Latest Odisha News

BREAKING NEWS

Browsing Category

ସହର

City

ବିଶାଖାପାଟଣାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ଓଡ଼ିଶା ସୀମାନ୍ତରେ ଅଟକିଲା ଶତାଧିକ ଟ୍ରକ୍‌

ବ୍ରହ୍ମପୁର: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକ୍ରମ ପାଇଁ ଓଡ଼ିଶା ସୀମାନ୍ତରେ ନାହିଁ ନଥିବା ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି। ଶନିବାର ବିଶାଖାପାଟଣାରେ ଥିବା ଆନ୍ଧ୍ର ବିଶ୍ବବିଦ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ଜନସଭାକୁ ସମ୍ବୋଧନ ପାଇଁ…

୫ ମହାନଗରର ବସ୍ତି ବାସିନ୍ଦାଙ୍କୁ ମିଳିବ ଜମି ପଟ୍ଟା, ଡ୍ରୋନ୍‌ ସର୍ଭେକୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର: ରାଜ୍ୟର ୫ଟି ମହାନଗର ନିଗମର ବସ୍ତି ବାସନ୍ଦାଙ୍କୁ ମିଳିବ ଜମି ପଟ୍ଟା। ଏହି କ୍ରମରେ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳର ବସ୍ତି ବାସିନ୍ଦାଙ୍କୁ ‘ଜାଗା ମିଶନ୍‌’ ଜରିଆରେ ଜମିପଟ୍ଟା ପ୍ରଦାନ କରାଯିବ। ପ୍ରଥମେ ଡ୍ରୋନ୍‌ ସର୍ଭେ କାର୍ଯ୍ୟ ହେବ। ଗୁରୁବାର ଏହି କାର୍ଯ୍ୟକୁ ୫ଟି…

ଗ୍ରହଣରେ ଭୋଜନକୁ ନେଇ ବ୍ରହ୍ମପୁରରେ ଉତ୍ତେଜନା

ବ୍ରହ୍ମପୁର: ଚନ୍ଦ୍ରଗହଣରେ ସାମୁହିକ ଭୋଜନ କାର୍ଯ୍ୟକ୍ରମ ଆୟୋଜନକୁ ନେଇ ମଙ୍ଗଳବାର ବ୍ରହ୍ମପୁର ସହରରେ ଉତ୍ତେଜନା ଦେଖିବାକୁ ମିଳିଛି। ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ଏବଂ ହାତାହାତି ପରେ ପୋଲିସକୁ ଲାଠି ମାଡ଼ କରିବାକୁ ପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ମାନବବାଦୀ ହେତୁବାଦୀ…

କଲେଜ ଅଧ୍ୟକ୍ଷଙ୍କ କାର୍‌କୁ ଛାତ୍ରଙ୍କ ପଥରମାଡ଼

ବ୍ରହ୍ମପୁର:କଲେଜ ପରିଚୟପତ୍ର ଜାଲିଆତି କରିଥିବା ଜଣେ ଛାତ୍ରଙ୍କୁ ତାଗିଦ କରିବାରୁ ଅଧ୍ୟକ୍ଷାଙ୍କ କାରକୁ ପଥର ମାଡ ହୋଇଛି। ବ୍ରହ୍ମପୁର ସ୍ଥିତ ବିନାୟକ ଆଚାର୍ଯ୍ୟ କଲେଜରେ ଏହି ଘଟଣା ଦେଖିବାକୁ ମିଳିଛି। ଘଟଣାକୁ ନେଇ କଲେଜ ଅଧ୍ୟକ୍ଷା ଡ. ପ୍ରମିଳା ଖାଡଙ୍ଗା ବଡ ବଜାର ଥାନାରେ ଏତଲା ଦେଇଛନ୍ତି।…

ଆଲୋକମାଳାରେ ଝଲସୁଛି ବିଶ୍ବ ପ୍ରସିଦ୍ଧ ବାଲିଯାତ୍ରା

କଟକ: ଆଜିଠୁ କଟକର ଐତିହାସିକ ବାଲିଯାତ୍ରା ଆରମ୍ଭ ହୋଇଛି । ୨ବର୍ଷର କରୋନା କଟକଣା ହଟିବା ପରେ ଚଳିତ ବର୍ଷ ବିଶ୍ବ ପ୍ରସିଦ୍ଧ ବାଲିଯାତ୍ରା ମହା ଆଡ଼ମ୍ବରର ସହ ଆୟୋଜିତ ହୋଇଛି । ମହାନଦୀ ପଠାରେ ଜମୁଛି ଲୋକଙ୍କ ଗହଳି । ତେବେ ବାଲିଯାତ୍ରାରେ ପଡ଼ିଛି ମୋଟ ୧୨୦୦ରୁ ଊର୍ଦ୍ଧ୍ବ ଷ୍ଟଲ ।…

ହକି ବିଶ୍ବକପ ପୂର୍ବରୁ ରାଉରକେଲାରେ ହେବ ନଗର କ୍ରୀଡ଼ା ଉତ୍ସବ

ରାଉରକେଲା : ଆସନ୍ତା ଜାନୁଆରୀ ମାସରେ ରାଉରକେଲାରେ ଖେଳାଯିବ ପୁରୁଷ ହକି ବିଶ୍ବକପ୍ । ଏହି କ୍ରୀଡ଼ା ମହାକୁମ୍ଭ ପାଇଁ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ଶେଷ ପର୍ଯ୍ୟାୟରେ ପହଁଚିଥିବା ବେଳେ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ କ୍ରୀଡ଼ାର ମାହୋଲା ସୃଷ୍ଟି କରିବା ପାଇଁ ଆରମ୍ଭ ହେଉଛି କ୍ରୀଡ଼ା ଉତ୍ସବ ।…

ପାଇପ୍‌ କିଣିବା ପାଇଁ ଅନଲାଇନରେ ୧୫.୬୮ ଲକ୍ଷ ଠକେଇ

ବ୍ରହ୍ମପୁର: ଅନ୍ ଲାଇନ୍‌ରେ ଟଙ୍କା ପଠାଇ କାରବାର କରି ଜଣେ ବ୍ୟବସାୟୀ ଠକେଇର ଶିକାର ହୋଇଛନ୍ତି। ବ୍ରହ୍ମପୁର ସହର ଆସିକା ରୋଡରେ ଥିବା ମହାବୀର ଟ୍ରେଡିଂ କୋ ମାଲିକ ୧୫ଲକ୍ଷ ୬୮ହଜାର ଟଙ୍କାର ଠକେଇ ହୋଇଥିବା ନେଇ ବଡ଼ ବଜାର ଥାନାରେ ଏତଲା ଦେଇଛନ୍ତି। ମହାରାଷ୍ଟ୍ରର ଏକ ସଂସ୍ଥା ତାଙ୍କୁ ପାଇପ୍…

ସମୁଦ୍ରରେ ବୁଡ଼ି ଜଣେ ଛାତ୍ର ମୃତ, ଦୁଇ ଉଦ୍ଧାର

ବ୍ରହ୍ମପୁର: ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର କଣ୍ଟିଆଗଡ଼ ନିକଟ ପ୍ରସିଦ୍ଧ ବଟେଶ୍ୱର ଶୈବପୀଠ ପାଦଦେଶର ସମୁଦ୍ର ବେଳାଭୂମିରେ ସ୍ନାନ ବେଳେ ୩ଜଣ ଛାତ୍ର ସୋମବାର ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ୨ଜଣଙ୍କୁ ଜୀବିତ ଉଦ୍ଧାର…

ବ୍ରହ୍ମପୁରର ପ୍ରଥମ ମହିଳା ରୋଷେୟା ଦମୟନ୍ତୀଙ୍କ ମୃତ୍ୟୁ ପରେ ଚକ୍ଷୁଦାନ

ବ୍ରହ୍ମପୁର:ପୁରୁଣା ବ୍ରହ୍ମପୁର ରାଧାକାନ୍ତ ସାହି ନିବାସୀ ତଥା ସହରର ପ୍ରଥମ ମହିଳା ରୋଷେୟା ୟୁ.ଦମୟନ୍ତୀଙ୍କ ଗୁରୁବାର ସକାଳେ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ପୁଅ ରମେଶ ଓ ଦୁର୍ଗା, ଝିଅ ସୌଭାଗ୍ୟ ଏବଂ ରଜନୀଙ୍କ ସମେତ…

ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ମେଡ଼ିକାଲ ଯାଉଥିବା ବେଳେ ଦୁର୍ଘଟଣାରେ ଗର୍ଭବତୀ ମୃତ

ବ୍ରହ୍ମପୁର: ୧୬ ନମ୍ବର ଜାତୀୟ ରାଜପଥ ତଥା ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ଓଭର ବ୍ରିଜ୍‌ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ବାମୀ ସାମାନ୍ୟ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ପାତ୍ରପୁର ବ୍ଲକ ସୁରଙ୍ଗି ପଞ୍ଚାୟତ ତିତି ଗାଁର ରଞ୍ଜନ…