Latest Odisha News

BREAKING NEWS

Browsing Category

ସହର

City

ବେଦବ୍ୟାସ ଝୁଲାପୋଲ ନିର୍ମାଣ ପାଇଁ ଫିଟିଲା ବାଟ: ସରକାରଙ୍କୁ ପ୍ରଦାନ କରାଗଲା ଡିପିଆର

ରାଉରକେଲା: ଦୀର୍ଘ ଦିନରୁ ବିବାଦ ଘରରେ ଥିବା ବେଦବ୍ୟାସ ଝୁଲାପୋଲ ନିର୍ମାଣ ପାଇଁ ବାଟ ଫିଟିଛି। ସର୍ଭେ ପରେ ରାଜ୍ୟ ସରକାରଙ୍କୁ ଡିପିଆର ପ୍ରଦାନ କରାଯାଇଛି। ବ୍ରିଜ ପରାମର୍ଶଦାତା ଇଂ. ଅଶୋକ କୁମାର ବାସା ତ୍ରିବେଣୀ ସଙ୍ଗମ ବେଦବ୍ୟାସରେ ଅତ୍ୟାଧୁନିକ ଝୁଲାପୋଲ ନିର୍ମାଣ କରିବାକୁ ରାଜ୍ୟ…

ପ୍ରତିଦିନ ଜଙ୍କଫୁଡ୍ ଖାଉଥିଲେ ହୋଇଯାଆନ୍ତୁ ସାବଧାନ ! ହୋଇପାରେ ଏଭଳି ସମସ୍ୟା

ଭୁବନେଶ୍ଵର: ଆଜିକାଲି ପିଲାଠୁ ବୁଢା ସଭିଏଁ ଜଙ୍କଫୁଡ୍ ଖାଇବା ପାଇଁ ପାଗଳ । ବଦଳୁଥିବା ଲାଇଫ ଷ୍ଟାଇଲର କାରଣରୁ ଆମର ଖାଇବା ପିଇବାରେ ମଧ୍ୟ ବହୁତ କିଛି ବଦଳି ଯାଇଛି । ସମୟର ଅଭାବ କାରଣରୁ ଲୋକେ ବହୁତ ଜଙ୍କଫୁଡ୍ ଖାଉଥିବା ଦେଖାଯାଉଛି। ଏହା ଖାଇବାକୁ ବହୁତ ସ୍ଵାଦିଷ୍ଟ ହୋଇଥିବାବେଳେ କମ…

ଡେଙ୍ଗୁ ହଟସ୍ପଟ ପାଲଟିବ କି ପ୍ରିୟଦର୍ଶିନୀ ମାର୍କେଟ ! ୧୫ ବ୍ୟବସାୟୀ ଆକ୍ରାନ୍ତ, ୨ ମୃତ

ଭୁବନେଶ୍ବର: ରାଜଧାନୀରେ ବ୍ୟାପୁଛି ଡ଼େଙ୍ଗୁ ଆଉ ଯାଉଛି ଜୀବନ । ଭୁବନେଶ୍ୱର ପ୍ରିୟଦର୍ଶିନୀ ମାର୍କେଟ ଡ଼େଙ୍ଗୁର ହଟସ୍ପଟ ପାଲଟିପାରେ ବୋଲି ଆଶଙ୍କା କରାଯାଉଛି । ଗତ ୧୫ ଦିନରେ ୧୫ ଜଣ ବ୍ୟବସାୟୀ ଡ଼େଙ୍ଗୁରେ ଆକ୍ରାନ୍ତ ହୋଇଥିବାବେଳେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି । ଏଥିପାଇଁ…

ସୂଚନା ଅଧିକାର କର୍ମୀ କହି ଠକେଇ ମାମଲା : ମାଷ୍ଟର ମାଇଣ୍ଡ କାହ୍ନୁ ଚରଣ ପ୍ରଧାନ ଗିରଫ

ଭୁବନେଶ୍ବର: ସୂଚନା ଅଧିକାର କର୍ମୀ କହି ଠକେଇ ମାମଲା  । ମାଷ୍ଟର ମାଇଣ୍ଡ କାହ୍ନୁ ଚରଣ ପ୍ରଧାନଙ୍କୁ ଗିରଫ କଲା ଏସଟିଏଫ୍ । କାହ୍ନୁ ଚରଣଙ୍କଠାରୁ ୪ କୋଟି ଟଙ୍କା ବ୍ୟାଙ୍କ ଖାତା ଜମା ଥିବା ନେଇ ତଥ୍ୟ ମିଳିଛି । କାହ୍ନୁଚରଣ ଆକାଉଣ୍ଟରେ କୋଟି କୋଟି ଟଙ୍କାର ଟ୍ରାଞ୍ଜାକ୍ସନ ହୋଇଛି ।…

ଏସଆଇଙ୍କୁ ଆକ୍ରମଣ: ୪ ଗିରଫ, ପୋଲିସ କର୍ମଚାରୀଙ୍କ ହାତ କାମୁଡି ଖସିଗଲା ମାଷ୍ଟର ମାଇଣ୍ଡ

ଧଉଳି: ଅପରାଧୀଙ୍କ ଆଡ୍ଡା ସ୍ଥଳୀ ପାଲଟିଛି ରାଜଧାନୀ ଭୁବନେଶ୍ଗର । ଧଉଳି ଥାନା ଅଧୀନ ଲିଙ୍ଗିପୁର ବିଦ୍ୟୁତ ସବଷ୍ଟେସନ ନିକଟରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି  । ଏକ ପରିତ୍ୟକ୍ତ କୋଠା ଘରେ ଏକ ଅପରାଧୀ ଗ୍ୟାଙ୍ଗ ଅପରାଧ ଘଟାଇବା ପାଇଁ ଆଡ୍ଡା ଜମାଇଥିବାବେଳେ  ଧଉଳି ଥାନା ପୁଲିସ ଏକ…

ଜୟଦେବ ଭବନରେ ଦ୍ୱତୀୟ ଥର ପାଇଁ ଆୟୋଜିତ ହେଲା ‘ବିଶ୍ବ ଫଟୋଗ୍ରାଫି ଦିବସ’

ଭୁବନେଶ୍ଵର: ଆଜି ହେଉଛି ‘ବିଶ୍ବ ଫଟୋଗ୍ରାଫି ଦିବସ’। ଚିତ୍ରୋତ୍ତୋଳନ ବା ଫଟୋଗ୍ରାଫିରେ ଅନ୍ତର୍ନିହିତ ଥିବା କଳା ଓ ବିଜ୍ଞାନ ପ୍ରତି ଏହି ଦିବସ ଉତ୍ସର୍ଗୀକୃତ। ୧୮୩୭ ମସିହାରେ ଫରାସୀ ବୈଜ୍ଞାନିକ ଲୁଇ ଡାଗେର୍‌ଙ୍କ ଦ୍ବାରା ‘ଡିଗେରୋଟାଇପ୍‌’ ନାମକ ସ୍ବତନ୍ତ୍ର ଚିତ୍ରୋତ୍ତୋଳନ ପ୍ରକ୍ରିୟା…

କିଟ୍ ବିଶ୍ୱବିଦ୍ୟାଳୟର ୧୯ତମ ସମାବର୍ତ୍ତନ: ନିଷ୍ଠାର ସହ ମାନବ କଲ୍ୟାଣରେ ଜ୍ଞାନର ଉପଯୋଗ କରିବା ଉଚିତ: ରାଜ୍ୟପାଳ

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟର ୧୯ତମ ସମାବର୍ତ୍ତନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାବର୍ତ୍ତନରେ ମୋଟ ୬୬୩୮ ଛାତ୍ରଛାତ୍ରୀଙ୍କୁ ସ୍ନାତକ, ସ୍ନାତକୋତ୍ତର ଓ ପିଏଚ୍‍ଡି ଡ଼ିଗ୍ରୀ ପ୍ରଦାନ କରାଯାଇଥିଲା । ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏଥିରେ ମୁଖ୍ୟ ଅତିଥି…

ଲୁଗା ସଫା କରିବାକୁ ଘରେ ନାହିଁ କି ଡିଟରଜେଣ୍ଟ ପାଉଡର? ତେବେ କରନ୍ତୁ ଏହି ଉପାୟ, ଚକ୍ ଚକ୍ ଦିଶିବ ପୋଷାକ

ଭୁବନେଶ୍ଵର: କୌଣସି ପୋଷାକ ପିନ୍ଧିସାରିବା ପରେ ତାହାକୁ ଧୋଇବା ଏକ ନିୟମିତ ପ୍ରକ୍ରିୟା । ଏଥିପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରାଯାଇଥାଏ । ଅନେକ ଲୋକ ପୋଷାକ ହାତରେ ସଫା କରୁଥିବା ବେଳେ କେହିକେହି ୱାଶିଂ ମେସିନ ବ୍ୟବହାର କରନ୍ତି । କିନ୍ତୁ ପୋଷାକ ସଫା କରିବା ପାଇଁ ସର୍ଫ ପାଉଡର୍…

କ୍ୟାନସରରେ ପୀଡିତ ଥିଲେ ଆନ୍ତର୍ଜାତୀକ ଆଥଲେଟ ଦୂତି ଚାନ୍ଦ

ଭୁବନେଶ୍ବର: ଓଡ଼ିଆ ଧାବିକା ଦୂତି ଚାନ୍ଦ ଷ୍ଟେଜ୍ ଓ୍ବାନ୍ କ୍ୟାନସରରେ ପୀଡିତ ଥିଲେ । ଏ ନେଇ ସେ ନିଜେ ସୂଚନା ଦେଇଛନ୍ତି । ଏଥିପାଇଁ ସେ ଅଲଟ୍ରାସାଉଣ୍ଡ ଏବଂ ଏମଆରଆଇ ମଧ୍ୟ କରିଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଔଷଧ ସେବନ କରୁଥିଲେ । ଔଷଧ ସେବନ ପରେ ଯନ୍ତ୍ରଣା ଉପଶମ ହେବା ସହିତ…

ବିନା ଡାଏଟିଂରେ କମାନ୍ତୁ ଓଜନ, କରନ୍ତୁ କେବଳ ଏହି କାମ

ଭୁବନେଶ୍ଵର: ମୋଟାପଣ ଆଜିକାଲିର ଯୁବପିଢିଙ୍କ ମଧ୍ୟରେ ଏକ ବଡ ସମସ୍ୟା ଭାବରେ ଉଭା ହୋଇଛି । ଏହି ମୋଟାପଣ କାରଣରୁ ଆମକୁ ଅନେକ ରୋଗର ମଧ୍ୟ ସାମ୍ନା କରିବାକୁ ପଡେ । ଓଜନ ହ୍ରାସ କରିବା କେବଳ ସୁନ୍ଦର କିମ୍ବା ଫିଟ୍ ଦେଖାଯିବା ପାଇଁ ନୁହେଁ, ବରଂ ସୁସ୍ଥ ରହିବା ପାଇଁ ମଧ୍ୟ ଆବଶ୍ୟକ । ଓଜନ ହ୍ରାସ…