Latest Odisha News

BREAKING NEWS

Browsing Category

ସହର

City

ହାଇୱା ଧକ୍କାରେ ଚାଲିଗଲା ୪ବର୍ଷର ଶିଶୁର ଜୀବନ

ବ୍ରହ୍ମପୁର: ଗଞ୍ଜାମ ଜିଲା ହିଂଜିଳି ଥାନା ଅନ୍ତର୍ଗତ ସିକିରି ଗ୍ରାମରେ ସୋମବାର ପୂର୍ବାହ୍ନରେ ହାଇୱା ଧକ୍କାରେ ଜଣେ ୪ ବର୍ଷୀୟ ଶିଶୁର ଜୀବନ ଚାଲିଯାଇଛି। ମୃତକ ଜଣକ ହେଲେ ପ୍ରମୋଦ ଦଳାଇଙ୍କ ପୁଅ ହିମାଂଶୁ। ମିଳିଥିବା ସୂଚନା ଅନୁଯାୟୀ, ହିଂଜିଳି ଠାରୁ ତାରାତାରିଣୀ ରାସ୍ତାରେ ଅଛି ସିକିରି…

ଏଟିଏମ ବଦଳାଇ ବରିଷ୍ଠ ନାଗରିକଙ୍କୁ ଠକେଇ, ବ୍ରହ୍ମପୁରରୁ ଯୁବକଙ୍କୁ ଗିରଫ କଲା କମିଶନରେଟ ପୁଲିସ

ବ୍ରହ୍ମପୁର: ଏଟିଏମକୁ ଟଙ୍କା ଉଠାଇବାକୁ ଆସୁଥିବା ବରିଷ୍ଠ ନାଗରିକଙ୍କୁ ସାହାଯ୍ୟ କରିବା ବାହାନାରେ ଟଙ୍କା ନେଇଯାଉଥିବା ପୋଷାଦାର ଲୁଟେରାଙ୍କୁ ବ୍ରହ୍ମପୁରରୁ ଗିରଫ କରିଛି କମିଶନରେଟ ପୋଲିସ। ଯୁବକଙ୍କ ନାମ ମନୋଜ ସାହୁ ହୋଇଥିବା ବେଳେ ତାଙ୍କୁ ଲକ୍ଷ୍ମୀସାଗର ଥାନା ରବିବାର ଗିରଫ କରିଛି।…

ଜାଣନ୍ତୁ ଶିଶିର ସରସ ମେଳାରେ କ’ଣ ଉପଲବ୍ଧ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରର ବରମୁଣ୍ଡା ଖେଳ ପଡ଼ିଆରେ ଆରମ୍ଭ ହୋଇଛି ଶିଶିର ସରସ ମେଳା । ଯାହା ଫଳରେ କନ୍ଧମାଳର ହଳଦି, ନୟାଗଡ଼ର ଡାଲି, ମୟୂରଭଞ୍ଜର ସବାଇଘାସରେ ତିଆରି ବିଭିନ୍ନ ସାମଗ୍ରୀ ବର୍ତ୍ତମାନ ମିଳୁଛି ଗୋଟିଏ ସ୍ଥାନରେ। ଏହି ମେଳାରେ ପଡ଼ିଥିବା ପ୍ରତ୍ୟେକ ଷ୍ଟଲରେ ରହିଛି…

ଏବେ ଆକ୍ସନ ମୋଡ଼ରେ ବିଏମସି କମିଶନର

ଭୁବନେଶ୍ୱର: ଏବେ ଆକ୍ସନ ମୋଡ଼ରେ ବିଏମସି । ସବୁ ଦିଗ ଉପରେ ଦିନ ରାତି ୨୪ଘଣ୍ଟା ରହିଛି ନଜର । ସକାଳେ ସହରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କେତେ ଆଗେଇଛି ତାହାର କରୁଛି ସମୀକ୍ଷା । ଆଉ ରାତିରେ ସଫେଇ କାମର ତର୍ଜମା କରୁଛି ବିଏମସି । ପରିଷ୍କାର ଓ ପରିଛନ୍ନତା କାମର ତଦାରଖ ପାଇଁ ଗ୍ରାଉଣ୍ଡ ଜିରୋରେ…

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଇଁ ବିସିସିଆଇ ଘୋଷଣା କଲା ଖେଳାଳି ତାଲିକା: ରୋହିତ-ବିରାଟ ନିରାଶ

ମୁମ୍ବାଇ: ଚଳିତ ମାସରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଟି-୨୦ ସିରିଜ ପାଇଁ ବିସିସିଆଇ ଟିମ୍ ଇଣ୍ଡିଆ ତାଲିକା ଘୋଷଣା କରିଛି। ଏହି ସିରିଜରେ କିନ୍ତୁ ରୋହିତ ଶର୍ମା ଏବଂ ବିରାଟ କୋହଲି ସ୍ଥାନ ପାଇ ନାହାନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଦଳର ଅଧିନାୟକ ରହିବେ। ନ୍ୟୁଜିଲାଣ୍ଡ…

ଓଭରବ୍ରିଜ୍‌ରୁ ଖସି ପଡ଼ିଲେ ଛାତ୍ର, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ସମ୍ବଲପୁର: ଆଜି ଅପରାହ୍ନରେ ସମ୍ବଲପୁରଠାରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ଲକ୍ଷ୍ମୀ ଟକିଜ ଫ୍ଲାଇଓଭରରୁ ପଡ଼ି ଜଣେ ଦଶମ ଶ୍ରେଣୀ ଛାତ୍ର ଗୁରୁତର ହୋଇଛନ୍ତି। ସଙ୍କଟାପନ୍ନ ଅବସ୍ଥାରେ ଛାତ୍ରକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତର ଛାତ୍ର ଜଣକ ହେଲେ…

ହକି ବିଶ୍ବକପ୍‌ କ୍ରେଜ୍‌; ଚକ୍ ଆର୍ଟ ସହିତ ପେନସିଲ୍ କାର୍ଭିଙ୍ଗ୍‌

ବ୍ରହ୍ମପୁର: ହକି ବିଶ୍ୱକପ ପାଇଁ ଚକ୍ ଆର୍ଟ ସହିତ ପେନସିଲ୍ କାର୍ଭିଙ୍ଗ୍‌ ଆର୍ଟ ପ୍ରସ୍ତୁତ କରି ଚର୍ଚ୍ଚାରେ ଇଂଞ୍ଜିନିୟରିଙ୍ଗ୍ ଛାତ୍ର କେ.ବିଜୟ ରେଡି। ଶିତଳାପଲ୍ଲୀ ସ୍ଥିତ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟର ଚତୁର୍ଥ ବର୍ଷର ଛାତ୍ର ବିଜୟ ଏହାକୁ ପ୍ରସ୍ତୁତ କରି ଚର୍ଚ୍ଚାରେ…

ବ୍ରହ୍ମପୁର ଉପଜିଲାପାଳଙ୍କ ବାସଭବନରୁ ନାଗ ଉଦ୍ଧାର

ବ୍ରହ୍ମପୁର: ବ୍ରହ୍ମପୁର ଉପଜିଲାପାଳଙ୍କ ବାସଭବନ ପରିସରରୁ ଏକ ୫ ଫୁଟର ନାଗ ସାପକୁ ଉଦ୍ଧାର କରିଛି ସ୍ନେକ ହେଲ୍ପ ଲାଇନ। ସୂଚନା ମୂତାବକ ଗୁରୁବାର ଉପଜିଲାପାଳଙ୍କ ବାସଭବନ ପରିସରରେ ଏକ ବିରାଟକାୟ ସାପ ବୁଲୁଥିବାର କର୍ମଚାରୀମାନେ ଦେଖିଥିଲେ। ଏହାପରେ ସେମାନେ ସ୍ନେକ ହେଲ୍ପ ଲାଇନକୁ ଯୋଗାଯୋଗ…

ଆସନ୍ତୁ ଜାଣିବା କାଳିଆର ପୁଷ୍ପଶୃଙ୍ଗାର ଓ ନାକଚଣା ରହସ୍ୟ

ପୁରୀ: ଶୃଙ୍ଗାରପ୍ରିୟ ଆମ କଳାଠାକୁର ।ଶୃଙ୍ଗାରରେ ତାଙ୍କର ଭାରି ଆଦର।କଳାଠାକୁରଙ୍କ ଦିନଚର୍ଯ୍ୟାରେ ଯୋଡି ହୋଇଥାଏ ଦିନର ଅନ୍ତିମ ବେଶ ବଡ଼ସିଂହାର ବେଶ ବା ବଡ଼ଶୃଙ୍ଗାର ବେଶ ।ରାତିରେ ଚନ୍ଦନ ଲାଗି ନୀତି ପରେ ବଡ଼ସିଂହାର ବେଶରେ ନାନାଦି ପୁଷ୍ପ ଅଳଙ୍କାରରେ ସଜେଇ ହୁଅନ୍ତି ବଡ଼…

ପୋଖରୀରେ ବୁଡିଗଲେ ଦୁଇ ଭଉଣୀ

ବ୍ରହ୍ମପୁର: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ଖମାରପଲ୍ଲୀ ଗ୍ରାମର ନୂଆସାହି ହରିଜନ ସାହିର ଦୁଇ ଜଣ ଭଉଣୀ ପୋଖରୀରେ ଗାଧୋଉଥିବା ବେଳେ ବୁଡ଼ିଯାଇ ପ୍ରାଣ ହରାଇଛନ୍ତି। ମୃତକମାନେ ହେଲେ ବୁଲୁ ନାଇକଙ୍କ ଦୁଇ ଝିଅ ୧୦ବର୍ଷର ଝିଅ ସାଲିନ ଏବଂ ୮ବର୍ଷର ସୋନାଲିକା। ରବିବାର…