥାର୍ଡ ଡିଗ୍ରୀ କାଣ୍ଡ: ରାକେଶଙ୍କୁ ବାଡ଼େଇଲା କିଏ? ଥାନାରୁ ହସ୍ପିଟାଲ ପର୍ଯ୍ୟନ୍ତ ବଢ଼ୁଛି ରହସ୍ୟ

ଭୁବନେଶ୍ୱର: କଟକ ଜିଲ୍ଲା ବାରଙ୍ଗ ଥାନା ପୋଲିସ ନାଁରେ ଏବେ ଏକ ସାଂଘାତିକ ଅଭିଯୋଗ ଆସିଛି। ଜଣେ ଯୁବକଙ୍କୁ ଥାନାରେ ଅଟକ ରଖି ଥାର୍ଡ ଡିଗ୍ରୀ ଦିଆଯାଇଥିବା ନେଇ ତାଙ୍କ ପରିବାର ଲୋକେ ଗୁରୁତର ଅଭିଯୋଗ ଆଣିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ବେଳେ…