Latest Odisha News

BREAKING NEWS

Browsing Category

ସହର

City

ପରୀକ୍ଷାମୂଳକ ଭାବେ କାର୍ଯ୍ୟକ୍ଷମ ହେଲା ଶୀତଳାପଲ୍ଲୀ ଏସ୍‌ଟିପି

ବ୍ରହ୍ମପୁର:ବ୍ରହ୍ମପୁର ସହରରେ ପୂର୍ବରୁ ମହୁଡ଼ା ଠାରେ ଗୋଟିଏ ସେପ୍ଟେଜ୍‌ ଟ୍ରିଟମେଣ୍ଟ ପ୍ଲାଣ୍ଟ(ଏସଟିପି) ଥିବା ବେଳେ ଶୀତଳାପଲ୍ଲୀ ଠାର ନବନିର୍ମିତ ଦ୍ବିତୀୟ ଏସ୍‌ଟିପିକୁ ସୋମବାର ପରୀକ୍ଷାମୂଳକ ଭାବେ କାର୍ଯ୍ୟକ୍ଷମ କରାଯାଇଛି। ନିର୍ମାଣଧିନ ଏହି ପ୍ରକଳ୍ପ ପାଇଁ ୩ କୋଟି ୫୦ ଲକ୍ଷ ଟଙ୍କା…

କୋର୍ଟ ପରିସରରେ ଜଜ୍‌ଙ୍କୁ ଛୁରୀରେ ଆକ୍ରମଣ ଉଦ୍ୟମ

ବ୍ରହ୍ମପୁର: ସୋମବାର ଅପରାହ୍ନ ପ୍ରାୟ ସାଢ଼େ ୨ଟା ବେଳେ ବ୍ରହ୍ମପୁର ଉପଖଣ୍ଡୀୟ ବିଚାର ବିଭାଗୀୟ ଜଜ୍‌(ଏସ୍‌ଡିଜେଏମ୍‌) ପ୍ରଜ୍ଞା ପାରମିତା ପ୍ରତିହାରୀଙ୍କୁ ଜଣେ ବ୍ୟକ୍ତି ଛୁରୀରେ ଆକ୍ରମଣ ଉଦ୍ୟମ କରିଥିଲେ। ଉପସ୍ଥିତ ଆଇନ୍‌ଜୀବୀମାନେ ତାଙ୍କୁ କାବୁ କରିଥିଲେ। ତାଙ୍କ ନାମ ଭଗବାନ ସାହୁ…

ଲମ୍ପି ରୋଗ ଭୟରେ ପୂଜାର୍ଚ୍ଚନା

ବ୍ରହ୍ମପୁର: ଗଞ୍ଜାମ ଜିଲାର ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଗାଈ ବାଛୁରୀଙ୍କ ଶରୀରରେ ଲମ୍ପି ରୋଗ ଦେଖିବାକୁ ମିଳିଛି। ଶତାଧିକ ଆକ୍ରାନ୍ତ ହୋଇଥିବା ବେଳେ ବହୁ ଗାଈର ମୃତ୍ୟୁ ହେଲାଣି। ରୋଗ ଭଲ ହେଉନଥିବା ଯୋଗୁ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ଦେଖିବାକୁ ମିଳୁଛି। ଅନେକ ଏଥିପାଇଁ ପୂଜାର୍ଚ୍ଚନା…

ଆଂଚଳିକ ପରିବହନ ପକ୍ଷରୁ ପୁରୀରେ ଯାଂଚ ହେଲା ଶହ ଶହ ଗାଡି ମୋଟର

ପୁରୀ: ଆଂଚଳିତ ପରିବହନ ବିଭାଗ ପକ୍ଷରୁ ପୁରୀରେ ସ୍ପେସିଆଲ ଡ୍ରାଇଭ କାର୍ଯ୍ୟକ୍ରମ ମାଧ୍ୟମରେ ଶହ ଶହ ଗାଡି ମୋଟର ଯାଂଚ କରାଯାଇଥିଲା । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସପି କନୱର ବିଶାଲ ସିଂ ଏହାର ତତ୍ୱାବଧାନ କରିଥିଲେ । ନଭେମ୍ବର ୧ରୁ ୨୫ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା…

ଭୋଟର ତାଲିକା ସଂଶୋଧନର ସ୍ୱତନ୍ତ୍ର ଅଭିଯାନ ଦିବସ ଅନୁଷ୍ଠିତ

ପୁରୀ: ୨୦୨୩ ବର୍ଷ ପାଇଁ ନୂତନ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବୋର୍ଡ ଅଫ ରେଭିନ୍ୟୁର ସଚିବ ତଥା ପୁରୀ ଜିଲ୍ଲା ପାଇଁ ନିଯୁକ୍ତ ରୋଲ ଅବଜର୍ଭର ବିଜୟ କେତନ ଉପାଧ୍ୟାୟ, ପୁରୀ ପୌରପାଳିକା ତଥା ସଦରର ବିଭିନ୍ନ ବ୍ଲକ ପରିଦର୍ଶନ କରିଥିଲେ । ଏ ନେଇ…

ହଷ୍ଟେଲରେ ରହୁଥିବା ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ଚେଙ୍କ

ବ୍ରହ୍ମପୁର: ବ୍ରହ୍ମପୁର ଏକ ଘରୋଇ ସ୍କୁଲରେ ପଢୁଥିବା ଜଣେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ସିନିୟର ଛାତ୍ରମାନେ ଚେଙ୍କ ଦେବା ସହ ମାଡ ମରିଥିବା ଅଭିଯୋଗ ହୋଇଛି। ପିଡ଼ିତ ଛାତ୍ରଙ୍କ ମାଆ ପୁଲିସ ନିକଟରେ ଲିଖିତ ଅଭିଯୋଗ କରିବା ପରେ ଗୋସାଇଁନୂଆଗାଁ ଥାନା ପୁଲିସ ଏକ ମାମଲା ରୁଜୁ କରିଛି।…

ରାଜଧାନୀରେ ହାଇକୋର୍ଟ ପ୍ରତିଷ୍ଠା ଦାବି, କୋର୍ଟକୁ ପ୍ରବେଶ କରିପାରିଲେନି ବିଚାରପତି

ଭୁବନେଶ୍ୱର: ଭୁବନେଶ୍ୱର ବାର ଆସୋସିଏସନ ସଦସ୍ୟମାନେ ଶୁକ୍ରବାର ଭୁବନେଶ୍ୱର ଜିଲ୍ଲା ଓ ସେସନ୍ସ କୋର୍ଟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କଟକରୁ ଭୁବନେଶ୍ୱରକୁ ଓଡ଼ିଶା ହାଇକୋର୍ଟ ସ୍ଥାନାନ୍ତରକୁ ନେଇ ଓକିଲ ସଙ୍ଘ ପକ୍ଷରୁ ନୀରବ ପ୍ରତିବାଦ କରାଯାଇଛି। ଏଥିସହ ଭୁବନେଶ୍ୱରକୁ ଜିଲ୍ଲା…

ବିଜେପି ଜିଲା ସଭାପତିଙ୍କୁ ତହସିଲଦାରଙ୍କ ଅପଶବ୍ଦ ଅଭିଯୋଗରେ ବିକ୍ଷୋଭ

ବ୍ରହ୍ମପୁର:ଗଞ୍ଜାମ ଜିଲା ବିଜେପି ସଭାପତି ବିଭୂତି ଭୂଷଣ ଜେନାଙ୍କୁ କନିଷି ତହସିଲଦାର ଅପଶଦ୍ଦ କହିବା ପ୍ରତିବାଦରେ ଶତାଧିକ ବିଜେପି କର୍ମୀଙ୍କ ସମେତ ନିଜେ ବିଜେପି ସଭାପତି ଦୀର୍ଘ ସାଢ଼େ ୫ ଘଣ୍ଟା ଧରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଶେଷରେ ଦୁଇଟି ଫାଟକରେ…

ଅନ୍ନପୂର୍ଣ୍ଣା ରଙ୍ଗମଂଚରେ ଆୟୋଜିତ ହେଲା ଦେବ ଦୀପାବଳୀ ନୃତ୍ୟୋତ୍ସବ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦେବ ଦୀପାବଳୀ ଉତ୍ସବ ଅବସରରେ ପୁରୀର ଅନ୍ନପୂର୍ଣ୍ଣା ରଙ୍ଗମଂଚରେ ଆୟୋଜିତ ହୋଇଯାଇଛି ପାରମ୍ପାରିକ ନୃତ୍ୟୋତ୍ସବ । କଳାକାରଙ୍କ ମୂକସାକ୍ଷୀ ସାଜିଥିବା ଅନ୍ନପୂର୍ଣ୍ଣା ରଙ୍ଗମଂଚରେ ଓଡିଶାର ଦୁଇ ପ୍ରତିଭାବାନ ନୃତ୍ୟଶିଳ୍ପୀ ଶାସ୍ୱତ ଯୋଶୀ ଓ କୁମାର ଭିମସେନ…

ବ୍ରହ୍ମପୁର ହେବ ରାଗିଂମୁକ୍ତ ସହର:୨୯ କଲେଜର ଅଧ୍ୟକ୍ଷଙ୍କୁ ନେଇ ଏସ୍‍ପିଙ୍କ ଉଚ୍ଚସ୍ତରୀୟ ବୈଠକ

ବ୍ରହ୍ମପୁର: ବ୍ରହ୍ମପୁର ସହରକୁ ରାଗିଂମୁକ୍ତ କରିବା ପାଇଁ ବ୍ରହ୍ମପୁର ପୁଲିସ୍‍ ପକ୍ଷରୁ ନିଆଯାଇଛି ବଡ ପଦକ୍ଷେପ। କିଛିଦିନ ହେବ ସହରର ୨ଟି ପ୍ରମୁଖ ମହାବିଦ୍ୟାଳୟରେ ରାଗିଂ ଘଟଣାକୁ ନେଇ ସାରା ରାଜ୍ୟରେ ବ୍ରହ୍ମପୁର ସହର ନିନ୍ଦିତ ହେବା କାରଣରୁ ରାଗିଂମୁକ୍ତ ସହର କରିବା ପାଇଁ ବ୍ରହ୍ମପୁର…