Latest Odisha News

BREAKING NEWS

Browsing Category

ସହର

City

ବଢ଼ୁଛି ହାତ୍ୟ ମୃତ୍ୟୁ: ଜଙ୍ଗଲରେ ଗଜରାଜ ନା ଶିକାରୀ କିଏ ସୁରକ୍ଷିତ ?

ଭୁବନେଶ୍ୱର: ପୁଣିଥରେ କଟକ ଆଠଗଡ଼ ବନଖଣ୍ଡରୁ ଆସିଛି ଅଭାବନୀୟ ଖବର । ଯେଉଁଠି ପୁଣି ଏକ ଗଜରାଜର କଙ୍କାଳ ଉଦ୍ଧାର ହୋଇଛି। ସେହିପରି ପାଖରେ ଥିବା ନରସିଂହପୁର ଜଙ୍ଗଲରେ ଗୁଳିବିଦ୍ଧ ହୋଇ ଚିକିତ୍ସିତ ହେଉଥିବା ଦନ୍ତାହାତୀର ମୃତ୍ୟୁ ଘଟିଛି। ଯାହାକୁ ନେଇ ଏବେ ଜଙ୍ଗଲରେ କିଏ ସୁରକ୍ଷିତ ଏବଂ କିଏ…

ରଜ ଭିଡ଼ରେ ଛୋଟ ଛୁଆକୁ ଟାର୍ଗେଟ୍, ବେକରୁ କାଟିନେଲେ ସୁନା ଲକେଟ୍

ଭୁବନେଶ୍ୱର: ରଜ ଭିଡରେ ମାତିଛନ୍ତି ଲୁଟେରା। ସଜବାଜର ମଉକା ଦେଖି ଲୁଟି ନେଉଛନ୍ତି ଗହଣା। ଗହଳି ସ୍ଥାନାରେ ଜମାଇଛନ୍ତି ଭିଡ। ଗ୍ୟାଙ୍ଗ ହୋଇ ଧ୍ୟ୍ୟାନ ଭଟକାଇ ଲୁଟୁଛନ୍ତି ଅଳଙ୍କାର। ମାର୍କେଟ ବିଲଡିଂରେ ଦେଖିବାକୁ ମିଳିଛି ଏମିତି ଘଟଣା। ଜଣେ ଛୋଟ ଛୁଆ ଆଇସକ୍ରିମ ଖାଉଥିବା ବେଳେ ତା' ବେକରୁ…

ହସପିଟାଲ କିଣାବିକାରେ ୩.୪୩ କୋଟି ଠକେଇର ଶିକାର ଡାକ୍ତର

ବ୍ରହ୍ମପୁର:ହସ୍‌ପିଟାଲ କୋଠା, ଜମି ଏବଂ ଉପକରଣ କିଣିବାକୁ ଯାଇ ବ୍ରହ୍ମପୁରର ଜଣେ ଡାକ୍ତର ୩ କୋଟି ୪୩ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଛନ୍ତି । ବାରମ୍ବାର ଟଙ୍କା ମାଗିବା ପରେ ମଧ୍ୟ ନ ମିଳିବାରୁ ଶେଷରେ ଡାକ୍ତର ଜଣକ ପୋଲିସର ଦ୍ବାରସ୍ଥ ହୋଇଛନ୍ତି । ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।…

ବ୍ରହ୍ମପୁର ଉପକଣ୍ଠରେ ୮ଟିକିଆ ହାତୀପଲ

ବ୍ରହ୍ମପୁର: କୁକୁଡ଼ାଖଣ୍ଡି ବ୍ଲକର ଦକ୍ଷିଣପୁର ଘାଇ ପାଖରେ ୮ ଟିକିଆ ହାତୀପଲ ବୁଲାବୁଲି କରୁଛନ୍ତି । ଏହି ହାତୀପଲକୁ ନେଇ ଆଖାପାଖର ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ବିଶେଷକରି ଫସଲ ନଷ୍ଟ ଏବଂ ହାତୀପଲର ଜନବସତି ମୁହାଁକୁ ନେଇ ସେମାନେ ନାନା ଆଶଙ୍କାରେ ରହିଛନ୍ତି । ଅପରପକ୍ଷେ ବନ…

[ଦେଖନ୍ତୁ ଭିଡିଓ] ଗାଁରୁ ସହର ସବୁଠି ରଜ ମଉଜ: ରଜ ଦୋଳି ସହ ପିଠା, ମିଠା ପାନର ଜମୁଛି ଆସର

ଯାଜପୁର  : ଓଡ଼ିଆ ପରମ୍ପରା ଭିତରେ ରଜର ସ୍ଥାନ ସ୍ୱତନ୍ତ୍ର । ୩ ଦିନ ପାଳନ ହେଉଥିବା ଏକ ମାତ୍ର ପର୍ବ ହେଉଛି ରଜ। ଆଧୁନିକତାର ପ୍ରଭାବରେ ଏହି ରଜ ପର୍ବର ଆକର୍ଷଣ କମି କମି ଆସୁଥିବା ବେଳେ ଏହି ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଉଦ୍ୟମ  ଜାରି ରହିଛି  । ଯାଜପୁରର ମଙ୍ଗଳପୁରରେ ଏହି ରଜ…

ଝିଅକୁ ଚେଙ୍କ ମାମଲା; ସାବତ ମା’ ଗିରଫ

ବ୍ରହ୍ମପୁର: କୁରକୁରେ ଖାଇବାକୁ ୫ ଟଙ୍କା ମାଗିବା ଯୋଗୁ ୮ ବର୍ଷର ଝିଅକୁ ଚେଙ୍କ ଦେବା ମାମଲାରେ ସାବତ ମାଆକୁ ବଡ଼ବଜାର ଥାନା ପୋଲିସ ସୋମବାର ଗିରଫ କରିଛି । ଘଟଣା ସମ୍ପର୍କରେ ପୀଡ଼ିତାଙ୍କ ମାମୁ ବଡବଜାର ଥାନାରେ ଅଭିଯୋଗ କରିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ରବିବାର ଝିଅକୁ…

ଆଜି ପହିଲି ରଜ : ଦୁଇ ବର୍ଷ ପରେ ପୁଣି ଥରେ ଗାଁ ଆମ୍ବ ତୋଟାରେ ଝୁଲୁଛି ଦୋଳି, ଘରେ ଘରେ ପିଠାପଣାରେ ଆସର

ଭୁବନେଶ୍ବର: କରୋନା କାୟା ଥମିବାପରେ ଦୁଇ ବର୍ଷ ପରେ ପୁଣି ଶୁଭିଛି ରଜ ଦୋଳି ଗୀତ। ପୁଣି ସମସ୍ତେ ବେଶ ଧୁମଧାମରେ ପାଳୁଛନ୍ତି ରଜ। ଏଥର ରଜ ସଜବାଜ ଖୁବ ଜମୁଛି ଓଡିଶାର ଗଣପର୍ବ ରଜ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ୱିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା…

ସ୍ନାନବେଦୀରେ ଶ୍ରୀଜିଉ, ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ

ପୁରୀ: ଆଜି ଜ୍ୟେଷ୍ଠ ମାସର ପବିତ୍ର ପୂର୍ଣ୍ଣମୀ ତିଥି ।  ସ୍ନାନ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାବାହୁ । ଆଜି  ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ । ଏଥିପାଇଁ ବିଳମ୍ବିତ ରାତିରୁ ଆରମ୍ଭ ହୋଇଛି ସ୍ବତନ୍ତ୍ର ନୀତିକାନ୍ତି  । ରାତି ୩ଟା ୩୦ରୁ ମଙ୍ଗଳାର୍ପଣ ହୋଇ ୪ଟାରୁ…

ହାତୀ କଙ୍କାଳ ଉଦ୍ଧାର ଘଟଣାରେ ତଦନ୍ତ ପରିସରଭୁକ୍ତ ହେବେ ଆଠଗଡ ଡିଏଫଓ !

ଆଠଗଡ଼: କଟକ ଜିଲ୍ଲା ବଡମ୍ବା ଜଙ୍ଗଲରୁ ଦୁଇଟି ହାତୀ କଙ୍କାଳ ଉଦ୍ଧାର ଘଟଣାରେ ଆଠଗଡ଼ ଡିଏଫଓ ତଦନ୍ତ ପରିସରଭୁକ୍ତ ହୋଇପାରନ୍ତି। ଓଡ଼ିଶା ବନ ସଂରକ୍ଷକ ମୁଖ୍ୟ ବା ପିସିସିଏଫ ଶଶୀ ପଲ୍ ସୋମବାର କହିଛନ୍ତି ଯେ ବଡମ୍ବା ଜଙ୍ଗଲରୁ ହାତୀ କଙ୍କାଳ ଉଦ୍ଧାର ଘଟଣାର ତଦନ୍ତ ଜାରି ରହିଛି । ଆବଶ୍ୟକ ପଡ଼ିଲେ…

JSW ଜଜାଙ୍ଗ ଲୁହାଖଣିକୁ ଉତ୍କର୍ଷ ପରିବେଶ ପୁରସ୍କାର

ଭୁବନେଶ୍ୱର: JSW  ଷ୍ଟିଲ (ଓଡ଼ିଶା ପରିଚାଳନା)ର ଜଜାଙ୍ଗ ଲୁହାପଥର ଖଣିକୁ ସମ୍ମାନଜନକ କଳିଙ୍ଗ  ଏନଭରନେଣ୍ଟ  ଏକ୍ସିଲେନ୍ସ ଆୱାର୍ଡ (ଉତ୍କର୍ଷ ପରିବେଶ ପୁରସ୍କାର) ମିଳିଛି ।  ଭୁବନେଶ୍ୱର ସ୍ଥିତ ହୋଟେଲ ନ୍ୟୁ ମାରିଅନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜଜାଙ୍ଗ ଲୁହାଖଣି ଏଭିପି (ଖଣି ପରିଚାଳନା)…