Latest Odisha News

BREAKING NEWS

Browsing Category

ସହର

City

ଅଲିଭ ରିଡଲେଙ୍କ ଆଗମନ ପାଇଁ ପ୍ରସ୍ତୁତି;୫୨କିମି ବେଳାଭୂମିରେ ହେବ ଅଣ୍ଡାଦାନ

ବ୍ରହ୍ମପୁର:ବିଦେଶୀ ଅତିଥି ଅଲିଭ ରିଡଲେଙ୍କ ଆଗମନ ପାଇଁ ପ୍ରସ୍ତୁତି ହେଲାଣି ଗଞ୍ଜାମ ଉପକୂଳ। କେବଳ ବନ ବିଭାଗ ନୁହଁ, ଅନ୍ୟାନ୍ୟ ବିଭାଗ ଏବଂ ସ୍ଥାନୀୟ ଅଞ୍ଚଳବାସୀଙ୍କ ତରଫରୁ ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମିଳନ ଠାରୁ ଅଣ୍ଡାଦାନ ଏବଂ ଛୁଆ ବାହାରିବା ପର୍ଯ୍ୟନ୍ତ, ସେମାନଙ୍କ…

ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ପୁରୀ : ପୁରୀ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଆଜି ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ । ମୋଟ ୫୧ ଗୋଟି ଅଭିଯୋଗ ପତ୍ର ମିଳିଥିବା…

ବସ୍ତି ବାସିନ୍ଦାଙ୍କୁ ମିଳିବ ‘ଆରୋଗ୍ୟମ୍‌’ ସ୍ବାସ୍ଥ୍ୟ ସେବା

ବ୍ରହ୍ମପୁର:ବ୍ରହ୍ମପୁର ସହରର ବସ୍ତି ବାସିନ୍ଦାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ମହାନଗର ନିଗମ ଅଞ୍ଚଳରେ ଶନିବାର ‘ଆରୋଗ୍ୟମ୍‌’ ଯୋଜନାର ଶୁଭାରମ୍ଭ କରାଯାଇଛି। ସହରର ୧୬୧ଟି ବସ୍ତିରେ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଏହା ଦ୍ବାରା ବସ୍ତିର…

ଛାତ୍ର ବିଜେଡ଼ିରୁ ନିଲମ୍ବିତ ହେଲେ ଛାତ୍ରୀଙ୍କୁ ଅସଦାଚରଣ ଘଟଣାର ମୁଖ୍ୟ ଅଭିଯୁକ୍ତ

ବ୍ରହ୍ମପୁର: ବିନାୟକ ଆଚାର୍ଯ୍ୟ କଲେଜରେ ଜଣେ ଛାତ୍ରୀଙ୍କ ଅସଦାଚରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଥିଲେ ସେହି କଲେଜର ଯୁକ୍ତ ତିନି ଦ୍ବିତୀୟ ବର୍ଷର ଛାତ୍ର ଅଭିଷେକ ନାୟକ। ତାଙ୍କୁ ପୋଲିସ ଗିରଫ କରିସାରିଛି। ତେବେ ଛାତ୍ର ବିଜୁ ଛାତ୍ର ଜନତା ଦଳ ତରଫରୁ ବିନାୟକ ଆଚାର୍ଯ୍ୟ କଲେଜର କ୍ୟାମ୍ପସର କମିଟିର…

ଛାତ୍ର ବିଜେଡ଼ି କ୍ୟାମ୍ପସ କମିଟିର ସଂଯୋଜକ ଥିଲେ ଛାତ୍ରୀଙ୍କୁ ଅସଦାଚରଣର ମୁଖ୍ୟ ଅଭିଯୁକ୍ତ

ବ୍ରହ୍ମପୁର: ବିନାୟକ ଆଚାର୍ଯ୍ୟ କଲେଜର ଛାତ୍ରୀଙ୍କୁ ଅସଦାଚରଣ ଏବଂ ଏସଂପର୍କିତ ଭିଡ଼ିଓ ଭାଇରାଲ୍‌ ଘଟଣାକୁ ନେଇ ସାରା ରାଜ୍ୟରେ ଉଦ୍‌ବେଗ ପ୍ରକାଶ ପାଇବାରେ ଲାଗିଛି। ଏହି ଘଟଣାରେ ସଂପୃକ୍ତ ଥିବା ଛାତ୍ରଛାତ୍ରୀଙ୍କୁ ସବୁଆଡ଼ୁ ସମାଲୋଚନା କରାଯାଉଛି। ତେବେ ଏହାର ଭିତରେ ଆଉ ଏକ ସାଂଘଂତିକ ତଥ୍ୟ…

ଛାତ୍ରୀଙ୍କୁ ଅସଦାଚରଣ ଘଟଣାରେ ଗିରଫ ୩ ଛାତ୍ରଙ୍କ ଦାଖଲ ହେଲାନି ଓକାଲତନାମା

ବ୍ରହ୍ମପୁର: ବିନାୟକ ଆଚାର୍ଯ୍ୟ କଲେଜର ଜଣେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଦୁଇଜଣ ନାବାଳକଙ୍କ ସମେତ ୫ଜଣ ଛାତ୍ର ଗିରଫ ହୋଇଛନ୍ତି। ଏଥିରେ ଥିବା ତିନି ଜଣ ସାବାଳକ ଅଭିଯୁକ୍ତ ତଥା ଯୁକ୍ତ ୩ ଦ୍ବିତୀୟ ବର୍ଷରେ ପଢୁଥିବା ତଥା ବ୍ରହ୍ମପୁର ଶାନ୍ତିନଗରର ଅଭିଶେଷ ନାହାକ ଓରଫ ବଣ୍ଟି(୨୨),…

ଛାତ୍ରୀଙ୍କୁ ଅସଦାଚଣ ଘଟଣାରେ ୧୨ ଛାତ୍ରଛାତ୍ରୀ କଲେଜରୁ ବହିଷ୍କୃତ

ବ୍ରହ୍ମପୁର: ବିନାୟକ ଆଚାର୍ଯ୍ୟ କଲେଜର ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀଙ୍କୁ ଅସଦାଚରଣ ଏବଂ ଏହାର ଭିଡ଼ିଓ ଭାଇରାଲ୍‌ ଘଟଣାରେ ୧୨ ଜଣ ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କଲେଜର ଆଣ୍ଟି ରାଗିଂ କମିଟି ଓ ଶୃଙ୍ଖଳା କମିଟିର ସୁପାରିଶ କ୍ରମରେ ଏମାନଙ୍କୁ ବହିଷ୍କାର…

ଆସନ୍ତାକାଲି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-20

ୱେଲିଂଟନ୍‌: ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପରେ ଦୁଇ ଦଳ ଭାରତ ଏବଂ ନ୍ୟୁଜିଲାଣ୍ଡ ସେମିଫାଇନାଲରୁ ପରାଜୟ ହେବା ପରେ ଏବେ ନ୍ୟୁଜିଲାଣ୍ଡ - ଟିମ୍‌ ଇଣ୍ଡିଆ ପୁଣି ମୁହାଁମୁହିଁ ହେବାକୁ ଯାଉଛନ୍ତି । ଆସନ୍ତାକାଲିଠୁ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ର ପ୍ରଥମ ମ୍ୟାଚ ଖେଳାଯିବ ।  ବିଶ୍ବକପ…

କଲେଜ ଛାତ୍ରୀଙ୍କୁ ଅସଦାଚରଣ ମାମଲାରେ ଦୁଇ ଛାତ୍ରଙ୍କୁ ବହିଷ୍କାର ସୁପାରିସ କଲେ ଏସ୍‌ପି

ବ୍ରହ୍ମପୁର: ବିନାୟକ ଆଚାର୍ଯ୍ୟ ସରକାରୀ ମହାବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ଖୋଲାଖୋଲି ରାଗିଂ କରାଯାଇଛି ା ଏକାଧିକ ଛାତ୍ର ମହାବିଦ୍ୟାଳୟର ଜଣେ ଯୁକ୍ତଦୁଇ ପ୍ରଥମ ବର୍ଷର ଛାତ୍ରୀଙ୍କୁ ସର୍ବସମ୍ମୁଖରେ ଦୁର୍ବ୍ୟବହାର ଏବଂ ଅସଦାଚରଣ କରିବା ସଭ୍ୟସମାଜ ପ୍ରତି ଗଭୀର ରେଖାପାତ କରିଛି ା ଛାତ୍ରୀଙ୍କୁ…

ଜନଔଷଧି କେନ୍ଦ୍ର ଖୋଲିବାକୁ ୧୫ ହଜାର ଲାଞ୍ଚ ମାମଲାରେ ମାର୍କେଟିଂ ଅଫିସରଙ୍କୁ କାବୁ କଲା ସିବିଆଇ

ବ୍ରହ୍ମପୁର: ଜନଔଷଧି କେନ୍ଦ୍ର ଖୋଲିବାକୁ ବ୍ରହ୍ମପୁରର ଜଣେ ବ୍ୟକ୍ତିଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ(କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ) ହାତରେ ଧରାପଡ଼ିଛନ୍ତି ଫାର୍ମାସିଟିକାଲ ଆଣ୍ଡ୍ ମେଡିକାଲ ଡିଭାଇସେସ୍ ବ୍ୟୁରୋ ଅଫ୍ ଇଣ୍ଡିଆର ମାର୍କେଟିଂ ଅଫିସର ସ୍ବରୂପ ପଣ୍ଡା।…